Daily Archives

June 14, 2018

ସ୍ୱାମୀକୁ ଗଛରେ ବାନ୍ଧି ବନ୍ଧୁକ ମୁନରେ ବିଚ୍‌ ରାସ୍ତାରେ ସ୍ତ୍ରୀ ଓ ଝିଅକୁ ଗଣଦୁଷ୍କର୍ମ

ଗୟା(ବିହାର) : ବିହାରର ଗୟାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ, ସ୍ତ୍ରୀ ଏବଂ ଝିଅ ଘରକୁ ଫେରୁଥିବା ବେଳେ ୨୦ଜଣ ଦୁର୍ବୃତ୍ତ ତାଙ୍କୁ ଘେରିବା ସହ ମା’ ଏବଂ ଝିଅ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ସ୍ୱାମୀକୁ ଗଛରେ ବାନ୍ଧିବା ସହ ସ୍ୱାମୀ ଆଖି ଆଗରେ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀରରେ ବରିଷ୍ଠ ସାମ୍ବାଦିକଙ୍କୁ ହତ୍ୟା

ଶ୍ରୀନଗର : କାଶ୍ମୀରର ବରିଷ୍ଠ ସାମ୍ବାଦିକ ତଥା ରାଇଜିଂ ସମ୍ବାଦପତ୍ରର ମୁଖ୍ୟ ସଂପାଦକ ସୁଜାତ ବୁଖାରୀ ଆଜି କେତେକ ଅଜଣା ଆତତାୟୀଙ୍କ ଗୁଳିମାଡରେ ମୃତ୍ୟୁବରଣ କରିଛନ୍ତି । ଆଜି ସଂଧ୍ୟାରେ ସେ ନିଜ ଅଫିସରୁ ବାହାରୁ ଥିବାବେଳେ ଆତତାୟୀମାନେ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିଲେ । ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଶାଶୁଘରକୁ ଯିବା ପୂର୍ବରୁ ଯୁବତୀ ହସ୍‌ପିଟାଲରେ ନିଜର ଭାବି ସ୍ୱାମୀଙ୍କ ମୃତଦେହ ଦେଖିବାକୁ ପହଞ୍ଚିଥିଲେ

ରାୟବରେଲି: ରାୟବରେଲି ଜିଲ୍ଲା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହକୁ ଆଉ ଗୋଟିଏ ଦିନ ବାକି ଥିଲା , ସେଥିପାଇଁ ଘରେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। ଏଭଳି ପରିସ୍ଥିତିରେ ବରର ମୃତ୍ୟୁ ଖବର ସମଗ୍ର ଅଞ୍ଚଳକୁ ଦୋହଲାଇ ରଖି ଦେଇଛି। ସୂଚନାଯୋଗ୍ୟ, ବିବାହସ୍ଥିର ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଭାରତ ଫେରିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ମୁମ୍ବାଇ : ଗତ ମାର୍ଚ୍ଚରୁ ଆମେରିକାରେ ରହି ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାନକ୍ରିୟାଜରେ କେତେକ ସମସ୍ୟା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ଭାରତରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ରଂଗାରଂଗ କାର୍ଯ୍ୟକ୍ରମ ସହିତ ଫିଫା ବିଶ୍ୱକପ୍‌ ୨୦୧୮ ଆରମ୍ଭ

ମସ୍କୋ: ରଂଗାରଂଗ କାର୍ଯ୍ୟକ୍ରମ ସହିତ ଫିଫା ବିଶ୍ୱକପ୍‌ ୨୦୧୮ ଆରମ୍ଭ ହୋଇ ଯାଇଛି। ରୁଷିଆର ରାଜଧାନୀ ମସ୍କୋର ଲୁଜନିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୮ଟାରେ ୨୧ତମ ସଂସ୍କରଣ ଫୁଟ୍‌ବଲ ମହାକୁମ୍ଭ ‘ଫିଫା ବିଶ୍ୱକପ୍‌’ରେ ବାଣ ଓ ଆତସବାଜୀ ପ୍ରଦର୍ଶନ ହୋଇଛି। ଉଦ୍‌ଘାଟନୀ ସମାରୋହରେ ବ୍ରିଟେନ୍‌ର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ, ମଳଦ୍ୱାରରେ କେରଳ ତସ୍କରୀ ହେଉଥିଲା ୩୫୫.୧୨୦ ଗ୍ରାମ ସୁନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୁରୁବାର ପୁଣି ଥରେ ସୁନା ଜବତ ହୋଇଛି। ବିମାନର ଜଣେ ଯାତ୍ରୀ ମଳଦ୍ୱାରାରେ ସୁନା ତସ୍କରୀ କରୁଥିବା ନେଇ କଷ୍ଟମ ବିଭାଗକୁ ସୂଚନା ମିଳିଥିଲା। ଯାତ୍ରୀ ଜଣକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ…
ଅଧିକ ଖବର ଦେଖନ୍ତୁ...

