Daily Archives

June 9, 2018

ଚିକିତ୍ସା ପାଇଁ କନେଷ୍ଟବଳ ପୁଅ ଆଗରେ ଗୁହାରି କଲା ମା’, ଚିକିତ୍ସା ପରିବର୍ତ୍ତେ ମିଳିଲା ଗାଳି, ଝିଅ ଦେଲା ନ୍ୟାୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଛି ଏକ ଦୁଃଖଦ ଘଟଣା । ଜଣେ ମା’ ନିଜ କର୍କଟ ରୋଗର ଚିକିତ୍ସା ପାଇଁ କନେଷ୍ଟବଳ ପୁଅକୁ ଗହାରି କରିବା ପରେ ପୁଅର ବ୍ୟବହାର ଯାହା ଥିଲା ତାକୁ ଦେଖି ଆଖପାଖ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ରୋଗୀଣା ମା’ ଚିକିତ୍ସା ପାଇଁ ଟଙ୍କା ମାଗିବାରୁ କନେଷ୍ଟବଳ ପୁଅ ଦେଇଥିଲା…
ଅଧିକ ଖବର ଦେଖନ୍ତୁ...

କଟକରେ ଦୁଇଟି ସିଏନଜି ଫିଲିଂ ଷ୍ଟେସନ ଉଦଘାଟନ କଲେ ଧର୍ମେନ୍ଦ୍ର

କଟକ : କଟକ ସହର ଠାରେ ଦୁଇଟି ସିଏନଜି ଫିଲିଂ ଷ୍ଟେସନ ଉଦଘାଟନ କରି କଟକ ସହରରେ ସିଏନଜି ଷ୍ଟେସନ ଓ ପାଇପ ଯୋଗେ ରୋଷେଇ ଗ୍ୟାସ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ହେଲେ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କଟକ ସହରର ପ୍ରତି ପରିବାରକୁ ଦେଢ ହଜାରରୁ ସାତ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଖର୍ଚ କମ କରା ଯାଇ…
ଅଧିକ ଖବର ଦେଖନ୍ତୁ...

ସ୍ୱଚ୍ଛତା ପାଇଁ ଏଭଳି ନିଶା ଆପଣ ଦେଖି ନଥିବେ, ୭୦ଲକ୍ଷ କାର୍‌ରେ ମଇଳା ସଫା କରୁଛନ୍ତି ଭୋପାଳର ଏହି ଡ଼ାକ୍ତର

ଭୋପାଳ: ସମସ୍ତେ ନିଜ ନିଜ ଘରକୁ ସ୍ୱଚ୍ଛ ଏବଂ ସଫା ରଖିବାକୁ ଚାହିଁଥାନ୍ତି । ଯେବେ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛନ୍ତି ସେହି ଦିନ ଠାରୁ ଭାରତର କିଛି ଲୋକ ସ୍ୱଚ୍ଛତା ସଂପର୍କରେ ସତର୍କ ହେବା ସହ ଏହି ଅଭିଯାନକୁ ସଫଳ କରିବାରେ ଲାଗି ପଡ଼ିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆଇଫା ୨୦୧୮ରେ ଅଭିନେତା ଅନୁପମ୍‌ ଖେର୍‌ଙ୍କୁ ଦିଆଯିବ ‘ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ’ ପୁରସ୍କାର

ମୁମ୍ବାଇ: ବଲିଉଡ୍‌ର ଶ୍ରେଷ୍ଠ କଳାକାରମାନଙ୍କ ମଧ୍ୟରେ ଅନୁପମ୍‌ ଖେର୍‌ ଗଣାଯାଆନ୍ତି । ତାଙ୍କ ଅଭିନୟର ଜାଦୁ ବଲିଉଡ୍‌ର ବିଭିନ୍ନ ନୂଆ ପୁରୁଣା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ପୁଣିଥରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅନୁପମ୍‌ । କାରଣ ଆଇଫା ଆଓ୍ଵାର୍ଡ଼…
ଅଧିକ ଖବର ଦେଖନ୍ତୁ...

୧୭ ଜୁଲାଇରୁ ବନ୍ଦ ହେବ ୟାହୁ ମେସେଞ୍ଜର ସେବା, କମ୍ପାନି ଆଣିବ ନୂଆ ଆପ୍‌

ନୂଆଦିଲ୍ଲୀ: େଓ୍ଵବ୍‌ରେ ୟାହୁର ପ୍ରଥମ ପ୍ରଡ଼କ୍ଟ ଥିଲା ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ ଆପ୍‌ ୟାହୁ ମେସେଞ୍ଜର । କିନ୍ତୁ ଏବେ ଏହି ମେସେଜିଙ୍ଗ ଆପ ବନ୍ଦ ହେବାକୁ ଯାଉଛି । ଜୁଲାଇ ୧୭ରେ ୟାହୁ ମେସେଜିଙ୍ଗ ଆପ୍‌କୁ ବନ୍ଦ କରି ଦିଆଯିବ ବୋଲି ୟାହୁ କମ୍ପାନି ତରଫରୁ ଘୋଷଣା କରାଯାଇଛି । ୧୭ଜୁଲାଇ ପରେ…
ଅଧିକ ଖବର ଦେଖନ୍ତୁ...

