Daily Archives

June 19, 2018

ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷିତ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ପାଇବେ ଏକାଡେମି ପୁରସ୍କାର

ଭୁବନେଶ୍ୱର: ସଂଗୀତ ନାଟକ ଏକାଡେମି ପୁରସ୍କାର ମଙ୍ଗଳବାର ୨୦୧୭ ଲାଗି ଘୋଷିଣା କରାଯାଇଛି। ଓଡ଼ିଶୀ ନୃତ୍ୟ ଲାଗି ବିଶିଷ୍ଟ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ଏକାଡେମି ପୁରସ୍କାର ଲାଗି ମନୋନୀତ କରାଯାଇଛି। ଏହି ପୁରସ୍କାର ଚୟନ ଲାଗି ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ଗତ ଜୁନ ୮ରେ ଏକାଡେମିର…
ଅଧିକ ଖବର ଦେଖନ୍ତୁ...

ଏ ଯୁଗର ଶାହାଜାହାନ୍‌ : ସ୍ତ୍ରୀ ପାଇଁ ତିଆରି କଲେ ମନ୍ଦିର; ପ୍ରତିଦିନ ପ୍ରତିମୂର୍ତ୍ତିରେ ଚଢ଼ାଉଛନ୍ତି ଫୁଲ

ହାଇଦ୍ରାବାଦ୍‌ : ଦୁନିଆରେ ଭଲ ପାଇବାକୁ ନେଇ ଅନେକ କଥା ରହିଛି । କିଛି ଲୋକ ଭଲ ପାଇବାକୁ ନେଇ ନିଜ ଜୀବନ ହାରିଥିବା ବେଳେ କିଛି ଲୋକ ନିଜ ଭଲ ପାଇବାକୁ ଅମର ରଖିବା ପାଇଁ ବଡ଼ ବଡ଼ ମନ୍ଦିର ଗଢ଼ିଛନ୍ତି । ପୂର୍ବରୁ ନିଜର ପ୍ରେମକୁ ଅମର ରଖିବା ପାଇଁ ମୋଗଲ ସମ୍ରାଟ ଶାହାଜାହାନ୍‌ ତାଜ୍‌ମହଲ ତିଆରି…
ଅଧିକ ଖବର ଦେଖନ୍ତୁ...

ସକାଳୁ ଶଯ୍ୟା ତ୍ୟାଗ କରିବା ପରେ କରନ୍ତୁ ନାହିଁ ଏହି ୩ଟି କାମ

ସକାଳୁ ଉଠିବା ପରେ ଆମେମାନେ ଅଜାଣତରେ କିଛି ଏପରି କାମ କରିଥାଉ, ଯାହାର କୁପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ । ଏମିତି କିଛି ଜିନିଷ ରହିଛି, ଯାହାକୁ ସକାଳୁ ଉଠିବା ପରେ କରିବା କଥା ନୁହେଁ । ଯଦି ଆପଣ ଏଭଳି କିଛି କରୁଛନ୍ତି ତେବେ ତାହା ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇବ । ଏବେ ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମବିବାହ ପରେ ପତ୍ନୀ ଗର୍ଭବତୀ ହେବା ଜାଣି ଫେରାର ହେଲା ପତି, ଦଣ୍ଡ ଦେବା ପାଇଁ ଖୋଜି ଖୋଜି ପହଞ୍ଚିଲା ପତ୍ନୀ

ସହରାନପୁର : ଉତ୍ତରପ୍ରଦେଶର ସହରାନପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ପ୍ରେମ ପରେ ବିବାହ କରି ସାରା ଜୀବନ ସାଥିରେ ରହିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ସ୍ତ୍ରୀ ଗର୍ଭବତୀ ଥିବା ଜାଣି ସ୍ୱାମୀ ଛାଡ଼ି ଚାଲି ଯିବା ଘଟଣା ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ପ୍ରେମ ବିବାହ…
ଅଧିକ ଖବର ଦେଖନ୍ତୁ...

ଦିନିକିଆରେ ଇଂଲଣ୍ଡ ରଚିଲା ଇତିହାସ, ଅଷ୍ଟ୍ରେଲିଆ ବିପକ୍ଷରେ ୬/୪୮୧

ଇଂଲଣ୍ଡ: ଦିନିକିଆ କ୍ରିକେଟରେ ମଙ୍ଗଳବାର ଇଂଲଣ୍ଡ ଇତିହାସ ସୃଷ୍ଟି କରିଛି। ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମୁକାବିଲାରେ ଅଷ୍ଟ୍ରେଲିଆ ବିପକ୍ଷରେ ୬ଟି ଓ୍ଵକେଟ ହରାଇ ୪୮୧ ରନ୍‌ ସଂଗ୍ରହ କରିଛି। ପ୍ରଥମ ଇନିଂସରେ ଇଂଲଣ୍ଡର ଖେଳାଳିମାନେ ରନ୍‌ ବର୍ଷା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସପିଂ ମଲ ଆସି ହଠାତ୍‌ ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ ଏହି ଯୁବତୀ, ଦେଖୁ ଦେଖୁ ଲାଗିଗଲା ଯୁବକଙ୍କ ଭିଡ଼

