Daily Archives

June 6, 2018

ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼, କଂଗ୍ରେସ କର୍ମୀ ଅଟକ

ବାରଙ୍ଗ: ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଗାଡ଼ି ଉପରକୁ ବୁଧବାର ସନ୍ଧ୍ୟାରେ ଅଣ୍ଡାମାନ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ବିଧାୟକ ତ୍ରିପାଠୀ କଟକ ଜିଲ୍ଲାର ତ୍ରିଶୁଳିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ପରୀ’ରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଥିଲା। ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ହେଲା ନାବାଳକ ଦେଉଛନ୍ତି ଅଣ୍ଡା ! ଡ଼ାକ୍ତର ବୁଝିପାରୁ ନାହାନ୍ତି କାହିଁକି ଏଭଳି ଘଟୁଛି

ଜାକର୍ତ୍ତା : ଇଣ୍ଡୋନେସିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସାଧାରଣତଃ କାହାକୁ ବିଶ୍ୱାସ ହେବ ନାହିଁ । ଏବେ ଏହି ଘଟଣାକୁ ଏକ ବିରଳ ଘଟଣାର ଆଖ୍ୟା ପ୍ରଦାନ କରାଯାଇଛି। ସେଠାରେ ୧୪ ବର୍ଷର ଜଣେ ନାବଳାକ ଅଣ୍ଡା ଦେଉଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ପରିବାର ସଦସ୍ୟଙ୍କ ସୂଚନା…
ଅଧିକ ଖବର ଦେଖନ୍ତୁ...

ବିଜେପି ବିଧାୟକଙ୍କ ବିବଦୀୟ ବୟାନ : ଦେହଜୀବୀମାନଙ୍କ ଚରିତ୍ର ସରକାରୀ ଅଫିସରଙ୍କଠାରୁ ବହୁ ଗୁଣରେ ଭଲ, ସେମାନେ ଟଙ୍କା…

ବଲିଆ(ଉତ୍ତରପ୍ରଦେଶ): ଏଇ କିଛି ଦିନ ହେବ ବିଜେପିକୁ ବିରୋଧ କରି ଦଳୀୟ କର୍ମୀଙ୍କୁ ହତ୍ୟା କରାଯାଉଥିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ଜଣେ ବିଜେପି  ନେତା ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସରାକାରୀ ଅଫିସରମାନଙ୍କ ସଂପର୍କରେ ବଲିୟାର ବିଜେପି ବିଧାୟକ ଦେଇଥିବା ବୟାନ…
ଅଧିକ ଖବର ଦେଖନ୍ତୁ...

ନାଗପୁରରେ ପହଞ୍ଚିଲେ ପ୍ରଣବ ମୁଖାର୍ଜୀ, ଆସନ୍ତା କାଲି ତାଙ୍କ ଭାଷଣ ଉପରେ ରହିବ ସମସ୍ତଙ୍କ ନଜର

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସଏସ)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛି ସମୟ ପୂର୍ବେ ନାଗପୁରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ତାଙ୍କୁ ସଂଘ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସନ୍ତା କାଲି ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏକ୍ସ ମିଡିଆ ମାମଲା: ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମମ୍ବରମ୍‌ଙ୍କୁ ୪ ଘଣ୍ଟାର ମାରାଥନ୍‌ ଜେରା କଲା ସିବିଆଇ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି. ଚିଦାମମ୍ବରମ୍‌ଙ୍କୁ ଆଇଏନ୍‌ଏକ୍ସ ମିଡିଆ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଅଧିକାରୀମାନେ ଆଜି (ବୁଧବାର) ଦୀର୍ଘ ୪ ଘଣ୍ଟା କାଳ ମାରାଥନ୍‌ ଜେରା କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...

