Daily Archives

June 10, 2018

ଦାନର ବି ରହିଛି ନକାରାତ୍ମକ ପ୍ରଭାବ, ସବୁ ଦାନ ଦ୍ୱାରା ପୁଣ୍ୟ ନୁହେଁ ବରଂ ପାପ ହୋଇଥାଏ

ଦାନକୁ ସର୍ବଶ୍ରେଷ୍ଟ ଧର୍ମ କାର୍ଯ୍ୟ ଭାବେ ବିବେଚନା କରାଯାଏ। ଆମେ କରୁଥିବା ଦାନ କାହାର ଅସୁବିଧାକୁ ଦୂରେଇ ଦେଲେ ଅଜର୍ସ ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ତାପରେ ବି ସବୁ ଜିନିଷ ପାଇଁ କିଛିଟା ନିର୍ଦ୍ଦିଷ୍ଟ ନିୟମ ରହିଛି। ଆପଣ ଯାହା ଚାହିଲେ ତାହା ଦାନ ଆକରରେ ଦେଇପାରିବେ ନାହିଁ।…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପ୍ରସଙ୍ଗରେ ସୌମ୍ୟରଂଜନ କହିଲେ- ଧର୍ମେନ୍ଦ୍ରଙ୍କ କଥାରେ ଆନ୍ତରିକତା ନାହିଁ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାରେ ଆନ୍ତରିକତା ନାହିଁ। ଯଦି ପ୍ରକୃତରେ ତାଙ୍କର ଆନ୍ତରିକତା ଅଛି, ତା ହେଲେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ କେନ୍ଦ୍ରରେ ଚାପ ସୃଷ୍ଟି କରନ୍ତୁ।…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଫେସ୍‌ବୁକ୍‌ରେ ମହିଳା ଆଇଏଏସ୍‌ ବଖାଣିଲେ ନିଜ ଦୁଃଖ

ନୂଆଦିଲ୍ଲୀ: ହରିୟାଣର ଜଣେ ମହିଳା ଆଇଏଏସ୍‌ ଅଧିକାରୀ ନିଜର ବରିଷ୍ଠ ଅଫିସରଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ମହିଳା ଆଇଏଏସ୍‌ ରବିବାର ଫେସ୍‌ବୁକ୍‌ରେ ପୋଷ୍ଟ କରି ନିଜର ଯୌନ ନିର୍ଯାତନା ଘଟଣା ସମ୍ପର୍କରେ ବଖାଣିଛନ୍ତି। ଅଭିଯୋଗକାରୀ…
ଅଧିକ ଖବର ଦେଖନ୍ତୁ...

ମାନବ ଢାଲ ରୂପେ ବ୍ୟବହାର ହୋଇଥିବା ଫାରୁକ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ ପକ୍ଷରୁ  ୫୦ ଲକ୍ଷ ଟଙ୍କାର ଅଫର୍‌କୁ…

ଜମ୍ମୁ-କଶ୍ମୀର: ଫାରୁକ୍‌ ଅହମ୍ମଦ ଡର୍‌ଙ୍କ ନାମ ତ ଆପଣଙ୍କର ମନେ ଥିବ ନିଶ୍ଚୟ। ଗତବର୍ଷ ଏପ୍ରିଲ୍‌ରେ ଜମ୍ମୁ-କଶ୍ମୀରରେ ଜଣେ ଭାରତୀୟ ସେନା ଅଧିକାରୀ ତାଙ୍କୁ ମାନବ ଢାଲ ଭାବେ ବ୍ୟବହାର କରି ଏକ ଜିପ୍‌ରେ ବାନ୍ଧି ଦେଇଥିବା ଦୃଶ୍ୟ ଆପଣ ଭୁଲି ନଥିବେ ନିଶ୍ଚୟ। ଏବେ ଜାଣିବାକୁ ମିଳିଛି ଯେ…
ଅଧିକ ଖବର ଦେଖନ୍ତୁ...

ପୁଅ ତୈମୁର ପାଇଁ କରୀନା ନେଲେ ଏହି ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଅଭିନେତ୍ରୀ କରିନା କପୁର ଖାନ୍‌ଙ୍କ ଅଭିନୀତ ସିନେମା ‘ବୀର ଦି େଓ୍ଵଡିଙ୍ଗ’ ନିକଟରେ ରିଲିଜ ହୋଇଛି। ଏହି ସିନେମାକୁ ବକ୍ସ ଅଫିସରେ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏଯାବତ୍‌ ଏହି ସିନେମା ୬୮.୮୪କୋଟିର ବ୍ୟବସାୟ କରି ସାରିଲାଣି। ପୁଅ ତୈମୁରଙ୍କୁ ଜନ୍ମ ଦେବା ପରେ କରୀନାଙ୍କ…
ଅଧିକ ଖବର ଦେଖନ୍ତୁ...

