Daily Archives

June 10, 2018

ଖୁବ୍‌ ଶୀଘ୍ର ବିବାହ କରି ପାରନ୍ତି ସ୍ୱରା ଭାସ୍କର, ନିଜଠୁ ୭ବର୍ଷ ବଡ଼ ନ୍ୟାସ୍‌ନାଲ ଆଓ୍ଵାର୍ଡ଼ ବିଜେତା ଲେଖକଙ୍କୁ…

ମୁମ୍ବାଇ: ‘ବିରେ ଦି େଓ୍ଵଡ଼ିଙ୍ଗ’ ଫିଲ୍ମ ଏବେ ଚର୍ଚ୍ଚା ରହିଥିବା ବେଳେ ଫିଲ୍ମରେ ସ୍ୱରାଙ୍କ ଚରିତ୍ରକୁ ନେଇ କିଛି ଦିନ ତଳେ ବିବାଦ ଆରମ୍ଭ ହୋଇଥିଲା । ଫିଲ୍ମରେ ଥିବା ଗୋଟେ ଦୃଶ୍ୟ ପାଇଁ ସ୍ୱରାଙ୍କୁ ସମାଲୋଚନା କରାଯାଇଥିଲା । କିଛି ଦିନ ଧରି ଫିଲ୍ମର ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ବିଲରେ କାର୍ଯ୍ୟରତ ଯୁବତୀ ସମେତ ୭ ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ରବିବାର ସନ୍ଧ୍ୟାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମିିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ଶଙ୍କରାବାହାଲ ଗାଁରେ ହକି ମ୍ୟାଚ୍‌ ଚାଲିଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆ ସହ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ସିଙ୍ଗାପୁରରେ ପହଞ୍ଚିଲେ ଟ୍ରମ୍ପ, ପ୍ରଥମ ଥର ପାଇଁ କରିବେ କିମ୍‌…

ସିଙ୍ଗାପୁର: ଆଗାମୀ ୧୨ ତାରିଖରେ ସିଙ୍ଗାପୁରର ପାୟା ଲିବର୍‌ ଏୟାର୍‌ ବେସ୍‌ରେ ଉତ୍ତର କୋରିଆ ସହ ହେବାକୁ ଥିବା ଏକ ବୈଠକରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ଉତ୍ତର କୋରିଆର ଲିଡର୍‌ କିମ୍‌ ଜନ-ଉନ୍‌ଙ୍କ ସହ ଏହି ବୈଠକରେ ଡୋନାଲ୍ଡ…
ଅଧିକ ଖବର ଦେଖନ୍ତୁ...

ଦାଢ଼ୀ ବୀମା ମାମଲାରେ ବିରାଟ କୋହଲି କହିଲେ – ବହୁତ ହୋଇଗଲା, ଏବେ ମୁଁ କହିବି

ନୂଆଦିଲ୍ଲୀ: ନିଜର ବ୍ୟାଟିଂକୁ ନେଇ ଖେଳପ୍ରେମୀଙ୍କ ନିକଟରେ ସବୁବେଳେ ଶ୍ରଦ୍ଧାର ଭାଜନ ହୋଇ ପାରିଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ନିଜ ଦାଢ଼ୀକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ଶନିବାର ପୂରା ଦିନସାରା ଟୁଇଟରରେ ବିରାଟ ଦାଢ଼ୀ ବୀମାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଟ୍ରେନ୍‌ରେ ଫୁଡ୍‌ ଭେଣ୍ଡିଂ ମେସିନ ଲଗାଇଲା କଲା ଭାରତୀୟ ରେଳ

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ନୂଆ ନୂଆ ସୁବିଧା ସବୁ ଉପଲବ୍ଧ ହେଉଛି। ଏଣିକି ରେଳ ଯାତ୍ରୀମାନେ ଆଉ ପୂର୍ବ ପରି ହିନସ୍ତା ସହି ଯାତ୍ରା କରିବେ ନାହିଁ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଅନେକ ନୂଆ ପଦକ୍ଷେପ ନେଇଥିବା ବେଳେ ନିକଟରେ ଟ୍ରେନ୍‌ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଜାକ୍‌ଲିନ୍‌ ପର୍ଣ୍ଣାଣ୍ଡିଜ୍‌ଙ୍କ ଫ୍ୟାନ୍‌ଙ୍କୁ ମିଳିଲା ଦୁଃଖ ଖବର; ଏକ ଅଘଟଣ ହେତୁ ସବୁଦିନ ପାଇଁ ଖରାପ ହୋଇଗଲା…

