Daily Archives

June 20, 2018

୩ଟି ଜିଲ୍ଲା ଦୌରାଜଜ ପଦକୁ ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୩ଟି ଜିଲ୍ଲା ଦୌରାଜଜ ପଦକୁ ମଞ୍ଜୁରୀ ଦେଇଛନ୍ତି। ସେହିଭଳି ନବୀନ ଜଗତସିଂହପୁର, ଝାରସୁଗୁଡ଼ା ଓ ଦେବଗଡ଼ରେ ପରିବାର ଅଦାଳତ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ଏହି ୩ଟି କୋର୍ଟ ପାଇଁ ୩୩ଟି ଅନ୍ୟାନ୍ୟ ପଦକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରୁ ଅଳିଆ ଫିଙ୍ଗୁଥିବାରୁ ଅନୁଷ୍କା ଶର୍ମାଙ୍କଠାରୁ ଗାଳି ଖାଇଥିବା ଯୁବକ ବି ଜଣେ ବଲିଉଡ୍‌ କଳାକାର ! ଜାଣନ୍ତୁ ସେ…

ମୁମ୍ବାଇ : କିଛି ଦିନ ତଳେ ରାସ୍ତାକଡ଼ରେ ପ୍ଲାଷ୍ଟିକ ଫିଙ୍ଗୁଥିବାରୁ ଅନୁଷ୍କା ଶର୍ମା ଜଣେ ଯୁବକଙ୍କୁ ଗାଳି ଦେଉଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡ଼ିଓ ବିରାଟ କୋହଲି ନିଜ ଟ୍ଵିଟର ଆକାଉଣ୍ଟରେ ଅପ୍‌ଲୋଡ଼ କରି ଏପରି ନ କରିବା ପାଇଁ ଲୋକମାନଙ୍କୁ ଉପଦେଶ ଦେଇଥିଲେ । ତେବେ ଏହି ଭିଡ଼ିଓ…
ଅଧିକ ଖବର ଦେଖନ୍ତୁ...

ଚା’ ବିକି ମାସକୁ ମାତ୍ର ୬ ହଜାର ଟଙ୍କା ରୋଜଗାର କରନ୍ତି ବାପା ! ଝିଅକୁ ମିଳିଲା ୨ କୋଟିର ସ୍କଲାରସିପ୍, ଆମେରିକାର…

ଲକ୍ଷ୍ନୌ: ପ୍ରତି ବାପା-ମାଙ୍କର ସ୍ବପ୍ନ ଥାଏ ସୋମନଙ୍କ ପିଲା ତାଙ୍କ ଠାରୁ ଅଧିକ ସଫଳ ହୁଅନ୍ତୁ। ସେଥିପାଇଁ ନିଜ ପିଲାମାନଙ୍କୁ ଭଲ ପାଠ ପଢାଇବା ପାଇଁ ବାପା ମା’ ମାନେ ଅନେକ ପରିଶ୍ରମ କରିଥାନ୍ତି । ଯେଉଁ ପିଲାମାନେ ତାଙ୍କ ଅଭିଭାବକଙ୍କର ପରିଶ୍ରମର ସଦୁପଯୋଗ କରି ଜୀବନରେ ସଫଳତା ହାସଲ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ପକୁଡ଼ି ବିକା ପରାମର୍ଶରେ ଅନୁପ୍ରାଣିତ ହୋଇ ସଫଳ ହେଲେ ଏହି ବେରୋଜଗାର, ମାସକୁ କରୁଛନ୍ତି ୯ ଲକ୍ଷ ରୋଜଗାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିକୁ ଚାକିରି ପଛରେ ନଗୋଡ଼ାଇ ପକୁଡ଼ି ଛାଣିବାକୁ ଦେଇଥିବା ପରାମର୍ଶ କେବଳ ବାବାଦ ସୃଷ୍ଟି କରି ନଥିଲା, ବରଂ ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନ ସୁଧୁରି ଯାଇଛି। ଭଦୋଦରାର ବାସିନ୍ଦା ନାରୟାଣ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ…
ଅଧିକ ଖବର ଦେଖନ୍ତୁ...

ଚୀନ ଧୀରେ ଧୀରେ ପାକିସ୍ତାନକୁ ଗିଳିବାକୁ ବସିଛି : ଅନ୍ତର୍ଜାତୀୟ ରିପୋର୍ଟ

ଆମଷ୍ଟରଡାମ : ଚୀନ ଧୀରେ ଧୀରେ ପାକିସ୍ତାନକୁ ଗିଳିବାକୁ ବସିଛି ।  ଚୀନ-ପାକିସ୍ତାନ ଆର୍ଥିକ କରିଡର ବା ସିପିଇସି ମାଧ୍ୟମରେ ଚୀନ ପାକିସ୍ତାନରେ କୋଟି କୋଟି ଡଲାର ନିବେଶ କରୁଛି । ପାକିସ୍ତାନ ଭାବୁଛି ଯେ ଏହା ଦ୍ୱାରା ତାହାର ବିକାଶ ହେବ, କିନ୍ତୁ ପାକିସ୍ତାନ ଧୀରେ ଧୀରେ ଚୀନର ଏକ ଉପନବେଶରେ…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ଷ୍ଟାଡିୟମ୍‌ରେ ପ୍ରବଳ ଦର୍ଶକ ସତ୍ତ୍ୱେ ବିଅର ଶିଳ୍ପକୁ ପହଞ୍ଚିପାରୁ ନାହିଁ ଲାଭ

