Daily Archives

June 8, 2018

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୯ ମୃତ, ୫ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ବଜ୍ରପାତ ହେବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଗୋବରଘାଟା ଗାଁରେ ୫ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ଏ.ସାଇନିଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଦାୟିତ୍ୱ ଦିଆଯାଇଛି । ସେହିପରି ହିମାଂଶୁ ଲାଲଙ୍କୁ ଏସଟିଏଫ ଡିଆଇଜି ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଥିବା ଆଶିଷ କୁମାର ସିଂଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ବିରାଟଙ୍କ ଦାଢ଼ି ଭିଡିଓ, ଟୁଇଟ୍‌ କଲେ ରାହୁଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜ ଦାଢ଼ିକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ଦାଢ଼ି କାଟିବେ ନାହିଁ ବୋଲି ସିଧା ସିଧା ମନା କରିଦେଇ ଅନେକ ସମୟ ବିବାଦରେ ବି ରହିଛନ୍ତି। ବିରାଟ ଯେ ତାଙ୍କ ଦାଢ଼ିକୁ କେତେ ଭଲପାଆନ୍ତ ତାହା ତ ସମସ୍ତଙ୍କୁ ପ୍ରାୟ ଜଣା।…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଅଭ୍ୟାସ ଥିଲେ ଆପଣ କେବେ ବି ଧନୀ ହୋଇପାରିବେ ନାହିଁ!

କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳଦୁଆ ବୋଲି ଆମେ ସାମସ୍ତେ ଜାଣନ୍ତି। ବହୁତ ଟଙ୍କା ରୋଜଗାର କରିବା, ଧନୀ ହେବାର ଇଚ୍ଛା କାହାର ବା ନଥାଏ! ମାତ୍ର ବେଳେ ବେଳେ କଠିନ ପରିଶ୍ରମ କରି ବି ଧନୀ ହେବାର କୌଣସି ସମ୍ଭାବନା ନଜର ଆସେ ନାହିଁ। କିଛି ଅଭ୍ୟାସ ଆମକୁ ଧନୀ ହେବା ପାଇଁ ବାଧା ଦେଇଥାଏ ବୋଲି…
ଅଧିକ ଖବର ଦେଖନ୍ତୁ...

‘ଏକ ଚୀନ ନୀତି’ କୁ ମାନିବୁ, କିନ୍ତୁ ପ୍ରଥମେ ପାକ ଅଧିକୃତ କାଶ୍ମୀର ଆମର ବୋଲି ସ୍ୱୀକାର କର : ଚୀନକୁ କହିଲା ଭାରତ

ନୂଆଦିଲ୍ଲୀ : ଆସନ୍ତା କାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିନ୍‌ ଙ୍କ ମଧ୍ୟରେ ୨ୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଚୀନ ଓ ଭାରତ ମଧ୍ୟରେ ଏକ ଛୋଟକାଟିଆ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ଚୀନ ଭାରତକୁ କହିଥିଲା ଯେ ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଛୁଇଁଲା ମୌସୁମୀ, ୨୪ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାକୁ ପହଞ୍ଚିବ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାର କିଛି ସ୍ଥାନକୁ ମୌସୁମୀ ବାୟୁ ସ୍ପର୍ଶ କରିଛି। ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବା ଆଶା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ବିସ୍ଫୋରଣ ଘଟି ୧୨ବର୍ଷର ଛାତ୍ର ଗୁରୁତର

ଛତ୍ରପୁର: ଛତ୍ରପୁର ଜିଲ୍ଲା ନାରାୟଣପୁରାରେ ମୋବାଇଲ ବ୍ୟାଟେରି ବିସ୍ଫୋରଣ ଘଟି ଜଣେ ୧୨ବର୍ଷର ଛାତ୍ର ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣା ଘଟିବା ପରେ ପରିବାରଲୋକ ସଙ୍ଗେସଙ୍ଗେ ପୁଅକୁ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହସ୍‌ପିଟାଲରେ ରୋହିତଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ସହଜ ଉପାୟରେ କରନ୍ତୁ ଆମ୍ବ ଆଚାର, ଦୀର୍ଘ ଦିନ ରହିବା ପରେ ବି ହେବ ନାହିଁ ନଷ୍ଟ

ଆଚାର ଖାଇବାକୁ କାହାକୁ ବା ଭଲଲାଗେନି? ବିଶେଷ କରି ଆମ୍ବ ଆଚାର କଥା ପଡ଼ିଲେ ତ ଆଚାରର ସ୍ୱାଦ ନିଶ୍ଚୟ ନିଆରା। ହେଲେ ଅନେକ ଲୋକ କଠିନ ଭାବି ଆମ୍ବ ଆଚାର କରିବାକୁ ମନ ବଳାଇ ନଥାନ୍ତି। ଆମେ ଆପଣଙ୍କ ସକାଶେ କହି ରଖୁଛୁ ଯେ ସବୁଠାରୁ ସହଜ ହେଉଛି ଆମ୍ବ ଆଚାର କରିବାର ପ୍ରଣାଳୀ। ଜାଣନ୍ତୁୁ କିପରି…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟରୁ ମିଳିଲା ମୃତଦେହ, ଭିତରୁ ବନ୍ଦ ଥିଲା କୋଠରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ସର୍ଭେଣ୍ଟ କ୍ୱାର୍ଟସରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ପୁଲିସ ଏହି ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି। ମୃତକଙ୍କ ନାମ ତ୍ରିଲୋକ ଚାନ୍ଦ ସେ ଦିଲ୍ଲୀର ଗାନ୍ଧିନଗର ଅଞ୍ଚଳ ସର୍ଭେଣ୍ଟ କ୍ୱାର୍ଟରେ…
ଅଧିକ ଖବର ଦେଖନ୍ତୁ...

ମ୍ୟୁଜିକ୍‌ ପ୍ରିୟ ଶିଖର ଧାଓ୍ଵନଙ୍କ ମ୍ୟୁଜିକ୍‌ ବଜାଇବା ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦର ଓପନର ବ୍ୟାଟ୍ସsମ୍ୟାନ ଶିଖର ଧାଓ୍ଵନ୍‌ ଫ୍ଲୁଏଟ୍‌ ବଜାଉଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖେଳ ପଡ଼ିଆରେ ତାଙ୍କ ନିଶୁଆ ଷ୍ଟାଇଲ୍‌କୁ ଦେଖି ତାଙ୍କୁ ଗର୍ବ ବୋଲି…
ଅଧିକ ଖବର ଦେଖନ୍ତୁ...