Daily Archives

June 14, 2018

ନାବାଳିକା ସହ ଲିଫ୍ଟ ଭିତରେ ଅସଦାଚରଣ କରି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିରଫ

ନୂଆଦିଲ୍ଲୀ: ଜନୈକା ୮ ବର୍ଷ ବୟସ୍କା ନାବାଳିକା ସହ ଅସଦାଚରଣ କରିବା ଅଭିଯୋଗରେ ଜଣେ ୭୦ ବର୍ଷ ବୟସ୍କ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌। ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଲିଫ୍ଟ ଭିତରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ…
ଅଧିକ ଖବର ଦେଖନ୍ତୁ...

ଭାରତ-ଆଫଗାନିସ୍ତାନ ଟେଷ୍ଟ: ଗର୍ଜିଲା ଭାରତୀୟ ଖେଳାଳିଙ୍କ ବ୍ୟାଟ୍‌, ସ୍କୋର ୬/୩୪୭

ବେଙ୍ଗାଲୁରୁ: ଆଫଗାନିସ୍ତାନ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଗୁରୁବାର ଭାରତ ୭୮ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୩୪୭ ରନ୍‌ ସଂଗ୍ରହ କରିଛି। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଡେବିଟ କାର୍ଡ ନଥିଲେ ବି ଏଣିକି ଆଧାର ନମ୍ବର ଜରିଆରେ ଏଟିଏମ୍‌ରୁ ଏପରି ଟଙ୍କା ଉଠାଇ ପାରିବେ ଗ୍ରାହକ !

ସାଧାରଣତଃ ଏଟିଏମରୁ ଟଙ୍କା ଉଠାଇବା  ପାଇଁ କେବଳ ଡ଼େବିଟ କାର୍ଡ଼ ଲୋଡା ହୋଇଥାଏ।  ବିନା ଡ଼େବିଟ କାର୍ଡ଼ରେ ଏଟିଏମରୁ ଟଙ୍କା ଉଠାଣ ସମ୍ଭବ ହୋଇ ନଥାଏ। କିନ୍ତୁ ଏବେ ଟଙ୍କା ଉଠାଣ ପାଇଁ ଆଉ ଡ଼େବିଟ କାର୍ଡ଼ର ଆବଶ୍ୟକତା ପଡ଼ିବ ନାହିଁ । ଆଧାର କାର୍ଡ଼ ଜରିଆରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ ।…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ ମୁଖ୍ୟ କହିଲେ- ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ନେତା, ସହକର୍ମୀମାନେ ଠିକ୍‌ ନୁହନ୍ତି

ନୂଆଦିଲ୍ଲୀ: ମାଓବାଦୀ ସଂଗଠନ ‘ପିପୁଲସ୍‌ ଲିବେରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ)’ର ମୁଖ୍ୟ ଦିନେଶ ଗୋପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ନେତା। ସେ କହିଛନ୍ତି, ପିଏମ୍‌ ମୋଦିଙ୍କ ସହକର୍ମୀମାନେ ଠିକ୍‌ ନୁହନ୍ତି। ଜାତୀୟ ଗଣମାଧ୍ୟକୁ ସାକ୍ଷାତକାର ଦେବାବେଳେ…
ଅଧିକ ଖବର ଦେଖନ୍ତୁ...

ଆକାଶରୁ ପଡ଼ିଲା ମନୁଷ୍ୟ ମଳ, ମହିଳା ଗାଡ଼ି ଚାଳକଙ୍କ ଆଖିରେ ହେଲା ସଂକ୍ରମଣ !

ନୂଆଦିଲ୍ଲୀ: ଆକାଶରୁ ମାଛବର୍ଷା ଓ କୁଆପଥର ବର୍ଷା ହେବାର କଥା ଆମେ ଶୁଣିଛେ। କିନ୍ତୁ କେବେ ଶୁଣିଛନ୍ତି ଆକାଶରୁ ମନୁଷ୍ୟ ମଳ ବର୍ଷା ହେବାର। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଜଣେ ମହିଳା ଚାଳକ ତାଙ୍କ ସହିତ ଏହି ଅଦ୍ଭୁତ ଘଟଣା ଘଟିଥିବା ନେଇ ଦାବି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରୋହିଙ୍ଗ୍ୟା ବସ୍ତି ନିର୍ମାଣ ପାଇଁ ଅନୁମତି ଦେଉନାହାନ୍ତି ଯୋଗୀ ସରକାର

