Daily Archives

June 4, 2018

ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଲେ ବିପାଶା

ମୁମ୍ବାଇ : ବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ ବିପାଶା ବସୁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପ୍ରାୟ ସପ୍ତାହେ ହେବ ତାଙ୍କୁ ନିଶ୍ୱାସ ନେବାରେ…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷର ପ୍ରେମ ସଂପର୍କ ପରେ ବିବାହ କରିବାକୁ ଯାଉଥିଲେ ପ୍ରେମୀଯୁଗଳ, ବେଦୀରେ ପ୍ରେମିକା ଅପେକ୍ଷା କରିଥିବା ବେଳେ…

ନାଗପୁର : ୧୦ବର୍ଷର ପ୍ରେମ ସଂପର୍କ ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବାର ସ୍ୱପ୍ନ ଦେଖିଥିଲା ପ୍ରେମିକା। ହାତରେ ମେହେନ୍ଦୀ ଏବଂ ପାଦରେ ଅଳତା ଲଗାଇ ମନର ମଣିଷକୁ ବିବାହ କରିବା ପାଇଁ ପ୍ରେମିକା ନିଜ ସାଥୀର ବାଟକୁ ଚାହିଁ ବସିଥିଲା । କିନ୍ତୁ ଆସିଲା ନାହିଁ ପ୍ରେମିକ । ବେଦୀରେ ଦୁଇ…
ଅଧିକ ଖବର ଦେଖନ୍ତୁ...

ତେଲ ଦରର ଦୈନିକ ସମୀକ୍ଷା ବ୍ୟବସ୍ଥା ଉଠିବ ନାହିଁ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ :  ତେଲଦରର ଦୈନିକ ଦର ସମୀକ୍ଷା ବ୍ୟବସ୍ଥାକୁ ଉଠାଯିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗୁଜୁରାଟର ଦହେଜଠାରେ ଋଷିଆରୁ ପ୍ରଥମ ଏଲଏନଜି କାର୍ଗୋ ପହଞ୍ଚିବା ଅବସରରେ ସେ କହିଛନ୍ତି ଯେ ତେଲଦର ବଢିଚାଲିଥିବାରୁ ସରକାର ବି ଚିନ୍ତିତ…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତରେ ଆଉ ହେବନି ଅସ୍ତ୍ରବିରତି ଉଲ୍ଲଂଘନ; ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜରର୍ସ ମିଳିତ ବୈଠକରେ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଶେଷରେ ଆଜି ବିଳମ୍ବିତ ସନ୍ଧ୍ୟାରେ ଭାରତ- ପାକ୍‌ ସୀମାନ୍ତରେ ଆଉ ଅସ୍ତ୍ରବିରତି ଉଲ୍ଲଂଘନ ନକରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ ପାକିସ୍ତାନ ରେଞ୍ଜରର୍ସ ପକ୍ଷରୁ ଆଜି (ସୋମବାର) ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ମଝି ଆକାଶରୁ ଖସି ପଡ଼ିଲେ ପାଇଲଟ, କାନ୍ଧରେ ଏପରି ଫୁଟିଗଲା ଗଛର ମୋଟା ଡାଳ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଏମିତି ଏକ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଛି ଯାହାର ଦୃଶ୍ୟକୁ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ। ଏହି ବ୍ୟକ୍ତି ଜଣକ ଘରେ ଏକ ମେସିନ୍‌(ମାଇକ୍ରୋଲାଇଟ ପ୍ଲେନ୍‌) ବନାଇ ତାହାକୁ ନେଇ ଉଡି ଯାଇଥିଲେ। କିଛିସମୟ ପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ କହିଲେ ଡିଏସ୍‌ପି! ଅଡ଼ିଓ କ୍ଲିପରେ ରହିଛି ରେକର୍ଡିଂ, ଡିଆଇଜି କରିବେ ତଦନ୍ତ

ପାଟଣା: ବିହାରର ରାଜଧାନୀ ପାଟଣାର ଡିଏସ୍‌ପି ଏସ.ଏ.ହାସମୀ ଜଣେ ଯୁବତୀଙ୍କୁ ଶାରୀରିକ ସଂପର୍କ ରଖିବାକୁ କହି ଅଡୁଅାରେ ପଡ଼ିଛନ୍ତି । ଏହି ଘଟଣା ନେଇ ଯୁବତୀ ଜଣକ ଅଡ଼ିଓ କ୍ଲିପ ସହିତ ଡିଆଇଜିଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣକ କହିଛନ୍ତି, ଏକ ମାମଲାର ଅଭିଯୋଗ ନେଇ ଡିଏସ୍‌ପିଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ହତ୍ୟା ସନ୍ଦେହ

