Daily Archives

June 4, 2018

ମୃତ୍ୟୁ ଏମିତି ବି ଆସେ ! ପରିବାର ଲୋକଙ୍କ ସାମ୍ନାରେ ଭାସିଗଲେ ବୈଜ୍ଞାନିକ ପୁଅ: ଭିଡିଓରେ ଦେଖନ୍ତୁ ମୃତ୍ୟୁର ସିଧାସଳଖ…

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା ସମସ୍ତଙ୍କୁ ଅଗୋଚର। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭଇରାଲ ହୋଇଛି। ଏହି ଭିଡିଓରେ ପରିବାର ଲୋକଙ୍କ ସହିତ ବୈଜ୍ଞାନିକ ପୁଅ ପିକନିକ୍‌ କରିବାକୁ ଯାଇଥିଲେ। ଯେଉଁଠାରେ ପାଣିର ସ୍ରୋତ ଏତେ କ୍ଷୀପ୍ର ଥିଲା ଯେ କେହି କିଛି ବୁଝିବା…
ଅଧିକ ଖବର ଦେଖନ୍ତୁ...

ମହିଳା ସହଯୋଗୀଙ୍କୁ ଯୌନ ନିର୍ଯାତନା ମହଙ୍ଗା ପଡ଼ିଲା; ଚାକିରି ହରାଇଲେ ନୌସେନା ଅଧିକାରୀ

ଚେନ୍ନାଇ: ନୌସେନାରେ କାର୍ଯ୍ୟରତ ଦୁଇ ଜଣ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାନତା ଦେବା ଘଟଣା ଜନୈକ ନୌସେନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଘଟଣା ସଂପର୍କରେ ନୌସେନାର ଦୁଇ ନିର୍ଯାତିତା ଅଧିକାରୀ ଅଭିଯୋଗ କରିବା ପରେ ଘଟଣାରେ ସଂପୃକ୍ତ ନୌସେନା ଅଧିକାରୀଙ୍କର କୋର୍ଟ ମାର୍ଶଲ…
ଅଧିକ ଖବର ଦେଖନ୍ତୁ...

ନିଟ୍‌ ୨୦୧୮ ଟପ୍ପର କଳ୍ପନା କୁମାରୀଙ୍କ ମାର୍କସିଟ୍‌ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଦେଶର ଜଣାଶୁଣା ମେଡିକାଲ୍‌ କଲେଜରେ ନାମ ଲେଖା ଲାଗି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପରିଚାଳିତ ପ୍ରବେଶିକା ପରୀକ୍ଷା ନିଟ୍‌ ୨୦୧୮ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବିହାରର କଳ୍ପନା କୁମାରୀ ଏ ବର୍ଷ ନିଟ୍‌ ୨୦୧୮ରେ ଟପ୍‌ କରିଛନ୍ତି। ନିଟ୍‌ ପରୀକ୍ଷାରେ…
ଅଧିକ ଖବର ଦେଖନ୍ତୁ...

ଗୁପ୍ତାଙ୍ଗ ନଥାଇ ଜନ୍ମ ନେଇଥିଲେ ! ମାଛର ଚମଡା ବ୍ୟବହାର କରି ଡାକ୍ତର ଯୁବତୀଙ୍କ ଶରୀରରେ ରୋପଣ କଲେ କୃତ୍ରିମ…

ବ୍ରାଜିଲ: ଚିକିତ୍ସା ବିଜ୍ଞାନ କମାଲ୍ କରୁଛି। ଶରୀରର କେୌଣସି ବି ଅଙ୍ଗ ପ୍ରତିରୋପଣ ହୋଇପାରୁଛି।  ବ୍ରାଜିଲରେ ବସବାସ କରୁଥିବା ୨୩ବର୍ଷୀୟ ଜୁସିଲାଇନ୍‌ ମରିନାଙ୍କ  ଏଭଳି  ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର କରାଯାଇଥିଲା। ଜୁସିଲାଇନ୍‌ ବିନା ଗୁପ୍ତାଙ୍ଗରେ ଜନ୍ମ ନେଇଥିଲେ। ତାଙ୍କ ଜୀବନ ବହୁ…
ଅଧିକ ଖବର ଦେଖନ୍ତୁ...

ଚାଞ୍ଚଲ୍ୟ ! ଫେସବୁକ କ’ଣ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ୬୦ଟି ମୋବାଇଲ ହାଣ୍ଡସେଟ କମ୍ପାନିଙ୍କୁ ପ୍ରଦାନ କରୁଛି ?

