Daily Archives

June 6, 2018

ଦେଶରେ ଅନେକ ସ୍ଥାନରେ ‘ପେଟିଏମ୍‌’ ବନ୍ଦ, ଟୁଇଟରରେ ନଜର ଆସିଲା ପୋଷ୍ଟ

ନୂଆଦିଲ୍ଲୀ: ଦେଶରେ ବହୁଳ ଭାବେ ବ୍ୟବହୃତ ଡିଜିଟାଲ ପେମେଣ୍ଟ ଆପ୍‌ ‘ପେଟିଏମ୍‌’ ଭାରତର କିଛି ସ୍ଥାନରେ ବନ୍ଦ ହୋଇଯାଇଛି । ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଟୁଇଟରରେ ‘ପେଟିଏମ୍‌’ର ଗଡବଡକୁ ନେଇ ପୋଷ୍ଟ କରିଛନ୍ତି । Join the SPSL Kick Off Campaign! 1)Like facebook…
ଅଧିକ ଖବର ଦେଖନ୍ତୁ...

ସିଲି ପଏଣ୍ଟ: ବିଦ୍ୟୁତ୍‌ କାଟ ସମୟରେ ଥଟ୍ଟାମଜା କଲେ ଭଜି ଓ ଯୁବି

ମୁମ୍ବାଇ: ଚଳିତ ମାସ ୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟରେ ରହୁଥିବା ସମମୟରେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ତାଙ୍କ ପଡ଼ୋଶୀ ତଥା କ୍ରିକେଟର ହରଭଜନ ସିଂ ଖୁବ୍‌ ଥଟ୍ଟା ମଜା କରିଛନ୍ତି। ଉଭୟେ ପଞ୍ଜାବୀ ବାସିନ୍ଦା ଭାବରେ ଫ୍ଲାଟରେ ରହୁଥିବାବେଳେ ରାତିରେ ଘଣ୍ଟାଏ ଧରି ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ସ୍ୱରାଙ୍କ  ‘ବୀରେ ଦି ୱେଡ଼ିଙ୍ଗ’ ବିବାଦୀୟ ଦୃଶ୍ୟ  ନେଇ ମୁହଁ ଖୋଲିଲେ ତାଙ୍କ ମା’

ମୁମ୍ବାଇ: ନିକଟରେ ମହିଳାଙ୍କ ଉପରେ ଆଧାରିତ ଫିଲ୍ମ  ‘ବୀରେ ଦି ୱେଡ଼ିଙ୍ଗ’ରେ ସ୍ୱରା ଭାସ୍କରଙ୍କର ଏକ ବୋଲ୍ଡ ସିନ୍‌ ରହିଛି। ଯାହା ପାଇଁ ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ ସ୍ୱରାଙ୍କୁ ବହୁ ସଂଖ୍ୟାକ ଲୋକଲଜ୍ଜ୍ୟର ସାମ୍ନା କରିବାକୁ ପଡ଼ୁଛି । ଏଥିରେ ସ୍ୱରାଙ୍କର ଏକ ଆପତ୍ତିଜନକ ଦୃଶ୍ୟ ରହିଛି…
ଅଧିକ ଖବର ଦେଖନ୍ତୁ...

ଯୋଗ କରିବା ପରେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ମିଳିବ ଦୁଇ ଗୁଣ ଫାଇଦା

ବ୍ୟାୟାମ କରିବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ସେଥିପାଇଁ ସ୍ୱାସ୍ଥ୍ୟ ସଚେତନ ଲୋକେ ଜିମ୍‌ ଯାଇ ପ୍ରତିଦିନ ବ୍ୟାୟାମ କରିଥାନ୍ତି । କିନ୍ତୁ ବ୍ୟାୟାମ କରିବା ପରେ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହଁ, ତାହା ଜାଣି ରଖିବା ନିତାନ୍ତ ଆବଶ୍ୟକ । ବ୍ୟାୟାମ କରିବା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ମୃତ୍ୟୁ ପରେ ୬ ବର୍ଷ ହେବ ତାଙ୍କ ଦେହାବଶେଷ ପାଉଁଶକୁ ଖାଉଛନ୍ତି ମହିଳା

ଓ୍ଵାସିଂଟନ୍‌ : ଅନେକ ସମୟରେ ପରିବାରରେ ହଠାତ୍‌ କାହାର ବିୟୋଗ ପରିବାରକୁ ଭାଙ୍ଗି ଦେଇଥାଏ । କିନ୍ତୁ ଆମେରିକାରେ କେସି ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁରେ ଦୁଃଖିତ ହୋଇ ତାଙ୍କ ଆସ୍ଥିିପାଉଁଶକୁ ଦୀର୍ଘ ୬ ବର୍ଷ ହେଲା ଖାଇଆସୁଛନ୍ତି । ଏହା ବିଷୟରେ ମହିଳା ଜଣକ ନିଜେ ଆମେରିକାନ୍‌…
ଅଧିକ ଖବର ଦେଖନ୍ତୁ...