ଶାକାହାରୀ ଲୋକମାନେ ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଆବଶ୍ୟକ

ସୁସ୍ଥ ରହିବା ପାଇଁ ଯେତିକି ଆବଶ୍ୟକତା ଭିଟାମିନ ଏବଂ କ୍ୟାଲ୍‌ସିୟମର ହୋଇଥାଏ ସେତିକି ଆବଶ୍ୟକତା ଆଇରନର ମଧ୍ୟ ରହିଥାଏ । ଶରୀରରେ ଆଇରନର ଅଭାବ ଦେଖାଗଲେ ଏନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍‌ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶରୀରରେ ରକ୍ତର…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ଅଫିସ ବାହାରେ ଦଳିତ ମହିଳାଙ୍କୁ ଅସଦାଚରଣ, ଚେୟାରରୁ ଧକ୍କା ମାରି ତଳେ ପକାଇବା ସହ ମାଡ଼ ମାରିଲେ ଲୋକେ

ଅହମ୍ମଦାବାଦ୍‌ : ଅହମ୍ମଦାବାଦ୍‌ରେ ଜଣେ ଦଳିତ ମହିଳାଙ୍କୁ ମାଡ଼ ମରା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଶାରେ ଜଣେ ଅଙ୍ଗନଓ୍ଵାଡ଼ି କର୍ମୀ ହୋଇଥିବା ବେଳେ କିଛି କାମ ପାଇଁ ପଞ୍ଚାୟତ ଅଫିସକୁ ଯାଇଥିଲେ ସଂପୃକ୍ତା ଦଳିତ ମହିଳା । ଅଫିସ ବାହାରେ ପଡ଼ିଥିବା ଏକ ଚେୟାରରେ ମହିଳାଜଣଙ୍କ ବସିଥିବା…
ଅଧିକ ଖବର ଦେଖନ୍ତୁ...

କୌନ୍‌ ବନେଗା କରୋଡ଼୍‍ ପତିରେ ପଚରାଗଲା ବିରାଟ-ଅନୁଷ୍କାଙ୍କ ଜୀବନ ସହ ଜଡ଼ିତ ଏହି ପ୍ରଶ୍ନ

ମୁମ୍ବାଇ : ୨୦୧୭ରେ ବିବାହ କରିଥିଲେ ବଲିଉଡ଼ ଏବଂ କ୍ରିକେଟ ଜଗତର ତାରକା ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି । କେଉଁଠି ବିବାହ କରିବେ, କେବେ ବିବାହ କରିବେ ସେ ନେଇ କୌଣସି ସୂଚନା କାହା ପାଖରେ ନଥିବା ବେଳେ ହଠାତ୍‌ ନିଜ ବିବାହ ଖବର ଜଣାଇ ନିଜ ଫ୍ୟାନ୍‌ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ଏହି…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ, ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର

ଜଗତସିଂହପୁର: ପୂର୍ବ ଶତ୍ରୁତାକୁ ନେଇ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଯୋର ନିକଟରେ ଶନିବାର ସନ୍ଧ୍ୟାରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ରବୀନ୍ଦ୍ର ନାଥ ବେଉରାଙ୍କ ପୁଅ ବିଶ୍ୱଜିତ ବେଉରା ଓରଫ ଲିପୁନ ଯୋର ନିକଟରେ ବସିଥିବା ବେଳ ୪ଟି…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡ଼ିଆରେ ଏହି ଅଭିନେତ୍ରୀଙ୍କୁ ଗୋଟେ ରାତିର ମୂଲ୍ୟ ପଚାରିଲେ ପ୍ରଶଂସକ, ପ୍ରଶ୍ନ ଦେଖି ଏଭଳି ଉତ୍ତର ରଖିଲେ…

ମୁମ୍ବାଇ: ଅଭିନେତ୍ରୀ, ମଡ଼େଲ ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହୟାତ୍‌ ପ୍ରତି ଥର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥିବା ସୋଫିଆ ଏବେ ନିଜ ପ୍ରତି ହୋଇଥିବା ଅସମ୍ମାନକୁ ନେଇ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...