Monthly Archives

June 2018

ଓଡ଼ିଶା ସହ ଥିଲା ସଞ୍ଜୁଙ୍କ ଗଭୀର ସମ୍ପର୍କ : ଜେଲରୁ ମୁକୁଳିବା ଲାଗି ବାପା ସୁନୀଲ୍ କରିଥିଲେ ଜଗନ୍ନାଥ ମନ୍ଦିରରେ…

ପୁରୀ : ସଂଜୟ ଦତ୍ତଙ୍କ ବାୟୋପିକ୍ ‘ସଞ୍ଜୁ’ ଏବେ ପ୍ରଦର୍ଶିତ ହେଉଛି। ପ୍ରଥମ ଦିନରୁ ଏହାକୁ ଦର୍ଶକ ପସନ୍ଦ କରିବା ଆରମ୍ଭ କରିଛନ୍ତି। ସଂଜୟ ଦତ୍ତଙ୍କ ଜୀବନର ବିଭିନ୍ନ ଘଟଣା ଏବେ ଚର୍ଚ୍ଚାର ପରିଧିରେ ରହିଛି। ତେବେ ଓଡ଼ିଶା ସହ ମଧ୍ୟ ସଞ୍ଜୟ ବ୍ୟକ୍ତିଗତ ଜୀବନରେ ଲିଙ୍କ ରହିଛି। ୯୦ ଦଶକର ଏହି…
ଅଧିକ ଖବର ଦେଖନ୍ତୁ...

ବ୍ରାହ୍ମଣୀରେ ମାତିଛନ୍ତି କୁମ୍ଭୀର: ଗତକାଲି ଜଣକୁ ଆକ୍ରମଣ କରିଥିଲା, ଆଜି ଆଉ ଜଣକୁ ଟାଣି ନେଇଗଲା

କେନ୍ଦ୍ରାପଡ଼ା: ରାଜଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ଥିବା ବ୍ରାହ୍ମଣୀ ନଦୀରେ କିଛି ଦିନ ହେବ କୁମ୍ଭୀରଙ୍କ ଦୌରାତ୍ମ ବଢ଼ିଥିବା ପରିଲକ୍ଷିତ ହେଉଛି । ଶତାଧିକ କୁମ୍ଭୀର ଏହି ଅଞ୍ଚଳରେ ଅଣ୍ଡା ଦେଇ ସାରିଥିବା ବେଳେ ଅନ୍ୟ କୁମ୍ଭୀରମାନେ ଅଣ୍ଡାଦେବା ପାଇଁ ବସା…
ଅଧିକ ଖବର ଦେଖନ୍ତୁ...

ଏମିତି କ’ଣ ଅଛି ଯାହା ଖାଲି ବଢ଼େ, କମେ ନାହିଁ; କେଉଁ ଖାଦ୍ୟକୁ ଚାହିଁକରି ବି ସକାଳେ ଖାଇ ହେବ ନାହିଁ; କିଏ ନିଜେ ସ୍ଥିର…

ଆଜି ପୁଣି ଆମେ ଆପଣଙ୍କ ସାମ୍ନାରେ ଏମିତି କିଛି ପ୍ରଶ୍ନ ନେଇ ପହଞ୍ଚିଛୁ ଯାହାର ଉତ୍ତର ଦେବା ପାଇଁ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡ଼ିବ ନାହିଁ। କେବେଳ ନିଜର ସାଧାରଣ ଜ୍ଞାନ ପ୍ରୟୋଗ କରି ଆପଣ ଏହି ପ୍ରଶ୍ନଗୁଡ଼ିକର ଠିକ୍‌ ଠିକ୍‌ ଉତ୍ତର ଦେଇପାରିବେ। ତେବେ ଆପଣଙ୍କ ପାଇଁ ପ୍ରଥମେ ୩ଟି…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟାନ ହଟାଇବାକୁ ବହୁରାଷ୍ଟ୍ରୀୟ କମ୍ପାନିଙ୍କ ଉଦ୍ୟମ

ମୁମ୍ବାଇ : ପରିବେଶ ପ୍ରଦୂଷଣ ରେକିବାକୁ ୨୦୨୨ ସୁଦ୍ଧା ଦେଶରେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକର ପ୍ରଚଳନ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ସେଠାକାର ରାଜ୍ୟ ସରକାର ଥରେ ବ୍ୟବହାର ଯୋଗ୍ୟ ବା ସିଙ୍ଗଲ ୟୁଜ…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଥର ପାଇଁ ଟପ୍ପର ହେଲେ ଟିନା; ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷା-୨୦୧୫ରେ ଅଧିକାର କରିଥିଲେ ପ୍ରଥମ ସ୍ଥାନ

