Daily Archives

June 19, 2018

ପୁରୁଷମାନଙ୍କୁ ନିଜ ଜାଲରେ ଫସାଇ ମହିଳା ବନାଉଥିଲେ ଅଶ୍ଲୀଳ ଭିଡ଼ିଓ, ଗୋଟେ ଭୁଲ କରିଦେଲା ପର୍ଦ୍ଦାଫାସ

ନୂଆଦିଲ୍ଲୀ : ଆଜିକାଲି ମହିଳାମାନଙ୍କ ସୁରକ୍ଷା ପାଇଁ ଅନେକ ଆଇନ ତିଆରି କରାଯାଉଛି । ସେମାନେ କିପରି ସୁରକ୍ଷିତ ରହିବେ ସେ ନେଇ ସରକାର ଅନେକ ଆଇନ ତିଆରି କରୁଛନ୍ତି । କିନ୍ତୁ ବେଳେ ବେଳେ କିଛି ମହିଳା ଏହି ଆଇନର ଫାଇଦା ଉଠାଇ ପୁରୁଷମାନଙ୍କୁ ନିର୍ଯାତିତ କରିଥାନ୍ତି । ସେଭଳି କିଛି ଘଟଣା…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ହତ୍ୟା, କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ସମ୍ବଲପୁର: କ୍ଷେତରାଜପୁର ଥାନା ଅନ୍ତର୍ଗତ ଡିଅର ପାର୍କ ଅଞ୍ଚଳରେ ଥିବା ଦୂରଦର୍ଶନ କେନ୍ଦ୍ର ନିକଟସ୍ଥ ନିର୍ମାଣାଧିନ ଡ୍ରେନ ଭିତରୁ ପୁଲିସ ଜଣେ ଯୁବକର କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର କରିଛି। ବିଶେଷ ସୂତ୍ରରୁ ମଙ୍ଗଳବାର ରାତି ୮ଟାରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଲରେ ପହଞ୍ଚିଥିଲା।…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ୍‌ଙ୍କ ପୁଅ ବୋଲି କାହାକୁ କହନ୍ତି ନାହିଁ ଆର୍ୟନ୍‌, କାରଣ ସ୍ପଷ୍ଟ କଲେ କିଙ୍ଗ ଖାନ୍‌

ମୁମ୍ବାଇ : ଏହି ଖବରଟି ଶୁଣିବା ପରେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଆର୍ୟନ୍‌ ଶାହାରୁଖ୍‌ଙ୍କ ପ୍ରଥମ ସନ୍ତାନ ହୋଇ ମଧ୍ୟ ସେ ଶାହାରୁଖ୍‌ ଖାନ୍‌ଙ୍କ ପୁଅ ନୁହଁ ବୋଲି ସମସ୍ତଙ୍କୁ କହିଥାନ୍ତି । ଯଦି କେହି ଶାହାରୁଖ୍‌ଙ୍କ ମୁହଁ ସହ ସାମଞ୍ଜ୍ୟସ ଦେଖି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁନିଆର ସବୁଠାରୁ ବିରଳ ରୋଗର ଚିକିତ୍ସା କଲେ ଭାରତୀୟ ଡାକ୍ତର, ଶରୀର ବାହାରକୁ ବାହାରିଥିବା ଯକୃତର ଅସ୍ତ୍ରୋପଚାର କରାଇ…

ଚେନ୍ନାଇ : ତାଞ୍ଜାନିଆର ୧୯ବର୍ଷିୟ ସାଉଦା ସୁଲେମାନ ଏମୋରଙ୍କୁ ଭାରତରେ ନୂଆ ଜୀବନ ମିଳିିଛି । ଏକ ବିରଳ ରୋଗରେ ପୀଡ଼ିତ ଥିବା ସାଉଦାଙ୍କର ଅନେକ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ସମାଧାନର ବାଟ ମିଳି ନ ଥିଲା । ଶେଷରେ ଭାରତ ଆସି ସେ ନିଜର ଚିକିତ୍ସା କରାଇବା ପରେ ଏବେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଢେରସାରା ଫାଇଦା ଦେବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଲିଙ୍ଗରାଜ। ବୃଷ: ସ୍ୱଭାବ ଶାନ୍ତ ଓ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ହ୍ୟାକ୍‌ ହୋଇଗଲା ପୋର୍ଟାଲ୍‌; ପଦାରେ ପଡ଼ିଗଲା ଭାଏଗ୍ରା କିଣୁଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ!

