Daily Archives

June 11, 2018

ଫିଟ୍‌ନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଟେଷ୍ଟ ଦଳରୁ ବାଦ୍‌ ପଡ଼ିଲେ ମହମ୍ମଦ ସାମି

ନୂଆଦିଲ୍ଲୀ : ଆଫ୍‌ଗାନିସ୍ଥାନ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପାଇଁ ସୋମବାର ଅନୁଷ୍ଠିତ ଫିଟନେସ୍‌ ଟେଷ୍ଟରେ ବିଫଳ ହେବା ପରେ ଫାଷ୍ଟ୍‍ ବୋଲର ମହମ୍ମଦ ସାମିଙ୍କୁ ଭାରତୀୟ ଟେଷ୍ଟ ଦଳରୁ ବାଦ ଦିଆଯାଇଛି। ଏବେ ତାଙ୍କ ବଦଳରେ ଦିଲ୍ଲୀର ଫାଷ୍ଟ ବୋଲର ନବଦୀପ ସାଇନିଙ୍କୁ ଟେଷ୍ଟ ଟିମରେ…
ଅଧିକ ଖବର ଦେଖନ୍ତୁ...

ଏପଟେ ବିରାଟ-ଅନୁଷ୍କା ଓ ସେପଟେ ସୋନମ-ଆନନ୍ଦଙ୍କ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ଗଣମାଧ୍ୟମରେ ସଦା ଚର୍ଚ୍ଚାରେ ରହୁଥିବା ଦୁଇ ଯୋଡ଼ି ହେଉଛନ୍ତି ବିରାଟ-ଅନୁଷ୍କା ଓ ସୋନମ ଆନନ୍ଦ। କ୍ରିକେଟ୍‌ ତାରକା ବିରାଟ କୋହଲି ଗୁପ୍ତ ଭାବେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଇଟାଲିରେ ବିବାହ କରିଥିବା ଘଟଣା ଗଣମାଧ୍ୟରେ ଯେତିକି ଚର୍ଚ୍ଚା ହୋଇଥିଲା ଦୀର୍ଘ ଦିନର ପ୍ରେମିକ…
ଅଧିକ ଖବର ଦେଖନ୍ତୁ...

“ସକାଳ ପାହିଲା ବେଳକୁ  ବିଶ୍ୱ ମାନଚିତ୍ରରେ ପାକିସ୍ତାନ ବୋଲି ଦେଶ ନଥିବ”  ବାଜେପେୟୀଙ୍କ ଏହି କଥା ଶୁଣି ସ୍ତବଧ…

ନୂଆଦିଲ୍ଲୀ :   ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀ ଅସୁସ୍ଥତା କାରଣରୁ  ଆଜି ଏମସରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ହାଲଚାଲ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଦି ଏମସ ପହଞ୍ଚିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ପତ୍ର ଏକ, ଲାଭ ଅନେକ; ଗୋଟାଏ ପିଜୁଳୀ ପତ୍ରରେ ଭଲ ହେବ ଏହି ୫ ଶାରୀରିକ ସମସ୍ୟା

ରୋଗର ନିରାକରଣ ପାଇଁ ଆମେ ବିଭିନ୍ନ ଆଡ଼େ ବୁଲିଥାନ୍ତି। ଭିନ୍ନ ଭିନ୍ନ ଔଷଧ ସହ ଡାକ୍ତର ବି ବଦଳାଇ ଥାଆନ୍ତି। ମାତ୍ର କେବେ ଭାବିଛନ୍ତି, ଅନେକ ରୋଗର ନିରାକରଣ ଆମ ହାତ ପାହାନ୍ତାରେ ଅଛି? ଆଗ ଚାରି ପଟେ ଥିବା ଏମିତି ଅନେକ ସାଧାରଣ ଗଛରେ ରହିଛି ବିରାଟ ବିରାଟ ରୋଗର ନିରାକରଣ। ସେପରି ଏକ ଗଛ…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର : ଏମ୍ସରେ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ…

ନୂଆଦିଲ୍ଲୀ : ସୋମବାର ମଧ୍ୟାହ୍ଣରେ ଶାରୀରିକ ଅସୁସ୍ଥତା ଲାଗି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମ୍ସ ସୂତ୍ରରୁ ପ୍ରକାଶ।…
ଅଧିକ ଖବର ଦେଖନ୍ତୁ...

