Daily Archives

June 16, 2018

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଆଇଏଏସ୍‌ ଅଫିସରଙ୍କ ଫଟୋ,କାରଣ ଜାଣି ପ୍ରଶଂସା କରୁଛନ୍ତି ଲୋକେ

ନୂଆଦିଲ୍ଲୀ : ମଣିପୁରର ଜଣେ ଆଇଏଏସ୍‌ ଅଫିସରଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆଇଏଏସ୍‌ ଅଫିସର ଜଣଙ୍କ ଅନ୍ୟ ଲୋକମାନଙ୍କ ସହ ଅଣ୍ଟା ପର୍ଯ୍ୟନ୍ତ ପାଣି ଭିତରେ ପଶି ଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଦେଖି ଏହାର କାରଣ ଜାଣିବା ପରେ ଲୋକମାନେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌ ସମୟରେ ରୁଷିଆ ନଯିବାକୁ ନିଜ ଦେଶର ନାଗରିକଙ୍କୁ ଚେତାବନୀ ଦେଲା ଆମେରିକା

ଓ୍ଵାସିଙ୍ଗଟନ୍‌: ଆମେରିକା ସରକାର ନିଜ ଦେଶର ନାଗରିକଙ୍କୁ ରୁଷିଆରେ ଚାଲିଥିବା ଫିଫା ବିଶ୍ୱକପ୍‌ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦେଇଛି। ଆମେରିକା ବିଶ୍ୱ କପ୍‌ ସମୟରେ ଆକ୍ରମଣ ଆଶଙ୍କା କରି ନିଜ ଦେଶର ନାଗରିକଙ୍କୁ ରୁଷିଆ ଯିବା ନେଇ ୨ଥର ବିଚାର କରିବ ବୋଲି କହିଛି।…
ଅଧିକ ଖବର ଦେଖନ୍ତୁ...

ରାଇଡୁ ବାଦ୍‌ ପଡ଼ିବା ପରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଟିମ୍‌ରେ ସାମିଲ ହେଲେ ରାଇନା

ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଶନିବାର ପାଖାପାଖି ଅଢ଼େଇ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଦିନିକିଆ ଟିମ୍‌କୁ ଫେରିଛନ୍ତି। ସେ ଅମ୍ବାତି ରାଇଡୁଙ୍କ ସ୍ଥାନରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ରେ ଖେଳିବେ। ରାଇଡୁ ଫିଟ୍‌ନେସ୍‌ ଟେଷ୍ଟରେ ଆବଶ୍ୟକ ଅଙ୍କ ହାସଲ…
ଅଧିକ ଖବର ଦେଖନ୍ତୁ...

ନିଜର ପୂର୍ବତନ ପାର୍ଟନର ହୋଣ୍ଡାକୁ ଟପିଲା ହିରୋ

ନୂଆଦିଲ୍ଲୀ : ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପର ମାର୍କେଟ ଶେୟାର ଏହାର ପୂର୍ବତନ ଜାପାନିଜ୍‌ ଅଂଶୀଦାର ହୋଣ୍ଡା ତୁଳନାରେ ଯଥେଷ୍ଟ ବୃ୍‌ଦ୍ଧି ପାଇଛି। ୨୦୧୮ ଆର୍ଥିକ ବର୍ଷର ଏପ୍ରିଲରୁ ମଇ ଦୁଇ ମାସ ମଧ୍ୟରେ ହିରୋ ୨.୧୫ ଲକ୍ଷ ୟୁନିଟ୍‌ ଅଧିକ ବିକ୍ରି କରିବାକୁ ସକ୍ଷମ ହୋଇଛି। ଗତ ବର୍ଷ…
ଅଧିକ ଖବର ଦେଖନ୍ତୁ...

ସାବଧାନ୍‌ ! ଏହି ଜଣାଶୁଣା ଆପ୍‌ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ସୂଚନା ଚୋରି କରୁଛି ବ୍ୟାଙ୍କିଙ୍ଗ୍‌…

ନୂଆଦିଲ୍ଲୀ : ଆଜିକାଲି ଲୋକମାନଙ୍କ ପାଖରେ ସମୟର ଅଭାବ ଥିବାରୁ ସେମାନେ ସବୁ ଜିନିଷକୁ ଶୀଘ୍ର କରିବା ଆରମ୍ଭ କରିଛନ୍ତି । ବ୍ୟାଙ୍କକୁ ଯାଇ ଟଙ୍କା ଜମା କରିବା ବା ବାହାର କରିବା ପରିବର୍ତ୍ତେ ଅନ୍‌ଲାଇନରେ ହିଁ ସବୁ କିିଛି କରିବାକୁ ପସନ୍ଦ କରୁଛନ୍ତି । ଜିନିଷ କିଣିବା ଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଡଙ୍ଗା ବୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨, ୪ଜଣଙ୍କୁ ଭୁବନେଶ୍ୱର ଓ ବ୍ରହ୍ମପୁର ସ୍ଥାନାନ୍ତର

