Daily Archives

June 24, 2018

ଫିଫା ବିଶ୍ୱକପ୍‌: ଅଧିନାୟକ କେନ୍‌ଙ୍କ ହ୍ୟାଟିକ୍‌ ଗୋଲ୍‌, ଅନ୍ତିମ ୧୬ରେ ଇଂଲଣ୍ଡ

ନିଜନି ନୋଭଗୋଗ୍ରାଡ(ରୁଷିଆ): ଅଧିନାୟକ ହେରି କ୍ୟାନ୍‌ଙ୍କ ହ୍ୟାଟିକ୍‌ ଓ ଜନ୍‌ ଷ୍ଟୋନସ୍‌ଙ୍କ ୨ଟି ଗୋଲ ବଳରେ ଇଂଲଣ୍ଡ ୬-୧ରେ ପାନାମାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ୨୧ତମ ସଂସ୍କରଣର ଗ୍ରୁପ-ଜି ମ୍ୟାଚ୍‌ରେ ରବିବାର ଇଂଲଣ୍ଡ ଗୋଲ ବର୍ଷା କରିଛି। ଆଜିର ବିଜୟ ସହିତ ଇଂଲଣ୍ଡ ଗ୍ରୁପ…
ଅଧିକ ଖବର ଦେଖନ୍ତୁ...

ସଚ୍ଚୋଟ ଲୋକମାନଙ୍କ ଆଖି ପାଖରେ ରହିଥାଏ ଏହି ଚିହ୍ନ: ଗବେଷଣା

ଏମିତି ଦେଖିବାକୁ ଗଲେ ଲୋକମାନଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ଶରୀରରେ ବୟସ ରେଖା ଦେଖାଯିବା ଆରମ୍ଭ ହୋଇଥାଏ । କିନ୍ତୁ କିଛି ଦିନ ତଳେ ହୋଇଥିବା ଗବେଷଣାରୁ ଜଣା ପଡ଼ିଛି କି, ହସିବା ସମୟରେ ଯଦି ଲୋକମାନଙ୍କ ଆଖିପାଖରେ ବୟସ ରେଖା ଦେଖା ଦେଉଛି, ତେବେ ସେମାନେ ଅନ୍ୟ ଲୋକମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ଜାକ୍‌ଲିନ୍‌ଙ୍କ ପ୍ରଥମ ହଲିଉଡ୍‌ ହରର୍‌ ଫିଲ୍ମ ‘ଡେଫିନେସନ ଅଫ୍‌ ଫିୟର’ର ଟ୍ରେଲର, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଫିଲ୍ମ ‘ରେସ୍‌-୩’ । ଫିଲ୍ମ ରିଲିଜ ପରେ ଏଥିରେ ଥିବା ଚରିତ୍ରକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼୍‍ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡ଼ିଜ୍‌ । ବଲିଉଡ଼୍‍ରେ ନିଜର ସ୍ଥାନ ସୁଦୃଢ଼ କରିବା ପରେ ଏବେ ହଲିଉଡ଼୍‍ରେ ନିଜ ସ୍ଥାନ ବନାଇବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ବିହାର ବୋର୍ଡ଼ର ଅବହେଳା: ଛାତ୍ରଙ୍କୁ କଲେ ଛାତ୍ରୀ

ପାଟନା: ବିହାର ବୋର୍ଡ଼ କରିଥିବା ଏକ ବଡ଼ ଅବହେଳା ଏବେ ସାମ୍ନାକୁ ଆସିଛି । ବିହାର ବୋର୍ଡ଼ ଦ୍ୱାରା ସଞ୍ଚାଳିତ ସୀମୁଲତଲା ଆବାସୀୟ ବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ବଡ଼ ଅବହେଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୀମୁଲତଲା ଆବାସୀୟ ବିଦ୍ୟାଳୟରେ କରାଯାଉଥିବା ମୁଖ୍ୟ ପ୍ରବେଶିକା ପରୀକ୍ଷାରେ କିଛି…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ କାଷ୍ଟିଙ୍ଗ କାଉଚ୍‌ର ଶିକାର ହେଲେ ମହିଳା, ଅଭିଯୋଗ ପରେ ଫିଲ୍ମ ନିର୍ମାତାଙ୍କୁ ଗିରଫ କଲା ପୁଲିସ

କୋଲକାତା: ଏଭଳି ଖବର ଆଗରୁ ଅନେକ ଥର ଆସି ସାରିଛି । ଏଇ କିଛି ଦିନ ମଧ୍ୟରେ କାଷ୍ଟିଙ୍ଗ୍‌ କାଉଚ୍‌କୁ ନେଇ ଅନେକ ଅଭିନେତ୍ରୀ ମୁହଁ ଖୋଲିଥିଲେ ମଧ୍ୟ ଏହି ସମସ୍ୟା ଦୂର ହେବାର ନାଁ ନେଉ ନାହିଁ । ପଶ୍ଚିମବଙ୍ଗରେ ପୁଣି ଏକ କାଷ୍ଟିଙ୍ଗ କାଉଚ୍‌ର ମାମଲା ସାମ୍ନାକୁ ଆସିଛି । ଜଣେ ଫିଲ୍ମ ନିର୍ମାତା…
ଅଧିକ ଖବର ଦେଖନ୍ତୁ...

