Monthly Archives

June 2018

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସହ ବ୍ଲାକ୍‌ମେଲ କରିବା ପାଇଁ ଭିଡିଓ ବନାଇଥିଲେ ସିନିୟର, ବର୍ଷେ ପରେ…

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଏହାର ଭିଡ଼ିଓ ବନାଇ ବ୍ଲାକ୍‌ମେଲ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତାଙ୍କ ଉପର ଶ୍ରେଣୀ ଛାତ୍ର ତାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିବା ସହ ଏହାର ଭିଡ଼ିଓ କରି ବର୍ଷେ ପର୍ଯ୍ୟନ୍ତ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରିହାତି ଖାଦ୍ୟଶସ୍ୟ ପାଇଁ ଆଧାର ସଂଯୋଗ ଶେଷ ତାରିଖ ସେପ୍ଟେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ପ୍ୟାନ କାର୍ଡ ସହ ଆଧାର ସଂଯୋଗର ଶେଷ ତାରିଖ ଆଜି ସମାପ୍ତ ହୋଇଯାଇଥିବାବେଳେ ଏହାକୁ ସରକାର ଆଉ ବଢାଇନାହାନ୍ତି । କିନ୍ତୁ କଣ୍ଟ୍ରୋଲ ଦୋକାନରୁ ରିହାତି ଦରରେ ଖାଦ୍ୟଶସ୍ୟ ପାଇବା ଲାଗି ଆଧାର ଦାଖଲ କରିବାର ଶେଷ ତାରିଖକୁ ସରକାର ବଢାଇଦେଇଛନ୍ତି । ପୂର୍ବରୁ ଏଥିପାଇଁ ଶେଷ ତାରିଖ ୩୦…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଝଟକା, ଇଂଲଣ୍ଡ ବିପକ୍ଷରେ ବୁମରା ଖେଳିବେନି ଦିନିକିଆ, ଟି-୨୦

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଗାମୀ ଟି-୨୦ ଓ ଦିନିକିଆ ଶୃଙ୍ଖଳାରେ ଖେଳିବେ ନାହିଁ। ବୁମରାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଏକାଦଶରୁ ବାହାର ହୋଇଥିବା ଜଣାପଡ଼ିଛି। ତାଙ୍କ ସ୍ଥାନରେ ଅନ୍ୟ ଯୁବ ଖେଳାଳିଙ୍କୁ…
ଅଧିକ ଖବର ଦେଖନ୍ତୁ...

କଳାଧନ ମହଜୁଦ୍‌କାରୀଙ୍କର କାହିଁକି ପ୍ରଥମ ପସନ୍ଦ ସୁଇସ୍‌ ବ୍ୟାଙ୍କ୍‌, କେତେ ଟଙ୍କାରୁ ଖୋଲି ହେବ ଖାତା, କେଉଁ ଧରଣ…

ନୂଆଦିଲ୍ଳୀ: ଭାରତର ବହୁ ଧନୀକ ବର୍ଗର ବ୍ୟକ୍ତି ବିଦେଶୀ ସୁଇସ୍‌ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌(ଏସ୍‌ଏନ୍‌ବି)ରେ ଅର୍ଥ ଜମା ରଖୁଥିବା ନେଇ ପୂର୍ବରୁ ଆମେ ଜାଣିଛେ। ଏପରିକି ୨୦୧୭ ମସିହାରେ ସୁଇସ୍‌ ବ୍ୟଙ୍କ୍‌ରେ ଜମା ହୋଇଥିବା ପ୍ରାୟ ୫୦ ପ୍ରତିଶତ ରାଶି ଥିଲା ଭାରତୀୟ ଜମାକାରୀଙ୍କର। ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ମୁସଲିମ ଲେଖିକା ଉର୍ଦ୍ଦୁରେ ରାମାୟଣ ଲେଖି କହିଲେ, ଭଲ କଥା ସମସ୍ତେ ଜାଣନ୍ତୁ

ନୂଆଦିଲ୍ଲୀ: ଭଲ କଥା ସମସ୍ତେ ଜାଣିବା ଦରକାର। ଏହା ଦ୍ୱାରା ସମାଜର ମଙ୍ଗଳ ହେବ ବୋଲି ଜଣେ ମୁସଲିମ ଲେଖିକା କହିଛନ୍ତି। ଉର୍ଦ୍ଦୁ ଭାଷାରେ ରାମାୟଣ ଅନୁବାଦ କରିବା ପରେ ସେ ଏହା କହିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତ୍ତର ପ୍ରଦେଶର କାନପୁରରେ ଜଣେ ମୁସଲିମ ମହିଳା ପବିତ୍ର…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧିଙ୍କୁ ଜୋତା ମାର କହି କ୍ଷମା ମାଗିଲେ ସଂବିତ ପାତ୍ର

ନୂଆଦିଲ୍ଲୀ : ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକ୍‌ର ଏକ ଲାଇଭ ସୋ ବେଳେ ରାହୁଲ ଗାନ୍ଧିଙ୍କ ପ୍ରତି ଅପଶବ୍ଦ କହିଥିବା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସଂବିତ ପାତ୍ର ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ରାହୁଲଙ୍କୁ କ୍ଷମା ମାଗିଛନ୍ତି । ଗତ ୨୮ ତାରିଖରେ ଆଜତକ୍‌ରେ ସର୍ଜିକାଲ ଷ୍ଟ୍ରାଇକ ଉପରେ ଏକ…
ଅଧିକ ଖବର ଦେଖନ୍ତୁ...

