Daily Archives

June 9, 2018

ଏଆଇସିସି ଦ୍ୱାରା ରାଜ୍ୟର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି ଶନିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ପଦ ଘୋଷଣା କରିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏନ୍‌କାଉଣ୍ଟରରେ ୪ ଦୁର୍ବୃତ୍ତ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁରରେ ଶନିବାର ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏନ୍‌କାଉଣ୍ଟରରେ ୪ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍‌କାଉଣ୍ଟରରେ କିଛି ପୁଲିସ ବି ଆହତ ହୋଇଛନ୍ତି। ମୃତ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧି ରାଜେଶ ଭାରତୀ ବି ସାମିଲ ଅଛି। ଭାରତୀ ସମେତ…
ଅଧିକ ଖବର ଦେଖନ୍ତୁ...

ସାପ କାଟିବା ପରେ ଗୋଡ଼କୁ କାମୁଡ଼ି ଧରି ଗୁଡ଼ାଇ ହୋଇଗଲା, ସେହି ଅବସ୍ଥାରେ ହସ୍ପିଟାଲ୍‌ରେ ପହଞ୍ଚିଲେ ଚାଷୀ

ପାଟ୍‌ନା: ସାପ ନାଁ ଶୁଣିଲେ ବି ଅନେକ ଲୋକଙ୍କୁ ଭୟ ଲାଗେ। ମାତ୍ର ଏମିତି କେବେ ଦେଖିଛନ୍ତି କି ସାପ କାମୁଡ଼ିଥିବା ଅବସ୍ଥାରେ ହିଁ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ ନେବାକୁ ପଡ଼େ। ବିହାରର ମଧେପୁରାରେ ଏପରି ଏକ ଘଟଣା ଦେଖିବାକୁ ମିିଳିଛି। ଜାଣିବାକୁ ମିଳିଛି ଯେ ଏକ ସାପ ଜଣେ ଚାଷୀଙ୍କ ଗୋଡ଼କୁ କାମୁଡ଼ି…
ଅଧିକ ଖବର ଦେଖନ୍ତୁ...

ଏଣିକି ଦର୍ଶକଙ୍କୁ ସିନେମା ଟିକେଟ ମାଗଣାରେ ମିଳିବ !

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ ଏକାଧାରାରେ ଜଣେ ଅଭିନୟ, ପ୍ରଯୋଜକ, ଚିତ୍ରଶିଳ୍ପ ମଧ୍ୟ। ସଲମାନ୍‌ଙ୍କୁ ନେଇ ଚର୍ଚ୍ଚା ସବୁବେଳେ ଜୋର ଧରିଥାଏ। ନିକଟରେ ଏକ ଖବର ପ୍ରକାଶ ପାଇଛି କି ସଲମାନ୍‌ ସିନେମାଘର ଲଞ୍ଚ କରିବେ। ସଲମାନ୍‌ ଆଗାମୀ ସିନେମା ‘ରେସ୍‌-୩’ ଓ ‘ଲବରାତ୍ରି’ ଜରିଆରେ ଡିଷ୍ଟ୍ରିବ୍ୟୁଟର…
ଅଧିକ ଖବର ଦେଖନ୍ତୁ...

ଫିଫା ୨୦୧୮: କିଏ ହେବ ଚମ୍ପିଅନ୍‌, ବଧିର ବିଲେଇ କରିବ ଭବିଷ୍ୟତ ବାଣୀ

ସେଣ୍ଟ ପିଟରର୍ସବର୍ଗ: ବିଶ୍ୱ କପ୍‌ ୨୦୧୦ରେ ଅକ୍ଟୋପସ ପଲ ଯେଭଳି ଭବିଷ୍ୟତ ବାଣୀ କରିଥିଲା, ଠିକ୍‌ ସେହିଭଳି ଭାବରେ ଆଗାମୀ ଜୁନ ୧୪ରେ ଋଷିଆରେ ଆରମ୍ଭ ହେବାକୁ ଯାଉଥିବା ୨୧ତମ ଫିଫା ଓ୍ଵାଲର୍ଡ କପ୍‌ ମହାସମରରେ କିଏ ଚମ୍ପିଅନ୍‌ ହେବ ଏକ ବଧିର ବିଲେଇ ଭବିଷ୍ୟତ ବାଣୀ କରିବ। ଫୁଟବଲ୍‌ ମହାକୁମ୍ଭ…
ଅଧିକ ଖବର ଦେଖନ୍ତୁ...

