Daily Archives

June 12, 2018

ଖାଇବା ପରେ ପରେ କରନ୍ତୁ ନାହିଁ ଏହି ସବୁ କାମ; ମାଡ଼ି ବସିପାରେ ରୋଗ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରାଯାଉଛି। ନିଜକୁ ସୁସ୍ଥ ରଖିବା ପାଇଁ ବ୍ୟକ୍ତି ବ୍ୟାୟାମ ସହିତ ଜୀବନଶୈଳୀରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ କରୁଛି । କିନ୍ତୁ ଆପଣ ଜାଣିଛନ୍ତି ଖାଦ୍ୟ ଗ୍ରହଣ ପରେ କିଛି ସାଧାରଣ ଜିନିଷର…
ଅଧିକ ଖବର ଦେଖନ୍ତୁ...

ମଧୁମେହ ଦୂର କରିବା ସହ ପେଟ ସମସ୍ୟା ଲାଗି ଖୁବ୍‌ ଉପକାରୀ ଜାମୁକୋଳି

ଖରା ଦିନରେ ମିଳୁଥିବା ଫଳ ମଧ୍ୟରେ ଜାମୁକୋଳି ଅନ୍ୟତମ । ଏହା ଦେଖିବାକୁ ଯେତିକି ଆର୍କଷଣୀୟ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଏହାର ଖଟାମିଠା ସ୍ୱାଦ ଶରୀର ପାଇଁ ବହୁ ମାତ୍ରାରେ ଲାଭଦାୟକ ହୋଇଥାଏ । ଏଥିରୁ ମିଳୁଥିବା ମିନେରାଲ୍‌ ଶରୀର ପାଇଁ ଲାଭଦାୟକ ହେବା ସହ ଅନେକ ପ୍ରକାରର ରୋଗରୁ…
ଅଧିକ ଖବର ଦେଖନ୍ତୁ...

ଜାକ୍‌ଲିନ୍‌ଙ୍କ ଓ୍ଵାର୍କଆଉଟ୍‌ ଭିଡ଼ିଓ ହେଲା ଭାଇରାଲ, ଗୋଟିଏ ଦିନରେ ଦେଖିଲେ ୮୭ ଲକ୍ଷ ଲୋକ

ମୁମ୍ବାଇ : ବଲିଉଡ୍‌ରେ ନିଜର ଫିଟ୍‌ନେସ୍‌ ପାଇଁ ପ୍ରସିଦ୍ଧି ପାଇଥିବା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସବୁବେଳେ ତାଙ୍କର ଫିଟ୍‌ନେସ୍‌ ଭିଡ଼ିଓକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ନିଜର ଖୁସ୍‌ମିଜାଜ୍‌ ଚରିତ୍ର ପାଇଁ ଦର୍ଶକଙ୍କ ମନରେ ରାଜ୍‌ କରୁଥିବା ସିଂହଳୀ ସୁନ୍ଦରୀ…
ଅଧିକ ଖବର ଦେଖନ୍ତୁ...

ସିଆଚେନ୍‌ରେ ସେନାର ଯବାନଙ୍କୁ ଅମ୍ଳଜାନ ସୁବିଧା ଯୋଗାଇବା ପାଇଁ ନିଜର ଅଳଙ୍କାର ବିକ୍ରି କଲେ ଦମ୍ପତି

ଦେଶବାସୀ ସୁରକ୍ଷିତ ହୋଇ ରହିବା ପାଇଁ ସୀମାରେ ସଦା ଜାଗ୍ରତ ଭାରତୀୟ ସେନା। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ସମୁଦ୍ର ପତନର ୨୦,୦୦୦ ଫୁଟ୍‌ ଉଚ୍ଚରେ ମାଇନସ୍‌ ୩୦ ଡିଗ୍ରି ତାପମାତ୍ରାରେ ଦେଶକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ସୁରକ୍ଷା ପ୍ରଦାନ କରୁଛି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

କଟକ: ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କଟକ: ସୁନା କାରବାର କରୁଥିବା ଏକ ସଂସ୍ଥାରେ କାର୍ଯ୍ୟରତ ଏକ ନାବାଳିକାକୁ ଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କ ପରିବାରଙ୍କ ପକ୍ଷରୁ ମଙ୍ଗଳବାର ମହିଳା ଥାନାରେ ଅଭିଯୋଗ ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। ଅଭିଯୋଗ ହୋଇଥିବା ଏତଲାରୁ ଜଣାପଡ଼ିଛି ଯେ, ପୀଡ଼ିତା ଜଣକ ଗର୍ଭବତୀ ଅଛନ୍ତି। ସୂଚନା…
ଅଧିକ ଖବର ଦେଖନ୍ତୁ...

