Daily Archives

June 8, 2018

ରଣବୀରଙ୍କୁ ଡାଏଲଗ୍‌ କହିବାକୁ ମନାକଲେ ରୋହିତ୍‌ ସେଟ୍ଟୀ

ମୁମ୍ବାଇ: ଚଳିତ ବର୍ଷ ବଲିଉଡ୍‌ରେ ହାଇବଜେଟ୍‌ ଚଳଚ୍ଚିତ୍ରର ତାଲିକା ଲମ୍ବା ରହିଛି । ସେହି ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଗୋଟିଏର ସୁଟିଂ ଗତକାଲିରୁ ଆରମ୍ଭ ହୋଇଛି। ଆମେ ଆପଣଙ୍କୁ ପ୍ରଯୋଜକ କରଣ ଜୋହର ଏବଂ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ 'ସିମ୍ବା' ଚଳଚ୍ଚିତ୍ର ବିଷୟରେ କହୁଛୁ। ନିକଟରେ ଏହାର…
ଅଧିକ ଖବର ଦେଖନ୍ତୁ...

କାଶ୍ମୀରକୁ ଭାରତର ଅଂଗ ଦେଖାଉଥିବା ସ୍କୁଲ ବହି ପାକିସ୍ତାନରେ ନିଷିଦ୍ଧ

ଇସ୍ଲାମାବାଦ : ନିଜ ଦେଶବାସୀଙ୍କ ମନରେ କାଶ୍ମୀର ସମସ୍ୟାକୁ ବଜାୟ ରଖିବା ଓ ଭାରତୀୟଙ୍କ ପ୍ରତି ଘୃଣାକୁ ବଢାଇବାକୁ ପାକିସ୍ତାନ ସରକାର ବିଭିନ୍ନ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି । ଏପରିକି ଛୋଟ ପିଲାଙ୍କ ମନରେ ଏହି ଘୃଣାଭାବ ସୃଷ୍ଟି କରାଯାଉଛି । ସେଥିପାଇଁ ସ୍କୁଲ ପାଠ୍ୟକ୍ରମରେ  ଭୁଲ ଇତିହାସ…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷ ବୟସରେ କମାଲ୍‌ ଦେଖାଇଲେ ପାକିସ୍ତାନର ହମ୍ମାଦ୍‌ ସାଫି; ସାଫିଙ୍କ ମାୟାରେ ଏବେ ସମସ୍ତେ ବାୟା!

ପେଶାଓ୍ଵର: ସବୁ ବେଳେ ଅଶାନ୍ତି ଏବଂ କଳହ କରିବାକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଏବେ ଏକ ନୂଆ କଥା ପାଇଁ ଚର୍ଚ୍ଚାର ପରିସରକୁ ଆସିଛି । କମ ବୟସରେ ପ୍ରଫେସର ହୋଇ ଜଣେ ୧୧ବର୍ଷିୟ ବାଳକ ଇତିହାସ ସୃଷ୍ଟି କରିଛନ୍ତି । ୧୧ବର୍ଷିୟ ହମ୍ମାଦ୍‌ଙ୍କ କଥା ଶୁଣିବା ଏବଂ ତାଙ୍କ ଠାରୁ କିଛି…
ଅଧିକ ଖବର ଦେଖନ୍ତୁ...

କ୍ରିକେଟରେ ନୂଆ ରେକର୍ଡ ସ୍ଥାପିତ, ଦିନିକିଆରେ ନ୍ୟୁଜିଲାଣ୍ଡର ୪୯୦ ରନ୍‌

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ଆର୍ୟରଲାଣ୍ଡର ମହିଳା ଟିମ୍‌ ମଧ୍ୟରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରିଛି। ଏଭଳି ସ୍କୋର ପୁରୁଷ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନିଙ୍କ ଦରମା ତାଙ୍କ କର୍ମଚାରୀଙ୍କଠାରୁ କମ !

