Daily Archives

June 9, 2018

ସଡ଼କ ଦୁର୍ଘଟଣାରେ ମାଆ-ବାପାଙ୍କ ଉଡିଗଲା ପ୍ରାଣବାୟୁ, ତିନି ବର୍ଷ କଅଁଳ ଶିଶୁର ଯନ୍ତ୍ରଣା ଦେଖି କାନ୍ଦି ପକାଇଲେ ଲୋକେ

ମୋଗା: ପଞ୍ଜାବର ଲୁଧିୟାନାର ମୋଗାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମିିଳିଛି। ଏହି ଦମ୍ପତ୍ତି ତାଙ୍କ ତିନିବର୍ଷର ଶିଶୁକୁ ଧରି ସ୍କୁଟି ଯୋଗେ ଯାଉଥିବା ସମୟରେ କଚ୍ଚା ଦୋସାଝା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ତାଙ୍କ ସ୍କୁଟିକୁ ଧକ୍କର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରୋଗୀ ମୃତ୍ୟୁ, ଉତ୍ତେଜନା

ବାଲେଶ୍ୱର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ଶନିବାର ଅପରାହ୍ନରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ମହାନ୍ତିଙ୍କ ପତ୍ନୀ ସୁନୀତା ମହାନ୍ତି(୪୫) ଆଜି ମଧ୍ୟାହ୍ନ ଭୋଜନ ପରେ ଏକ ପାନ ଖାଇଥିଲେ।…
ଅଧିକ ଖବର ଦେଖନ୍ତୁ...

କ୍ରମାଗତ ୧୧ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୪୧ ପଇସା ଓ ଡିଜେଲ ୩୦ ପଇସା କମିଲା

ନୂଆଦିଲ୍ଲୀ : କ୍ରମାଗତ ୧୧ତମ ଦିନ ପାଇଁ ଦେଶରେ ତେଲଦର ହ୍ରାସ ପାଇଛି । କିନ୍ତୁ ଏହି ୧୧ ଦିନ ମଧ୍ୟ ଆଜି ସର୍ବାଧିକ ପରିମାଣର ତେଲଦର କମିଛି । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡିଜେଲ ୩୦ ପଇସା ହ୍ରାସ କରିଛି । ଏହି ହ୍ରାସ…
ଅଧିକ ଖବର ଦେଖନ୍ତୁ...

ଫୁଲ୍‌ ମାର୍କ ୩୫, ପରୀକ୍ଷାର୍ଥୀ ରଖିଲେ ୩୮; ଦ୍ୱାଦଶ ପରୀକ୍ଷାରେ ପୂରା ନମ୍ବରରୁ ବେଶୀ ମାର୍କ ରଖିଛନ୍ତି ପରୀକ୍ଷାର୍ଥୀ

ପାଟ୍‌ନା: ବିହାର ଦ୍ୱାଦଶ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀଙ୍କ ମାର୍କ ବିଷୟରେ ଜାଣିବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ। ଆଶ୍ଚର୍ଯ୍ୟ ଏଥିପାଇଁ ହେବେନି ଯେ ପରୀକ୍ଷାର୍ଥୀ ଅତି ଖରାପ ନମ୍ବର ରଖିଛନ୍ତି ବରଂ ଏଥିପାଇଁ ହେବେ ଯେ ପୂରା ନମ୍ବରରୁ ବି ବେଶି ନମ୍ବର ରଖିଥିବାର ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: ବଜ୍ରାଘାତରେ ଭାଙ୍ଗିଲା ମହାଦେବ ମନ୍ଦିରର ଶିବ ଲିଙ୍ଗ

ବୀରମହାରାଜପୁର: ବଜ୍ରାଘାତରେ ଶନିବାର ଭଗବାନ ଶିବଙ୍କ ଲିଙ୍ଗ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ କେନଝିରିଆପାଲି ଗ୍ରାମର ପ୍ରେମାନନ୍ଦ ଘୁଙ୍ଗିଜୀ ମହାରାଜଙ୍କ ଆଶ୍ରମ ପରିସରରେ ଥିବା ମହାଦେବଙ୍କ ମନ୍ଦିର ଉପରେ ବଜ୍ରାଘାତ…
ଅଧିକ ଖବର ଦେଖନ୍ତୁ...

ବଢିଲା ସୁନାଦର, ୩୨ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ : କିଛିଦିନର ବ୍ୟବଧାନ ପରେ ପୁଣି ଥରେ ସୁନାଦର ବୃଦ୍ଧି ପାଇ ୩୨ ହଜାର ଉପରକୁ ଉଠିଯାଇଛି । ଆଜି ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩୨୦୫୦ ଟଙ୍କାରେ ପହଞ୍ଚିଛି । ଗତ ୪ଟି ସେସନ ଧରି ସୁନା ଦର ବୃଦ୍ଧି ଅବ୍ୟାହତ ରହିଛି । ଗତ ଜୁନ ୧ରେ…
ଅଧିକ ଖବର ଦେଖନ୍ତୁ...

ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲା ସଭାପତିମାନଙ୍କ ନାମ ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଏପ୍ରିଲ ୧୯ ତାରିଖରେ ନିରଞ୍ଜନ ପଟ୍ଟାୟକ ପିସିସି ସଭାପତି ହେବା ପରେ ତାଙ୍କ ପ୍ରଥମ ସମୀକ୍ଷା ଦିଲ୍ଲୀରେ ଆୟୋଜିତ ହୋଇଛି। ଶନିବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ ଅନେକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ଘଣ୍ଟା ଭିତରେ ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଦିନ ଆଗୁଆ ଓଡିଶାକୁ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ଆଜି ୬ଟି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଦୀପିକା ପାଦୁକୋନ-ରଣବୀର ସିଂହଙ୍କ ବିବାହ ନେଇ ସନ୍ଦେହ; ଏଯାଏ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବ ପ୍ରେମିକ ରଣବୀର…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ନିକଟରେ ଶୁଣିବାକୁ ମିଳିଥିଲା। ଏପରିକି ଦୁହେଁ ଗଣମାଧ୍ୟମରେ ଏ କଥା ସ୍ୱୀକାର ମଧ୍ୟ କରିଥିଲେ। ମାତ୍ର ଏବେ ସେହି କଥାର ସତ୍ୟାସତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁହେଁ ବାସ୍ତବରେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ମିଳିତ ସରକାରରେ ପୁଣି ଏକ ବଡ଼ ବିବାଦ

ବାଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ପାଇଁ ଗତ କିଛି ମାସ ବେଶ ନାଟକୀୟ ରହିଆସିଛି । ଏକ ଅତି ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ନିର୍ବାଚନ, ତାପରେ ସରକାର ଗଠନକୁ ନେଇ ବିଭିନ୍ନ କସରତ, ବଳ କଷାକଷି, ବିଧାୟକଙ୍କୁ ହୋଟେଲରେ ତାଲା ପକାଇ ରଖିବା ଆଦି ନାଟକ କୌଣସି ବଲିଉଡ ଫିଲ୍ମଠାରୁ କମ ନାଟକୀୟ ନଥିଲା ।…
ଅଧିକ ଖବର ଦେଖନ୍ତୁ...