Daily Archives

June 12, 2018

ପୁଣି ଫେରିବ କିମ୍ଭୋ ଆପ୍‌, ଏହା ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ହ୍ଵାଟସ୍‌ଆପ୍‌କୁ ଟକ୍କର ଦେବା ପାଇଁ ଯୋଗଗୁରୁ ବାବା ରାମଦେବ ‘ସ୍ୱଦେଶୀ ହ୍ଵାଟସ୍‌ଆପ୍‌ କିମ୍ଭୋ ଆପ୍‌’କୁ ପୁଣି ଥରେ ରି-ଲଞ୍ଚ କରିବାକୁ ଯୋଜନା କରିଛନ୍ତି। ସୂଚନାଯୋଗ୍ୟ, କିମ୍ଭୋ ଆପ୍‌ ଗତ ମାସରେ ଲଞ୍ଚ କରାଯାଇଥିଲା। ଏହି ଆପ୍‌କୁ ନେଇ ହୋଇଥିବା ଅସୁବିଧା, ତ୍ରୁଟି ଓ ବିବାଦ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ରାଜସ୍ଥାନରେ ଏଣିକି ମଦ ପିଇଲେ ଦେବାକୁ ପଡ଼ିବ ଗୋମାତା ଟିକସ

ଜୟପୁର: ରାଜସ୍ଥାନ ସରକାର ଏଭଳି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ଯେ, ଏଣିକି ରାଜସ୍ଥାନରେ ଯଦି ମଦ ପିଇବେ ଗୋମାତାଙ୍କ ସେବା କରିବାକୁ ପଡ଼ିବ। ବସୁନ୍ଧରା ରାଜେ ସରକାରଙ୍କ ଅବକାରୀ ବିଭାଗ ଏଭଳି ନିୟମ ପ୍ରସ୍ତୁତ କରିଛନ୍ତି। ରାଜସ୍ଥାନ ସରକାର ଅବକାରୀ ବିଭାଗର ପ୍ରସ୍ତାବକୁ ସର୍କ୍ୟୁଲାର…
ଅଧିକ ଖବର ଦେଖନ୍ତୁ...

ଏଣିକି ହେଲମେଟ ନ ପିନ୍ଧିଲେ ଗାଡ଼ି ଆଉ ଷ୍ଟାର୍ଟ ହେବ ନାହିଁ, କାରଣ ଜାଣନ୍ତୁ

ହେଲମେଟ ନ ପିନ୍ଧିବା କାରଣରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟିବା ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ଏହି କାରଣରୁ ଅନେକଙ୍କ ଅକାଳ ମୃତ୍ୟୁ ମଧ୍ୟ ହୋଇଛି। ସରକାରଙ୍କ ତରଫରୁ ଏନେଇ ଅନେକ ସଚେତନତା ମୂଳକବାର୍ତ୍ତା ତଥା କାର୍ଯ୍ୟକ୍ରମ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିିପାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ଚାଟିଂ କରିବା ପାଇଁ ଫେସ୍‌ବୁକ୍‌ ଖୋଲିଲା ବେଳକୁ ଦେଖିଲା ପ୍ରେମିକା ଆତ୍ମହତ୍ୟାର କରୁଥିବାର ଲାଇଭ୍‌ ଦୃଶ୍ୟ,…

କୋଲକାତା: ପଶ୍ଚିମବଙ୍ଗରେ ଆତ୍ମହତ୍ୟାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ପ୍ରେମିକକୁ ଦେଖା କରି ଆସିବା ପରେ ଫେସ୍‌ବୁକ୍‌ରେ ଲାଇଭ୍‌ କରି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଘଟିଥିବା କୁହାଯାଇଛି। ଜିଲ୍ଲାର ଜଣେ…
ଅଧିକ ଖବର ଦେଖନ୍ତୁ...

ପରିବା ବିକାଳୀଙ୍କ ୧.୧୧କୋଟି ଟଙ୍କାର ଲଟେରି ଲାଗିଲା, ଖୁସିରେ ଝୁମି ଉଠୁଥିଲା ବେଳେ ଜାଣିବାକୁ ପାଇଲେ….

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଲାସପୋରାରେ ଜଣେ ପରିବାର ବିକାଳୀଙ୍କ ଏକକୋଟି ୧୧ଲକ୍ଷ ଟଙ୍କାର ଲଟେରି ଲାଗିଥିଲା। ଏହି ଲଟେରି ଲାଗିବା ଖୁସିରେ ସେ  ଝୁମି ଉଠିଥିଲେ। ପରିବାରକୁ ଏହି ଟଙ୍କାରେ ଘର, କାର କିଣି ଦେବେ ବୋଲି ବି କହିଥିଲେ। କିନ୍ତୁ କିଛି ସମୟ ପରେ ଏହି ଖୁସି ତାଙ୍କର ପାଣି .ଫୋଟକା…
ଅଧିକ ଖବର ଦେଖନ୍ତୁ...

