Daily Archives

June 24, 2018

ସାତ୍‌ ଫେରା ପରେ ବର ଟଙ୍କା ନ ଗଣି ପାରିବାରୁ ବିବାହ ବେଦୀରୁ ଉଠିଗଲା କନ୍ୟା

ଜୌନ୍‌ପୁର: ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଘଟଣା । ବର-କନ୍ୟା ବେଦୀରେ ବସି ମନ୍ତ୍ର ଅଧା ପଢ଼ା ସାରିଥିବା ବେଳେ କନ୍ୟା ବିବାହ ପାଇଁ ମନା କରିଥିବା ଜଣା ପଡ଼ିଛି । ସାତ୍‌ ଫେରା ପରେ ବରକୁ କିଛି ଟଙ୍କା ଗଣିବା ପାଇଁ ଦିଆଯାଇଥିବା ବେଳେ ବର ସେ ଟଙ୍କାକୁ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର-ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣା: ୨୪ ମୃତ, ୧୯ ଗୁରୁତର

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ରବିବାର ଦୁଇଟି ଭିନ୍ନ ଦୁର୍ଘଟଣାରେ ୨୪ ଜଣ ଲୋଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୟାଦାରି ଜିଲ୍ଲାର ମୁସି ନଦୀରେ ଯାଉଥିବା ବେଳେ ଟ୍ରାକ୍ଟର ଓଲଟିବାରୁ…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍ରିନାଙ୍କ ସମ୍ମୁଖରେ ନିଜ ବିବାହକୁ ନେଇ ପଚରାଯାଇଥିବା ପ୍ରଶ୍ନର ଏଭଳି ଭାବରେ ଉତ୍ତର ରଖିଲେ ସଲମାନ ଖାନ୍‌

ମୁମ୍ବାଇ: ନିଜ ବିବାହକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ବଲିଉଡ଼୍‍ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ । ସେ କେବେ ଏବଂ କାହାକୁ ବିବାହ କରିବେ ସେ ନେଇ ବଲିଉଡ଼୍‍ରେ ସବୁ ବେଳେ ଚର୍ଚ୍ଚା ଲାଗି ରହିଥାଏ । ଅନେକ ସମୟରେ ବିବାହ ବିଷୟରେ ବଲିଉଡ଼୍‍ ଅଭିନେତା ସଲମାନଙ୍କୁ ପଚରାଗଲେ ସେ ସେହି…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିବା ପଡ଼ିଲା ମହଙ୍ଗା, ଦାମୀ ଉପହାରର ପ୍ରତିଶ୍ରୁତି ଦେଇ…

ମେଙ୍ଗାଲୁରୁ : କର୍ଣ୍ଣାଟକର ମେଙ୍ଗାଲୁରୁରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଅଜଣା ବିଦେଶୀ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି । ଦାମୀ ଉପହାର ଦେବାର ପ୍ରତିଶ୍ରୁତି ଦେଇ ଯୁବକଜଣଙ୍କ ୧୬ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଏକ ସଫଳତାର କାହାଣୀ: ୮୦ ଟଙ୍କାରୁ ବେପାର ଆରମ୍ଭ କରିଥିବା ବୃଦ୍ଧା ଏବେ ୮୦୦ କୋଟିର ମାଲିକାଣୀ

ବର୍ଷ ୧୯୫୯ରେ ଯେବେ ଯଶବନ୍ତୀ ବେନଙ୍କ ଉଦ୍ଦେଶ୍ୟ କେବଳ ପରିବାରର ଆମଦାନୀ ବାଇବା ପାଇଁ କିଛି ଟଙ୍କା ରୋଜଗାର କରିବାର ଥିଲା ସେ ନିଜ ସହିତ ଅନେକ ବେରୋଜଗାର ମହିଳାଙ୍କୁ ନେଲେ ଏବଂ ୧୦୦ ଟଙ୍କା ଉଧାର ନେଇ ପାମ୍ପଡ଼ ତିଆରି କରିବାର କାମ ଆରମ୍ଭ କଲେ। ଆଜି ତାଙ୍କ ଅଧୀନରେ ୪୦ ହଜାର ମହିଳା କାମ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ପରେ ତ୍ରିପୁରାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଅଗରତଲା: କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ ଅନଓ୍ଵରଙ୍କୁ ହତ୍ୟା କରାଯିବା ପରେ ତ୍ରିପୁରାରେ ମଧ୍ୟ ପାର୍ଟିର ଜଣେ ଯୁବ ନେତାଙ୍କୁ ହତ୍ୟା କରାଯାଇଛି। ତ୍ରିପୁରାର ରାଜଧାନୀ ଅଗରତଲାରେ ଶନିବାର ରାତି ୩୫ ବର୍ଷିଅ ବିଜେପି ନେତା ବିଶ୍ୱଜିତ ପାଲଙ୍କୁ ଗୁଳି କରି ଦୁର୍ବୃତ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଫଟୋସପ୍‌ ପ୍ରୟୋଗ କରି ବାବା ରାମଦେବଙ୍କର ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଫଟୋ ଅପ୍‌ଲୋଡ କରିଥିବା ବ୍ୟକ୍ତି ଗିରଫ

