Daily Archives

June 22, 2018

ଫିଫା ବିଶ୍ୱକପ୍‌: ଶେଷ ମୁହୂର୍ତ୍ତରେ କୋଷ୍ଟାରିକା ବିପକ୍ଷରେ ବ୍ରାଜିଲର ବିଜୟ

ସେଣ୍ଟ ପିଟରର୍ସବର୍ଗ: ଫିଲିଟ କୋଟିହ୍ନା(୯୧ ମିନିଟ) ଓ ଷ୍ଟାର ଖେଳାଳି ନେମାରଙ୍କ ପକ୍ଷରୁ ଇଞ୍ଜୁରି ସମୟରେ ଦିଆଯାଇଥିବା ଗୋଲ ମାଧ୍ୟମରେ ବ୍ରାଜିଲ ସେଣ୍ଟ ପିଟର୍ସବର୍ଗ ଷ୍ଟାଡିୟମରେ କୋଷ୍ଟାରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ବିଜୟ ମିଳିବା ପରେ ବ୍ରାଜିଲ ଅନ୍ତିମ ୧୬ ଟିମ୍‌ରେ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ କେତେକ ନୂଆ ଧରଣର ଟିଭି ବଜାରକୁ ଛାଡିବ ସାମସଙ୍ଗ

ନୂଆଦିଲ୍ଲୀ : କଂଜ୍ୟୁମର୍‌ ଇଲେକ୍ଟୋନିକ୍ସ ବ୍ରାଣ୍ଡ୍‌ ସାମସଙ୍ଗ ପକ୍ଷରୁ ୨୦୧୮ ବର୍ଷ ନିମନ୍ତେ ଭାରତୀୟ ବଜାର ପାଇଁ ଉତ୍ପାଦଗୁଡ଼ିକ ବିଷୟରେ ଘୋଷଣା କରାଯାଇଛି। ନିଜର ଫ୍ଲାଗ୍‌ସିପ୍‌ ମଡେଲ୍‌ କ୍ୟୁଏଲ୍‌ଇଡିରେ ନୂଆ ମଡେଲ୍‌ ଆଣିବା ସହିତ ସାମସଙ୍ଗ ପକ୍ଷରୁ ମିଡ୍‌-ରେଞ୍ଜ ୟୁଏଚ୍‌ଡିରେ ମଧ୍ୟ ନୂଆ…
ଅଧିକ ଖବର ଦେଖନ୍ତୁ...

ରେଷ୍ଟୁରାଣ୍ଟ୍‌ରେ ଟେବୁଲ୍‌ ପାଇବାକୁ ନିଜକୁ ପ୍ରଧାନମନ୍ତ୍ରୀ ପରିଚୟ ଦେଲେ ବାପ, ଟୁଇଟର୍‌ରେ ଭିଡିଓ ଅପ୍‌ଲୋଡ କରି ମଜା…

ମାର୍କେସ: ବେଳେ ବେଳେ ଏମିତି କିଛି ସାମ୍ନାକୁ ଚାଲିଆସେ ଯାହାକୁ ଦେଖିବା ପରେ ହସ ଆଉ ବୋଲ ମାନେ ନାହିଁ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖି ଆପଣ ବି ନିଜ ହସ ରୋକିପାରିବେ ନାହିଁ। କେମିତି ନିଜ ପ୍ରିୟ ରେଷ୍ଟୁରାଣ୍ଟ୍‌ରେ ଟେବୁଲ୍‌ ବୁକ୍‌ କରାଇବା ପାଇଁ ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ପୁଅକୁ ଘରକୁ ଫେରି ଆସିବାକୁ ସୋସିଆଲ୍‌ ମିଡିଆରେ ବୃଦ୍ଧ ବାପ ପୋଷ୍ଟ୍‍ କଲେ ହୃଦୟ ବିଦାରକ ଭିଡିଓ

ଶ୍ରୀନଗର: ‘ମୋ ପୁଅଟାରେ! ଭଗବାନଙ୍କ ପାଇଁ ଫେରିଆ। ତୁ ଆମ ସମସ୍ତଙ୍କୁ ଅସୁବିଧାରେ ପକାଇ ଦେଇଛୁ। ଆମେ କେମିତି ବଞ୍ଚିବୁ? ପୂର୍ବରୁ ମୁଁ ହିଁ କେବଳ ବେମାରରେ ପଡ଼ିଥିଲି। ଏବେ ତୋ ମାଆର ସ୍ୱାସ୍ଥ୍ୟବସ୍ଥା ବି ଭଲ ନାହିଁ। ଆମେ କ’ଣ ଏହି ଦିନ ଦେଖିବାକୁ ତୋତେ ପାଳିଥିଲୁ?’ ଅନନ୍ତନାଗର ଜଣେ ବୟସ୍କ…
ଅଧିକ ଖବର ଦେଖନ୍ତୁ...