‘ବିଜେପି ମୋ ଦଳ ହୋଇପାରେ; କିନ୍ତୁ ଲାଲୁ ହେଉଛନ୍ତି ମୋ ପରିବାର’: ବିହାରୀବାବୁ ଶତ୍ରୁଘ୍ନ ସିହ୍ନା

ପାଟନା (ବିହାର): ‘ଭାରତୀୟ ଜନତା ପାର୍ଟି (ବିଜେପି) ମୋ ଦଳ ହୋଇପାରେ; କିନ୍ତୁ ଲାଲୁ ହେଉଛନ୍ତି ମୋ ପରିବାର!’ ଏକଥା କହିଛନ୍ତି ବିହାରୀବାବୁ ରୂପେ ଖ୍ୟାତ ଅଭିନେତାରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା। ବିଜେପି ମୋ ଦଳ ହୋଇପାରେ କିନ୍ତୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କର ମନର ଭାବକୁ ଜାଣିପାରିବ ଫେସବୁକ

ସାନ ଫ୍ରାନ ସିସକୋ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକ ଏଣିକି ଲୋକମାନଙ୍କର ମନର ଭାବକୁ ଜାଣିପାରିବ । ଅର୍ଥାତ୍‌ ଆପଣ ଫେସବୁକ ବ୍ୟବହାର କଲା ବେଳେ ଖୁସି ଅଛନ୍ତି ବା କାନ୍ଦୁଛନ୍ତି ଅଥବା ରାଗିଛନ୍ତି, ତାହା ଫେସବୁକ ଜାଣିପାରିବ । ଏପରି ଦୁଇ ପ୍ରକାରର ଟେକନଲୋଜୀ ଫେସବୁକ ବିକାଶ କରିଛି…
ଅଧିକ ଖବର ଦେଖନ୍ତୁ...

ମୟୁରଭଞ୍ଜ: ସଡ଼କ ଦୁର୍ଘଟଣାରେ ୨ ଭଉଣୀ ସମେତ ୩ ମୃତ

ବାରିପଦା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁବାର ଅପରାହ୍ନରେ ୨ ଭଉଣୀ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଖରିପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ଧରି ସିଂହଙ୍କ ପୁଅ ସୋମନାଥ ସିଂହ(୧୬) ଆଜି…
ଅଧିକ ଖବର ଦେଖନ୍ତୁ...

ଝିଅର କେଶ କୁଣ୍ଡାଉ ଥିବା ବେଳେ ମାଆ ମୁଣ୍ଡରେ ଦେଖିବାକୁ ପାଇଲେ ଏକ ଘାଆ, କିଛି ସମୟ ପରେ ଝିଅ ପକ୍ଷଘାତରେ ପୀଡ଼ିତ ହେଲା

ନୂଆଦିଲ୍ଲୀ: ଆମେରିକା ମିସିସିପିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜେସିକା ଗ୍ରିଫିନ୍‌ ନାମକ ମହିଳା ଫେସ୍‌ବୁକ୍‌ରେ ନିଜର ଏକ ଷ୍ଟୋରି ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ଏକ ପୋକ କାମୁଡିବା ହେତୁ ତାଙ୍କର ପାଞ୍ଚ ବର୍ଷର ଝିଅ ପକ୍ଷଘାତର ଶିକାର ହୋଇଛି, ଏପରିକି ସେ…
ଅଧିକ ଖବର ଦେଖନ୍ତୁ...