Daily Archives

June 17, 2018

୧୮ କିଲୋ ଗଞ୍ଜେଇ ଓ ୧୫ ଲିଟର ମଦ ଜବତ, ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା କୋଷାଗୁମୁଡା ବ୍ଲକର ବରାଗାଁ ଗ୍ରାମରେ ଅବକାରୀ ବିଭାଗ ଚଢ଼ାଉ କରି ୧୮ କିଲୋ ଗଞ୍ଜେଇ ଓ ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। କୌଣସି ସୁତ୍ରରୁ ଖବର ପାଇଁ ଅବକାରୀ ନିରିକ୍ଷକ ବିପ୍ର ମଣ୍ଡଳଙ୍କ ନିର୍ଦ୍ଧେଶ କ୍ରମେ କୋଡିଗାଁ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: କ୍ୟାପଟେନ୍‌ଙ୍କ କିକ୍‌ ବଳରେ କୋଷ୍ଟାରିକା ପରାସ୍ତ କଲା ସର୍ବିଆ ୧-୦ରେ ବିଜୟୀ

ସମାରା (ରୁଷିଆ): ଆଠ ବର୍ଷ ପରେ ବିଶ୍ୱକପ୍‌ରେ ପାଦ ରଖିଥିବା ସର୍ବିଆ ଟିମ୍‌ର ଅଧିନାୟକ ଆଲେକଜାଣ୍ଡର କୋଲାରୋବଙ୍କ ଦ୍ୱାରା ଫ୍ରି କିକ୍‌ ଯୋଗୁଁ ରବିବାର କୋଷ୍ଟାରିକା ପରାସ୍ତ ହୋଇଛି। ୨୧ତମ ଫିଫା ବିଶ୍ୱକପ୍‌ର ସମାରା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ସର୍ବିଆ ୧-୦ଗୋଲରେ କୋଷ୍ଟାରିକା…
ଅଧିକ ଖବର ଦେଖନ୍ତୁ...

ଆମ୍ବ ଖାଇବା ପରେ ଖାଆନ୍ତୁ ନାହିଁ ଏହି ୩ଟି ଜିନିଷ

ଏବେ ଆମ୍ବର ଋତୁ ଚାଲିଛି । ପ୍ରତି ଘରେ ଆପଣମାନେ ପାଚିଲା ଆମ୍ବ ନିହାତି ଭାବରେ ପାଇବେ । ତେବେ ଆମ୍ବ ଖାଇବା ଶରୀର ପ୍ରତି କେତେ ଲାଭଦାୟକ ତାହା ତ ଆପଣମାନେ ଜାଣିଥିବେ । ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ, ପ୍ରୋଟିନ, ଭିଟାମିନ A, B ଏବଂ C ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ ।…
ଅଧିକ ଖବର ଦେଖନ୍ତୁ...

ଅହମ୍ମଦାବାଦ୍‌ରେ ୯୯ ଲକ୍ଷ ଟଙ୍କାର ଅଚଳ ୫୦୦ ଓ ୧୦୦୦ ନୋଟ୍‌ ସହ ୪ ଗିରଫ

ଅହମ୍ମଦାବାଦ୍‌: ଅହମ୍ମଦାବାଦ୍‌ଳର ଚନ୍ଦଖେଡ଼ା ଅଞ୍ଚଳରୁ ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସେହି ଚାରି ଜଣ ଅଭିଯୁକ୍ତଙ୍କ ନିକଟରେ ୯୯.୯୯ ଲକ୍ଷ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରହିଥିବାର ସଂପର୍କରେ ଅହମ୍ମଦାବାଦ୍‌ ପୁଲିସ୍‌ ରବିବାର ସୂଚନା ପ୍ରଦାନ କରିଛି। ଚନ୍ଦଖେଡ଼ା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଗୋଟେ ଭୁଲ ଭାଙ୍ଗିଦେବ ବିଦେଶ ଯିବାର ସ୍ୱପ୍ନ, ଭିସା ଫର୍ମ ଭରିବା ବେଳେ କରନ୍ତୁ ନାହିଁ ଏହି ଭୁଲ

ବିଦେଶ ଯିବାର ସ୍ୱପ୍ନ କିଏ ବା ନ ଦେଖେ । ଆପଣ ବି ଦେଖୁଥିବେ । କିନ୍ତୁ ବେଳେ ବେଳେ ଆପଣଙ୍କ ଛୋଟ ଭୁଲ ଆପଣଙ୍କର ବିଦେଶ ଯିବାର ସ୍ୱପ୍ନକୁ ଭାଙ୍ଗି ଦେଇଥାଏ । ସାଧାରଣତଃ ଲୋକମାନେ ଭିସା ଫର୍ମ ଭରିବା ସମୟରେ କିଛି ଏମିତି ଭୁଲ କରି ବସନ୍ତି । ଯାହା ପାଇଁ ସେମାନଙ୍କର ବିଦେଶ ଯିବାର ସ୍ୱପ୍ନ…
ଅଧିକ ଖବର ଦେଖନ୍ତୁ...