ଘଣ୍ଟାଏ ବର୍ଷାରେ ରାଜଧାନୀ ରାସ୍ତାରେ ଭାସିଲା କାର୍, ଭୁବନେଶ୍ୱରରେ ହୋଇଗଲା କି ବନ୍ୟା !

ଭୁବନେଶ୍ୱର : ଘଣ୍ଟାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରରେ ହୋଇଗଲା ବନ୍ୟା । ଦେଶର ପ୍ରଥମ ସ୍ମାର୍ଟ ସିଟିଭାବେ ଆଖ୍ୟା ପାଇଥିବା ରାଜଧାନୀ ଭୁବନେଶ୍ୱରରେ ଭାସିଲା କାର, ବାଇକ ଓ ସାଇକେଲ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ଅଞ୍ଚଳ ସୌଭାଗ୍ୟ ନଗର, ଇସ୍କନ ମନ୍ଦିର ଏବଂ ସିଆରପି ଛକରେ ଅସରାଏ ବର୍ଷାରେ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଆଗରେ ଅଣଦେଖା ହେଲା ବଇରୀ ପଣ; ସୀମା ଡେଇଁ ପଶି ଆସିଥିବା ପାକିସ୍ଥାନୀ ବାଳକକୁ ନୂଆ ପୋଷାକ ପିନ୍ଧାଇ, ମିଠା…

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଛ୍‌ ଜିଲ୍ଲାର ସୀମା ଅତିକ୍ରମ କରି ଜଣେ ପାକିସ୍ଥାନୀ ନାବାଳକ ଭାରତ ପଶି ଆସିଥିଲେ। ଉକ୍ତ ନାବାଳିକାଙ୍କୁ ଭରତୀୟ ସେନା ମିଠା ଦେଇ ତାଙ୍କ ଦେଶକୁ ପଠାଇ ଦେଇଛନ୍ତି। ନାବାଳକ ଜଣକ ହେଉଛନ୍ତି ୧୧ ବର୍ଷୀୟ ମୋହମ୍ମଦ ଅବ୍‌ଦୁଲା। କେବଳ ସେତିକି ନୁହେଁ ଭାରତୀୟ ସେନା…
ଅଧିକ ଖବର ଦେଖନ୍ତୁ...

ଚେରି ଖାଇଲେ ଚେହେରାରେ ଦିଶିବନି ବାର୍ଦ୍ଧକ୍ୟର ଛାପ, ଜାଣନ୍ତୁ ଆଉ କେଉଁ ସବୁ ସୁଫଳ ରହିଛି

ଚେରି ଖାଇବାକୁ କାହାକୁ ବା ଭଲ ଲାଗେନି? ଏହା ଏମିତି ଏକ ଫଳ ଯାହାକି ଅଧିକାଂଶ ଲୋକଙ୍କ ପ୍ରିୟ। ଅନେକ ଲୋକ ଭାବିଥାନ୍ତି ଚେରି ଅତିରିକ୍ତ ମିଠା ହୋଇଥିବାରୁ ଏହା ହୁଏତ ଶରୀର ପାଇଁ ହାନୀକାରକ ହୋଇପାରେ। ମାତ୍ର ଏହା ସେମାନଙ୍କ ଭ୍ରାନ୍ତ ଧାରଣା। ବାସ୍ତବରେ କହିବାକୁ ଗଲେ ଚେରିରେ କୌଣସି…
ଅଧିକ ଖବର ଦେଖନ୍ତୁ...

‘ମୋବାଇଲ ଏୟାରବ୍ୟାଗ’ର କମାଲ! ହାତରୁ ଖସିପଡିଲେ ସ୍ମାର୍ଟଫୋନ ଭାଙ୍ଗିବ ନାହିଁ

ଭୁବନେଶ୍ୱର : ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ ପାଲଟି ଯାଇଛି । ଲୋକମାନେ ଦିନର ଏକ ବଡ଼ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି । ପୁଣି ସ୍ମାର୍ଟଫୋନଗୁଡ଼ିକରେ ବ୍ୟକ୍ତିଗତ ଓ ପେଷାଦାର ଜୀବନର ଅନେକ ତଥ୍ୟ ସଂରକ୍ଷିତ ହୋଇ ରହୁଛି । ଏଣୁ ଫୋନଗୁଡ଼ିକ ହାତରୁ ପଡିଭାଙ୍ଗିଗଲେ…
ଅଧିକ ଖବର ଦେଖନ୍ତୁ...