Daily Archives

June 13, 2018

ଆମେରିକା, ମେକ୍ସିକୋ ଓ କାନାଡାର ଆୟୋଜନରେ ହେବ ଫିଫା ୨୦୨୬ ବିଶ୍ୱ କପ୍‌

ମସ୍କୋ: ଫୁଟବଲ ମହାକୁମ୍ଭ ‘ଫିଫା ୨୦୧୬ ବିଶ୍ୱ କପ୍‌’ ୩ଟି ଦେଶର ଯୁଗ୍ମ ଆୟୋଜନରେ ଖେଳାଯିବ। ବ୍ୟୟ ବହୁଳ ଫିଫା ବିଶ୍ୱ କପ୍‌ର ୨୩ତମ ସଂସ୍କରଣ ଆମେରିକା, ମେକ୍ସିକୋ ଓ କାନାଡାର ମିଳିତ ଉଦ୍ୟମରେ ଆୟୋଜନ ହେବ। ୨୯୨୦ ଦିନ ପରେ ହେବାକୁ ଥିବା ବିଶ୍ୱର ବଡ଼ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏହି ତିନିଟି…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେବା ବାହାନାରେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଅସଦାଚରଣ କଲେ ପ୍ରଶଂସକ

ମୁମ୍ବାଇ : ‘ପ୍ୟାର୍‌ କା ପଞ୍ଚନାମା’, ‘ଆକାଶବାଣୀ’ ଏବଂ ‘ସୋନୁ କି ଟିଟୁ କି ସ୍ୱିଟ୍ଟୀ’ ଭଳି ଚଳଚ୍ଚିତ୍ରରେ କାମ କରି ସମସ୍ତଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିବା ନୁସ୍‌ରତ ଭାରୁଚା ଅସଦାଚରଣର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଛି । ପୁଣେକୁ ଏକ ଇଭେଣ୍ଟରେ ଯୋଗ ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଏକଦା ବିମାନର ଟଏଲେଟ୍‌ ସଫା କରୁଥିବା ବ୍ୟକ୍ତି ଆଜି ଏହି ଏୟାରଲାଇନ୍ସର ମାଲିକ

ନୂଆଦିଲ୍ଲୀ: ବ୍ରିଟେନ୍‌ର ଜଣେ ବ୍ୟକ୍ତି ଏକଦା ବିମାନର ଟଏଲେଟ ସଫା କରୁଥିଲେ, ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଖୁବ୍‌ ଶୀଘ୍ର ସେ ନିଜର ଏୟାରଲାଇନ୍ସ ଲଞ୍ଚ କରିବାକୁ ଯାଉଛନ୍ତି। ଲଣ୍ଡନରେ ବସବାସ କରୁଥିବା ଏହି ବ୍ୟକ୍ତିଙ୍କ ନାମ କାଜି ରହମାନ। କାଜିଙ୍କ ଏୟାରଲାଇନ୍ସର ନାମ ଫିରନାସ ଏୟାରେଓ୍ଵଜ…
ଅଧିକ ଖବର ଦେଖନ୍ତୁ...

ଆସିଲା ହୋଣ୍ଡା ଗୋଲ୍ଡ ୱିଙ୍ଗର, ଏହି ସୁପରବାଇକର ମୂଲ୍ୟ କେତେ ଜାଣନ୍ତୁ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ୨୦୧୮ ଗୋଲ୍ଡ ୱିଙ୍ଗ୍‌ର ଡେଲିଭରି ଆରମ୍ଭ କରାଯାଇଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମରେ ଏହି ଟୁରର୍‌ ବାଇକ୍‌ର ଡେଲିଭରି ଆରମ୍ଭ ହୋଇଛି। ଏହାକୁ ଗତ ଫେବ୍ରୁଆରୀ ମାସରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ବମ୍ପର ଅଫର, ଜିଓ ଠାରୁ ବି ମିଳିବ ଅଧିକ ଡାଟା