ଓଜନ କମାଇବା ପାଇଁ ୪ଟି ତରିକା, ୧ ମାସ ମଧ୍ୟରେ ହୋଇଯିବେ ପତଳା

ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ସଭିଙ୍କର ଏବେ ପ୍ରାୟ ଗୋଟାଏ ଲକ୍ଷ କିପରି ପତଳା ହେବେ। ଆପଣ ବି ଯଦି ସେପରି ଚାହୁଁଛନ୍ତି ତେବେ ଆପଣଙ୍କ କିଛି ଉପାୟ ଆମେ ଆଜି ବତାଇବୁ। ସେହି ଉପାୟକୁ ଆପଣେଇବା ଦ୍ୱାରା ଆପଣ ନିଜ ଶରୀରର ଓଜନ କମ୍‌ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା…
ଅଧିକ ଖବର ଦେଖନ୍ତୁ...

ପୁଅର ହୃଦୟବିଦାରକ ମୃତ୍ୟୁ ପରେ ପିତା ୧୪୪କୋଟିର ବ୍ୟବସାୟ ଛାଡ଼ି ଦେଲେ

ସିମଲା: ଚାରିବର୍ଷ ପୂର୍ବରୁ ହାଇଦ୍ରାବାଦର ଜଣେ କଲେଜ ଛାତ୍ର ନିଜର ଷ୍ଟଡି ଟୁର୍‌ରେ ହିମାଚଳପ୍ରଦେଶ ଭ୍ରମଣ କରିବାକୁ ଆସି ଆରପାରିକୁ ଚାଲି ଯାଇଥିଲା। ଏକାସଙ୍ଗେ ୨୪ଜଣ ଛାତ୍ର ହିମାଞ୍ଚଳ ପ୍ରଦେଶ ମଣ୍ଡି ଜିଲ୍ଲା ଥଲୋଟରେ ଥିବା ବ୍ୟାସ ନଦୀରେ ଜଳ ସମାଧି ନେଇ ଯାଇଥିଲେ। ଏହି ଘଟଣା ପୁଣି ତାଜା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ହରାଇ ୭ମ ଥର ମହିଳା ଏସିଆ କପ୍‌ ଫାଇନାଲରେ ଭାରତ

କୁଆଲାଲମ୍ପୁର: ମହିଳା ଏସିଆ କପରେ ଭାରତୀୟ ଟିମ୍‌ ପୁଣି ଥରେ ଶକ୍ତିଶାଳୀର ପରିଚୟ ଦେଇ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ୭ମ ଥର ଫାଇନାଲରେ ପ୍ରବେଶ କରିଛି। ଫାଇନାଲ ମ୍ୟାଚ୍‌ରେ ଭାରତ ରବିବାର ଭାରତୀୟ ସମୟ ଅନୁସାରେ ପୂର୍ବାହ୍ନ ୧୧ଟା ୩୦ରେ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ସେନାରେ ସାମିଲ ହେବ ‘ଦେଶୀ ବୋଫର୍ସ’ ଧନୁଷ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତୋପ ବା ଆର୍ଟିଲାରୀ ଗନ ଧନୁଷର ସଫଳ ପରୀକ୍ଷଣ ପରେ ତାହା ଭାରତୀୟ ସେନାରେ ସାମିଲ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ଗତ ୨ରୁ ୬ ତାରିଖ ମଧ୍ୟରେ ରାଜସ୍ଥାନର ପୋଖରାନ ରେଞ୍ଜରେ ହୋଇଥିବା ଧନୁଷର ପରୀକ୍ଷଣ ବେଶ ନିର୍ଭୁଲ ଥିଲା ଓ ଏହାର ପ୍ରଦର୍ଶନକୁ…
ଅଧିକ ଖବର ଦେଖନ୍ତୁ...

ବଳପୂର୍ବକ ଶାରୀରିକ ସଂପର୍କ ଓ ଅପ୍ରାକୃତିକ ଯୌନକ୍ରିୟା କ୍ରୁରତା, ଏହି ଆଧାରରେ ଦେଇ ହେବ ଛାଡ଼ପତ୍ର: ହାଇକୋର୍ଟ

ଲୁଧିଆନା: ପଞ୍ଜାବ ଏବଂ ହରିୟାଣା କୋର୍ଟ କହିଛନ୍ତି ଯେ ବୈବାହିକ ଜୀବନରେ ବଳପୂର୍ବକ ଶାରୀରିକ ସଂପର୍କ ସ୍ଥାପନ ଏକ ପ୍ରକାରର କ୍ରୁରତା। ଏହି ଆଧାରରେ ଜଣେ ଚାହିଁଲେ ଛାଡ଼ପତ୍ର ଆବେଦନ କରିପାରିବ। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅପ୍ରାକୃତିକ ସମ୍ବୋଗ ଅଭିଯୋଗ ଆଣିବା ପରେ କୋର୍ଟରେ ଏହି…
ଅଧିକ ଖବର ଦେଖନ୍ତୁ...