Daily Archives

June 25, 2018

ମହିନ୍ଦ୍ରା ଲଞ୍ଚ୍‌ କଲା ଟିୟୁଭି ୩୦୦, ମୂଲ୍ୟ ୯.୪୭ ଲକ୍ଷ ଟଙ୍କା

ଭୁବନେଶ୍ୱର :ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ (ଏମ୍‌ଆଣ୍ଡ୍‌ଏମ୍‌) ପକ୍ଷରୁ ଆଜି ଟିୟୁଭି ୩୦୦ ପ୍ଲସ୍‌ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । ଅଧିକ ସ୍ଥାନ ଥିବା ଇଣ୍ଟେରିୟର ଓ ଆରାମଦାୟକ ଗାଡ଼ିଚାଳନା ଅନୁଭୂତି ସହିତ ଏକ ପ୍ରିମିୟମ୍‌ ଓ ଶକ୍ତ ସମ୍ପୂର୍ଣ୍ଣ ବିଶ୍ୱାସୀ ଏସ୍‌ୟୁଭି ଜରିଆରେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ପାଇଁ ରାସ୍ତା ବନ୍ଦ ଥିବା ବେଳେ ଆମ୍ବୁଲାନ୍ସକୁ ଭିଡ଼ରୁ ବାହାର କରାଇଲେ ପୁଲିସ ଅଧିକାରୀ, ଫୁଲ ତୋଡ଼ା…

ଇନ୍ଦୋର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଦୋର ଗସ୍ତ ସମୟରେ ପୂରା ରାସ୍ତାକୁ ବନ୍ଦ କରି ଦିଆଯାଇଥିଲେ । ରାସ୍ତାର ଗୋଟେ ପାଖରେ ସବୁ ଗାଡ଼ିକୁ ଅଟକି ଥିବା ବେଳେ ଅନ୍ୟ ପଟେ ମୋଦିଙ୍କ ଯିବା ପାଇଁ ରାସ୍ତା ଫାଙ୍କା କରାଯାଇଥିଲା । ଠିକ୍‌ ଏହି ସମୟରେ ଅଟକି ଥିବା ଗାଡ଼ିଗୁଡ଼ିକ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‍ରେ କ୍ୟାରିୟର ଆରମ୍ଭ ନ କରିବା ପୂର୍ବରୁ  ପୁଅକୁ ନେଇ ଏହି କଥା କହିଲେ ସୁନୀଲ ସେଟ୍ଟୀ

ମୁମ୍ବାଇ :ବଲିଉଡ୍‍ରେ ଏବେ ଧୀରେ ଧୀରେ ଷ୍ଟାର୍‌ କିଡ଼୍‍ଙ୍କ ଜମାନା ଆରମ୍ଭ ହୋଇଛି । କିଛି ଦିନ ତଳେ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ବଲିଉଡ଼୍‍ ଫିଲ୍ମର ଟ୍ରେଲର ଏବଂ ଟାଇଟେଲ ଟ୍ରାକ୍‌ ରିଲିଜ ହୋଇଥିବା ବେଳେ ସୈଫ୍‌ ଅଲ୍ଲି ଖାନ୍‌ ଏବଂ ଅମ୍ରିତା ସିଂ ତନୟା ସାରା ଅଲ୍ଲୀ ଖାନ୍‌…
ଅଧିକ ଖବର ଦେଖନ୍ତୁ...

ପିଛା କରି ଅଶ୍ଲୀଳ କମେଣ୍ଟ କରୁଥିଲା ରିକ୍ସାବାଲା, ଚପଲ କାଢ଼ି ନିସ୍ତୁକ ପିଟିଲେ ମହିଳା; ଭିଡିଓ ଭାଇରାଲ୍‌

ମୁରାଦାବାଦ୍‌(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ମୁରାଦାବଦ୍‌ରେ ଜଣେ ମହିଳାଙ୍କ ସାହାସିକତା ଦେଖିବାକୁ ମିଳିଛି । ପିଛା କରି ଅଶ୍ଳୀଲ କମେଣ୍ଟ କରୁଥିବା ଇ-ରିକ୍ସା ଚାଳକଙ୍କୁ ସର୍ବସମ୍ମୁଖରେ ନିସ୍ତୁକ ପିଟିଛନ୍ତି ମହିଳା । ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ର ମହିଳା ବଗିରେ ସାମ୍ବାଦିକାଙ୍କୁ ଅସଦାଚରଣ, ଦୁଷ୍କର୍ମରୁ ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ : ଦେଶର ରାଜଧାନୀରୁ ପୁଣି ଏକ ଅସଦାଚରଣର ଘଟଣା ସାମ୍ନାକୁ ଆସିଛି । ଜଣେ ସାମ୍ବାଦିକା ଦିଲ୍ଲୀର ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କ ସହ କିଛି ଅଜଣା ଯୁବକ ଆସି ଅସଦାଚରଣ କରିଥିଲେ । ଟ୍ରେନର ମହିଳା ବଗିରେ କେହି ସୁରକ୍ଷା କର୍ମୀ ନଥିବାରୁ ସାମ୍ବାଦିକା ଜଣଙ୍କ ନିଜର…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ରୋଗରୁ ନିଜକୁ ଦୂରରେ ରଖିବା ପାଇଁ ଚାହୁଁଛନ୍ତି କି? ଆପଣାନ୍ତୁ ଆର୍ୟୁବେଦର ଏହି ୬ଟି ସୂତ୍ର