ମୁମ୍ବାଇ: ଆଗାମୀ ଇଦ୍‌ରେ ରିଲିଜ୍‌ ହେବାକୁ ଯାଉଛି ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରେସ୍‌-୩’। ଏହି ଚଳଚ୍ଚିତ୍ର ସୁଟିଂ ସମୟରେ ଘଟିଥିବା ଏକ ଅଘଟଣ ହେତୁ କିନ୍ତୁ ଜାକ୍‌ଲିନଙ୍କୁ ଏକ ଜୀବନବ୍ୟାପୀ ଅସୁବିଧା ଭୋଗିବାକୁ ପଡ଼ିଛି। ସୁଟିଂ ସମୟରେ ସନ୍‌ଗ୍ଲାସ୍‌ ପିନ୍ଧି…
ଅଧିକ ଖବର ଦେଖନ୍ତୁ...

୧୦୦ ଟଙ୍କା ରିଚାର୍ଜ କଲେ ୨୦ଟଙ୍କାର କ୍ୟାସବ୍ୟାକ୍‌ ଅଫର ଦେଉଛି ଏହି କମ୍ପାନି

ନୂଆଦିଲ୍ଲୀ: ଟେଲିକମ୍‌ ମାର୍କେଟରେ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ସମସ୍ତ ଟେଲିକମ୍‌ କମ୍ପାନି ନିଜନିଜ ବ୍ୟବହାରକାରୀଙ୍କ ପାଇଁ କ୍ୟାସବ୍ୟାକ୍‌ ଅଫର ଲଞ୍ଚ କରାଉଛନ୍ତି। ଆଇଡିଆ ସେଲୁଲର ବି ଏହି କ୍ୟାସବ୍ୟାକ୍‌ ପତିଯୋଗିତାରେ ସାମିଲ ହୋଇଛି। ଆଇଡିଆ ନିଜର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ଅଭାବନୀୟ ଘଟଣା: ହକି ମ୍ୟାଚ ବେଳେ ବଜ୍ରପାତ, ୨ ଭାଇ ସମେତ ୩ ମୃତ

ସୁନ୍ଦରଗଡ଼: ହକି ମ୍ୟାଚ୍‌ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ଶଙ୍କରାବାହାଲ ଗାଁରେ ହକି ମ୍ୟାଚ୍‌ ଚାଲିଥିବା ବେଳେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ରବି ନାରାୟଣ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ଶିବଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ୧୦ଫୁଟ ଗଭୀର ଗାତ ଭିତରୁ ମିଳିଲା ଭଗବାନ ବିଷ୍ଣୁଙ୍କ…

ଶୁଜାଲପୁର: ସମୀପସ୍ଥ ଗ୍ରାମ ଢାବଲାଘୋସି ସ୍ଥିତ ଦୁମେଲ ନେବଜ ନଦୀ ପଠାରୁ ୫ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ବିଷ୍ଣୁଙ୍କର ପାଖାପାଖି ୧ହଜାର ବର୍ଷ ପୁୁରୁଣା ମୂର୍ତ୍ତି ମିଳିଛି। ଭଗବାନଙ୍କ ଏହି ପ୍ରାଚୀନମୂର୍ତ୍ତି ପାଇବା ପରେ ଗ୍ରାମରେ ପୂଜା-ପାଠ ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ, ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କୁ ଆବଶ୍ୟକ ୧୦ ଯୁଗ୍ମ ସଚିବ: ଗ୍ରାଜୁଏଟ ବି ହୋଇପାରିବେ ଭର୍ତ୍ତି, ଦରମା ମିଳିବ ୨.୧୮ ଲକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରରେ ବଡ଼ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି। ଏଥି ପାଇଁ ସେ ପବ୍ଲିକ ଓ ପ୍ରାଇଭେଟ ସେକଟରରେ କାର୍ଯ୍ୟରତ ପ୍ରତିଭାଙ୍କୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ସରକାର ଲେଟରାଲ ଏଣ୍ଟ୍ରୀ ମାଧ୍ୟମରେ ୧୦ଟି ଯୁଗ୍ମ ସଚିବ ପଦ ପାଇଁ ଅଧିସୂଚନା ଜାରି…
ଅଧିକ ଖବର ଦେଖନ୍ତୁ...