ଏହି ବଲିଉଡ୍‌ ଅଭିନେତାମାନେ ଖୁବ୍‌ ରାଗି, ସର୍ବସମ୍ମୁଖରେ ରାଗରେ କରି ସାରିଛନ୍ତି ଏଭଳି କାମ

ମୁମ୍ବାଇ : ବଲିଉଡ଼ କଳାକାର ନିଜ ନିଜ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଯେତେବେଳେ କଥା ସେମାନଙ୍କ ଦୁର୍ବ୍ୟବହାର ନେଇ କଥା ଉଠେ ସେତେବେଳେ ତାହା ଆପେ ଆପେ ଚର୍ଚ୍ଚାର ପରିସରକୁ ଆସିଯାଏ। ଏମିତି କିଛି ବଲିଉଡ଼ କଳାକାର ଏମିତି ଅଛନ୍ତି ଯେଉଁମାନେ ପରଦା ଉପରେ ଭଲ ଚରିତ୍ରରେ…
ଅଧିକ ଖବର ଦେଖନ୍ତୁ...

ରୁଷିଥିବା ପ୍ରେମିକା ନମାନିବାରୁ ରାସ୍ତା ମଝିରେ ଗୁଳି ମାରିଲେ ପ୍ରେମିକ

ବକାକ୍‌: ଥାଇଲାଣ୍ଡରେ ଜଣେ ଯୁବକ ରାସ୍ତା ଉପରେ ନିଜ ପ୍ରେମିକା ଉପରକୁ ଗୁଳି ଚଳାଇବା ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଯୁବକ ଜଣଙ୍କ ରାଗି ଥିବା ପ୍ରେମିକାକୁ ମନାଇବା ପାଇଁ ଯାଇଥିବା ବେଳେ ସେ ମାନି ନଥିଲେ ଯାହା ଫଳରେ ଯୁବକ ଜଣଙ୍କ ପ୍ରେମିକା ଉପରକୁ ଗୁଳି ଚଲାଇଥିଲେ । ଏହି ଘଟଣାଟି…
ଅଧିକ ଖବର ଦେଖନ୍ତୁ...

୫ଲକ୍ଷ ଟଙ୍କାରେ ଦେହ ଦଲାଲ୍‌କୁ ବିକିଲା ମା’, ମୋତେ ବଞ୍ଚାଇ ଦିଅ ବୋଲି କାନ୍ଦି କାନ୍ଦି ପୁଲିସକୁ ଗୁହାରି କଲା ଝିଅ

ଇନ୍ଦୋର : ଇନ୍ଦୋରରେ ଘଟିଛି ଏକ ଦୁଃଖଦ ଘଟଣା । ଟଙ୍କା ଲୋଭରେ ମମତାକୁ ଭୁଲି ଜଣେ ମହିଳା ୫ଲକ୍ଷ ଟଙ୍କାରେ ନିଜ ଯୁବତୀ ଝିଅକୁ ବିକ୍ରି କରିଥିବା ଜଣାପଡ଼ିଛି । ୨୦୧୮ ମାର୍ଚ୍ଚ ୩୧ ତାରିଖରେ ପୀଡ଼ିତାଙ୍କ ମା’ ଗୁଜୁରାଟର ଜଣେ ଦେହ ବ୍ୟବସାୟୀ ଭାବିନ୍‌ ପଟେଲଙ୍କୁ  ୫ ଲକ୍ଷ ଟଙ୍କା ନେଇ ନିଜ ଝିଅକୁ…
ଅଧିକ ଖବର ଦେଖନ୍ତୁ...

ଏଲି ଆବ୍ରାହମ୍‌ଙ୍କ ପରେ ବର୍ତ୍ତମାନ ଏହି ଅଭିନେତ୍ରୀଙ୍କ ପ୍ରେମରେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଅନେକ ସମୟରେ କ୍ରିକେଟ୍‌ ତାରକାଙ୍କୁ ବଲିଉଡ୍‌ ତାରକାଙ୍କ ସହ ଯୋଡ଼ା ଯାଇଥାଏ। ପୂର୍ବରୁ ଏହାର ବିଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ଆଜି ଆମେ ଭାରତୀୟ କ୍ରିକେଟ ଟିମ୍‌ର ନବାଗତ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଷୟରେ କହିବାକୁ ଯାଉଛୁ । ଅଭିନେତ୍ରୀ ଏଲି ଆବ୍ରାହମ୍‌ଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଲୋକ କହୁଥିଲେ ଦେଖା ଯାଉନି ତୁ କ’ଣ କରିବୁ?ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଦଶମରେ ୯୦% ଏବଂ ଦ୍ୱାଦଶରେ ୯୧.୬୦% ରଖିଲେ…

ଚିତୌଡ଼୍‍ଗଡ଼(ରାଜସ୍ଥାନ) : ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଇନ୍ଦ୍ରମଲ ଜନ୍ମରୁ ହିଁ ଦୃଷ୍ଟିହୀନ ହୋଇ ଜନ୍ମ ହୋଇଥିଲେ । ଛୋଟ ବେଳୁ ଦୃଷ୍ଟିହୀନ ହୋଇଥିବାରୁ ପଡ଼ୋଶୀ ଏବଂ ସଂପର୍କୀୟମାନେ ତାଙ୍କୁ ଅନେକ କଥା କହିବା ଆରମ୍ଭ କହିଥିଲେ। ବଡ଼ ହୋଇ କ’ଣ କରିବ? ଆଖି ନଥାଇ କିଛି କରିବା ଅସମ୍ଭବ!…
ଅଧିକ ଖବର ଦେଖନ୍ତୁ...