Daily Archives

June 10, 2018

ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ

ବୟସ ଅନୁପାତରେ ଶରୀରରେ ସବୁବେଳେ ନିୟନ୍ତ୍ରତ ଓଜନ ରହିବା ଆବଶ୍ୟକ । ଅନେକ ସମୟରେ ବୟସ ଅନୁପାତରେ କମ କିମ୍ବା ଅଧିକ ଓଜନ ରହିଥିବାରୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡ଼ିଥାଏ । ଏପରିକି ଅଯଥାରେ ଅନେକ ଅଜଣା ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ମଝିରେ ଥିବା ଡିିଭାଇଡର ଉପରେ ବସି ଆପତ୍ତିଜନକ କାମ କଲେ ପ୍ରେମୀଯୁଗଳ, ଫଟୋ ଏବଂ ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ମୁମ୍ବାଇରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ଏକ ପ୍ରେମୀଯୁଗଳ ଲୋକଲଜ୍ଜାକୁ ଖାତିର ନ କରି ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ବସି ଆପତ୍ତିଜନକ କାମ କରୁଥିଲେ ବୋଲି ଅଭିଯୋଗ ହୋଇଛି । ରାସ୍ତାରେ ଲୋକ ଯିବା ଆସିବା କରୁଥିବା ଲୋକଙ୍କ ସହ ସମସ୍ତେ ଦୁଇ…
ଅଧିକ ଖବର ଦେଖନ୍ତୁ...

ରାମ ଅବତାରରେ ସଚିନ ଓ ସେହେଓ୍ଵାଗ ହେଲେ ହନୁମାନ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହେଓ୍ଵାଗ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ଛୋଟ ଛୋଟ ଟୁଇଟ କରିବାରେ ସେହେଓ୍ଵାଗ ମାହିର। ପୁଣି ଥରେ ସେ ଟୁଇଟ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଟୁଇଟରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କ ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ, ସେବାୟତ ସନ୍ତୋଷ କର ଗିରଫ

ପୁରୀ: ଶ୍ରୀଜିଉଙ୍କ ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ରବିବାର ଜଣେ ସେବାୟତକୁ ସିଂହଦ୍ୱାର ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଆଜି ଅପରାହ୍ନରେ ନାଟ ମଣ୍ଡପ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ଟାଉନ୍‌ ଥାନା…
ଅଧିକ ଖବର ଦେଖନ୍ତୁ...

ତରଭୁଜ ବିକ୍ରି କରି କିଣି ପାରିବେ ମହଙ୍ଗା ଗାଡ଼ି, ଘର: ଏଠି ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କିଣନ୍ତି ତରଭୁଜ

ଖରାଦିନରେ ସବୁଠାରୁ ମନପସନ୍ଦ ଫଳ ତରଭୁଜ ହୋଇଥାଏ। ଖାଇବାକୁ ସ୍ୱାଦିଷ୍ଟ ଲାଗୁଥିବା ତରଭୁଜ ଶସ୍ତା ମଧ୍ୟ ହୋଇଥାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ତରଭୁଜକୁ ବିକ୍ରିକରି ଆପଣ ମହଙ୍ଗା ଗାଡ଼ି କିଣିବା ସହ ଘର ମଧ୍ୟ କଣିପାରିବେ । ବର୍ତ୍ତମାନ କିଛି ଦିନ ପୂର୍ବେ…
ଅଧିକ ଖବର ଦେଖନ୍ତୁ...

ବାହାରକୁ ଯିବା ସମୟରେ ବ୍ୟାଗ୍‌ରେ ଏହି ୪ଟି ଜିନିଷକୁ ନିଶ୍ଚୟ ରଖନ୍ତୁ

ବାହାରକୁ ଯିବା ସମୟରେ ଆପଣଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ତ୍ୱଚାରୁ ଆରମ୍ଭ କରି ଶରୀରକୁ ଠିକ୍‌ ରଖିବା ପାଇଁ ଅନେକ ଜିନିଷ ପ୍ରତି ଆପଣ ସତର୍କ ରହିଥାନ୍ତି । ଖରାଦିନେ ଶରୀରରୁ ଜଳୀୟ ଅଂଶ କମିବାର ଡ଼ର ଅଧିକ ମାତ୍ରାରେ ରହିଥାଏ । ଏହା ସହ ଝାଳ ବୋହିଥାଏ, ଯାହା ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

କେବେ ଭାବିଛନ୍ତି! ଆମେରିକାର ଲୋକମାନେ କାହିଁକି ସବୁଠୁ ଧନୀ ହୋଇଥାନ୍ତି?