ବୈଜ୍ଞାନିକମାନେ ପ୍ରମାଣିତ କଲେ; କାହିଁକି ଭୋକ ଆସିଲେ ରାଗ ଲାଗେ

ଓ୍ଵାସିଂଟନ୍‌ : ସାଧାରଣତଃ ଭୋକ ହେଲେ ମନରେ ରାଗ ଆସେ। ପୁଣି ରାଗ ବା କ୍ରୋଧର ମୁଖ୍ୟ କାରଣ ଭୋକ ବୋଲି କୁହାଯାଇଥାଏ । ଏପରିକି ଅନେକ ସମୟରେ ପେଟରେ ଭୋକ ରହିଥିଲେ ମନୁଷ୍ୟ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖି ପାରିନଥାଏ । ତେବେ ଏହାର କାରଣ ଏବଂ ଉତ୍ତର ବର୍ତ୍ତମାନ ଖୋଜି ବାହାର କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମା’କୁ ପିଟିପିଟି ମାରିଦେଲା ପୁଅ, ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର

ଅନୁଗୁଳ: ଅଧର୍ମ ଓ ଅନ୍ୟାୟର ମାତ୍ରା ବଢ଼ି ଯାଇଛି। ନିଜ ଜିଦ ଓ କ୍ରୋଧକୁ ମଣିଷ ଆୟତ୍ତ କରିପାରୁ ନାହଁ। ଏଭଳି ଏକ ହୃଦୟ ବିଦାରକ ଘଟଣା ମଙ୍ଗଳବାର ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା ଅନ୍ତର୍ଗତ ମାଳିସାହିର ଉଗି ଗାଁରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ମା’କୁ ମିଳୁଥିବା ବାର୍ଦ୍ଧକ୍ୟ…
ଅଧିକ ଖବର ଦେଖନ୍ତୁ...

ଝିଅ ‘ଜିଭା’ ମୋତେ ଜଣେ ବ୍ୟକ୍ତି ଭାବରେ ବଦଳାଇ ଦେଇଛି: ମହେନ୍ଦ୍ର ସିଂହ ଧୋନି

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି, ଝିଅ ଜିଭା ମୋତେ ଜଣେ ବ୍ୟକ୍ତି ଭାବରେ ବଦଳାଇ ଦେଇଛି। ଷ୍ଟାର ସ୍ପୋର୍ଟସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧୋନିଙ୍କୁ ପଚରାଯାଇଥିଲା ଯେ, ପିତୃତ୍ୱ ଲାଭ କରିବା ପରେ ଜୀବନ କେମିତି ଚାଲିଛି। ପ୍ରଶ୍ନର ଉତ୍ତର ଦେବାକୁ…
ଅଧିକ ଖବର ଦେଖନ୍ତୁ...

କାହିଁକି ଦାଦା ଅନିଲ୍‌ କପୁର ଜାହ୍ନବୀଙ୍କୁ ମୁଣ୍ଡିଆ ମାରିଲେ ଜାଣନ୍ତୁ

ମୁମ୍ବାଇ : ଗତ କାଲି ବଲିଉଡ୍‌ ସୁପରଷ୍ଟାର ଶ୍ରୀଦେବୀଙ୍କ ବଡ଼ଝିଅ ଜାହ୍ନବୀ କପୁରଙ୍କ ବଲିଉଡ୍‍ ଡ଼େବ୍ୟୁ ଚଳଚ୍ଚିତ୍ର ‘ଧଡ଼କ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଥିବା ବେଳେ ବର୍ତ୍ତମାନ ଏହା ଚର୍ଚ୍ଚାରେ ରହିଛି। ତେବେ ଜାହ୍ନବୀ କପୁର ଏବଂ ଇଶାନ୍‌ ଖଟ୍ଟର ଅଭିନୀତ ଧଡ଼କ ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲିଙ୍କୁ ମିଳିଲା ‘ପଲି ଉର୍ମିଗର ଟ୍ରଫି’

ବେଙ୍ଗାଲୁରୁ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚରେ ଖେଳୁ ନାହାନ୍ତି ସତ କିନ୍ତୁ କ୍ରିକେଟ ଦୁନିଆରେ ତାଙ୍କର ବ୍ୟାଟ୍‌ରୁ ଶବ୍ଦ ଆଜି ବି ଶୁଣାଯାଉଛି। ବିସିସିଆଇ ବାର୍ଷିକ ପୁରସ୍କାର ମଙ୍ଗଳବାର ଏହା ପ୍ରମାଣିତ କରିଛି। କୋହଲିଙ୍କୁ   …
ଅଧିକ ଖବର ଦେଖନ୍ତୁ...