ଆଉ ଜଣେ ପ୍ରଦ୍ୟୁମ୍ନର କଥା! ସ୍କୁଲ୍‌ ଗାଧୁଆଘରୁ ମିଳିଲା ନବମ ଶ୍ରେଣୀ ଛାତ୍ରର ମୃତଦେହ

ଭଡ଼ୋଦରା: ପ୍ରଦ୍ୟୁମ୍ନର କାହାଣୀ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ସଂପୂର୍ଣ୍ଣ ନଲିଭୁଣୁ ଭଡ଼ୋଦରାରେ ଦେଖିବାକୁ ମିଳିଛି ସେହିପରି ଆଉ ଏକ ଘଟଣା। ଭଡ଼ୋଦରାର ଏକ ସ୍କୁଲ୍‌ ଗାଧୁଆଘର ଭିତରୁ ଜଣେ ନବମ ଶ୍ରେଶୀ ଛାତ୍ରର ମୃତଦେହ ମିଳିବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସହରର ବାରଣପୁର…
ଅଧିକ ଖବର ଦେଖନ୍ତୁ...

ଫଳଠାରୁ ପତ୍ର ଆହୁରୀ ଉପକାରୀ; ଜାଣନ୍ତୁ ଅମୃତଭଣ୍ଡା ପତ୍ର କେଉଁ କେଉଁ ରୋଗ ସହ ଲଢ଼ିପାରେ

ସବୁଠାରୁ ଲୋକପ୍ରିୟ ଫଳ ମଧ୍ୟରୁ ଅମୃତଭଣ୍ଡା ଅନ୍ୟତମ। ଏହି ଫଳ ଭିତରେ ଯେତିକି ପରିମାଣର ମଞ୍ଜି ରହିଥାଏ ପ୍ରାୟ ସେତିକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାକୁ ଏହା ଦୂର କରିପାରେ ବୋଲି ଧରିନିଅନ୍ତୁ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଉପାଦାନ ରହିଥିବା ସହ ଏହା ହଜମ ଶକ୍ତି ବୃଦ୍ଧି କରାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ରେ ଏକାଠି ଯାଉଥିବାରୁ ପୁଅ-ଝିଅଙ୍କୁ ଧରି ବାହା କରାଇଦେଲେ ସ୍ଥାନୀୟ ଲୋକେ

ଗୌହ୍ଵାଟୀ: ଆସାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମଟରସାଇକେଲ୍‌ରେ ଜଣେ ପୁଅ ସହ ଜଣେ ଝିଅକୁ ଏକତ୍ର ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ନାଚିବାକୁ ଅସହଜ ମନେ ହେବାରୁ ଗୀତ ବଦଳାଇବାକୁ କହିଲେ ଐଶ୍ୱର୍ଯ୍ୟା, ଏହି ଗୀତରେ ନାଚୁଥିଲେ ଓ ବଦଳିବା ପରେ ଏମିତି ହେଲା…

ମୁମ୍ବାଇ: ବଚ୍ଚନ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ଫନ୍ନେ ଖାଁ’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ର ସୁଟିଂ ସମୟରେ ଏଥିରେ ଥିବା ଏକ ଗୀତରେ ନାଚିବାକୁ ଅସହଜ ମନେ ହେବାରୁ ନୀଳନୟନା ସେହି ଗୀତର ପଦ ବଦଳାଇବା ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଡେଲ୍‌ଙ୍କ ସ୍ତନ୍ୟପାନ ଫଟୋ ମାମଲାରେ ରାୟ ଦେଲେ କୋର୍ଟ; ‘ଅଶ୍ଳୀଳତା ଛବିରେ ନୁହେଁ, ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ…

କେରଳ: କେରଳର ଏକ ପତ୍ରିକା କଭର୍‌ ଉପରେ ମଡେଲ୍‌ ଜିଲୁ ଜୋସେଫ ଶିଶୁଟିକୁ ସ୍ତନ୍ୟପାନ କରାଉଥିବାର ଏକ ଫଟୋ ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ସର୍ବସାଧାରଣରେ ସନ୍ତ୍ୟପାନ ଓ ଏଭଳି ପତ୍ରିକା କଭର୍‌ରେ ଖୋଲାଖୋଲି ସ୍ତନ୍ୟପାନ ଦୃଶ୍ୟ ପ୍ରଦର୍ଶନ ଅଶ୍ଳୀଳତା ବୋଲି କିଛି ମାସ ତଳେ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍‌ ବର୍ଜନ, ଅନେକ ରୋଗର ସମାଧାନ; ଏହି ଉପାୟ ଅବଲମ୍ବନ କରି ନିଜକୁ କରିପାରିବେ ରୋଗ ମୁକ୍ତ

ଆଜିକାଲି ଯେଉଁଭଳି ଭାବେ ପ୍ଲାଷ୍ଟିକ୍‌ର ବ୍ୟବହାର ବଢ଼ି ଚାଲିବାରେ ଲାଗିଛି ତାହାକୁ ରୋକିବା ଏକ ପ୍ରକାରର ଅସମ୍ଭବ ମନେ ହେଲାଣି। ପ୍ଲାଷ୍ଟିକ୍‌ ପକେଟ୍‌ରେ ଓ ଡବାରେ ଖାଦ୍ୟ, ପ୍ଲାଷ୍ଟିକ୍‌ ବୋତଲରେ ପାଣିରୁ ଆରମ୍ଭ ନେଇ ଛୁଞ୍ଚିରୁ ବିମାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି…
ଅଧିକ ଖବର ଦେଖନ୍ତୁ...