Daily Archives

June 12, 2018

ପର୍ଣ୍ଣ ଫିଲ୍ମ ଦେଖି ୧୪ ବର୍ଷର ନାବାଳକ ବଡ଼ ଭଉଣୀ ସହ କରୁଥିଲା ଦୁଷ୍କର୍ମ

ମୁମ୍ବାଇ : ଯୌନ ଅପରାଧ ଦିନକୁ ଦିନ ସମସ୍ତ ସୀମା ପାର କରିବାରେ ଲାଗିଛି। ଏବେ ନଭୀ ମୁମ୍ବାଇରେ ଏହାର ପ୍ରତ୍ୟକ୍ଷ ଉଦାହରଣ ଦେଖିବାକୁ ମିଳିଛି। ଜଣେ ୧୪ ବର୍ଷିୟ ନାବାଳକର ପର୍ଣ୍ଣ ଚଳଚ୍ଚିତ୍ର ଦେଖିବା ଅଭ୍ୟାସ ତାକୁ ଅପରାଧୀରେ ପରିଣତ କରିଛି। ନାବାଳକ ଜଣକ ଫିଲ୍ମ ଦ୍ୱାରା ପ୍ରଭାବିତ ହୋଇ ନିଜ…
ଅଧିକ ଖବର ଦେଖନ୍ତୁ...

‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ କଲା ଭାରତୀୟ ସେନା, ୯୦ କିମି ପର୍ଯ୍ୟନ୍ତ ଯାଇ କରିବ…

ନୂଆଦିଲ୍ଲୀ: ୯୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗତିକରି ଅତ୍ୟନ୍ତ ସଫଳତା ପୂର୍ବକ ଲକ୍ଷ୍ୟଭେଦ କରିପାରୁଥିବା ‘ସ୍ମରର୍ଚ୍ଚ ମିସାଇଲ୍‌ ଓ ମଲଟି ବ୍ୟାରେଲ ରକେଟ’ର ସଫଳ ପରୀକ୍ଷଣ ଗତ ସୋମବାର ଦିନ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ହୋଇ ଯାଇଛି। ରାଜସ୍ଥାନର ପୋଖରାନ୍‌ ଫାୟାରିଂ ରେଞ୍ଜ୍‌ରୁ ଏହି…
ଅଧିକ ଖବର ଦେଖନ୍ତୁ...

ଅମିତାଭ କରି ବସିଲେ ଏଭଳି ଭୁଲ, ସୁଧାରିବା ପରେ ମାଗିଲେ କ୍ଷମା

ନୂଆଦିଲ୍ଲୀ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ। ସେ ଯେତେବେଳେ ବି ସୋସିଆଲ ମିଡିଆରେ କିଛି ଲେଖି ଥାଆନ୍ତି ବହୁ ବୁଝି ବିଚାରି ଶବ୍ଦର ଉଚ୍ଚାରଣ ଉପରେ ଧ୍ୟାନ ଦେଇ ଲେଖି ଥାଆନ୍ତି। କିନ୍ତୁ ଏହି ଥରକ ବିଗ୍‌ ବି ଭୁଲ କରି ବସିଛନ୍ତି। ପରେ ନିଜର ଭୁଲ ବୁଝି…
ଅଧିକ ଖବର ଦେଖନ୍ତୁ...

ବାପାଙ୍କୁ କବର ଦେବା ପାଇଁ ୬୦ ଲକ୍ଷର ନୂଆ ବିଏମ୍‌ଡବଲ୍ୟୁକୁ ପୁଅ କଲେ କଫିନ୍‌!

ଅବୁଜା (ନାଇଜେରିଆ): ନାଇଜେରିଆରେ ଜନୈକ ବ୍ୟକ୍ତି ତାଙ୍କର ପରଲୋକଗତ ପିତାଙ୍କୁ କବର ଦେବା ପାଇଁ ୬୬,୦୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୬୦ ଲକ୍ଷ) ବ୍ୟୟ କରି ଏକ ବିଳାସପୂର୍ଣ୍ଣ ବିଏମ୍‌ଡବ୍‌ଲ୍ୟୁ ଗାଡ଼ି କଣି, ତାହାକୁ କଫିନ୍‌ ଭାବେ ବ୍ୟବହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ମିଳିଲା ସବୁଜ ସଙ୍କେତ, ଏଣିକି ଓଡ଼ିଶାରେ ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ପାଠ ପଢ଼ାଇବ ରୋବଟ୍‌

ଭୁବନେଶ୍ୱର: ମଡେଲ ସ୍କୁଲରେ ପ୍ରତିଷ୍ଠା ହେବ ରୋବୋଟିକ୍‌ ଲାବରୋଟରୀକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ମଡେଲ ସ୍କୁଲରେ ହେବ ପାଇଲଟ୍‌ ପ୍ରୋଜେକ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଆଦର୍ଶ ବିଦ୍ୟାଳୟରେ ରୋବୋଟିକ୍‌ ଲ୍ୟାବ୍‌ ଖୋଲାଯିବ । ଯେଉଁଠି…
ଅଧିକ ଖବର ଦେଖନ୍ତୁ...

