Daily Archives

June 7, 2018

ବିବିଧତା ଓ ସହିଷ୍ଣତା ଭାରତର ଆତ୍ମା : ପ୍ରଣବ ମୁଖାର୍ଜୀ

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ସମଗ୍ର ଦେଶକୁ ସହିଷ୍ଣତାର ବାର୍ତ୍ତା ଦେଇଛନ୍ତି । ଭାରତ ହେଉଛି ବହୁ ଭାଷା, ଜାତି, ସଂପ୍ରଦାୟ ର ଏକ ମିଳନସ୍ଥଳୀ । ଏଣୁ ବିବିଧତା ହିଁ ଆମର ଶକ୍ତି,ଆମର ଏକତା ବୋଲି ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଶାହାରୁଖଙ୍କୁ ଚିଡ଼ାଇବା ପାଇଁ ଫ୍ୟାନ୍‌ ପଚାରଲେ ଏପରି ପ୍ରଶ୍ନ, ଏହି ଉତ୍ତର ଦେଲେ କିଙ୍ଗ୍‌ଖାନ

ମୁମ୍ବାଇ: ଅନେକ ସମୟରେ ସେଲିବ୍ରିଟିମାନଙ୍କ କଥାର ଅର୍ଥକୁ କଦର୍ଥ କରାଯାଇଥିବାର ବହୁ ଉଦାହରଣ ରହିଛି। ସାଧାରଣ ଜନତାଙ୍କ କଥା ଭିନ୍ନ ମାତ୍ର ସେଲିବ୍ରିଟିମାନେ କିଛି କହିଲେ ତାହାକୁ ଅତିରଞ୍ଜିତ ଶୈଳୀରେ ଉପସ୍ଥାପନା କରାଯାଇଥାଏ, ଏହାକୁ ହିଁ ଲୋକେ ଉପଭୋଗ କରିଥାନ୍ତି। କେବଳ ସେଥିପାଇଁ ବଲିଉଡ୍‌…
ଅଧିକ ଖବର ଦେଖନ୍ତୁ...

ପୁଣି ଫେସବୁକ କୁ ନୋଟିସ ପଠାଇଲେ ସରକାର.. କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍‌ ଫେସବୁକ ନିଜ ୟୁଜର ( ବ୍ୟବହାରକାରୀ)ଙ୍କ ବିନାଅନୁମତିରେ ବ୍ୟକ୍ତିଗତ ତଥ୍ୟ ବିଭିନ୍ନ ମୋବାଇଲ ହାଣ୍ଡସେଟ କମ୍ପାନିଙ୍କୁ ପ୍ରଦାନ କରିଥିବା ଖବର ଆସିବା ପରେ ଭାରତ ସରକାର ତତ୍ପର ହୋଇ ଉଠିଛନ୍ତି । ଏ ସଂପର୍କରେ ଜବାବ ଦାଖଲ କରିବାକୁ ଫେସବୁକ ପାଖକୁ ସରକାର…
ଅଧିକ ଖବର ଦେଖନ୍ତୁ...

ଫେଲ୍‌ ମାରିଲେ ରାଜନେତାରୁ ନେଇ ସରକାରୀ କର୍ମୀ, ରାସ୍ତାକୁ ଓହ୍ଲାଇ ଉଦାହରଣ ସାଜିଲେ ଗ୍ରାମର ମହିଳା

ପାଟନା: ଦୀର୍ଘ ବର୍ଷ ଧରି ସରକାର ବିଫଳ ହେବା ପରେ ଶେଷର ବିହାରର ଏକ ଛୋଟ ଗ୍ରାମର ମହିଳାମାନେ ମିଶି ଏକ ଉତ୍ତମ ପଦକ୍ଷେପ ନେଇଛନ୍ତି। ସେମାନେ ରାସ୍ତା ନିର୍ମାଣ ପାଇଁ ଏବେ ଆଉ କାହା ଉପରେ ଭରସା ନ କରି ନିଜେ ଅଣ୍ଟା ଭିଡ଼ିଛନ୍ତି। ବିହାରର ବାଙ୍କା ଜିଲ୍ଲାରେ ଥିବା ଏକ ଛୋଟ ଗ୍ରାମର ମହିଳା…
ଅଧିକ ଖବର ଦେଖନ୍ତୁ...

