Daily Archives

June 5, 2018

ଦୁଇଜଣ ଆଇଆଇଟି ଛାତ୍ର ତିଆରି କଲେ ଦେଶର ପ୍ରଥମ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସ୍କୁଟର

ବାଙ୍ଗାଲୋର : ଆଥର ଏନର୍ଜି ଭାରତୀୟ ବଜାରରେ ଦୁଇଟି ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ୍ କରାଯାଇଛି । ଏଗୁଡ଼ିକର ନାମ ହେଉଛି ଆଥର ୩୪୦ ଓ ଆଥର ୪୫୦ । ଆଥର ୩୪୦ର ମୂଲ୍ୟ ୧ଲକ୍ଷ ୯ ହଜାର ଟଙ୍କା ଓ ଆଥର ୪୫୦ର ମୂଲ୍ୟ ୧ଲକ୍ଷ ୨୪ ହଜାର ୭୫୦ ଟଙ୍କା(ଅନ-ରୋଡ ବାଙ୍ଗାଲୋର) ରହିଛି । ତେବେ ଏହି ସ୍କୁଟର ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଭାଇ ସହ ଏଣ୍ଟ୍ରାସ୍‌ ଦେଇ ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଚାପାରେ ଭଉଣୀ ମୃତ

ଖୋର୍ଦ୍ଧା: ମଙ୍ଗବଳାର ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥର ଗୋଡିପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାପାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ହେଉଛନ୍ତି ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ…
ଅଧିକ ଖବର ଦେଖନ୍ତୁ...

ମୁଁ ତୁମକୁ ଚୁମ୍ବନ ଦେବାକୁ ଚାହୁଁଛି ବୋଲି ଏହି ଅଭିନେତ୍ରୀଙ୍କୁ କହିଲେ ଫ୍ୟାନ୍‌ !

ମୁମ୍ବାଇ: ଜଣାଶୁଣା ଟେଲିଭିଜନ୍‌ ଅଭିନେତ୍ରୀ ଓ ବିଗ୍‌ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋନି ସିଂହ ତାଙ୍କର ଜଣେ ପ୍ରଶଂସକଙ୍କ କଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ବାରମ୍ବାର ସୋନି ସିଂହଙ୍କୁ ଅଶ୍ଳୀଳ ଫଟୋ ଓ କମେଣ୍ଟ ସେୟାର କରିବା ସହିତ ବ୍ଲାକ୍‌ମେଲିଂ ବି…
ଅଧିକ ଖବର ଦେଖନ୍ତୁ...

ସମର୍ଥନ ପାଇଁ ରତନ ଟାଟା, ଲତା ଓ ମାଧୁରୀଙ୍କୁ ଭେଟିବେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ମୁମ୍ବାଇରେ ‘ସମ୍ପର୍କ ଫର୍‌ ସମର୍ଥନ’ ଅଭିଯାନରେ ଶିଳ୍ପପତି ରତନ ଟାଟା, ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଭାରତ ରତ୍ନ ଗାୟିକା ଲତା ମଙ୍ଗେସକରଙ୍କୁ ଭେଟିବେ। ସ୍ୱତନ୍ତ୍ର ସାକ୍ଷାତକାରେ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ,ଅବିଶ୍ୱସନୀୟ! ୪ ବର୍ଷର ବାଳକ ବନିଲା ବିଶ୍ୱର ସବୁଠାରୁ କମ୍‌ ବୟସର ଲେଖକ