ଆଜିକାଲି ପ୍ରଦୂଷଣ ବଢ଼ିବା ସହ ଲୋକମାନେ ଏହାର ଶିକାର ହୋଇ ଅନେକ ପ୍ରକାରର ରୋଗରେ ପଡ଼ୁଛନ୍ତି। ଏହାର ଗୋଟିଏ କାରଣ ପ୍ରଦୂଷଣ ହୋଇଥିବା ବେଳେ ଅନ୍ୟ ଏକ କାରଣ ହେଉଛି ଖାଦ୍ୟପେୟରେ ଠିକ୍‌ ଠିକଣା ନ ରହିବା। ସମୟ ଅଭାବ ହେତୁ ଲୋକମାନେ ନିଜ ଖାଇବା ପିଇବାକୁ ଠିକ ନ କରୁଥିବାରୁ ଅନେକ ପ୍ରକାରର ରୋଗର…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ଶଳାଙ୍କ ନାଁରେ ନକଲି ଟ୍ଵିଟର ଆକାଉଣ୍ଟ ଖୋଲିଥିଲା ସ୍ୱାମୀ, ଦେଉଥିଲା ଗୌହାଟିକୁ…

ଗୌହାଟି : ଆସାମର ନଗାଁଓରେ ଦେଖିବାକୁ ମିଳିଛି ପ୍ରତିଶୋଧର ଏକ ନୂଆ କାହାଣୀ । ସ୍ତ୍ରୀ ଘରୋଇ ଅତ୍ୟାଚାର ପାଇଁ ଅଭିଯୋଗ କରିବାରୁ ସ୍ୱାମୀ ନେଇଛି ପ୍ରତିଶୋଧ । ସ୍ତ୍ରୀଠାରୁ ପ୍ରତିଶୋଧ ନେବା ପାଇଁ ଶଳା ନାଁରେ ନକଲି ଟ୍ଵିଟର ଆକାଉଣ୍ଟ କରି ଧମକପୂର୍ଣ୍ଣ ପୋଷ୍ଟ ଲେଖୁଥିଲା ସ୍ୱାମୀ । ସୂଚନା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ହିଟ୍‌ ଫିଲ୍ମର ରିମେକ୍‌ରେ ନଜର ଆସିବେ ଦୀପିକା

ମୁମ୍ବାଇ : ବଲିଉଡ଼୍‍ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ଅକାଳ ବିୟୋଗ ପରେ ତାଙ୍କର ପ୍ରଶଂସକ ଏବଂ ତାଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲଗିଥିଲା । କେହି ବି ଶ୍ରୀଦେବୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ପରେ ସବୁର…
ଅଧିକ ଖବର ଦେଖନ୍ତୁ...

ଋଷିଆକୁ ୩-୦ରେ ହରାଇଲା ଉରୁଗୁଏ, ସାଉଦିଠାରୁ ୨-୧ ଗୋଲରେ ହାରିଲା ଇଜିପ୍ଟ

ମସ୍କୋ : ବିଶ୍ୱକପ ଫୁଟବଲରେ ଏକ ମ୍ୟାଚରେ ଉରୁଗୁଏ ଘରୋଇ ଦଳ ଋଷିଆକୁ ୩-୦ ଗୋଲରେ ପରାସ୍ତ କରିଛି । ଉରୁଗୁଏ ପକ୍ଷରୁ ସୁଆରେଜ୍‌ ଏକ ଫ୍ରି କିକ୍‌ କୁ ଗୋଲରେ ପରିବର୍ତ୍ତନ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ । ଦ୍ୱିତୀୟ ଗୋଲଟି ଲାକ୍ସାଲ୍ଟ ଦେଇଥିଲେ । ମ୍ୟାଚ ଶେଷ ହେବାକୁ ଅଳ୍ପ କିଛି ମିନିଟ…
ଅଧିକ ଖବର ଦେଖନ୍ତୁ...

ବିବାହର ତୁରନ୍ତ ପରେ ସ୍ତ୍ରୀକୁ ଛାଡ଼ି ବିଦେଶ ଚାଲି ଯାଉଥିବା ପ୍ରବାସୀ ଭାରତୀୟ ସାବଧାନ! ପାସପୋର୍ଟ ରଦ୍ଦ ହେବ, ଚାକିରି…

ଜଲନ୍ଧର/ସିମ୍‌ଲା : ପଞ୍ଜାବ ସରକାର ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ଏନ୍‌ଆର୍‌ଇ ବା ପ୍ରବାସୀ ଭାରତୀୟ ବର । ବିବାହ କରି ନିଜ ସ୍ତ୍ରୀକୁ ଭାରତରେ ଛାଡ଼ି ବିଦେଶ ଚାଲି ଯାଉଥିବା ଯୁବକମାନଙ୍କୁ ବାଟକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ବାଟ ଆପଣାଇଥିବା ଜଣାପଡ଼ିଛି । ଯଦିଏନ୍‌ଆର୍‌ଆଇ ବା…
ଅଧିକ ଖବର ଦେଖନ୍ତୁ...