Daily Archives

June 5, 2018

ଏହି କାଫେରେ ଘରର ଆବର୍ଜନା ବଦଳରେ ମିଳିଥାଏ ଖାଦ୍ୟ ଓ ସୁନା

ଲଣ୍ଡନ :ବର୍ତ୍ତମାନ ବ୍ରିଟେନ୍‌ରେ ଏକ ଭିନ୍ନ ଧରଣର କାଫେ ଆରମ୍ଭ କରାଯାଇଛି। ଏହି କାଫେରେ ଖାଇବା ପାଇଁ ପକେଟରେ ଟଙ୍କା ନୁହଁ ବରଂ ଘରେ ଇ-ଆବର୍ଜନା ଥିବା ଦରକାର । ଆଜ୍ଞା ହଁ ! ଲଣ୍ଡନରେ ଏବେ ‘ଦ ରବିସ୍‌ କାଫେ’ ଆରମ୍ଭ କରାଯାଇଛି। ଏଥିରେ ପେଟ ଭର୍ତ୍ତି ଖାଇବା ପାଇଁ ଘରେ ଉପଲ୍ଲବ୍ଧ ଥିବା…
ଅଧିକ ଖବର ଦେଖନ୍ତୁ...

ବିଦେଶଯାତ୍ରୀଙ୍କ ପାଇଁ ଭୋଡ଼ାଫୋନ ଆଣିଛି ଏହି ଆକର୍ଷଣୀୟ ଅଫର

ମୁମ୍ବାଇ : ଅନ୍ତର୍ଜାତୀୟ ଗମନାଗମନକୁ ଅଧିକ ଆନନ୍ଦଦାୟକ କରିବା ଉଦ୍ଦେଶ୍ୟରେ ଭିସା ସହଯୋଗରେ ଭୋଡ଼ାଫୋନ ଆରମ୍ଭ କରିଛି ଭୋଡ଼ାଫୋନ ଆଇ-ରୋମଫ୍ରି ଯୋଜନା । ସାଧାରଣତଃ ବିଦେଶ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଚିନ୍ତା ବଢ଼ିଥାଏ । ବିମାନ ଟିକେଟ କରିବା, ହୋଟେଲ ସ୍ଥିର କରିବା ଓ ବୈଦେଶିକ ମୁଦ୍ରା ଯୋଗାଡ଼…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରୁ କଣ ଜାପାନି ମାନେ ବିଲୁପ୍ତ ହୋଇଯିବେ ?

ଟୋକିଓ : ସମଗ୍ର ବିଶ୍ୱରେ ଜାପାନି ଜାତି ଏକ  ଲଢୁଆ, ପରିଶ୍ରମୀ ଓ ଉଦ୍ୟମୀ ଜାତି ଭାବରେ ଜଣାଶୁଣା । ନିଜର ବୁଦ୍ଧି ଓ ପରିଶ୍ରମ ବଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପାଉଁଶରେ ପରିଣତ ହୋଇଥିବା ନିଜ ଦେଶକୁ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିପାରିଛନ୍ତି । ଜାପାନୀ ମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଇଫ୍‌ତାର୍‌ ପାର୍ଟିରେ ଗୀତ ବଜାଇ ନାଚି ଲୋକହସା ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ପ୍ରତି ରବିବାର ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ‘ସଣ୍ଡେ ବିଜ’୍‌ ନାମରେ ଭିଡ଼ିଓ ଅପ୍‌ଲୋଡ଼ କରିଥାନ୍ତି । ଗତ ରବିବାର ମଧ୍ୟ ଶିଲ୍ପା ଏକ ଭିଡ଼ିଓ ଅପ୍‌ଲୋଡ଼ କରିବା ସହ ନିଜର କିଛି ସାଙ୍ଗଙ୍କ ଇଫ୍‌ତାର୍‌ ପାର୍ଟି ପାଳନ କରିଥିଲେ । ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ପଥର ଧସିବା ଘଟଣା: ସେନାକୁ ମଗାଗଲା ସହାୟତା, ରାଞ୍ଚିରୁ ଆସିବେ ଟିମ୍‌

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପଥର ତଳେ ଚାପି ହୋଇ ରହିଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସଞ୍ଜୟ ଦାସ ଓ ଦେବଗଡ଼ ଜିଲ୍ଲାର ଘନଶ୍ୟାମ ଗୁରୁଙ୍କୁ ପଥର ତଳୁ ଉଦ୍ଧାର କରାଯାଇ ପାରି ନାହିଁ।…
ଅଧିକ ଖବର ଦେଖନ୍ତୁ...