ରୟାଲସୀମା (ଆନ୍ଧ୍ରପ୍ରଦେଶ): ସଂପ୍ରତି ଏବେ ସବୁ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ କଥା କୁହାଯାଉଥିବା ବେଳେ ଦେଶର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରାଯାଇ ପାରିଲା ନାହିଁ। ନିକଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କର ସରକାରୀ େଓ୍ଵବ୍‌ସାଇଟ୍‌ ବା ପୋର୍ଟାଲ ହ୍ୟାକ୍‌ ହେବା ଘଟଣାକୁ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଜିନିଷ ଉପହାର ଆକାରରେ ଦେଲେ ଭାଙ୍ଗିଯାଏ ସଂପର୍କ!

ଉପହାର ଉପହାର ହୋଇଥାଏ। ସେଥିରେ ଛୋଟ-ବଡ଼ କଳାନା କାରାଯାଏନି, ଦର-ଦାମ ବୁଝାଯାଏନି କି ଉପହାର ଦେଉଥିବା ଲୋକର ଭାବନାକୁ କୌଣସି ମତେ ବି ଆଘାତ ଦିଆଯାଏ ନାହିଁ। ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଜଣେ ଅଜଣା ଲୋକ ଆଉ ଜଣେ ଅଜଣା ଲୋକକୁ କେବେ ଉପହାର ଦେବା ଆବଶ୍ୟକ ପଡ଼େ ନାହିଁ। ଉପହାର ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

କେଉଁ ଦୁଇ ଜଣ ତ୍ରିଭୂବନରେ ଭାଗ୍ୟବାନ୍‌? ଆପଣଙ୍କ ପାଖରେ ଯଦି ଏହି ଗୁଣ ଅଛି ବା ଏପରି କିଛି ପ୍ରାପ୍ତ ହେଉଛି ତେବେ ଆପଣ…

ବହୁ ପ୍ରଚଳିତ ଓଡ଼ିଆ ଢଗ ‘କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମାର ତ ନାହିଁ ଅନ୍ତ, କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ ତ୍ରିଭୂବନେ ଭାଗ୍ୟବନ୍ତ’ଟିକୁ ଆପଣ ଶୁଣିଥିବେ ନିଶ୍ଚୟ। ଏହା ବୁଝିବାକୁ ଯେତିକି ସରଳ, ତାହାର ମର୍ମ ସେତିକି ଜଟିଳ। ଅତି ସାଧାରଣ ଶବ୍ଦ ପ୍ରାୟୋଗ କରାଯାଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗା ହେବାକୁ ଚାହାନ୍ତି କି? ଏହି ସରଳ ଉପାୟରେ ୩୫ ବର୍ଷ ମଧ୍ୟରେ ବଢ଼ାଇ ପାରିବେ ନିଜ ଉଚ୍ଚତା

ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଉଚ୍ଚତାକୁ ନେଇ ଖୁବ୍‌ ଉତ୍ସୁକତା ରହିଛି। ଅନେକ ଲୋକ ଏମିତି ବିଶ୍ୱାସ କରନ୍ତି ଯେ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଭଲ ହୋଇଥାଏ। ସେମାନେ ବାହାରକୁ ଭଲ ଦିଶନ୍ତି, କୌଣସ ବି ସ୍ଥାନରେ ଫିଟ୍‌ ହୁଏନ୍ତିି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା…
ଅଧିକ ଖବର ଦେଖନ୍ତୁ...

ପୁଣି ଦୁଷ୍କର୍ମ: ୭ ବର୍ଷୀୟ ନାବାଳିକାକୁ ଶିକାର ବନାଇଲା ୧୫ ବର୍ଷିଅ ନାବାଳକ

ରାଉରକେଲା: ବିଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଜନିତ ଘଟଣା ବଢ଼ିଛି। ଦୁଷ୍କର୍ମ ଜନିତ ମାମଲା ଅଭିଯୋଗ ଆସିବା ଫଳରେ ବହୁ ଅଭିଯୁକ୍ତ ପୁଲିସର ଫନ୍ଦାକୁ ଆସିଛନ୍ତି। କିନ୍ତୁ ଲାଭ କିଛି ହେଉନାହିଁ। ଦୁଷ୍କର୍ମୀମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନଥିବାରୁ ପରବର୍ତ୍ତୀ ସମୟରେ…
ଅଧିକ ଖବର ଦେଖନ୍ତୁ...