Daily Archives

June 17, 2018

ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଅନିଲ କପୁର, ଆଉ କେହି ନୁହେଁ ତାଙ୍କ ଝିଅ କଲେ ଟ୍ରୋଲ, ଜାଣନ୍ତୁ ଏହା…

ମୁମ୍ବାଇ: ଆଜିକାଲି ସୋସିଆଲ ମିଡ଼ିଆରେ କଳାକାରମାନଙ୍କୁ ଟ୍ରୋଲ କରାଯିବା କିଛି ନୂଆ କଥା ନୁହଁ । ପ୍ରତିଦିନ କେହି ନା କେହି କିଛି କଳାକାରମାନଙ୍କ ଫଟୋ ଉପରେ ଖରାପ ମନ୍ତବ୍ୟ ଦେଇ ସେମାନଙ୍କୁ ଟ୍ରୋଲ କରିଥାନ୍ତି । ଏବେ ସେହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ଼୍‍ର ଚିରସବୁଜ କଳାକାର ଅନିଲ କପୁର…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ବଜ୍ରାଘାତରେ ଜଣେ ଚାଷୀ ମୃତ

ନବରଙ୍ଗପୁର: ବଜ୍ରାଘାତରେ ରବିବାର ଅପରାହ୍ନରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳାଗୁମା ଗ୍ରାମର ଚାଷୀ ନରସିଂହ ପୂଜାରୀ(୩୪)ଙ୍କର ମୃତ୍ୟୁ ଘଟିଛି।
ଅଧିକ ଖବର ଦେଖନ୍ତୁ...

ଭାଣିଜୀ ସହ ଦୁଷ୍କର୍ମ କରିବା ପରେ ନିଜ ଝିଅ ଉପରେ ଥିଲା ଖରାପ ନଜର, ସବୁ ଜାଣିବା ପରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ ସୁପରୀ ଦେଇ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ପେଶାରେ ଜଣେ ଡ଼ାକ୍ତର ଥିବା ଶଫାତୁଲ୍ହା ଖାନ୍‌ ନିଜ ଭାଣିଜୀ ସହ ଦୁଷ୍କର୍ମ କରିବା ସହ ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବାରୁ ଅଭିଯୁକ୍ତ ଆୟେଶା ଖାନ୍‌ ଏପରି…
ଅଧିକ ଖବର ଦେଖନ୍ତୁ...

ସତରେ କ’ଣ ନିଜଠାରୁ ୧୦ ବର୍ଷ ସାନ ନିକ୍‌ ଜୋନାସ୍‌ଙ୍କୁ ପ୍ରେମ କରନ୍ତି ପ୍ରିୟଙ୍କା ଚୋପ୍ରା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଓ ଆମେରିକାନ୍‌ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥବା ନେଇ ଅନେକ ଦିନ ହେବ ଚର୍ଚ୍ଚା ଉଠିଛି। ଏ ସଂପର୍କରେ ନାନା ଲୋକ ନାନା ଆଲୋଚନା କରୁଛନ୍ତି। ସତରେ କ’ଣ ୩୫ ବର୍ଷୀୟା ପ୍ରିୟଙ୍କା ପଡ଼ି ଯାଇଛନ୍ତି ୨୫ ଚର୍ଷିଅ…
ଅଧିକ ଖବର ଦେଖନ୍ତୁ...

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଶୃଙ୍ଖଳିତ ବ୍ୟବସ୍ଥା, ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ଉପରେ ଗୁରୁତ୍ୱ

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ବ୍ୟବସ୍ଥା, ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ନେଇ ରବିବାର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା ଯେ, ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

