Daily Archives

June 3, 2018

ବିଜେପି ବିଧାୟକ କହିଲେ, ୨୦୧୯ ସୁଦ୍ଧା ରାମ ମନ୍ଦିର ନିର୍ମାଣ ନହେଲେ ଦଳରୁ ଦେବେ ଇସ୍ତଫା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାରେ ଜଣେ ବିଜେପି ବିଧାୟକ ଏକ ଅଦ୍ଭୁତ ବୟାନ ଦେଇଛନ୍ତି। ହାଇଦ୍ରାବାଦର ଗୋଶମହଲ ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଟି ରାଜା ସିଂହ ଘୋଷଣା କରିଛନ୍ତି ଯେ, ଯଦି ୨୦୧୯ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ନହୁଏ, ତେବେ ସେ ଦଳ ଛାଡ଼ିବେ।…
ଅଧିକ ଖବର ଦେଖନ୍ତୁ...

ବାହାରିଲା ଅତ୍ୟାଧୁନିକ ଜ୍ୟାକେଟ୍‌, ଏଣିକି ମହିଳାଙ୍କୁ ଛୁଇଁଲେ ଲାଗିବ ୨୪ ବୋଲ୍‌ଟର ଇଲେକ୍ଟ୍ରିକ୍‌ ଝଟ୍‌କା

ମୁରାଦାବାଦ୍‌: ଦେଶର କୋଣ ଅନୁକୋଣରେ ନାରୀମାନଙ୍କ ଉପରେ ନିର୍ଯାତନା, ଅସଦାଚରଣର ମାତ୍ର ବଢ଼ିବାରେ ଲାଗିଛି। ଆଜିର ସମାଜରେ ଜଣେ ନାରୀଟିଏ ପୂରାପୂରି ଭାବେ ଅସୁରକ୍ଷିତ। ଏପରିସ୍ଥିତରେ ନାରୀମାନେ ଭାବିବାକୁ ବାଧ୍ୟ ହେଲେଣି ଯେ ଏମିତି କିଛି ହେଉ ଯାଉ ଯେପରି ସୁଇଚ୍‌ ମାରିବା ଦ୍ୱାରା ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

କଲେଜର ପୂର୍ବତନ ଛାତ୍ର ଏକ ଛାତ୍ରକୁ ବିବସ୍ତ୍ର କରି ନିର୍ଯାତନା ଦେବା ସହିତ ଭିଡିଓ ଭାଇରାଲ କରିଛନ୍ତି

କୋଲକାତା: କୋଲକାତାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ କଲେଜର ପୂର୍ବତନ ଛାତ୍ର ସେହି କଲେଜର ଜଣେ ଛାତ୍ରକୁ ବିବସ୍ତ୍ର କରି ନିର୍ଯାତନା ଦେବା ସହିତ ଭିଡିଓ ଭାଇରାଲ କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା କୋଲକାତାର ଏମହର୍ଷ୍ଟ ଷ୍ଟ୍ରିଟ୍‌ସ୍ଥିତ ସେଣ୍ଟ ପଲ୍ସ କଲେଜରେ…
ଅଧିକ ଖବର ଦେଖନ୍ତୁ...

କଳିଯୁଗ ସଂପର୍କରେ ଏହି ସବୁ କଥା ଜାଣନ୍ତି କି?

ଏକଥା ସମସ୍ତେ ଜାଣନ୍ତି ଯେ ଆମେ ସବୁ ହେଉଛନ୍ତି କଳିଯୁଗର ଲୋକ। ଡିସେମ୍ବର ଶେଷରେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଆମେ ସବୁ ଶୁଣିଥିଲେ ବି ଏବେ ବି ସମେସ୍ତ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି। ଓଜନସ୍ତରରେ କଣା, ପରମାଣୁ ବୋମା, ଜନସଂଖ୍ୟା ବୃଦ୍ଧି, ବରଫ ତଳଳିବା ଓ ପାପା ଭାର ବଢ଼ିବା ସତ୍ୱେ ବି ଆମେ…
ଅଧିକ ଖବର ଦେଖନ୍ତୁ...