ବାଲିଗୁଡ଼ା-ସୀମନବାଡ଼ିି ରାସ୍ତାରେ ମାଓ ପୋଷ୍ଟର

କନ୍ଧମାଳ: ସୀମନବାଡ଼ି-ବାଲିଗୁଡା ଜାତୀୟ ରାଜପଥ ୫୯ ନମ୍ବରରେ ରବିବାର ମାଓବାଦୀ ପୋଷ୍ଟର ଲାଗିଛି। ମାଓବାଦୀମାାନେ ବାରଡିକିଲୁ ଗାଁରେ ଏହି ପୋଷ୍ଟର ରାତି ୮ଟାରେ ଲଗାଇଛନ୍ତି। ଏଥି ସହିତ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। କୁହାଯାଉଛି ଯେ, ଡୁଡୁକାମା ଓ ସୁଡ୍ରୁକୁମ୍ପା…
ଅଧିକ ଖବର ଦେଖନ୍ତୁ...

ପେଟ ବଢ଼ିବାକୁ ରୋକିବା ପାଇଁ ଚାହୁଁଛନ୍ତି କି? ଆଜି ହିଁ ପରିତ୍ୟାଗ କରନ୍ତୁ ଏହି ୩ଟି ଖାଦ୍ୟ…

ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକ କମ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ କରି ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ଏହାର ପ୍ରକୃତ କାରଣ ହେଉଛି ଜଙ୍କ ଫୁଡ଼୍‍ । ଘର ତିଆରି ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଗୋଟେ ମଣ୍ଡପରେ ୩ଜଣଙ୍କୁ ବିବାହ କଲେ ଦିବ୍ୟାଙ୍ଗ ବର, ଲିଭ୍‌ଇନ୍‌ରେ ରହିଥିଲେ ୧୨ବର୍ଷ

ଉଦୟପୁର: ଆଜିକାଲିର ଆଧୁନିକ ସମାଜରେ ଯୁବକ-ଯୁବତୀଙ୍କ ଲିଭ୍‌ଇନ୍‌ରେ ରହିବା ପାପ ବୋଲି ଧରା ଯାଉଥିବା ବେଳେ ରାଜସ୍ଥାନରେ ଏକ ଆଦିବାସୀ ସଂପ୍ରଦାୟ ରହିଛି ଯେଉଁଠି ଅନେକ ବର୍ଷ ତଳୁ ଏହି ପ୍ରଥା ଚାଲି ଆସୁଛି । ଏଠାରେ ଯୁବକ-ଯୁବତୀମାନେ ଯେତେ ଦିନ ଚାହିଁବେ ସେତେ ଦିନ ଲିଭ୍‌ଇନ୍‌ରେ ରହି ପାରିବାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଭଡ଼ା ଘରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଳ୍ପକେ ବର୍ତ୍ତିଲେ ଶିଶୁ କନ୍ୟା

ଖୋର୍ଦ୍ଧା: ଟାଉନ୍‌ ଥାନା ଅନ୍ତର୍ଗତ ସାମନ୍ତରାପୁର ଠେଙ୍ଗାହାଟ ନିକଟରେ ଥିବା ଏକ ଘର ଭିତରୁ ଦମ୍ପତ୍ତିଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ରବିବାର ସନ୍ଧ୍ୟାରେ ଉଦ୍ଧାର କରିଛି। କଟକ ଜିଲ୍ଲାର ବାଙ୍କି ଥାନା ଅନ୍ତର୍ଗତ ପଥୁରିପଡ଼ାର ଦମ୍ପତ୍ତି ଏଠି ଭଡ଼ାରେ ରହୁଥିଲେ। ଦୁର୍ଘଟଣାରୁ ୫ ବର୍ଷର…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ମାମଲା: ମିଶା ସଫିଙ୍କ ଉପରେ ମାନହାନି ମକଦ୍ଦମା କଲେ ଅଲ୍ଲୀ ଜଫର, ଜରିମାନା ମାଗିଲେ ୧୦୦କୋଟି ଟଙ୍କା

ଇସ୍ଲାମାବାଦ୍‌ : କିଛି ଦିନ ତଳେ ପାକିସ୍ତାନୀ ଗାୟିକା ଏବଂ ମଡ଼େଲ ମିଶା ସଫି ବଲିଉଡ଼୍‍ର ଜଣା ଶୁଣା ଅଭିନେତା ଅଲ୍ଲୀ ଜଫରଙ୍କ ଉପରେ ଯୌନ ଶୋଷଣର ଅରୋପ ଲାଗାଇଥିଲେ । ଅଭିନେତା ଅଲ୍ଲୀ ଜଫରଙ୍କ ଉପରେ ଏହି ଆରୋପ ଲାଗିବା ପରେ ଅନେକ ମହିଳା ଅଲ୍ଲୀଙ୍କ ଚରିତ୍ର ଉପରେ ପ୍ରଶ୍ନ କରିଥିଲେ । ଯାହା ଉପରେ…
ଅଧିକ ଖବର ଦେଖନ୍ତୁ...