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୭ଟି ବ୍ଲକର ୧୭୦ଟି ପଞ୍ଚାୟତ ପାଇଁ ୧୬୩୩ ପ୍ରକଳ୍ପ ମଞ୍ଜୁର, ଖର୍ଚ୍ଚ ହେବ ୪୧.୭୧ କୋଟି

ଭୁବନେଶ୍ୱର: ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୭ଟି ବ୍ଲକର ୧୭୦ଟି ପଞ୍ଚାୟତ ପାଇଁ ୧୬୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକରେ ସମୁଦାୟ ୪୧.୭୧ କୋଟି ଟଙ୍କା ଖର୍ଚ୍ଚ ହେବ। ସୋନପୁର ଜିଲ୍ଲାର ସୋନପୁର ବ୍ଲକ, ବାଲେଶ୍ୱର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଏଣିକି ଜିଓର ବ୍ୟବହାରକାରୀଙ୍କୁ ପ୍ରତିଦିନ ଏପରି ମିଳିବ ୧.୫ ଜିବିର ମାଗଣା ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି। ଟେଲିକମ୍‌ ସେକ୍ଟରରେ ଏବେ ରିଲାଏନ୍ସ ଜିଓକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଟେଲିକମ୍‌ ସେକ୍ଟରରେ ଏହି ପ୍ରତିଯୋଗିତା ହେତୁ ଗ୍ରାହକଙ୍କୁ ବି ଫାଇଦା ମିଳିବାରେ ଲାଗିଛି। ରିଲାଏନ୍ସ ଜିଓର ଏହି…
ଅଧିକ ଖବର ଦେଖନ୍ତୁ...

ହାର ମାନିଲା ମୃତ୍ୟୁ : ଶରୀରର ୭୦ ପ୍ରତିଶତ ଅଙ୍ଗ ଅଚଳ ହୋଇଥିବା କ୍ୟାଡ଼େଟ୍‌ ଡ଼ାକ୍ତରଖାନାରୁ ବାହାରି ସିଆଚେନ୍‌ରେ ଦେଶ…

ଚେନ୍ନାଇ: କୁହାଯାଏ ପ୍ରବଳ ଇଛାଶକ୍ତି ସାମ୍ନାରେ ମୃତ୍ୟୁ ବି ହାର ମାନେ। ଏଭଳି ଏକ ଘଟଣା ଦେଖିବାକୁ ମିଳଛି ଡେରାଡୁନ୍‌ର ଇଣ୍ଡିଆନ୍‌ ମିଲିଟାରି ଏକାଡେମି (ଆଇଏମ୍‌ଏ)ରେ। ଏକଦା ଜୀବନର ଆଶା ଛାଡ଼ି ଦେଇଥିବା କ୍ୟାଡେଟ୍‌ ରାଜଶେଖର ଏବେ ଲେଫ୍ଟନାଣ୍ଟ ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ-କିମ ଭେଟର ପ୍ରଭାବ, ସୁନା ଦର କମିଲା

ନୂଆଦିଲ୍ଲୀ :  ସୁନାଦର ଆଜି ୧୦ ଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ପାଇଛି । ଆଜି ଦିଲ୍ଲୀର  ବୁଲିୟନ ମାର୍କେଟରେ ସୁନାଦର ୧୦ ଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇ ୩୧,୮୫୦  ଟଙ୍କାରେ ପହଞ୍ଚିଛି । ଗତ ଜୁନ ୧ରେ ସୁନା ୩୨ ହଜାର ତଳକୁ ଖସିଯାଇଥିଲା ।  ଉତ୍ତର କୋରିଆ : ଆମେରିକା ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ରେ ବିଦେଶିନୀ ଯାତ୍ରୀଙ୍କୁ ଅସଦାଚରଣ କରି ରେଳବାଇ କର୍ମଚାରୀ ଗିରଫ

ବର୍ଦ୍ଧମାନ (ପଶ୍ଚିମବଙ୍ଗଳା): ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଯାତ୍ରା କରୁଥିବା ଜନୈକା ବିଦେଶିନୀ ମହିଳାଙ୍କୁ ବସିବା ପାଇଁ ନିଜ ସିଟ୍‌ରେ ଜାଗା ଦେଇ ପରେ ତାଙ୍କ ସହ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ଘଟଣା ଜନୈକ ରେଳବାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରେଳବାଇ ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...