କମାଲ କଲେ କୋହଲି: ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀ ଖେଳାଳିଙ୍କ ତାଲିକାରେ ଏକାକୀ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବାଧିକ ରୋଜଗାର କରୁଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇ ପାରିଛନ୍ତି। ଫୋର୍ବସ ଦ୍ୱାରା ପ୍ରସ୍ତୁତ ଏହି ତାଲିକାରେ ଆମେରିକାର ଚମ୍ପିଅନ ବକ୍ସର ଫ୍ଲାୟଡ ମେଭେଦର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ପରଦାରେ ପରେଶ ରାୱଲ ହେବେ ଭାରତର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କୁ ସିନେ ପରଦାରେ ଦେଖିପାରିବେ ଦର୍ଶକ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ସିନେମା ତିଆରି ହେବାକୁ ଯାଉଛି । ଆଉ ଉକ୍ତ ସିନେମାରେ ମୋଦିଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡ଼୍‌ ଅଭିନେତା ପରେଶ ରାୱଲ ।…
ଅଧିକ ଖବର ଦେଖନ୍ତୁ...

ବାବାଙ୍କୁ ମନେଇଲେ ଯୋଗୀ, ଉତ୍ତରପ୍ରଦେଶରେ ହେବ ପତଞ୍ଜଳୀ ଫୁଡ୍‌ପାର୍କ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଯୋଗଗୁରୁ ରାମଦେବଙ୍କ ପ୍ରସ୍ତାବିତ ପତଞ୍ଜଳୀ ଫୁଡ ପାର୍କକୁ ନେଇ ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହସ୍ତକ୍ଷେପ ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ବାବା ରାମଦେବ ରାଜି ହୋଇଛନ୍ତି । ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ଦିନ ୨୪ଘଣ୍ଟା ବଦଳରେ ହେବ ୨୫ଘଣ୍ଟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅନେକ ଥର କିଛି କାମ ପାଇଁ ୨୪ଘଣ୍ଟା ସମୟ ବି କମ୍‌ ପଡ଼ି ଯାଇଥାଏ। ଏପରି କ୍ଷେତ୍ରରେ ମନରେ କେବଳ ଗୋଟିଏ ଚିନ୍ତା ଆସିଥାଏ କି ଖାସ୍‌ ଦିନ ଆଉ ଟିକେ ବଡ ହୋଇ ନଥାଆନ୍ତା। ଯଦି ଆପଣ ବି ଏମିତି ଭାବୁଛନ୍ତି ତେବେ ଏହି ଇଚ୍ଛା ପୂରଣ ହେବାକୁ ଯାଉଛି। କାରଣ ଦିନ ୨୪ଘଣ୍ଟା ବଦଳରେ ୨୫ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଆପ୍‌ ନିଜ ଆଣ୍ଡ୍ରଏଡ୍‌ ଫୋନ୍‌ରୁ ତୁରନ୍ତ ହଟାଇ ଦିଅନ୍ତୁ, ଖରାପ ହୋଇପାରେ ଫୋନ୍‌

ଆନ୍‌ଡ୍ରଏଡ୍‌ ଫୋନଗୁଡ଼ିକ ସାଧାରଣ ଫୋନ୍‌ ତୁଳନାରେ ଖୁବ୍‌ ଶୀଘ୍ର ଖରାପ ହୋଇଥାନ୍ତି। ତାହାର ଏକମାତ୍ର କାରଣ ହେଉଛି ଆପ୍‌। ଏମିତି କିଛି ଆପ୍‌ ରହିଛି ଯାହାକୁ ଫୋନ୍‌ରେ ରଖିବା ଦ୍ୱାରା ଫୋନ୍‌ ହ୍ୟାଙ୍ଗ୍‌ ହେବା ସହ ଖରାପ ବି ହୋଇଯାଇଥାଏ। ତାହାଲେ ଚାଲନ୍ତୁ ଜାଣିବା ସେ ଆପ୍‌ଗୁଡ଼ିକ କ’ଣ ଯାହାକୁ…
ଅଧିକ ଖବର ଦେଖନ୍ତୁ...