‘ମୁଁ ଅନ୍ତସତ୍ତ୍ୱା ନୁହେଁ’, ଶିଳ୍ପା ଏପରି କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଫିଟନେସ୍‌ ଫ୍ରିକ ଏକ୍ଟଟ୍ରେସ୍‌ ଶିଳ୍ପା ସେଟ୍ଟୀ ଅନ୍ତସତ୍ତ୍ୱା ଅଛନ୍ତି ବୋଲି ନିକଟରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବରକୁ ଖଣ୍ଡନ କରି ଶିଳ୍ପା ଆଜି ଟୁଇଟର କରି ଲେଖିଛନ୍ତି, ମୋର ବାହାର ସ୍ୱାସ୍ଥ୍ୟ ଭଳି ଭିତର ସ୍ୱାସ୍ଥ୍ୟ ଠିକ୍‌ ଅଛି କି ନାହିଁ ତାହାର ସାଧାରଣ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ନାଇଜେରିଆ: ଇଦ୍‌ ପାଳନ ପରେ ଘରକୁ ଫେରୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ

ନୂଆଦିଲ୍ଲୀ: ନାଇଜେରିଆରେ ଶନିବାର ରାତି ୨ଟି ଆତ୍ମଘାତୀ ରକେଟ ବିସ୍ଫୋରଣ ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ବହୁ ଦୂରକୁ ଶୁଣାଯାଇଥିଲା। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି। ପ୍ରାଥମିକ ଖବର ଅନୁସାରେ ସଦିଗ୍ଧ ବୋକୋ ହରମର ଜିହାଦିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୋଗ ପରେ ଦାତି ମହାରାଜଙ୍କ ଆଶ୍ରମରୁ ୬୦୦ବାଳିକା ନିଖୋଜ!

ନୂଆଦିଲ୍ଲୀ: ୨୫ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବାବା ଦାତି ମାହାରାଜଙ୍କ ରାଜସ୍ଥାନର ଅଲବର ଆଶ୍ରମରୁ ୬୦୦ବାଳିକା ନିଖୋଜ ହେବା ନେଇ ଖବର ପ୍ରକାଶ ପାଇଛି। ଏବେ ସେଠାରେ କେବଳ ୧୦୦ଜଣେ ବାକିଳା ଅଛନ୍ତି। ତେବେ ଦାତି ମହାରାଜ ଦାବି କରୁଛନ୍ତି କି ତାଙ୍କର ଏହି ଆଶ୍ରମରେ ୭୦୦ବାଳିକା ଥିଲେ।…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ଲିଟିଲ୍‌ ହିରୋ କାର୍ଡରେ ବାପାଙ୍କ ପାଇଁ ଲେଖିଲେ ଏମିତି ବାର୍ତ୍ତା

ମୁମ୍ବାଇ: ଆଜି ବିଶ୍ୱ ପିତୃ ଦିବସ ଅବସରରେ ଅନେକ ଲୋକ ନିଜ ନିଜ ବାପାଙ୍କ ସକାଶେ ଭିନ୍ନ ଭିନ୍ନ ଢଙ୍ଗରେ କିଛି କରି ଏହି ଦିନକୁ ପାଳନ କରୁଛନ୍ତି। ଏହି ଦିନ ପାଳନରୁ ବର୍ତ୍ତି ପାରିନାହାନ୍ତି ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌। ତାଙ୍କୁ ବିଶ୍ୱ ପିତୃ ଦିବସ ଅବସରରେ ତାଙ୍କର ସର୍ବକନିଷ୍ଠ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରର ଭିଆଇପି ଲାଉଞ୍ଜ ଭିତରୁ ବାହାରିଲା ବିଶାଳ ବିଷଧର ସାପ, ଖେଳିଗଲା କୋକୁଆ ଭୟ

ପଣ୍ଡୁଚେରି: ପଣ୍ଡୁଚେରି ବିମାନବନ୍ଦରରେ ଭିଆଇପି ଲାଉଞ୍ଜ ଭିତରୁ ଏକ ବିଶାଳ ବିଷଧର ସାପ ଠାବ ହୋଇଛି। ଏହି ବିଶାଳ ସାପ ମିଳିବା ପରେ ବିମାନବନ୍ଦରରେ ଥିବା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆନ୍‌…
ଅଧିକ ଖବର ଦେଖନ୍ତୁ...