ନବରଙ୍ଗପୁର: ତେନ୍ତୁଳିିଖୁଣ୍ଟି ଥାନା ଅର୍ନ୍ତର୍ଗତ ପାତ୍ରପୁର ଫାଣ୍ଡି ଅଧିନରେ ପୋଡାଢ଼ିହ ପାହାଡ ପାଦଦେଶ ନିକଟରେ ଥିବା ଏକ ନାଳରେ ସୋମବାର ଜଣେ ଯୁବତୀର ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣଙ୍କ ପାତ୍ରପୁଟ ପଞ୍ଚାୟତର ମେଙ୍ଗ୍ରା ଗ୍ରାମର ବୋଲି ଜଣାପଡିଛି। ୧୯ ବର୍ଷୀୟ ଉକ୍ତ ଯୁବତୀ ୩ ଦିନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, ପରଦା ଉପରେ କି ଆପତ୍ତିଜନକ କାର୍ଯ୍ୟ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ମୁମ୍ବାଇ: ନିଜର ଆଗାମୀ ଚଳଚ୍ଚିତ୍ର ‘ଭିରେ ଦି େଓ୍ଵଡିଂ’ରେ ଅଭିନେତ୍ରୀ ସ୍ୱରା ଭାସ୍କର ପରଦା ଉପରେ ଏମିତି ଏକ ଆପତ୍ତିଜନକ କାର୍ଯ୍ୟ କରିଛନ୍ତି, ଯାହାର ଝଲକ ଦେଖି ଦର୍ଶକମାନେ ସେମାନଙ୍କର ସମସ୍ତ ରାଗ ଓଗାଳି ପକାଇଛନ୍ତି ସୋସିଆଲ ମିଡିଆରେ, ଅଭିନେତ୍ରୀ ସ୍ୱରାଙ୍କ ଉପରେ। ପରଦା ଉପରେ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକିସ୍ତାନ ମଧ୍ୟରେ ଆଉ କେବେ ଯୁଦ୍ଧ ହେବନି : ପାକ୍‌ ସେନା

ଇସ୍ଲାମାବାଦ : ଭାରତ ଓ ପାକିସ୍ତାନ ଦୁହେଁ ଅଣୁ ଅସ୍ତ୍ର ସଂପନ୍ନ ଦେଶ । ଏଣୁ ଭବିଷ୍ୟତରେ ଯୁଦ୍ଧ ହେବାର କୌଣସି ସମ୍ଭାବନା ନାହି ଁ । କିନ୍ତୁ ଏହାକୁ ପାକିସ୍ତାନର ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ ବୋଲି ପାକିସ୍ତାନୀ ସେନା କହିଛି । ପାକ ସେନାର ଜନସଂପର୍କ ସଂସ୍ଥା ଇଣ୍ଟରସର୍ଭିସେସ…
ଅଧିକ ଖବର ଦେଖନ୍ତୁ...

ମନେ ପଡ଼େ ଓ୍ଵାର୍ଣ୍ଣଙ୍କ ‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’, ୯୦ ଡିଗ୍ରିରେ ଟର୍ଣ୍ଣ କରିଥିବା ବଲ୍‌ ଖେଳପ୍ରେମୀଙ୍କୁ କରିଥିଲା…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ପ୍ରସିଦ୍ଧ ଲେଗ୍‌ ସ୍ପିନର ସେନ୍‌ ଓ୍ଵାର୍ଣ୍ଣ ୨୫ ବର୍ଷ ପୂର୍ବେ ଆଜିର ଦିନରେ ଏଭଳି ଏକ ବଲ ଫିଙ୍ଗି ଥିଲେ, ଯେଉଁ ପ୍ରଶଂସକମାନେ ଦେଖିଥିବେ ତାହା ଭୁଲିବା ସହଜ ନୁହେଁ। ଏସେସ ସିରିଜରେ ଓ୍ଵାର୍ଣ୍ଣଙ୍କ ଏହି ବଲ୍‌କୁ ‘ବଲ୍‌ ଅଫ୍‌ ଦ ସେଞ୍ଚୁରୀ’ ଆଖ୍ୟା…
ଅଧିକ ଖବର ଦେଖନ୍ତୁ...