ଭୁବନେଶ୍ୱର/ଖୋର୍ଦ୍ଧା: ଏସିଆ ମହାଦେଶର ବୃହତ୍ତମ ଲୁଣି ପାଣି ହ୍ରଦ ତଥା ମରାଳ ମାଳିନୀ ‘ଚିଲିକା ହ୍ରଦ’ରେ ଶନିବାର ସନ୍ଧାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ି ଯିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ଜଣେ ନାବାଳିକା ଶ୍ରଦ୍ଧାଞ୍ଜଳିର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାତିରେ ତା’ର…
ଅଧିକ ଖବର ଦେଖନ୍ତୁ...

ରାତିରେ ଭଲ ନିଦ ହେଉ ନ ଥିଲେ ଶୋଇବା ଘରେ ରଖନ୍ତୁ ଏହି ୪ଟି ଗଛ

ଘରେ ଲଗାଯାଇଥିବା ଗଛଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଏମିତି କିଛି ଗଛ ରହିଛି ଯାହାକୁ ଶୋଇବା ଘରେ ଲଗାଇଲେ ଭଲ ନିଦ ଆସିଥାଏ । କେବଳ ସେତିକି ନୁହେଁ,ଏହି ଗଛଗୁଡ଼ିକ ଅମ୍ଲଜାନ ଛାଡ଼ିବା ସହ ବାୟୁମଣ୍ଡଳରେ ଥିବା ବିଷାକ୍ତ ପାଦାର୍ଥକୁ ବିଶୁଦ୍ଧ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଉଛିଏହି ଟ୍ରାଫିକ୍‌ ସିଗ୍‌ନାଲର ଭିଡ଼ିଓ: ରାସ୍ତା ପାର୍‌ କରିବାରେ ଅସୁବିଧା ହେବାରୁ ବୃଦ୍ଧଙ୍କୁ କାନ୍ଧରେ…

ନୂଆଦିଲ୍ଲୀ : ଗାଡ଼ି ଚଳାଇବା ସମୟରେ ରାସ୍ତାରେ ଲୋକମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ୍‌ ସିଗ୍‌ନାଲ କରାଯାଇଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ଟ୍ରାଫିକ୍‌ ପୁଲିସଙ୍କୁ ଦିଆଯାଇଛି । ସଡ଼କ ସୁରକ୍ଷାକୁ ନେଇ ସରକାର ଅନେକ ନିୟମ ଗଢ଼ୁଥିବା ବେଳେ ଲୋକମାନେ କେମିତି ଏହାର ଠିକ୍‌ ଭାବରେ ପାଳନ କରିବେ…
ଅଧିକ ଖବର ଦେଖନ୍ତୁ...

ଶେଷରେ ଜାକ୍‌ଲିନ୍‌ଙ୍କ ଭିତରେ ନିଜର ଭଲ ପାଇବାକୁ ଖୋଜି ପାଇଲେ ସଲମାନ୍‌ ! ତାଙ୍କ ପାଇଁ ଗୀତ ଗାଇଲେ…

ମୁମ୍ବାଇ : ଗତକାଲି ରିଲିଜ୍‌ ହୋଇଛି ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଥିବା ଫିଲ୍ମ ‘ରେସ୍‌-୩’ । ଏଥିରେ ସଳମାନ ଖାନ୍‌ଙ୍କ ବ୍ୟତୀତ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌,େ ଡ଼ଜି ଶାହ,ଅନିଲ କପୁର,ବବି ଦେଓଲ ଏବଂ ସକିବ୍‌ ସଲିମ୍‌ଙ୍କୁ ଦେଖିବାକୁ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଥିଲେ ୫୪ ବର୍ଷୀୟା ମହିଳା, ୭ଫୁଟ୍‌ ଲମ୍ବା ଅଜଗର ପେଟରୁ ମିଳିଲା ମୃତଦେହ

ମକସର : ଇଣ୍ଡୋନେସିଆରେ ଜଣେ ୫୪ବର୍ଷିୟ ମହିଳାଙ୍କ ମୃତଦେହ  ୭ଫୁଟ୍‌ ଲମ୍ବା ଅଜଗର ପେଟରୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରରେ ଆତଙ୍କ ଖେଳି ଯାଇଛି । ମହିଳା ଜଣକ ଗତ ସୋମବାର ନିଜ ବଗିଚାକୁ ଯାଇଥିବା ବେଳେ ସେଠାରୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି  ପରେ ମଧ୍ୟ ତାଙ୍କର…
ଅଧିକ ଖବର ଦେଖନ୍ତୁ...