ପଥର ଧସିବା ଘଟଣା: ପଥର ତଳେ ରହିଲେଣି ୭୨ ଘଣ୍ଟା, ଉଦ୍ଧାର କରି ନପାରି ହାତ ଟେକିଲା ଏନ୍‌ଡିଆରଏଫ୍‌ ଟିମ୍‌

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଘଟଣାକୁ ୭୨ ଘଣ୍ଟା ବିତିଛି। ହେଲେ ପଥର ତଳେ ଚାପି ହୋଇ ରହିଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଞ୍ଜୟ ଦାସ ଓ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ପଥର ତଳୁ ଉଦ୍ଧାର କରାଯାଇ ପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ବିବାହ ବାର୍ଷିକୀରେ ପତ୍ନୀ ଜୟାଙ୍କ ପାଇଁ ଚମତ୍କାର ବାର୍ତ୍ତା ଦେଲେ ମହାନାୟକ

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ତାଙ୍କର ୪୫ତମ ବିବାହ ବାର୍ଷିକୀ ଅବସରରେ ପତ୍ନୀ ଜୟା ବଚ୍ଚନଙ୍କ ସହ ତାଙ୍କର ଥିବା ଏକ କଳା-ଧଳା ଫଟୋକୁ ଟୁଇଟର୍‌ରେ ସେୟାର୍‌ କରି ଚମତ୍କାରୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଜୟା ଯେହେତୁ ବର୍ତ୍ତମାନ ପରିସ୍ଥିତିରେ ବିଗ୍‌ ବିଙ୍କ ସହ ତାଙ୍କ ସାଙ୍ଗରେ…
ଅଧିକ ଖବର ଦେଖନ୍ତୁ...

୧୪ମିନିଟ୍‌ ପର୍ଯ୍ୟନ୍ତ ରାଡର୍‌ରୁ ଉଭେଇ ଗଲା ସୁଷମାଙ୍କ ବିମାନ !

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଭିଆଇପି ଏୟାରକ୍ରାପ୍ଟ ମେଘଦୁତ ସହିତ ସମ୍ପର୍କ ହୋଇ ନପାରିବାରୁ ଶନିବାର ଅଥରିଟି ସଙ୍କଟରେ ପଡ଼ି ଯାଇଥିଲେ। ଏହି ଏୟାରକ୍ରାପ୍ଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତ୍ରୀବେନ୍ଦ୍ରମରୁ ମରିସସ ଅଭିମୁଖେ ଯାତ୍ରା କରୁଥିଲେ। ବୈଦେଶିକ ମନ୍ତ୍ରୀ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ବଜ୍ରାଘାତ: ଚାଷ ପାଇଁ ପାହାଡ଼ ସଫା କରୁଥିବା ବେଳେ ୨ ଭାଇ ମୃତ, ଜଣେ ଗୁରୁତର

ରାୟଗଡ଼ା: କାଶୀପୁର ଅଞ୍ଚଳରେ ରବିବାର ସନ୍ଧ୍ୟାରେ ବଜ୍ରାଘାତ ହେବାରୁ ୨ ଭାଇଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ପାଇଁ ନିଆଯାଉଛି। ସୂଚନା ଅନୁସାରେ ମାଣ୍ଡିବିସି ଗ୍ରାମପଞ୍ଚୟତ ଅନ୍ତର୍ଗତ ଆଳୁତୁମ୍ବା ଗାଁ ନିକଟରେ ଥିବା…
ଅଧିକ ଖବର ଦେଖନ୍ତୁ...

ବିମାନର ବାଥରୁମ୍‌ରେ ନିଆଁ ଲାଗିବା ଖବର ପ୍ରଘଟ ହେଲା ପରେ ଯାତ୍ରୀଙ୍କ ମଧ୍ୟରେ ଖେଳି ଯାଇଥିଲା କୋକୁଆ ଭୟ, ତା’ପରେ କ’ଣ…

ମୁମ୍ବାଇ: ଦୁବାଇରୁ ଏୟାର ଇଣ୍ଡିଆ ଏଆଇ ୯୮୪ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଅବତରଣ କରିବାକୁ ଆଉ ୧୫ମିନିଟ୍‌ ଥିବା ବେଳେ ବିମାନ ଭିତରେ ନିଆଁ ଲାଗିଥିବା ନେଇ କୋକୁଆ ଭୟ ଖେଳି ଯାଇଥିଲା। ପରେ କିନ୍ତୁ ଜଣାପଡ଼ିଲା ଜଣେ ପାସେଞ୍ଜର ସିଗାରେଟ୍‌ ଟାଣିବା ପରେ ଉକ୍ତ ଖଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର! ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରସଙ୍ଗରେ କଂଗ୍ରେସ ଭୂତ ଭୋଟର ଅଭିଯୋଗ ଆଣିଛି। କଂଗ୍ରେସ ମଧ୍ୟପ୍ରଦେଶର ଭୋଟର ତାଲିକାରେ ତ୍ରୁଟି ଥିବା ଅଭିଯୋଗ ଆଣିଛି। ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର ଥିବା ଦାବି କରିଛି କଂଗ୍ରେସ। କଂଗ୍ରେସ ଏହି…
ଅଧିକ ଖବର ଦେଖନ୍ତୁ...