ଏହି ୭୫ ବର୍ଷୀୟା ବୃଦ୍ଧାଙ୍କ ଟାଇପିଂ ସ୍ପିଡ୍‌ ଦେଖି ବୀରେନ୍ଦ୍ର ସେହଓ୍ଵାଗ କଲେ ପ୍ରଶଂସା, ଆପଣ ବି ହୋଇଯିବେ…

ଭେପାଲ: ମଧ୍ୟପ୍ରଦେଶର ଭୋପାଲରେ କଲେକ୍ଟର ଅଫିସ ବାହାରେ କାମ କରୁଥିବା ଜଣେ ବୃଦ୍ଧା ଟାଇପିଷ୍ଟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୭୫ବର୍ଷ ବୟସରେ ଏହି ବୃଦ୍ଧା ମହିଳା ଯେଭଳି ବେଗରେ ଟାଇପ୍‌ କରୁଛନ୍ତି ଆପଣ ବି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମହିଳାଙ୍କ ଟାଇପିଂ ସ୍ପିଡ୍‌ ଦେଖି…
ଅଧିକ ଖବର ଦେଖନ୍ତୁ...

ଏୟାରଇଣ୍ଡିଆକୁ ସଂପୂର୍ଣ୍ଣ ବିକି ଦେବାକୁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବିମାନ ସେବା କମ୍ପାନି ଏୟାରଇଣ୍ଡିଆର ଅଂଶଧନ ବିକ୍ରି ଉଦ୍ୟମ ବିଫଳ ହେବା ପରେ ସରକାର କେତେକ କୋହଳ ସର୍ତ୍ତ ସହ ପୁଣି ଥରେ ଏହାକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ଏପରିକି ସରକାର ଏୟାର ଇଣ୍ଡିଆ ବିକ୍ରିକୁ ସଫଳ କରିବାକୁ ଏହାର ୧୦୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରାଳୟ ସଫଳତା ପୁସ୍ତିକାର ମଲାଟରେ ସ୍ଥାନ ପାଇଲା ଓଡ଼ିଆ ରେଳ କର୍ମଚାରୀଙ୍କ ପେଣ୍ଟିଂ 

ଭୁବନେଶ୍ୱର:  ରେଳ ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ବ୍ୟକ୍ତିଙ୍କ ଏକ ଚିତ୍ର ରେଳମନ୍ତ୍ରାଳୟର  ସଫଳତା ପୁସ୍ତିକାର ମଲାଟରେ ସ୍ଥାନ ପାଇଛି । ପି. ଶ୍ୟାମସୁନ୍ଦର ରାଓ ନାମକ ଏହି ବ୍ୟକ୍ତି ପୂର୍ବତଟ ରେଳବାଇର ମୁଖ୍ୟକାର୍ଯ୍ୟାଳୟ ଭୁବନେଶ୍ୱରଠାରେ ପିଅନ ଭାବେ କାର୍ଯ୍ୟରତ ।…
ଅଧିକ ଖବର ଦେଖନ୍ତୁ...

ଶରୀରର ଏହି ସବୁ ଅଂଶରେ ଏପରି ପ୍ରତିକ୍ରିୟା ଦେଖାଦେଲେ, ମିଳିଥାଏ ଆମ ଆଗତ ଭବିଷ୍ୟତ ସଂପର୍କରେ ସୂଚନା, ଜାଣନ୍ତୁ କେମିତି

ଆମର ଭାଗ୍ୟ ଭବିଷ୍ୟତ ସହ ଆମ ଶରୀରର ବିଭିନ୍ନ ଅଂଶ ବେଶ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଶୁଣିବାକୁ ଅଖାଡ଼ୁଆ, ଅବାସ୍ତବ ଲାଗୁଥିଲେ ବି ଏହା ଏକ ବାସ୍ତବ କଥା। ଅନେକ ସମୟରେ ଆମ ସମସ୍ତଙ୍କ ଶରୀରର ବିଭିନ୍ନ ଅଂଶ ଆକସ୍ମିକ ଭାବେ ସଂଚାଳନ ହେବା (ଅର୍ଥାତ ସ୍ପନ୍ଦନ ସୃଷ୍ଟି ହେବା, ଧକ୍‌ ଧକ୍‌ ହେବା, ଟାଣି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଅଗଷ୍ଟରୁ କାର୍ଯ୍ୟକାରୀ ହେବ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ସାଢ଼େ ୩ କୋଟି ଲୋକ…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଆଗାମୀ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଲାଗୁହେବା ପରେ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...