Daily Archives

June 24, 2018

ଏଣିକି ମାଛ ଖାଇଲେ କିମ୍ବା ବିକ୍ରି କଲେ ଏଠାରେ ଦେବାକୁ ପଡ଼ିବ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, ହୋଇପାରେ ଜେଲ

ଡିମାପୁର: ନାଗାଲ୍ୟାଣ୍ଡରେ କ୍ରିଷ୍ଟିସିୟନ୍‌ ସାମିଲ ଥିବା ମାଛ ବିକ୍ରି ଉପରେ ଅଙ୍କୁଶ ଲଗାଯାଇଛି। ଏହି ମାଛକୁ ଖାଇବା ଦ୍ୱାରା ଶରୀରକୁ ହାନି ପହଞ୍ଚିଥାଏ ବୋଲି ନାଗାଲ୍ୟାଣ୍ଡ ସରକାର ଖୁଲାସା କରିଛନ୍ତି। ରାଜ୍ୟର ଖାଦ୍ୟ ସୁରକ୍ଷା ଆଇନ ହିମା ଦୋ ଝିମୋମି ଏନେଇ ସୂଚନା ଦେଇଛନ୍ତି। ତେଣୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ନିକ୍‌ଙ୍କ ସହ ବନ୍ଧୁ ଆଲିଆ ଓ ଭଉଣୀ ପରିଣୀତିଙ୍କର ଭେଟ କରାଇଲେ ପ୍ରିୟଙ୍କା

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କ ନାମ ସହ ଅନେକ ଦିନ ହେବ ଯୋଡ଼ି ହୋଇଛି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ। ଗୁରୁବାର ଏହି ଚର୍ଚ୍ଚିତ ଯୁଗଳ ମୁମ୍ବାଇରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ମାଆ ମଧୁ ଚେପ୍ରାଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ରେଷ୍ଟୁରାଣ୍ଟରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକର କହିବାନୁସାରେ ନାବାଳିକା ଝିଅ ଏପରି କଲା ପିତାର ହତ୍ୟା

ଜବଲପୁର: ମଧ୍ୟପ୍ରଦେଶର ଜବଲପୁରରେ ପୁଲିସ ବେଲଖେଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଜଣେ୧୭ବର୍ଷୀୟ ନାବାଳିକା ନିଜ ପ୍ରେମିକ କଥାରେ ପଡ଼ି ପିତାକୁ ହତ୍ୟା କରିବାକୁ ବି ପଛାଇଲା ନାହିଁ। ବେଲଖେଡା ଥାନା ଅଧିକାରୀ ରାଜେନ୍ଦ୍ର ବାଗରି ରବିବାର କହିଛନ୍ତି, ମେଲି ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଦ୍ରୁତ ଗତିରେ ଚାଲିଛି କାମ, ୫୦% କାମ ଶେଷ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାକୁ ଯେତେ ଲୋକ ରାମଲଲାଙ୍କ ଦର୍ଶନ କରିବାକୁ ଆସିଥାନ୍ତି, ସେତେ ଲୋକ ଶ୍ରୀରାମ ଜନ୍ମଭୂମି କାର୍ଯ୍ୟଶାଳା ମଧ୍ୟ ଯାଇଥାନ୍ତି। ଏଠାକୁ ଲୋକ ଆସିବାର କାରଣ ହେଲା ଯେ, ପ୍ରସ୍ତାବିତ ରାମ ଜନ୍ମଭୂମି ମନ୍ଦିର କିଭଳି ହେବ। କେତେ ପ୍ରସ୍ତୁତ ହୋଇଛି ଓ କେବେ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ମାଆଙ୍କ ମୁହଁରୁ ଗୀତ ଶୁଣିବା ପରେ ଏହି ୧୦ ମାସିକ ଶିଶୁର ଭାବପ୍ରବଣତା ଆପଣଙ୍କୁ ଚକିତ କରିଦେବ, ଦେଖନ୍ତୁ ଭିଡିଓ

ସୋସିଆଲ୍‌ ମିଡିଆରେ ଅନେକ ସମୟରେ କୌତୁକିଆ କୁନି ପିଲାମାନଙ୍କର ଭିଡିଓ ସବୁ ଦେଖିବାକୁ ମିଳେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ଦେଖି ଆପଣ ଚକିତ ହୋଇଯିବେ। ଭିଡିଓଟିରେ ଦେଖିବାକୁ ମିଳୁଛି ୧୦ ମାସର ଶିଶୁଟିର ମାଆ ଗୀତ ଗାଇବାରେ ଲାଗିଛନ୍ତି। ତାଙ୍କ ଗୀତ ଶୁଣିବା ପରେ ଶିଶୁଟି…
ଅଧିକ ଖବର ଦେଖନ୍ତୁ...