ଆଇଏଏସ୍‌ ଟପ୍ପର ଟିନା ଦାବି ୨୦୧୫ ମସିହାରେ ଗଣମାଧ୍ୟମ ଓ ଇଣ୍ଟର୍‌ନେଟ୍‌ରେ ଛାଇ ଯାଇଥିଲେ। ୨୦୧୫ରେ ସେ ୟୁପିଏସ୍‌ସି ସିଭିଲ୍‌ ସର୍ଭିସ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଚର୍ଚ୍ଚା ହୋଇଥିଲେ। ସେ ସମୟର କିଛି ବିବାଦ ଓ ଶୁଭେଚ୍ଛା ଟିନାଙ୍କୁ ଚର୍ଚ୍ଚିତ ହେବାରେ ବେଶ୍‌ ସହାୟ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ କବି ରମାକାନ୍ତ ରଥ ପାଇବେ ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ କବି ରମାକାନ୍ତ ରଥଙ୍କୁ ଚଳିତ ବର୍ଷ ଲାଗି ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବ। ଶନିବାର ଏକାଡେମି ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥି ସହ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ୨୦୧୮ ମସିହା ଲାଗି…
ଅଧିକ ଖବର ଦେଖନ୍ତୁ...

ବିନା ଟିକଟ ଯାତ୍ରୀ ସାବଧାନ୍ ! ଧରାପଡ଼ିଲେ ୪ ଗୁଣ ଅଧିକ ଜରିମାନା ଦେବାକୁ ପଡ଼ିପାରେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀଙ୍କ ଲାଗି ବିଭିନ୍ନ ପ୍ରକାରର ସୁବିଧାରେ ଉନ୍ନତି ଆଣିବା ସହିତ ଏବେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କ ବିରୋଧରେ କଡା ନିୟମ ଆଣିବାକୁ ଯାଉଛି । ଏହି ନିୟମ ଲାଗୁ ହେବା ପରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଲୋକଙ୍କୁ ମୋଟା ଅଙ୍କର…
ଅଧିକ ଖବର ଦେଖନ୍ତୁ...

ଆପଣ  ପ୍ୟାନ କାର୍ଡ ସହ ଆଧାର ଲିଙ୍କ୍ କରିସାରିଲେଣି କି ?  ଆଜି ଶେଷ ତାରିଖ

ନୂଆଦିଲ୍ଲୀ : ଆଜି ହେଉଛି ପ୍ୟାନ କାର୍ଡ ସହ ଆଧାର ଲିଙ୍କ ହେବାର ଶେଷ ତାରିଖ । ଗତ ମାର୍ଚ୍ଚ ୨୭ରେ ଅର୍ଥମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହା କରିବାର ଶେଷ ତାରିଖକୁ ଜୁନ ୩୦କୁ  ବଢାଇଦେଇଥିଲେ । ଏହି ଶେଷ ତାରିଖ ଆହୁରି ବଢିବ ସମ୍ପର୍କରେ କୌଣସି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ମାତ୍ର ୫ ନିୟୁତ ଡଲାରରେ ନିଲାମ ହେଲା ବିଜୟମାଲ୍ୟାଙ୍କ ୧୦୦ ନିୟୁତ ଡଲାର ମୂଲ୍ୟର ବିଳାସମୟ ବିମାନ

ବାଙ୍ଗାଲୋର : ବିଜୟ ମାଲ୍ୟାଙ୍କ ବିଳାଶମୟ କର୍ପୋରେଟ ଜେଟକୁ ନିଲାମ କରିଦିଆଯାଇଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ବିମାନକୁ ନିଲାମ କରାଯାଇଛି । ପୂର୍ବରୁ ଏହି ନିଲାମ ପାଇଁ ଦୁଇଥର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । କିନ୍ତୁ ଏଥର ନିଲାମ ସଫଳ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାରେ ପ୍ରମାଣ ଅଭାବରୁ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିର୍ଦ୍ଦୋଷରେ ଖଲାସ

ଭଦ୍ରକ: ବହୁଚର୍ଚ୍ଚିତ ନିରଞ୍ଜନ ଜେନା ଓରଫ ଛୁଞ୍ଚିଆ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭଦ୍ରକ ଜିଲ୍ଲାର ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଭଦ୍ରକ ଜିଲ୍ଲା ଦୌରାଜଜ ଶନିବାର ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜିଲ୍ଲା ଦୌରାଜଜ ଅନୁପ କୁମାର ଚନ୍ଦନ ୨୬ ଜଣ ଲୋକଙ୍କର…
ଅଧିକ ଖବର ଦେଖନ୍ତୁ...