Daily Archives

June 22, 2018

ଗୁଳିମାଡ଼: ଅନୁଗୁଳରେ ଗୁରୁତର ଭାବେ ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି, ଏରସମାରେ ଫାଙ୍କା ଗୁଳି ଚଳାଇଲେ ଦୁର୍ବୃତ୍ତ

ଅନୁଗୁଳ/ଜଗତସିଂହପୁର: ପୁଲିସର ଦୁର୍ବଳତାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଶୁକ୍ରବାର ୨ଟି ସ୍ଥାନରେ ଗୁଳିମାଡ଼ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଦାଦାବଟିକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଅନୁଗୁଳ ଫାୟାର ଷ୍ଟେସନ ନିକଟ ଜାତୀୟ ରାଜପଥ ୫୫ ନମ୍ବର ଉପରେ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସୋନମ ଗୀତ ଗାଉଥିବା ସମୟର ଭିଡିଓକୁ ଇନ୍‌ଷ୍ଟାରେ ପୋଷ୍ଟ୍‍ କଲେ ଆନନ୍ଦ

ମୁମ୍ବାଇ: ନିକଟରେ ‘ଭିରେ ଦି େଓ୍ଵଡିଂ’ରେ ଦେଖିବାକୁ ମିଳିଥିବା ବଲିଉଡ୍‌ ଅଭିନେତ୍ରୀ ସୋନମ ଏବେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଛୁଟି କାଟୁଛନ୍ତି। ଏହି ଦମ୍ପତି ମେ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସତ୍ତ୍ୱେ ସୋନମଙ୍କ ବ୍ୟସ୍ତବହୁଳତା ହେତୁ ସେ ଦୁହେଁ ବିଶେଷ ଏକତ୍ର ଦେଖିବାକୁ ମିଳି…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ନିୟମ ବୁଝାଇବାକୁ ମୁମ୍ବାଇ ପୁଲିସ୍‌ ବ୍ୟବହାର କଲା ‘ଧଡକ’ ଚଳଚ୍ଚିତ୍ରର ଦୃଶ୍ୟ ଓ ସଂଳାପ

ମୁମ୍ବାଇ: ଟ୍ରାଫିକ୍‌ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମୁମ୍ବାଇ ପୁଲିସ୍‌ ଏକ ଅଭିନବ ପ୍ରୟାସ କରି ଏବେ ଚର୍ଚ୍ଚାରେ ରହିଛି। ଟୁଇଟର୍‌ରେ ଏକ ଟ୍ରାଫିକ୍‌ ମାର୍ଗଦର୍ଶିକା ଜାରି କରିବା ପାଇଁ ମୁମ୍ବାଇ ପୁଲିସ୍‌ ଜାହ୍ନବୀ କପୁର୍‌ ଅଭିନୀତ ‘ଧଡ଼କ’ ଚଳଚ୍ଚିତ୍ରର ଏକ ସଂଳାପ ବ୍ୟବହାର କରିଥିବା…
ଅଧିକ ଖବର ଦେଖନ୍ତୁ...

ସିବିଆଇକୁ ଧକ୍କା, ଅଗଷ୍ଟା ହେଲିକାପ୍ଟର ଦୁର୍ନୀତି ଅଭିଯୁକ୍ତ ଗେରେସାକୁ ପ୍ରତ୍ୟାର୍ପଣ ପାଇଁ ମନାକଲା ଇଟାଲୀ

ନୂଆଦିଲ୍ଲୀ : ୟୁପିଏ ସରକାରଙ୍କ ଅମଳରେ ହୋଇଥିବା ୩୭୨୭ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର କିଣି ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇକୁ ଏକ ଶକ୍ତ ଧକ୍କା ମିଳିଛି । ଏହି କାରବାରରେ ସଂପୃକ୍ତ ଥିବା ଇଟାଲୀୟ ଦଲାଲ କାର୍ଲୋ ଭାଲେଣ୍ଟିନୋ ଗେରୋସାଙ୍କୁ ସିବିଆଇ ହାତରେ ପ୍ରତ୍ୟାର୍ପଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ବିରୋଧ ସତ୍ତ୍ୱେ ଚାବାହାର ବନ୍ଦରକୁ କାର୍ଯ୍ୟକ୍ଷମ କରିବ ଭାରତ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ଯ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି । କେନ୍ଦ୍ର ଜଳ ସମ୍ବଳ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଦୁଶାନବେର ଭାରତୀୟ ଦୂତାବାସରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ ଏହା କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିଦେଶଗସ୍ତରେ ବିରାଟ, ବିମାନ ବନ୍ଦରରେ ସ୍ୱାମୀଙ୍କୁ ଆଲିଙ୍ଗନ କରି ଶୁଭକାମନା ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଶୁକ୍ରବାର ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ମ୍ୟାଚ ପାଇଁ ବିଦେଶ ଯାତ୍ରା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ପରେ ଭାରତୀୟ ଟିମ୍‌କୁ ଇଂଲଣ୍ଡରେ ତିନିଟି ଟି-୨୦, ତିନିଟି ଓ୍ଵାନ୍‌ଡେ ଓ ପାଞ୍ଚଟି ଟେଷ୍ଟ ମ୍ୟାଚ ଖେଳିବାର ଅଛି।…
ଅଧିକ ଖବର ଦେଖନ୍ତୁ...