ମସ୍କୋ: ବିଶ୍ୱର କୋଣ ଅନୁକୋଣରୁ ଫୁଟବଲ୍‌ ପ୍ରଶଂସକମାନେ ଫିଫା ବିଶ୍ୱକପ୍‌ ଦେଖିବା ପାଇଁ ରୁଷିଆକୁ ପହଞ୍ଚିଛନ୍ତି। ଗତ ଜୁନ ୧୪ରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ଆଗାମୀ ଜୁଲାଇ ୧୫ରେ ଫାଇନାଲ ହେବ। ରୁଷିଆର ବାର୍‌, ବିୟର ଗାର୍ଡେନ ଓ କ୍ରାଫ୍ଟ ବିୟର ପବସ୍‌ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।…
ଅଧିକ ଖବର ଦେଖନ୍ତୁ...

ସମାଲୋଚକଙ୍କୁ ସୋନାଙ୍କ ଧମକ ଭରା ଟୁଇଟ୍ ! ଚୁପ୍‌ ହୁଅ ନ ହେଲେ ମୁଁ ଚଣ୍ଡୀଙ୍କ ଭଳି ନଗ୍ନ ହୋଇଯିବି…!!

ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳଶଇଳ’କୁ ଗାୟିକା ସୋନା ମହାପାତ୍ର ବିକୃତ ଉଚ୍ଚାରଣ କରି ଗାଇବା ପରେ ଓଡ଼ିଆ ଭାଷାପ୍ରେମୀ ଓ ଜଗନ୍ନାଥ ପ୍ରେମୀମାନେ ସୋନାଙ୍କୁ ଟୁଇଟର୍‌ରେ ବହୁ ତିରସ୍କାର କରି ଟୁଇଟ୍‌ କରିଥିବାର ଗତ ୨ ଦିନ ମଧ୍ୟରେ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଏହି ଜୁସ୍‌ ପିଇଲେ ଆପଣଙ୍କୁ ଜଣେ ଶିଶୁ ପରି ନିଦ ଘାରିବ, ଦୂର ହେବ ଅନିଦ୍ରା ସମସ୍ୟା!

ସନ୍ଥ ଦଲାଇ ଲାମାଙ୍କ ଅନୁସାରେ, ‘ଉତ୍ତମ ନିଦ୍ରା ହେଉଛି ଜଣେ ବ୍ୟକ୍ତି ପାଇଁ ସବୁଠାରୁ ଭଲ ଧ୍ୟାନ’। ଜଣେ ବ୍ୟକ୍ତିକୁ ଯଦି ଠିକ୍‌ ଭାବେ ନିଦ୍ରା ହେଉଛି ତେବେ ଆମେ ନିଶ୍ଚିତ ହୋଇଯିବା ଉଚିତ ଯେ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ସୁସ୍ଥ। ମନେରଖନ୍ତୁ ଉତ୍ତମ ନିଦ୍ରା ଅର୍ଥାତ ଅତିରିକ୍ତ ନିଦ ନୁହେଁ।…
ଅଧିକ ଖବର ଦେଖନ୍ତୁ...

ଆଜି ବଜାରକୁ ଆସିଛି ସାସମଙ୍ଗ୍‌ ଗାଲାକ୍ସି ଏସ୍‌୯+ ସନରାଇଜ୍‌ ଗୋଲ୍ଡ ଏଡିସନ୍‌

ଭୁବନେଶ୍ୱର : ସାମସଙ୍ଗ ପକ୍ଷରୁ ଏହାର ସର୍ବାଧିକ ବିକ୍ରି ହେଉଥିବା ଗାଲାକ୍ସି ଏସ୍‌୯+ ସ୍ମାର୍ଟଫୋନ୍‌କୁ ନୂଆ ସନ୍‌ରାଇଜ୍‌ ଗୋଲ୍ଡ ଏଡିସନ୍‌ରେ ଉନ୍ମୋଚନ କରାଯାଇଛି। ୧୨୮ ଜିବି ମୋମରି ଭାରିଆଣ୍ଟରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍‌ ହେଉଛି ସାମସଙ୍ଗ୍‌ର ପ୍ରଥମ ଫୋନ୍‌ ଯାହାକୁ ସାଟିନ୍‌…
ଅଧିକ ଖବର ଦେଖନ୍ତୁ...

ଆଇସିସି ଓ୍ଵାଲର୍ଡ ଟେଷ୍ଟ ଚମ୍ପଅନ୍‌ସିପ୍‌: ଆସନ୍ତାବର୍ଷ ଜୁଲାଇରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବ ଭାରତ

ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ଆଇସିସି ଓ୍ଵାଲର୍ଡ ଟେଷ୍ଟ ଚମ୍ପିଅନସିପ୍‌ ୨୦୧୯ ଜୁଲାଇ ୧୫ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଭାରତ ଓୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବ। ଆଇସିସି ପକ୍ଷରୁ ବୁଧବାର ଆଗାମୀ ପାଞ୍ଚ ବର୍ଷ(୨୦୧୮-୨୦୨୩) ପାଇଁ ଫ୍ୟୁଚର ଟୁର ପ୍ରୋଗ୍ରାମ(ଏଫଟିପି) ଜାରି…
ଅଧିକ ଖବର ଦେଖନ୍ତୁ...