ନୂଆଦିଲ୍ଲୀ : ଦିଲ୍ଲୀ ଓ ଉତ୍ତରପ୍ରଦେଶ ସୀମାରେ ଥିବା କାଳିନ୍ଦି କୁଞ୍ଜ ଇଲାକାରେ ଥିବା ଏକ ରୋହିଙ୍ଗ୍ୟା ବସ୍ତିରେ ଗୃହନିର୍ମାଣ ପାଇଁ ଅନୁମତି ଦେବାକୁ ମନାକରିଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କିଛିଦିନ ତଳେ ଉକ୍ତ ବସ୍ତିରେ ନିଆଁ ଲାଗି ସବୁ ଅସ୍ଥାୟୀ ଘରଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ପୁଣି ଅଡ଼ୁଆରେ ମୁଖ୍ୟମନ୍ତ୍ରୀ ଯୋଗୀ; ଦୁଷ୍କର୍ମ ପୀଡ଼ିତା ପତ୍ନୀ ଓ ତାଙ୍କ ସ୍ୱାମୀ ବିଧାନସଭା ସମ୍ମୁଖରେ କଲେ ଆତ୍ମାହୂତି…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ପୁଣି ଏକ ଦୁଷ୍କର୍ମ ମାମଲାର ତଦନ୍ତରେ ଉତ୍ତରପ୍ରଦେଶ ପୁଲିସ୍‌ କାଳକ୍ଷେପଣ ନୀତି ଗ୍ରହଣ କରୁଥିବା ଅଭିଯୋଗ କରି ଏକ ଦମ୍ପତି ଗତକାଲି (ବୁଧବାର) ସ୍ପଷ୍ଟ ଦିବାଲୋକରେ ସର୍ବ ସମ୍ମୁଖରେ ଉତ୍ତରପ୍ରଦେଶ ବିଧାନସଭା ସମ୍ମୁଖରେ ଆତ୍ମାହୂତି ଦେବା ପାଇଁ ଉଦ୍ୟମ କରିବା ଘଟଣା…
ଅଧିକ ଖବର ଦେଖନ୍ତୁ...

ଅତ୍ୟଧିକ ହେଡ୍‌ଫୋନ୍‌ ବ୍ୟବହାର କରିବା ଏହି ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି, ବିଗିଡ଼ି ଯାଇଛି କାନର ଆକୃତି

ନୂଆଦିଲ୍ଲୀ: ମୋବାଇଲ ଫୋନ୍‌ ଓ ହେଡଫୋନ୍‌ ଅତ୍ୟଧିକ ବ୍ୟବହାର କରିବା ହେତୁ କାନ ଉପରେ ଏହାର ପ୍ରଭାବ ପଡିଥାଏ ବୋଲି ଡାକ୍ତରମାନେ ଅନେକଥର ପରାମର୍ଶ ଦେଇଥାଆନ୍ତି। ତେବେ ହେଡଫୋନ୍‌ର ଅତ୍ୟଧିକ ବ୍ୟବହାର ଯେ କାନର ଆକୃତିକୁ ବଦଳାଇ ଦେଇଥାଏ, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।…
ଅଧିକ ଖବର ଦେଖନ୍ତୁ...

ପଥର ଧସିବା ଘଟଣା: ୧୫ ଦିନ ପରେ ଉଦ୍ଧାର ହେଲା ଆଉ ଜଣେ ଜେସିବି ଅପରେଟରଙ୍କ ମୃତଦେହ

ଜୟପୁର:  କୋରାପୁଟ ଜିଲ୍ଲାର ବରିପୁଟ ପାହାଡ ତଳୁ ପଥର ଧସିବା ଘଟଣାର ୧୫ ଦିନ ପରେ ଗୁରୁବାର ଆଉ ଜଣେ ଜେସିବି ଅପରେଟରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ନରେ ଉଦ୍ଧାର ହୋଇଥିବା ମୃତଦେହ ଜେସିବି ଅପରେଟର କଟକ ଜିଲ୍ଲାର ଆଠଗଡ଼ ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମର ସଞ୍ଜୟ ଦାସଙ୍କର ବୋଲି…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍‌ ବଦଳରେ ଚାପିଦେଲେ ଆକ୍ସିଲେଟର : ଚତୁର୍ଥ ମହଲାରେ ଏକ ଘଣ୍ଟା କାର ସହ ଲଟକି ରହିଲେ ମହିଳା, ତା’ପରେ କ’ଣ ହେଲା…

ସାଣ୍ଟା ମୋନିକା : ଆମେରିକାର କାଲିଫର୍ଣ୍ଣିଆରେ ଥିବା ଏକ ମଲ୍‌ଟିଲେବଲ ପାର୍କିଙ୍ଗରେ ଏମିତି ଏକ ଘଟଣା ଘଟିଛି, ଯାହା ସେଠାରେ ଉପସ୍ଥିତ ଥିବା ଲୋକାମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜଣେ ୬୦ବର୍ଷିୟ ମହିଳାଙ୍କ ଛୋଟ ଭୁଲ ପାଇଁ ତାଙ୍କ କାର୍‌ ୪ମହଲା ଉପରେ ପ୍ରାୟ ଏକ ଘଣ୍ଟା ଝୁଲି ରହିଥିଲା । ଏହି…
ଅଧିକ ଖବର ଦେଖନ୍ତୁ...