ଚାମ୍ପିଅନ୍ସ ଟ୍ରଫି ହକି: ଅଲମ୍ପିକ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ହରାଇଲା ଭାରତ, ୨-୧ରେ ବିଜୟୀ

ବେଦ୍ରା(ନେଦରଲ୍ୟାଣ୍ଡ): ଭାରତୀୟ ପୁରୁଷ ହକି ଟିମ୍‌ ରବିବାର ଚାମ୍ପିଅନ୍ସ ଟ୍ରଫିର ୨ୟ ମୁକାବିଲାରେ ଅଲମ୍ପିକ ଚାମ୍ପିଅନ ଆର୍ଜେଣ୍ଟିନାକୁ ୨-୧ରେ ପରାସ୍ତ କରିଛି। ଏଥି ସହିତ ଭାରତ ଚଳିତ ଟୁର୍ଣ୍ଣାମେଣ୍ଟରେ ୨ୟ ବିଜୟ ହାସଲ କରିଛି। ପ୍ରଥମ ମୁକାବିଲାରେ ଭାରତ ଶନିବାର ଚିର ପ୍ରତିଦ୍ୱନ୍ଦୀ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷା ବାହିନୀଙ୍କର ଏନକାଉଣ୍ଟର, ୨ ଲସ୍କର ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରେ ରବିବାର ସୁରକ୍ଷା ବାହିନୀଙ୍କର ଏନକାଉଣ୍ଟରରେ ୨ଜଣ ଲସ୍କର ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ଅଂଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ କୁଲଗାମ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ମଶା କାମୁଡିବା ହେତୁ ମହିଳାଙ୍କ ଆଖି ତଳର ଚର୍ମ ଭିତରେ ରହିଯାଇଥିଲା ରକ୍ତ ଶୋଷକ କୀଟ…ଏପରି ଭାବେ ଜଣାପଡ଼ିଲା

ନୂଆଦିଲ୍ଲୀ: ଜଣେ ମହିଳାଙ୍କ ସହିତ ଏଭଳି ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ରୁସ୍‌ରେ ରହୁଥିବା ୩୨ବର୍ଷର ମହିଳାଙ୍କ ଆଖି ତଳେ ଏକ ଛୋଟିଆ କ୍ଷତ ଚିହ୍ନ ଥିଲା। କିଛିଦିନ ପରେ ମହିଳା ଦେଖିବାକୁ ପାଇଲେ କି ସେହି କ୍ଷତି ଚିହ୍ନଟି ସ୍ଥାନ ବଦଳାଉଛି। ଯେଉଁ କ୍ଷତ ଚିହ୍ନ…
ଅଧିକ ଖବର ଦେଖନ୍ତୁ...

ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବିଧା-ଚାପୁଡା ବି ହେଲା

ନୟାଗଡ଼: ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ମଧ୍ୟରେ ରବିବାର ଗଣ୍ଡଗୋଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ସହରର ଏକ ହୋଟେଲରେ ବିଜେପିର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧଜୀବୀ ସମ୍ମିଳନୀ ଚାଲିଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି। ଜିଲ୍ଲା ବିଜେପି ସଭାପତି ସନ୍ୟାସୀ ନାୟକ,…
ଅଧିକ ଖବର ଦେଖନ୍ତୁ...

ଉଡାଣ ଭରିବାର କିଛି ସମୟ ପରେ ଇଣ୍ଡିଗୋ ବିମାନରେ ପରିଲକ୍ଷିତ ହେଲା ତ୍ରୁଟି, ଅଳ୍ପକେ ବର୍ତ୍ତିଲେ ୧୭୮ଜଣ ଯାତ୍ରୀ

ନୂଆଦିଲ୍ଲୀ: କୋଲକାତାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍‌ ବିମାନ ଜରୁରିକାଳୀନ ଅବତରଣ କରିଛି। ରବିବାର କୋଲକାତାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋର ୬ଇ୩୪୫ ବିମାନର ଉଇଣ୍ଡସିଲ୍ଡରେ ତ୍ରୁଟି ହେତୁ ଉଡାଣ ଭରିବାର କିଛି ସମୟ ପରେ ଜୁରୁରୀ ଅବତରଣ କରିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...