ଦେଖିବାକୁ ମିଳିଲା ଜାହ୍ନବୀ ଏବଂ ଇଶାନଙ୍କ ରାଜସ୍ଥାନୀ ରୂପ : ରିଲିଜ୍‌ ହେଲା ‘ଧଡ଼କ୍‌’ ଟ୍ରେଲର୍‌

ମୁମ୍ବାଇ: ଦର୍ଶକଙ୍କ ବହୁ ଦିନର ଅପେକ୍ଷାର ଅନ୍ତ ଘଟିଛି। ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ସାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟରଙ୍କ ବଲିଉଡ୍‌ ଡ଼େବ୍ୟୁ ଚଳଚ୍ଚିତ୍ର ‘ଧଡ଼କ’ର ଟ୍ରେଲର୍‌ ସୋମବାର ରିଲିଜ୍‌ ହୋଇଛି। ଧଡ଼କ୍‌ ଚଳଚ୍ଚତ୍ରଟି ଧର୍ମା ପ୍ରଡ଼କ୍ସନ୍‌ ବ୍ୟାନରରେ ର୍ନିମିତ…
ଅଧିକ ଖବର ଦେଖନ୍ତୁ...

ଦ୍ୱାଦଶ ଫେଲ ହୋଇଥିବା ଯୁବକ ଗୁଗୁଲକୁ ପଚାରୁଥିଲେ ‘କ’ଣ କରିବି’, ଏଭଳି ଭାବେ ହୋଇଗଲେ କୋଟିପତି

ନୂଆଦିଲ୍ଲୀ: ୧୭ବର୍ଷ ବୟସରେ ଅଧିକାଂଶ ପିଲା କଲେଜରେ ଆଡମିସନ୍‌ ନେଇ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇ ଥାଆନ୍ତି। ସେହିପରି ୧୭ବର୍ଷର ବୟସରେ ପିଲା ବି ନିଜର ପ୍ରଥମ ଷ୍ଟାର୍ଟଅପ୍‌ ବି ଲଞ୍ଚ କରି ଦେଇ ଥାଆନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆଜି ଆମେ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ମାକଡୋନାଲ୍ଡ ମାଲିକ ପୂର୍ବରୁ ଢାବା ଚଳାଉଥିଲେ, କୋକାକୋଲା ମାଲିକ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଅନେକ ସମୟରେ ନିଜର ମଜାଳିଆ ଭାଷଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅବଶ୍ୟ ଏହା ଭିନ୍ନ କଥା ଯେ ତାଙ୍କ ଅଧିକାଂଶ ଭାଷଣକୁ ଲୋକମାନେ ମଜାର ସହ ନିଅନ୍ତି । ଆଜି ପୁଣି ସେ ଏପରି ଏକ ଭାଷଣ ଦେଇଛନ୍ତି ଯେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଆଜି ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ଏହି ମନ୍ଦିରରେ ପ୍ରସାଦ ଆକାରରେ ଦିଆଯାଏ ସୁନା, ରୁପା

ଭୋପାଳ: ମନ୍ଦିରରେ ଆପଣ ହୁଏତ ପ୍ରସାଦ ଭାବେ ମିଠା, ବୁନ୍ଦି, ଲଡୁ କିମ୍ବା ପେଡ଼ା ଆଦି ପାଇଥିବେ। ମାତ୍ର କୌଣସି ବି ମନ୍ଦିରରେ ପ୍ରସାଦ ଭାବେ ଭକ୍ତଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯାଉଥିବା କଥା କେବେ ଆପଣ ଶୁଣିଛନ୍ତି? ଆନ୍ଧପ୍ରଦେଶରେ ରହିଛି ଏପରି ଏକ ମନ୍ଦିର। ରତଲମ୍‌ ଅଞ୍ଚଳରେ ଏକ ମହାଲକ୍ଷ୍ମୀ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ବିବାହକୁ ବର୍ଷେ ନପୂରୁଣୁ ପୁଅ-ବୋହୂ ମିଶି ବୁଢ଼ୀ ମାଆକୁ କଟୁରୀରେ ହାଣି କଲେ ହତ୍ୟା

ଯାଜପୁର: ଯାଜପୁରଜିଲ୍ଲା ବରି ଥାନା ଦରଘା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅ-ବୋହୂ ମିଶି ମାଆକୁ କଟୁରୀରେ ହାଣି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ମୃତ ମାଆଙ୍କ ନାମ ମେଘି ଜେନା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସରେ ଖୁବ୍‌ ଧୁମ୍‌ ଧାମ୍‌ରେ ପୁଅକୁ…
ଅଧିକ ଖବର ଦେଖନ୍ତୁ...