ଜନ୍ମକଲା ମାଆଙ୍କୁ ଗୋଇଠା ମାରୁଥିବା ଏହି ଯୋଗ୍ୟ ପୁତ୍ର(!)ଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚହଳ ପକାଇଛି

ଭୁବନେଶ୍ୱର: ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’। ଯେଉଁ ସଂସ୍କୃତିରେ ମାଆକୁ ସ୍ୱର୍ଗଠାରୁ ବି ଉଚ୍ଚ ବୋଲି ବିବେଚନା କରାଯାଏ ସେହି ମାଟିରେ ଜଣେ ପୁଅ ନିଜର ଜନ୍ମକଲା ମାଆକୁ ଗୋଇଠା ମାରୁଥିବା କଥା ସଂସ୍କୃତିକୁ ପରିହାସ କରୁଛି। ନିକଟରେ  ସୋସିଆଲ୍‌ ମିଡିଆରେ ଘୂରି ବୁଲୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଚୀନ: ଏସ୍‌ସିଓ ମଞ୍ଚରେ ପାକିସ୍ତାନୀ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ମାତ୍ର ୧୦ ସେକେଣ୍ଡ ହେଲା ଆଲୋଚନା

ଚିଙ୍ଗଦାଓ: ଭାରତ ଓ ପାକିସ୍ତାନ ପ୍ରଥମ ଥର ସଦସ୍ୟ ଭାବରେ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଚୀନର ଚିଙ୍ଗଦାଓରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ଓ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହାରି ଭିତରେ…
ଅଧିକ ଖବର ଦେଖନ୍ତୁ...

ସଫଳ ହେବା ପାଇଁ ସ୍ୱାମୀ ବିବେକାନନ୍ଦ ଦେଇଥିବା ୫ ମନ୍ତ୍ର

ଶ୍ରୀରାମ କୃଷ୍ଣ ପରମହଂସଙ୍କର ସବୁଠାରୁ ଧାର୍ମିକ ଓ ଶୃଙ୍ଖଳିତ ଛାତ୍ର ଥିଲେ ସ୍ୱାମୀ ବିବେକାନନ୍ଦ। ତାଙ୍କ ପରଲୋକର ଏତେ ବର୍ଷ ପରେ ବି ଲୋକେ ଏ ଯାଏ ତାଙ୍କୁ ମନେ ରଖିଛନ୍ତି, ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଉଛନ୍ତି। ବିବେକାନନ୍ଦ ସଫଳତାର କେତୋଟି ମନ୍ତ୍ର କହିଯାଇଛନ୍ତି, ଯାହା ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

୫୦ବର୍ଷ ବୟସରେ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ନିଜ ଇଚ୍ଛା ପୁରଣ କରିଛନ୍ତି ଏହି ପହିଲମାନ, ପ୍ରଥମ ଶ୍ରେଣୀରେ ହୋଇଛନ୍ତି…

ମନରେ ଦୃଢ଼ ଇଚ୍ଛା ଶକ୍ତି ଏବଂ ଅଧ୍ୟବସାୟ ଥିଲେ ସମସ୍ତ ଅସମ୍ଭବକୁ ସମ୍ଭବ କରି ହୋଇଥାଏ ବୋଲି ପୁଣେ ମନପା ଦମକଳ ବିଭାଗର ଜଣେ କର୍ମୀ ସାବ୍ୟସ୍ତ କରିଛନ୍ତି। ଚୈାହାନ ନଗର ନିବାସୀ କୈଳାଶ ତୁକାରାମ ସିନ୍ଦେଙ୍କ ବୟସ ୫୦ବର୍ଷ ପାଖାପାଖି ହେବ। ଏହି ବୟସରେ ସେ ଏସଏସସି ପରୀକ୍ଷାରେ ୬୧.୨୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ମହିଳା ଏସିଆ କପ୍‌: ୭ମ ଥର ଚମ୍ପିଅନ୍‌ ହେବାର ସ୍ୱପ୍ନ ଧୂଳିସାତ, ଫାଇନାଲରେ ହାରିଲା ଭାରତୀୟ ଟିମ୍‌

କୁଆଲାଲମ୍ପୁର: ଭାରତୀୟ ମହିଳା ଟିମ୍‌ର କ୍ରମାଗତ ୭ମ ଥର ମହିଳା ଏସିଆ କପ୍‌ ଚମ୍ପିଅନ ହେବାର ଆଶା ମଉଳି ଯାଇଛି। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ବାଂଲାଦେଶ ଠାରୁ ନିସ୍ତାର ପାଇ ପାରି ନାହିଁ। ଫାଇନାଲରେ ରବିବାର ଭାରତ ୩ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ବାଂଲାଦେଶ ୧୧୩ ରନ୍‌ର…
ଅଧିକ ଖବର ଦେଖନ୍ତୁ...