ଲକ୍ଷ୍ମୀପୁର:  ୪ ବର୍ଷ ବୟସରେ ପିଲାମାନେ ପ୍ରାଞ୍ଜଳ ଭାବେ କଥା ବି କହି ପାରନ୍ତି ନାହିଁ। ଏହି ବୟସରେ ଉତ୍ତର ଲକ୍ଷ୍ମୀପୁର ଜିଲ୍ଲାରେ ଜଣେ ୪ବର୍ଷିଅ ବାଳକ ଅୟାନ୍‌ ଗୋହେନ୍‌ ଭାରତର ସବୁଠାରୁ କମ୍‌ ବୟସର ଲେଖକ ଭାବେ ପରିଚୟ ହାସଲ କରିଛନ୍ତି। ଏହି ବର୍ଷ ଜାନୁଆରିରେ ପ୍ରକାଶିତ ଗୋହେନ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ବୁଡିଯିବ ମୁମ୍ବାଇ ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଜୁନ୍‌ ପହିଲାରୁ କେରଳ ଛୁଇଁଥିବା ମୌସୁମୀ ପାଖାପାଖି ଦକ୍ଷିଣ ଭାରତର ପ୍ରତ୍ୟେକ ଅଞ୍ଚଳରେ ସକ୍ରିୟ ହୋଇଯାଇଛି। ଏବେ ଏହି ମୌସୁମୀ ଏବେ ମଧ୍ୟପ୍ରଦେଶ ମୁହାଁ ହୋଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ମୌସୁମୀ ମୁମ୍ବାଇରେ ପହଞ୍ଚିବ। ଏହାପୂର୍ବରୁ ପାଣିପାଗ ଏଜେନ୍ସି ସ୍କାଇମେଟ୍‌ ଚେତାବନୀ…
ଅଧିକ ଖବର ଦେଖନ୍ତୁ...

ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ସାମିଲ ହେବ ଅଗ୍ନି-୫, ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତର ସବୁଠୁ ଶକ୍ତିଶାଳୀ କ୍ଷେପଣାନ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ପରେ ଏହାକୁ ଖୁବଶୀଘ୍ର ଭାରତର ଷ୍ଟ୍ରଟର୍ଜିକ ନ୍ୟୁକ୍ଲିୟର କମାଣ୍ଡରେ ଅନ୍ତର୍ଭୁକ୍ତ କରାଯିବ । ଏହି କ୍ଷେପଣାସ୍ତ୍ରର ଆଉ ଏକ ପରୀକ୍ଷଣ ପରେ ଏହାକୁ ସେନାର ନ୍ୟୁକ୍ଲିୟର କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସାମିଲ…
ଅଧିକ ଖବର ଦେଖନ୍ତୁ...

ବିଟକଏନ୍‌ ଦୁର୍ନୀତି ମାମଲା ନେଇ ଶିଳ୍ପାଙ୍କ ସ୍ୱାମୀଙ୍କୁ ଇଡିର ଜେରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାମରେ ବିଟକଏନ୍‌ ଦୁର୍ନୀତିରେ ସଂପୃକ୍ତ ଅଭିଯୋଗ ଆସିଛି। ପାଖାପାଖି ଦୁଇ ହଜାର ଟଙ୍କାର ଠକେଇରେ ସାମିଲ ଥିବା ନେଇ ସମନ୍‌ କରାଯିବା ପରେ ରାଜ କୁନ୍ଦ୍ରାଙ୍କ ବୟାନ୍‌ ରେକର୍ଡ ପାଇଁ ମୁମ୍ବାଇର ଇଡି କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ବିରିୟାନୀ ପ୍ଲେଟ୍‌ ପ୍ରତି ୧୯୦ ଟଙ୍କା ମାଗିବା ମହଙ୍ଗା ପଡ଼ିଲା; ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲେ ଗରାଖ

କୋଲକାତା: ଏକ ହୋଟେଲକୁ ଖାଇବାକୁ ଆସିଥିବା ଗରାଖଙ୍କ ଠାରୁ ଗୁଳିମାଡ଼ ଖାଇ ପ୍ରାଣ ହରାଇଛନ୍ତି ଜଣେ ହୋଟେଲ ମାଳିକ। ଏହି ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ। ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ରବିବାର ରାତିରେ ୪ ଜଣ ବ୍ୟକ୍ତ୍‍ି ୨୪…
ଅଧିକ ଖବର ଦେଖନ୍ତୁ...

ଏୟାରସେଲ-ମାକ୍ସିସ ମାମଲାରେ ପି.ଚିଦାମ୍ବରମଙ୍କୁ ସାମୟିକ ଆଶ୍ୱସ୍ତି, ଜୁଲାଇ ୧୦ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଏୟାରସେଲ-ମାକ୍ସିସ ଡିଲ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ପଟ୍ଟିଆଲା ହାଉସ କୋର୍ଟ ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ଜୁଲାଇ ୧୦ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । ପୂର୍ବରୁ ଏହି ରହିତାଦେଶ ୫ ଜୁନ ଯାଏଁ ଥିଲା । ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...