Daily Archives

June 14, 2018

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ହେଉଛି ଭଗବାନଙ୍କର ଏକ ଚମତ୍କାର: ପୁରୀ ଜିଲ୍ଲାପାଳ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳିବା ହେଉଛି ଭଗବାନଙ୍କର ଏକ ଚମତ୍କାର ବୋଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ବୁଧବାର ସନ୍ଧ୍ୟାରେ ହଠାତ୍‌ ମିଳିବା ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ଵାଲ ଗୁରୁବାର ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

କାଶ୍ମୀରରେ ସେନା ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ, ସେନା ପକ୍ଷରୁ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଆତଙ୍କବାଦୀମାନେ ତାହାର ଭରପୁର ଫାଇଦା ନେଉଛନ୍ତି । ଆଜି ଭାରତୀୟ ସେନାର ଜଣେ ଜବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ସେନା ସୁତ୍ରରୁ ମିଳିଥିବା ଖବର ଅନୁସାରେ ରାଷ୍ଟ୍ରୀୟ ରାଇଫଲ୍ସର…
ଅଧିକ ଖବର ଦେଖନ୍ତୁ...

ଜୀବିତ ଥିବା ଅବସ୍ଥାରେ କରୁଥିଲେ ନିଜର ଏକାଦଶ କ୍ରିୟା, ବାସ୍ତବରେ ଉଡିଗଲା ଛଅ ଜଣଙ୍କ ପ୍ରାଣବାୟୁ

ଆଜମଗଢ଼: ଉତ୍ତରପ୍ରଦେଶର ଆଜମଗଢ଼ସ୍ଥିତ ରାଣି ସରାୟସ୍ଥିତ ସୋମବାର ଦ୍ୱିପହରରେ ୮୫ବର୍ଷୀୟ ବୃଦ୍ଧା ମହିଳା ଜୀବିତ ଥିବା ଅବସ୍ଥାରେ ନିଜର ଏକଦାଦଶ କ୍ରିୟା କରୁଥିଲେ। ଏଥିପାଇଁ ଭୋଜନ ପ୍ରସ୍ତୁତି ଚାଲିଥିବା ସମୟରେ ଗ୍ୟାସ ସିଲିଣ୍ଡରୁ ନିଆଁ ଲାଗି ଯାଇଥିଲା, ଫଳରେ ଏଥିରେ ୮୫ବର୍ଷିଅ ବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

ମଝି ସମୁଦ୍ରରେ ନିଆଁ ଲାଗିଥିବା ଜାହାଜରେ ଫସିଥିବା କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡର ବଡ଼ ଅପରେସନ୍‌

କୋଲକାତା: ପଶ୍ଚିମବଙ୍ଗ ଉପକୂଳରେ ମଝି ସମୁଦ୍ରରେ ଏକ ପଣ୍ୟବାହୀ ଜାହାଜରେ ଗତକାଲି (ବୁଧବାର) ରାତିରେ ଲାଗି ଯାଇଥିବା ନିଆଁକୁ ଲଭାଇବା ଓ ଏଥିରେ ରହିଯାଇଥିବା ୨୨ ଜଣ କ୍ର୍ୟୁ ସଦସ୍ୟଙ୍କୁ ଜାହାଜ ମଧ୍ୟରୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ) ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍‌…
ଅଧିକ ଖବର ଦେଖନ୍ତୁ...

ଡ୍ୟାନ୍‌ସିଂ ଅଙ୍କଲଙ୍କ ପରେ ଏବେ ସୋମା ଆଣ୍ଟି ବନିଲେ ଇଣ୍ଟରନେଟ ସେନ୍‌ସେସନ୍‌: ସମସ୍ତଙ୍କୁ କହୁଛନ୍ତି ‘ହେଲୋ…

ମୁମ୍ବାଇ : ଏକ ବାହାଘର ପାର୍ଟିରେ ବଲିଡଡ୍‌ ଅଭିନେତା ଗୋବିନ୍ଦାଙ୍କ ଶୈଳୀରେ ନାଚି ସାରା ଦେଶରେ ଚର୍ଚ୍ଚିତ ହୋଇଥିଲେ ମଧ୍ୟପ୍ରଦେଶ ବିଦିଶାର  ଡ଼ବୁ ଅଙ୍କଲ । ଏକ ବିବାହ ଭୋଜିରେ ନାଚୁଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ବନି ଯାଇଥିଲେ । ଏମିତି କି…
ଅଧିକ ଖବର ଦେଖନ୍ତୁ...