ମୁମ୍ବାଇ : ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି ସମଗ୍ର ଏସିଆରେ ୩ୟ ବୃହତ୍ତମ ଧନୀ ବ୍ୟକ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗତ ୧୦ ବର୍ଷ ହେଲା ନିଜର ଦରମା ବୃଦ୍ଧି କରିନାହାନ୍ତି । ଏହା ଫଳରେ ତାଙ୍କ ତଳକୁ ଥିବା କେତେକ ବରିଷ୍ଠ ଅଧିକାରୀଙ୍କ ଦରମା ତାଙ୍କଠାରୁ ଟପିଗଲାଣି ।…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ ଜରିଆରେ ଦମ୍ପତ୍ତି ମଗାଇଥିଲେ ବାଇ ସାଇକେଲ, ଘରେ ପହଞ୍ଚିିଲା ଝିଟିପିଟି ଭର୍ତ୍ତି ଥିବା ପାର୍ସଲ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅନଲାଇନ୍‌ ସପିଂର ଚାହିଦା ଚାରିଆଡେ ଦେଖିବାକୁ ମିଳୁଛି। ଘରର ସାମଗ୍ରୀ ହେଉ କିମ୍ବା ଅନ୍ୟ କୌଣସି ଜିନିଷ ସବୁକିଛି ଅନ୍‌ଲାଇନ୍‌ ଜରିଆରେ ସମ୍ଭବ ହୋଇପାରୁଛି। ଏହି ଅନ୍‌ଲାଇନ୍‌ ଜରିଆରେ ବେଳେବେଳେ ଭୁଲଭଟକା ହେତୁ ଅନେକ ଘଟଣା ଘଟିବାର ମାମଲା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ବିହାର: ମଦ ପରେ ଏବେ ଖୈନୀ ନିଷିଦ୍ଧ କରିବାକୁ ପ୍ରସ୍ତୁତି, ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଲେ ଚିଠି

ପାଟନା: ବିହାରରେ ମଦକୁ ନିଷିଦ୍ଧ କରାଯିବାର ୨ ବର୍ଷ ପରେ ରାଜ୍ୟ ସରକାର ଆଉ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଯଦି ସରକାରଙ୍କ ଯୋଜନା ଠିକ୍‌ଠାକ୍‌ ଚାଲେ, ତା’ହେଲେ ନୀତିଶ ସରକାର ଖୈନୀକୁ ମଧ୍ୟ ନିଷିଦ୍ଧ କରିପାରନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରକୁ ଏକ ଚିଠି ଲେଖିଛନ୍ତି, ଯଦି ଖୈନୀକୁ…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ ଗଣଦୁଷ୍କର୍ମର ଶିକାର ହେଲେ ବିଦେଶିନୀ, ଛାଡ଼ି ଦେବା ବାହାନାରେ ୧୦ଜଣ ମିଶି କଲେ ଗଣଦୁଷ୍କର୍ମ

ଚଣ୍ଡିଗଡ଼ : ହରିୟାଣାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । କେନିଆରୁ ଭାରତ ଭ୍ରମଣରେ ଆସିଥିବା ଜଣେ ୩୧ବର୍ଷିୟା ମହିଳାଙ୍କୁ ୧୦ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ପୀଡ଼ିତା ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ୧୦ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ମୋଦି ମୋର ୧୫ଲକ୍ଷ ଟଙ୍କା ଦେଇ ନାହାନ୍ତି ବୋଲି ଅଭିଯୋଗ ଆଣି ବ୍ୟାଙ୍କ ଜାଳି ଦେବା ପାଇଁ ପେଟ୍ରୋଲ ଧରି ପହଞ୍ଚିଥିଲା ଏହି…

ବହରାଇଚ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଠକିଛନ୍ତି, ସେ ମୋର ୧୫ଲକ୍ଷ ଟଙ୍କା ଦେଇ ନାହାନ୍ତି ବୋଲି ଜଣେ ଯୁବକ ଶୁକ୍ରବାର ଅଭିଯୋଗ ଆଣି ଆହ୍ଲାବାଦ ବ୍ୟାଙ୍କ ଜଳି ଦେବେ ବୋଲି ଧମକ ଦେଇଥିଲା। ଏତିକି କହିବା ସାରିବା ପରେ ଉକ୍ତ ଯୁବକ ହାତରେ ଧରିଥିବା ପେଟ୍ରୋଲ ଫିଙ୍ଗିବା ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ପରେପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ମାଓବାଦୀଙ୍କ ହତ୍ୟା ଧମକ ପୂର୍ଣ୍ଣ ଚିଠି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ହତ୍ୟା ଧମକପୂର୍ଣ୍ଣ ଚିଠି ଶୁକ୍ରବାର ମିଳିଛି। ମାଓବାଦୀଙ୍କ ଦୁଇଟି ଚିଠିକୁ ଫଡନାବିସଙ୍କ ପରିବାରବର୍ଗ ପାଇଥିଲେ। ଫଡନାବିସ୍‌ଙ୍କୁ ମିଳିଥିବା ଏହି ଚିଠିରେ ତାଙ୍କ ପରିବାରକୁ ଜୀବନରୁ ମାରିଦେବା ପାଇଁ ମାଓବାଦୀମାନେ ଧମକ…
ଅଧିକ ଖବର ଦେଖନ୍ତୁ...