ଛୋଟ ପୋଷାକରେ ଯୋଗାଭ୍ୟାସ କରୁଥିବା ଦୃଶ୍ୟକୁ ପୋଷ୍ଟ କରି ଟ୍ରୋଲ ହେଲେ ହିନା

ନୂଆଦିଲ୍ଲୀ: ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ ହିନା ଖାନ୍‌ ପୁଣିଥରେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ଯୋଗ ଦିବସ ଅବସରରେ ସେ ଯୋଗାଭ୍ୟାସ କରୁଥିବା ସମୟର କେତେଟି ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ସେ ଟ୍ରୋଲ ହୋଇଛନ୍ତି। ହିନା ଖାନ୍‌ ଏହି ଫଟୋ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୧୦ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ସରକାର ପତ୍ତନ ହେବା ପରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କମ୍‌ ହୋଇ ନାହିଁ। ଆତଙ୍କବାଦୀମାନେ ପୁଲବାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଯବାନଙ୍କ ସମେତ ୧୦ ଜଣ ସୁରକ୍ଷା ବାହିନୀ ଆହତ ହୋଇଛନ୍ତି। ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ବାପ-ଝିଅଙ୍କ ଏହି ସାହସିକତା ପାଇଁ ବର୍ତ୍ତିଲା ୨ହଜାର ଲୋକଙ୍କ ଜୀବନ, ଘରକୁ ଭୋଜନ ପାଇଁ ଦୁହିଁଙ୍କୁ ନିମନ୍ତ୍ରଣ କଲେ…

ନୂଆଦିଲ୍ଲୀ: ତ୍ରିପୁରାର ଅଗରତଲାରେ ବସବାସ କରୁଥିବା ଗରିବ ବାପ-ଝିଅଙ୍କ ହେତୁ ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଜଙ୍ଗଲରେ କାଠ କାଟି ନିଜର ଗୁଜୁରାଣ ମେଣ୍ଟାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନ୍‌ର ଲୋକୋପାଇଲଟଙ୍କୁ…
ଅଧିକ ଖବର ଦେଖନ୍ତୁ...

ସେଚେଲସ୍‌ର ଆଭ୍ୟନ୍ତରୀଣ ଦ୍ୱୀପରେ ଭାରତର ନୌସେନା ଘାଟୀ ପ୍ରତିଷ୍ଠା ଚୁକ୍ତି ବାତିଲ!

ନୂଆଦିଲ୍ଲୀ: ଭାରତ ମହାସାଗର ମଧ୍ୟରେ ଅବସ୍ଥିତ ଦ୍ୱୀପପୁଞ୍ଜ ରାଷ୍ଟ୍ର ସେଚେଲସ୍‌ର ଏକ ଆଭ୍ୟନ୍ତରୀଣ ଦ୍ୱୀପରେ ଏକ ନୌସେନା ଘାଟୀ ପ୍ରତିଷ୍ଠା ପାଇଁ ଭାରତର ଯୋଜନା ବିଫଳ ହୋଇଯାଇଛି। ସେଚେଲସ୍‌ର ଆଭ୍ୟନ୍ତରୀଣ ଦ୍ୱୀପ ଆସମ୍ପସନ୍‌ରେ ଭାରତୀୟ ନୌସେନାର ଏକ ସାମରିକ ଘାଟୀ ପ୍ରତିଷ୍ଠା ନିମନ୍ତେ ଭାରତ ଓ…
ଅଧିକ ଖବର ଦେଖନ୍ତୁ...