ବିଚ୍‌ ରାସ୍ତାରେ ସ୍ୱାମୀ ଏବଂ ତାଙ୍କ ପ୍ରେମିକା ମିଶି ଅଭିନେତ୍ରୀଙ୍କୁ ପିଟିଲେ, ମାମଲା ରୁଜୁ କଲା ନାହିଁ ପୁଲିସ୍‌

ମୁମ୍ବାଇ : ନିକଟରେ ଅଭିନେତ୍ରୀଙ୍କୁ ମାରପିଟ ମାମଲା ଅଧିକ ଆସୁଥିବା ଦେଖିବାକୁ ମିଳିଛି। ଆରମାନ୍‌ କୋହଲିଙ୍କ ମାମଲା ଶାନ୍ତ ପଡ଼ିନଥିବା ବେଳେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କୁ ମୁମ୍ବାଇର ଚାରୋକୋପ୍‌ ଅଞ୍ଚଳରେ ବିଚ୍‌ ରାସ୍ତାରେ ମାଡ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ ଜଣଙ୍କୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅମ୍ବାନୀଙ୍କ ଇ-ନିମନ୍ତ୍ରଣ କାର୍ଡ ଭାଇରାଲ ! ୩୦ ଜୁନ୍‌ରେ ଆକାଶ-ଶ୍ଲୋକାଙ୍କ ନିର୍ବନ୍ଧ

ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କ ନିର୍ବନ୍ଧର ପ୍ରସ୍ତୁତିରେ ପୂରା ପରିବାର ଲାଗିପଡ଼ିଛି। ଚଳିତ ବର୍ଷ ମାର୍ଚ୍ଚରେ ଗୋଅରେ ଆକାଶ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ପିଲା ବେଳର ସାଙ୍ଗ ଶ୍ଳୋକାଙ୍କୁ ପ୍ରପୋଜ୍‌ କରିଥିବା ବେଳେ ପରମ୍ପରା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

୪ ମିନିଟ୍‌ ବିଳମ୍ବ ହେବାରୁ ଯୁପିଏସ୍‌ସି ପରୀକ୍ଷାରେ ପ୍ରବେଶ ମିଳିଲାନି, ଉପାୟଶୂନ୍ୟ ହୋଇ ଆତ୍ମହତ୍ୟା କଲେ ଛାତ୍ର

ନୂଆଦିଲ୍ଲୀ : ଦିଲ୍ଲୀରେ ରହି ୟୁପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଜଣେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସେ ଦୀର୍ଘ ଏକ ବର୍ଷ ହେବ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ମାତ୍ର ୪ ମିନିଟ୍‌ ବିଳମ୍ବ ହେବାରୁ ତାଙ୍କୁ ପରୀକ୍ଷାଗୃହ…
ଅଧିକ ଖବର ଦେଖନ୍ତୁ...

ଚିତାବାଘ ସହ ଲଢ଼ିଲେ ସାହସୀ ଯୁବକ ! ଘଟଣାସ୍ଥଳରୁ ଖସି ପଳାଇଲା ବାଘ

କଳାପିପଲ୍‌ : ଇନ୍ଦୋର ନିକଟସ୍ଥ କଳାପିପଲ୍‌ ତହସିଲ୍‌ର ମୁଖ୍ୟ କାର୍ଯ୍ୟଳୟରୁ ୧୮ କିଲୋମିଟର ଦୂରରେ ଅବସ୍ଥିତ ବମୁଲିଆ ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜଣେ ଯୁବକ ଏବଂ ଏକ ଚିତାବାଘ ମଧ୍ୟରେ ଳଢ଼େଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଲଢ଼େଇ ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଘରଭଡା ହିସାବ ନ ଦେବାରୁ ପ୍ରେମିକାକୁ ଚଟାଣରେ ଘୋଷାଡ଼ି ଘୋଷାଡ଼ି ମାରିଲେ ଅଭିନେତା

ମୁମ୍ବାଇ : ବିଗ୍‌ ବସ୍‌ ପ୍ରତିଯୋଗୀ ଏବଂ ବଲିଉଡ୍‌ ଅଭିନେତା ଅରମାନ୍‌ କୋହଲି ତାଙ୍କ ପ୍ରେମିକା ନୀରୁ ରନ୍ଧାଓ୍ଵାକୁ ମାରପିଟ୍‌ କରିଥିବା ଘଟଣା ସାମ୍ନାକୁ ଆସିଛି। ନୀରୁଙ୍କୁ ବର୍ତ୍ତମାନ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...