ନ୍ୟୁୟର୍କ : ପୁଣି ଏକ ବିବାଦରେ ଫସିଛି ଫେସବୁକ । ବିଭିନ୍ନ ମୋବାଇଲ କମ୍ପାନିଙ୍କୁ ବେଆଇନ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ସେୟାର କରିଥିବା ଅଭିଯୋଗ ଉଠିଛି । ଆମେରିକାର ପ୍ରମୁଖ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବାକୁ ଫେସବୁକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର

ପୁରୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ସୋମବାର ସନ୍ଧ୍ୟାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଜଷ୍ଟିସ ମିଶ୍ର ନିଜର ସହଧର୍ମିଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ଶରୀରରୁ ଭୂତ ଛଡ଼ାଇବା ପାଇଁ ତାନ୍ତ୍ରିକ କଥାରେ ପଡ଼ି ବିବସ୍ତ୍ର ହୋଇ ଦିଅର ସାମ୍ନାରେ ୧୫ପାଦ ଚାଲିଲେ ମହିଳା

ଅହମ୍ମଦାବାଦ: ବିଜ୍ଞାନ ଯୁଗରେ ବି ଲୋକମାନେ ଗୁଣିଗାରେଡି ଓ ତାନ୍ତ୍ରିକକୁ ବିଶ୍ୱାସ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟର ସରସପୁରର ଗୋକୁଲଦାସରେ ଏଭଳି ଏକ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ଭୂତ ଛଡ଼ାଇବା ଆଳରେ ପରିବାରବର୍ଗଙ୍କ ସମ୍ମୁଖରେ ଜଣେ ତାନ୍ତ୍ରିକ…
ଅଧିକ ଖବର ଦେଖନ୍ତୁ...

କାର ସହିତ ମାଟି ତଳେ ମୃତଦେହକୁ ପୋତାଗଲା, ଘଟଣାର ପଛର କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚାଇନାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭଇରାଲ ହୋଇଛି। ଏହି ଭିଡିଓକୁ ଦେଖି ତାହାର କାହାଣୀ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ୁଛନ୍ତି। ଚୀନର ବାଓଡିଙ୍ଗ ସିଟ୍‌ରେ ଜଣେ ବ୍ୟକ୍ତିଙ୍କ ଶେଷ…
ଅଧିକ ଖବର ଦେଖନ୍ତୁ...

ସିଲଂ: ୪ ଦିନ ବିତିବ ଥମୁନି ହିଂସା; ଆଉ ଥରେ ଜାରି ହେଲା କର୍ଫ୍ୟୁ

ସିଲଂ (ମେଘାଳୟ): ଜନୈକ ବସ୍‌ କଣ୍ଡକ୍ଟରଙ୍କ ସହ ସାମନ୍ୟ ବଚସାକୁ କେନ୍ଦ୍ର କରି ମେଘାଳୟ ରାଜଧାନୀ ସିଲଂ ଠାରେ ଶୁକ୍ରବାର ରାତି ଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ। ଆଜି ଅପରାହ୍ନରେ ପୁଣି ଥରେ ହିଂସା ଉପଦ୍ରୁତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଶାନ୍ତି ରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

କେଶ ଝଡ଼ିବା, ନଖ ଭାଙ୍ଗିବା ଓ ନିଦ ନହେବା ସମସ୍ୟାର ମାତ୍ର ଗୋଟାଏ ସମାଧାନ! ନିଜ ସୁବିଧା ମୁତାବକ ଆପଣାନ୍ତୁ ଏହି ଘରୋଇ…

ନିଜକୁ ସୁସ୍ଥ ରଖିବା ପାଇଁ ଆପଣ କୋଟି କୋଟି ଔଷଧ ତ ଥାଇପାରିବେ ନାହିଁ। ମାତ୍ର ଏମିତି କିଛି ଉପାୟ ଅମଲମ୍ବନ କରିବା ଉଚିତ ଯାହା ଦ୍ୱାରା ଆମେ ସୁସ୍ଥ ରହିପାରିବ। କେବଳ ଯେ ଥଣ୍ଡା, ଜ୍ୱର ବା କୌଣସି ଧରଣର ବଡ଼ ରୋଗୁ ଅସୁସ୍ଥତା କହିବା ତା ନୁହେଁ। ବାରମ୍ବାର ନଖ ଭାଙ୍ଗିଯିବା, କେଶ ଝଡ଼ିବା,…
ଅଧିକ ଖବର ଦେଖନ୍ତୁ...