ନୂଆଦିଲ୍ଲୀ : ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଏ । ସବୁ କ୍ଷେତ୍ରରେ ସବୁ ଦେଶଠାରୁ ଆଗରେ ଆମେରିକା । କଥା ଅର୍ଥ ବ୍ୟବସ୍ଥାର ହେଉ କି ବ୍ୟବସାୟୀ କମ୍ପାନିମାନଙ୍କର ହେଉ; ଆମେରିକା ଏବଂ ଆମେରିକାର ଲୋକମାନେ ସବୁଠୁ ଶକ୍ତିଶାଳୀ । କୌଣସି ବି ସେକ୍ଟରରେ ଟପ୍‌-୫କମ୍ପାନି…
ଅଧିକ ଖବର ଦେଖନ୍ତୁ...

୧୧ବର୍ଷର ପୁଅ ଚାଲିଗଲା ପରେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଏହି ବଲିଉଡ଼୍‍ ଦମ୍ପତି, ଆତ୍ମହତ୍ୟା ପାଇଁ ଉଦ୍ୟମ ବି କରିଥିଲେ

ମୁମ୍ବାଇ: ବଳିଉଡ଼୍‍ କଳାକାରମାନଙ୍କର ଜୀବନ ବଞ୍ଚିବାରେ ଶୈଳୀ ଅନ୍ୟ ସମସ୍ତଙ୍କ ପାଇଁ ଏକ ଖୋଲା ବହି ସଦୃଶ କହିଲେ ଚଳେ। ସେମାନେ କେତେବେଳେ କ’ଣ କରନ୍ତି, ସେ ଖବର ସେମାନଙ୍କ ପ୍ରଶଂସକମାନଙ୍କ ପାଖରେ ଖୁବ୍‌ କମ ସମୟରେ ପହଞ୍ଚିଯାଏ । କିନ୍ତୁ ଏମିତି ବି କିଛି କଥା ରହିଛି, ଯାହା ବିଷୟରେ ବେଳେ…
ଅଧିକ ଖବର ଦେଖନ୍ତୁ...

ଏହି ୮ଟି ଉପାୟରେ ଫୋନ୍‌କୁ ବ୍ଲାଷ୍ଟ ହେବାରୁ ବଞ୍ଚାନ୍ତୁ, ନହେଲେ ଆପଣଙ୍କ ସହ ମଧ୍ୟ ଘଟିପାରେ ଦୁର୍ଘଟଣା

ଏହି କିଛି ଦିନ ହେବ ମୋବାଇଲ ଫାଟିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଗୀତ ଶୁଣିବା ବେଳେ, ତ କିଏ ଗେମ୍‌ ଖେଳିବା ବେଳେ ଫୋନ ଫାଟିବାର ବା ବ୍ଲାଷ୍ଟ ହେବାର ଖବର ସାମ୍ନାକୁ ଆସିବା ସହ ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଉଛନ୍ତି । କିଛି ଲୋକଙ୍କ ଅସାବଧାନତା ପାଇଁ ଏପରି ଘଟୁଥିବା ବେଳେ,…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ଯାତ୍ରୀଙ୍କ ବ୍ୟାଗ୍‌ ଚୋରି ହେବାରୁ ରେଳବାଇ ଦେବ ୫ଲକ୍ଷ ଟଙ୍କା ଜରିମାନା; ରାୟ ଶୁଣାଇଲା ଖାଉଟି ଅଦାଲତ

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଏକ ଦମ୍ପତିଙ୍କ ବ୍ୟାଗ୍‌ ଚୋରି ହୋଇଯିବାରୁ ଏବେ ରେଳବାଇକୁ ଏଥିପାଇଁ ୫ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଜଣା ପଡ଼ିଛି । ବ୍ୟାଗ୍‌ ଚୋରି ପରେ ଦମ୍ପତି ରେଳବାଇକୁ ଏ ନେଇ ଜରିମାନା ଦେବା ପାଇଁ ଦାବି କରିଥିଲେ ମଧ୍ୟ କୌଣସି ପଦକ୍ଷପ ନେଇ ନଥିଲା…
ଅଧିକ ଖବର ଦେଖନ୍ତୁ...