ବାପା ହେବାକୁ ଚାହୁଁଛନ୍ତି ରଣବୀର କପୁର

ମୁମ୍ବାଇ: କିଛି କଳାକାର ନିଜ କ୍ୟାରିୟରକୁ ଆଗକୁ ନେବା ପାଇଁ ବିବାହ ବା ବାପା ହେବାକୁ ଇଚ୍ଛା କରୁ ନଥିବା ବେଳେ ଏବେ ବଲିଉଡ଼୍‍ର ଚକୋଲେଟ୍‌ ବଏ ରଣବୀର କପବୁର ବାପା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫିଲ୍ମ ସଞ୍ଜୁ ପାଇଁ ଏବେ ରଣବୀର ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଏଭଳି ଇଚ୍ଛା…
ଅଧିକ ଖବର ଦେଖନ୍ତୁ...

ଏମିତି ଏକ ଜଗନ୍ନାଥ ମନ୍ଦିର ଯେଉଁଠି ବର୍ଷା ହେବାର ୭ଦିନ ପୂର୍ବରୁ ମିଳିଥାଏ ସୂଚନା

କାନ୍‌ପୁର: ଏବେ ସାରା ଦେଶରେ ମୌସୁମୀର ଆଗମନ ହେତୁ ବର୍ଷା ଆରମ୍ଭ ହୋଇଛି । ତେବେ ମୌସୁମୀ କେବେ ଆସିବ, କେତେ ମାତ୍ରାରେ ବର୍ଷା ହେବ ସେ ନେଇ ପାଣିପାଗ ବିଭାଗ ଖବର ଦେଉଥିବା ବେଳେ ଭାରତରେ ଏମିତି ଏକ ରାଜ୍ୟ ରହିଛି ଯେଉଁଠି ବର୍ଷାର ଆଗମନ ବିଷୟରେ ଏହି ମନ୍ଦିର ଜଣାଇଥାଏ । ବର୍ଷା ଆସିବାର ୭ଦିନ…
ଅଧିକ ଖବର ଦେଖନ୍ତୁ...

ଏହି ୩ ବଲିଉଡ଼ କଳାକାର ଘରର ଚାକରାଣୀ ସହ ରଖିଥିଲେ ଶାରୀରିକ ସଂପର୍କ !

ନିଜ ଫିଲ୍ମ ବା ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ କଳାକାର । ବିବାହ ପରେ ଅନ୍ୟ ମହିଳା ସହ ଅନୈତିକ ସଂପର୍କ ହେଉ ବା ଘରେ କାମ କରୁଥିବା ଚାକରାଣୀ ସହ ଶାରୀରିକ ସଂପର୍କ ହେଉ ଏମିତି ଅନେକ ଘଟଣା ବଲିଉଡ଼୍‍ରେ ବିଗତ ଅତୀତରେ ଘଟି ସାରିଛି । ବିଗତ ଅତୀତରେ ବଲିଉଡ଼୍‍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି?ଅନ୍ତିମ ସଂସ୍କାର ସମୟରେ ଶବର ମୁହଁ ଉପରେ ରଖାଯାଏ ଏହି ଗୋଟିଏ ଖାସ୍‌ ଜିନିଷ

ଶ୍ରୀମଦ୍‌ ଭାଗବତ୍‌ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ମଣିଷ ଶରୀରରେ ଆତ୍ମା ହେଉଛି ଅମର । ଆତ୍ମା ଏକ ନର୍ଦ୍ଧିଷ୍ଟ ସମୟ ପାଇଁ ମଣିଷ ଶରୀରର ରୂପ ଧାରଣ କରିଥାଏ ଏବଂ ଯେତେବେଳେ ଆତ୍ମା ମଣିଷ ଶରୀରର ତ୍ୟାଗ କରିଥାଏ ସେ ସମୟରେ ମଣିଷର ମୃତ୍ୟୁ ହୁଏ ବୋଲି କୁହାଯାଏ । ମୃତ୍ୟୁ ପରେ ଶବର…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ସହ ବ୍ରେକ୍‌ଅପ୍‌ ପରେ ଅଜଣା ମହିଳାଙ୍କୁ ଘରକୁ ଆଣି ହତ୍ୟା କଲା ଯୁବକ

ଭୋପାଳ (ମଧ୍ୟପ୍ରଦେଶ): ଅଯୋଧ୍ୟା ନଗର ଅଞ୍ଚଳରେ ଜଣେ ୨୭ ବର୍ଷୀୟ ଯୁବକ ଜନୈକା ୪୭ ବର୍ଷୀୟା ମହିଳାଙ୍କୁ ଘରକୁ ଆଣି ହତ୍ୟା କରିଥିବାର ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ଜଣଙ୍କ ମାର୍କେଟ ଆସିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଲିପ୍ଟ ମାଗିଥିଲେ । ଯୁବକ ଜଣଙ୍କ ଲିପ୍ଟ ଦେବା ପରେ…
ଅଧିକ ଖବର ଦେଖନ୍ତୁ...