ଭୀମା-କୋରେଗାଓ ହିଂସା: ବିଜେପି କହିଲା, ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଦିନରେ ହୋଇଥିବା ଭୀମା-କୋରେଗାଓ ହିଂସା ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ଦୋଷ ଲଦିଛି। ବିଜେପି କହିଛି, ମୋଦିଙ୍କୁ ଅଟକାଇବା ପାଇଁ କଂଗ୍ରେସ ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି। ବିଜେପିର…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି କେଉଁ ୩ ଜଣ ବିନା ଆଶ୍ରୟରେ ବଞ୍ଚିପାରନ୍ତି ନାହିଁ? ଜାଣନ୍ତୁ କ’ଣ କହେ ଏହି ସଂସ୍କୃତ ଶ୍ଳୋକ

ଆପଣ ଚିନ୍ତା କରୁଥିବେ ଯେ ଯୁଗ ଆଧୁନିକ ହେଲାଣି। ନିଜ ନିଜର ଦାୟିତ୍ୱ ନେବାର ଦକ୍ଷତା ସମସ୍ତଙ୍କ ମଧ୍ୟରେ ଆସିଲାଣି। କାହାକୁ ବଞ୍ଚି ରହିବା ପାଇଁ ଅନ୍ୟ କାହାର ସାହାରା ବା ଆଶ୍ରା ନେବା କ’ଣ ଦରକାର! ମାତ୍ର ମନେ ରଖନ୍ତୁ ସଂସ୍କୃତରେ ଏକ ଶ୍ଳୋକ ରହିଛି। ଶ୍ଳୋକଟି ହେଉଛି ‘ବିନାଶ୍ରୟେ…
ଅଧିକ ଖବର ଦେଖନ୍ତୁ...

ପଞ୍ଚକୁଲା ସେସନ୍‌ କୋର୍ଟ ହନିପ୍ରୀତଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଛି

ସିର୍‌ସା: ପଞ୍ଚକୁଲା ସେସନ୍‌ କୋର୍ଟ ଗୁରମିତ ରାମ ରହିମଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ଏବେ ପ୍ରିୟଙ୍କା ତେନେଜା(୩୬) ଓରଫ ହନିପ୍ରୀତ ଜାମିନ୍‌ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି। ହନିପ୍ରୀତଙ୍କ ତରଫରୁ ତାଙ୍କ ଓକିଲ ଜାମିନ୍‌ ଆବେଦନ…
ଅଧିକ ଖବର ଦେଖନ୍ତୁ...

ଚାକିରିରୁ ବାହାର କରିବା ଦେବା ହେତୁ ଏଚଆରଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲା ପୂର୍ବତନ କର୍ମଚାରୀ

ଗୁରୁଗ୍ରାମ: ଚାକିରିରୁ ବାହାର କରିଦେବା ହେତୁ ଜଣେ ଯୁବକ ଗୁରୁବାର ତାର ଏଚଆରଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ଗୁରୁଗ୍ରାମ ପୁଲିସର ଜନସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାରଙ୍କ କହିବାନୁସାରେ, ଏହି ଘଟଣା ସକାଳ ପାଖାପାଖି ନଅଟା ସମୟରେ ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ଘଣ୍ଟା ମଧ୍ୟରେ ପହଞ୍ଚିବ ମୌସୁମୀ ବାୟୁ ! ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗାର ସୃଷ୍ଟି ହୋଇଥିବା ଘୂର୍ଣ୍ଣବିଳୟ ଏବେ ଲଘୁଚାପର ରୁପ ନେଇଛି। ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ଜୁନ୍‌ ୯ରୁ ୧୧ ମଧ୍ୟରେ ଓଡ଼ିଶା ଛୁଇଁବ। ଏହା ଫଳରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

୧୮୯୩ ଜୁନ୍‌ ୭ରେ ମହାତ୍ମାଗାନ୍ଧୀଙ୍କୁ କାହିଁକି ଟ୍ରେନ୍‌ ଡବାରୁ ବାହାରକୁ ଫିଙ୍ଗି ଦେଇଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୧୮୯୩ ଜୁନ୍‌ ଐତିହାସିକ ଘଟଣାର ୧୨୫ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟବକ୍ତା ଭାବେ ଏକ ବଡ଼ କଥା କହିଛନ୍ତି। ସୁଷମା କହିଛନ୍ତି, ରଙ୍ଗଭେଦକୁ ବିରୋଧ କରି ଦକ୍ଷିଣ ଆଫ୍ରିକାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ସବୁବେଳେ…
ଅଧିକ ଖବର ଦେଖନ୍ତୁ...