୧୮ ଏଆଇଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ, କୋର୍ଟରେ ନିଷ୍ପତ୍ତି ହୋଇପାରିଲା ନାହିଁ, ସରକାର ପ୍ରତି ବିପଦ…

ଚେନ୍ନାଇ : ତାମିଲନାଡୁର ୧୮ ଜଣ ଏଆଇଡିଏମକେ ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲାରେ ମାଡ୍ରାସ ହାଇକୋର୍ଟ ଖଣ୍ଡିତ ରାୟ ଶୁଣାଇଛନ୍ତି । ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓ ଜଷ୍ଟିସ ଏମ.ସୁନ୍ଦରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏ ନେଇ କୌଣସି ନିଷ୍ପତ୍ତିରେ ପହଞ୍ଚିପାରିନାହାନ୍ତି । ଏହା…
ଅଧିକ ଖବର ଦେଖନ୍ତୁ...

ରୁଷିଆ ସରକାର ଜାରି କଲେ ନିର୍ଦ୍ଦେଶନାମା; ଫିଫା ବିଶ୍ୱକପ୍‌ କାଳରେ ଅଣ-ଶ୍ୱେତାଙ୍ଗ ବିଦେଶୀଙ୍କ ସହ ଶରୀରିକ ସଂପର୍କ…

ମସ୍କୋ (ରୁଷିଆ): ରୁଷିଆରେ ଆଜି (ଗୁରୁବାର)ଠାରୁ ଆରମ୍ଭ ହେବାକୁ ଯାଉଛି ଫୁଟବଲ୍‌ର ମହାକୁମ୍ଭ ଫିଫା ବିଶ୍ୱକପ୍‌ ୨୦୧୮। ରୁଷିଆର ୧୧ଟି ସହରର ୧୨ଟି ଷ୍ଟାଡ଼ିୟମରେ ପ୍ରାୟ ଏକ ମାସ ଧରି ଚାଲିବାକୁଥିବା ଫୁଟବଲର ମହାସମରରେ ବିଶ୍ୱର ୩୨ ରାଷ୍ଟ୍ରର ବଛା ବଛା ଦଳ ଅଂଶ ଗ୍ରହଣ କରିବା ସହ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ଚା’ଦୋକାନରେ କାମ କରୁଥିବା ମଦନରୁ ବାବା ବନିଥିବା ଦାତି ମହାରାଜ ଦୁଷ୍କର୍ମ ଅଭିଯୋଗ ପରେ ଫେରାର୍

ନୂଆଦିଲ୍ଲୀ: ଦିଲ୍ଲୀର ଶନି ସାଧକ ବୋଲାଉଥିବା ଦାତି ମହାରାଜଙ୍କ ବିରୋଧରେ ତାଙ୍କ ଜଣେ ଶିଷ୍ୟା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଏହି ମାମଲା ଏବେ  ସିବିଆଇ ହାତକୁ ଯାଇଛି। ଏବେ ଦାତି ମହାରାଜ ଫେରାର ଅଛନ୍ତି। ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଜାଗୁଆର ଏଫ୍‌-ଟାଇପ୍‌ ଏସ୍‌ଭିଆର୍‌ର ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଭାରତରେ ଜାଗୁଆର ଏଫ୍‌-ଟାଇପ୍‌ ଏସ୍‌ଭିଆର୍‌ର ବୁକିଂ ଆରମ୍ଭ ହୋଇଛି। ଏହାକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ଏଥିରେ ୫.୦ ଲି ସୁପର ଚାର୍ଜଡ୍‌ ଭି-୮ ଇଂଜିନ୍‌, ୪୨୩ କିଲୋୱାଟ ୍‌ ପାୱାର ଆଉଟପୁଟ ଏବଂ ୭୦୦…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଭିତର ଭଣ୍ଡାର ‘ଡୁପ୍ଲିକେଟ୍‌’ ଚାବି ମିଳିବା ପରେ ଘନେଇଲା ସନ୍ଦେହ; ଟ୍ରେଜେରିରେ ନ ରହି କାହିଁକି ରେକର୍ଡ…

ଭୁବନେଶ୍ୱର/ପୁରୀ: ଗତ ୭୦ ଦିନ ଧରି ରାଜ୍ୟ ସରକାର, ରାଜ୍ୟବାସୀ, ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ମହଲରେ ଚର୍ଚ୍ଚାର ବିଷୟ ପାଲଟି ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗର ଏବେ ନୂଆ ମୋଡ ନେଇଛି । ଗତକାଲି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ…
ଅଧିକ ଖବର ଦେଖନ୍ତୁ...