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ । ଯାହା ଚାହୁଁ ଚାହୁଁ ଚର୍ଚ୍ଚାର ପରିସରକୁ ଆସି ଯାଇଥାଏ । ପୂର୍ବରୁ ଏମିତି କିଛି ଲୋକ ନିଜର କିଛି ସେକେଣ୍ଡର ଭିଡ଼ିଓକୁ ନେଇ ସାରା ଦେଶରେ ଚର୍ଚ୍ଚିତ ହୋଇ ସାରିଛନ୍ତି । ଏବେ ପୁଣି ସେଭଳି ଏକ ଭିଡ଼ିଓ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଏହି ୬ଟି ଲକ୍ଷଣ ଦେଖାଗଲେ ଆପଣଙ୍କ କିଡ଼୍‍ନୀ ଖରାପ ହେବାକୁ ଯାଉଛି ବୋଲି ଜାଣି ନିଅନ୍ତୁ 

ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼୍‍ନୀ । କିଡ଼୍‍ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼୍‍ନୀ ଥିବା ବେଳେ ଗୋଟିଏ  ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼୍‍ନୀ ଖରାପ ହେବା ପୂର୍ବରୁ କିଛି…
ଅଧିକ ଖବର ଦେଖନ୍ତୁ...

୩ ଜଣ ଇଞ୍ଜିନିୟର ମିଶି ଖୋଲିଲେ ଚା’ ଦୋକାନ, ବିକ୍ରି କରୁଛନ୍ତି ୫୦ ପ୍ରକାରର ଚା’

ପାଟନା : ଇଞ୍ଜିନିୟରିଂ ପାଠ ପଢ଼ି କିଛି ଅଲଗା ବୃତ୍ତିରେ ପଶିବା ଆଜିକାଲି କଛି ନୂଆ କଥା ନୁହେଁ । କିଛି ପିଲା ଇଞ୍ଜିନିୟର ପାଠ ସାରି ବଡ଼ କମ୍ପାନିରେ ଚାକିରି କରିବା ଅପେକ୍ଷା ଜନସେବାରେ ମନ ଦେଇଥାନ୍ତି । ଏଭଳି ଅନେକ ଖବର ଆମେ ଆପଣଙ୍କୁ ଦେଇ ସାରିଛୁ । ଆଜି ଆମେ ଯେଉଁ ୩ ଜଣ ଇଞ୍ଜିନିୟରିଂ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଯବାନ କଲେ ଲଭ୍‌, ପ୍ରତିଶ୍ରୁତି ଦେଇ ସେକ୍ସ ପରେ ଦେଲେ ଧୋକା

କନ୍ଧମାଳ: ଯୁକ୍ତ ୩ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଓଡ଼ିଶା ଆଡଜୁଲାରୀ ପୋଲିସ ଫୋର୍ସ(ଓଏପିଏଫ୍‌)ର ଜଣେ ଯବାନ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଭଲ ପାଇବା ଆଳରେ ଶାରୀରିକ ସଂପର୍କ ସ୍ଥାପନ କରିଛନ୍ତି। ବିବହାର ପ୍ରତିଶ୍ରୁତି ଦେଇ ୨ ବର୍ଷ ପର୍ଯ୍ୟନ୍ତ କୁକର୍ମ କରିବା ପରେ ଶେଷରେ ସଂପର୍କ ଛନ୍ନ…
ଅଧିକ ଖବର ଦେଖନ୍ତୁ...

ସାହିଦ୍‌ କପୁରଙ୍କୁ ବିବାହ କରିବା ପାଇଁ ଏହି ସର୍ତ୍ତ ରଖିଥିଲେ ମୀରା ରାଜ୍‌ପୁତ୍‌

ମୁମ୍ବାଇ : ଜୁଲାଇ ୭,୨୦୧୫ରେ ବିବାହ କରିଥିଲେ ବଲିଉଡ୍‍ର ରାଓ୍ଵଲ ରତନ ସିଂ ଓରଫ୍‌ ସାହିଦ୍‌ କପୁର । ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିବା ବେଳେ ଶେଷରେ ସେ ଜଣେ ସାଧାରଣ ଯୁବତୀ ମୀରା ରାଜ୍‌ପୁତ୍‌ଙ୍କୁ ବିବାହ କରିଥିଲେ । ସାହିଦ୍‌ଙ୍କର ଏହା ପ୍ରସ୍ତାବିତ…
ଅଧିକ ଖବର ଦେଖନ୍ତୁ...