ଫିଫା ବିଶ୍ୱକପ୍: ୧୨ ବର୍ଷ ପରେ ଗୋଲ ଦେଲା ସ୍ୱିଡେନ୍, ଦକ୍ଷିଣ କୋରିଆ ବିପକ୍ଷରେ ୧-୦ରେ ବିଜୟୀ
ନିଜନୀ ନୋବଗୋରୋଦ(ରୁଷିଆ): ଭିଡିଓ ରେଫରାଲରୁ ପେନାଲ୍ଟି ଗୋଲ କରି ସ୍ୱିଡେନ ୧-୦ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍ର ୨୧ତମ ସଂସ୍କରରେ ଗ୍ରୁପ-ଏଫ୍ର ପ୍ରଥମ ମ୍ୟାଚ୍ରେ ସ୍ୱିଡେନ୍ର ଅଧିନାୟକ ଆନ୍ଦ୍ରିୟାସ ଗ୍ରାକିବସ୍ତ ୬୫ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ।
#SWEKOR…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...