ନୂଆଦିଲ୍ଲୀ: ଜିଓର ଡବଲ ଧମାକା ଅଫରକୁ ଟକ୍କର ଦେବାକୁ ଯାଇ ବିଏସ୍‌ଏନ୍‌ଏଲ୍‌ ନୂତନ ପ୍ରମୋସନାଲ ଡାଟା ପ୍ୟାକ୍‌ ଲଞ୍ଚ କରିଛି। ଏହି ନୂତନ ଡାଟା ପ୍ୟାକ୍‌ରେ ୪ଜିବି ଡାଟା ପ୍ରତିଦିନ ମିଳିବ ଓ ଏହାର ମୂଲ୍ୟ ୧୪୯ଟଙ୍କା ରହିଛି। ବିଏସ୍‌ଏନ୍‌ଏଲ୍‌ ୧୪୯ଟଙ୍କା ପ୍ୟାକ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଡେଲିଭରି ବଏ ଏମିତି ବଞ୍ଚାଇଲେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ: ଘରେ ବସି ଖାଦ୍ୟ ଅର୍ଡର କରିବା ପରେ ଆମର ନଜର ସିଧା ଘଣ୍ଟା ଉପରେ ପଡ଼ିଥାଏ କି କେତେବେଳେ ଡେଲିଭରୀ ବଏ ଖାଇବା ନେଇ ଘରେ ପହଞ୍ଚିବ। ଅନେକ ଥର ତ ଡେଲିଭରୀ ବଏ ଖାଦ୍ୟ ପହଞ୍ଚାଇବାରେ କିଛି ସମୟ ବିଳମ୍ବ ଦେଲେ ଆମେ ସେମାନଙ୍କ ଉପରେ ବିରକ୍ତ ହୋଇଥାଉ। କିନ୍ତୁ ସେଭଳି ପରିସ୍ଥିତିରେ ଆମେ…
ଅଧିକ ଖବର ଦେଖନ୍ତୁ...

ଟିଭି ଦେଖା ହେଲା କାଳ: ବିଦ୍ୟୁତ୍‌ ଆଘାତରେ ୨ ଶିଶୁ କନ୍ୟା ମୃତ

ବାରିପଦା: ସଦର ଥାନା ଅନ୍ତର୍ଗତ ଷଡ଼େଇକଳା ଗାଁରେ ବୁଧବାର ବିଦ୍ୟୁତ୍‌ ଆଘାତରେ ୨ ଜଣ ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ଉକ୍ତ ୨ ଜଣ ଶିଶୁ ଘରେ ଟିଭି ଦେଖୁଥିବାବେଳେ ସାମ୍ନାରେ ଥିବା ଟେବୁଲ୍‌ ଫ୍ୟାନ୍‌ ସର୍ଟ ସର୍କିଟ ଯୋଗୁଁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ, ଷଡ଼େଇକଳା…
ଅଧିକ ଖବର ଦେଖନ୍ତୁ...

ଜୟନଗର ନିର୍ବାଚନରେ କଂଗ୍ରେସ ବିଜୟୀ, କର୍ଣ୍ଣାଟକରେ ଦଳର ବିଧାୟକ ସଂଖ୍ୟା ୮୦ ଛୁଇଁଲା

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ  ବିଏନ ପ୍ରହଲ୍ଲାଦଙ୍କୁ ୨୮୦୦ ଭୋଟରେ ପରାସ୍ତ କରିଛନ୍ତି । ଏହି ବିଧାନସଭା ଆସନ ପାଇଁ ଗତ ୧୧ ତାରିଖରେ ଭୋଟଗ୍ରହଣ ହୋଇଥିଲା । ଏହା ଫଳରେ କର୍ଣ୍ଣାଟକ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ବଜ୍ରପାତର ୪୫ ମିନିଟ୍ ପୂର୍ବରୁ ମୋବାଇଲରେ ଅାସିବ ସତର୍କ ସୂଚନା

ଭୁବନେଶ୍ୱର: ବଜ୍ରପାତ ନେଇ ଏଣିକି ଆଉ ଚିନ୍ତା କରିବା ଦରକାର ନାହିଁ। ଲୋକଙ୍କୁ ବଜ୍ରପାତରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି। ବଜ୍ରପାତ ନେଇ ଏଣିକି ଆଗୁଆ  ମ୍ୟାସେଜ ମୋବାଇଲରେ ଆସିବ। ୪୫ ମିନିଟ ପୂର୍ବରୁ ବଜ୍ରପାତ ସମ୍ପର୍କିତ ସୂଚନା ମୋବାଇଲରେ ମିଳିଯିବ।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଭୁଲ୍‌ ଗ୍ରୁପ୍‌ର ରକ୍ତ ଦେଇ କୋଲକାତାର ଖ୍ୟାତନାମା ଘରୋଇ ହସ୍ପିଟାଲ ହରଡ଼ଘଣାରେ; ନଷ୍ଟ ହୋଇଗଲା ମହିଳାଙ୍କ…

କୋଲକାତା: ଏକ ଅସ୍ତ୍ରୋପଚାର ସମୟରେ ଜନୈକା ମହିଳା ରୋଗୀଙ୍କୁ ଏକ ଭୁଲ ଗ୍ରୁପ୍‌ର ରକ୍ତ ଦେଇ ଏବେ ହରଡ଼ଘଣାରେ ପଡ଼ିଛି କୋଲକାତାର ଏକ ପ୍ରମୁଖ ଖ୍ୟାତନାମା ଘରୋଇ ହସ୍ପିଟାଲ। ମହିଳା ରୋଗୀଙ୍କର ରକ୍ତ ଗ୍ରୁପ୍‌ ଏ+ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଅବହେଳା କ୍ରମେ ଏବି+ ରକ୍ତ…
ଅଧିକ ଖବର ଦେଖନ୍ତୁ...