ଲକ୍ଷ୍ନୌ: ଯୋଗଗୁରୁ ବାବା ରାମଦେବଙ୍କ ଫଟୋକୁ ଫଟୋସପ୍‌ ଦ୍ୱାରା ଆପତ୍ତିଜନକ ଭାବେ ପ୍ରଦର୍ଶନ କରି ଏକ ସୋସିଆଲ୍‌ ମିଡିଆ ଗ୍ରୁପ୍‌ରେ ଅପ୍‌ଲୋଡ କରିଥିବା ଅଭିଯୋଗରେ ଉତ୍ତରପ୍ରଦେଶର ନୋଇଡା ପୁଲିସ୍‌ ଜଣେ ଅଭୁଯୁକ୍ତଙ୍କୁ ଗିରଫ କରିଛି। ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ନୋଇଡା ପୁଲିସ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପଙ୍କ ପ୍ରମୁଖ ସହଯୋଗୀ ସାରା ସେଣ୍ଡର୍ସଙ୍କୁ ବାହାର କରିଦେଲେ ରେଷ୍ଟୁରାଣ୍ଟ ମାଲିକ 

ଓ୍ଵାସିଙ୍ଗଟନ୍‌: ହ୍ଵାଇଟ୍‌ ହାଉସ୍‌ର ପ୍ରେସ ସେକ୍ରେଟେରୀ ସାରା ସେଣ୍ଡର୍ସକୁ ଶୁକ୍ରବାର ଏକ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। ମେକ୍ସିକୋ ନିକଟସ୍ଥ ଆମେରିକା ସୀମାରେ ପ୍ରବାସୀ ଶିଶୁଙ୍କୁ ତାଙ୍କ ମାତା-ପିତାଙ୍କ ଠାରୁ ଅଲଗା କରିବାର ବିବାଦ ଚାଲିଛି। ଟ୍ରମ୍ପ ପ୍ରଶାସନ ଉପରେ ବଢ଼ିଥିବା…
ଅଧିକ ଖବର ଦେଖନ୍ତୁ...

ଶ୍ମସାନରେ ଖଟିଆ ପକାଇ ଶୋଇଲେ ବିଧାୟକ, ଶ୍ରମିକଙ୍କ ଭୂତ ଭୟ ଦୂର କରିବା ପାଇଁ ନେଲେ ଏଭଳି ନିଷ୍ପତ୍ତି

ଭୋପାଳ: ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରି ଜିଲ୍ଲାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବିଧାୟକ ଶମ୍ରିକଙ୍କ ଭୂତ ଭୟ ଦୂର କରିବା ପାଇଁ ଶ୍ମସାନରେ ଖଟିଆ ପକାଇ ଶୋଇଛନ୍ତି। ପାଲାକୋଲ ବିଧାନସଭା ସିଟର ବିଧାୟକ ନିମ୍ମାଲା ରାମା ନାୟଡୁ ଶୁକ୍ରବାର ଅର୍ଥାତ୍‌ ଜୁନ୍‌ ୨୨ ତାରିଖରେ ଶ୍ମସାନରେ ହିଁ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ବେନିୟମ୍‌? ଦେବାକୁ ପଡ଼ିବ ଜରିମାନା

ମୁମ୍ବାଇ: ଆପଣ ହୁଏତ ଅନେକ ସମୟରେ କାହା ଗାଡ଼ିରେ ଲିଫ୍ଟ ନେଇ ଗନ୍ତବ୍ୟରେ ପହଞ୍ଚିବେ। ନଚେତ କେହି ନା କେହି ଆପଣଙ୍କୁ ଲିଫ୍ଟ ମାଗିଥିବେ କେବେ। ହେଲେ ଲିଫ୍ଟ ଦେଇ କେବେ କୌଣସି ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି କି? ଏବେ ମୁମ୍ବାଇର ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଚକିତ…
ଅଧିକ ଖବର ଦେଖନ୍ତୁ...