Monthly Archives

July 2018

ବୁଲା ବିକାଳୀମାନେ ବି ପ୍ଲାଷ୍ଟିକ ଆବର୍ଜନା ଏଣେ ତେଣେ ପକାଇପାରିବେ ନାହିଁ

ନୂଆଦିଲ୍ଲୀ : ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସରକାର ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍ଟର ମହେଶ ଶର୍ମା କହିଛନ୍ତି ଯେ “ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପ୍ରତିହତ କରିବା ସକାଶେ, ଦେଶର ୨୧ଟି…
ଅଧିକ ଖବର ଦେଖନ୍ତୁ...

ପୋଷାକ ପାଇଁ ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ ସାକ୍ଷୀ, ଭଲ ପାଇବା ଦେଇ ଟ୍ରୋଲ କରିଥିବା ବ୍ୟକ୍ତିଙ୍କୁ ଉଚିତ୍‌ ଜବାବ ଦେଲେ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ଧୋନୀ ସବୁ ବେଳେ ନିଜ ବିଷୟରେ ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିଥାନ୍ତି । କୁଆଡ଼େ ଯାଉଛନ୍ତି କେଉଁଠି ଅଛନ୍ତି ସେ ସବୁ ବିଷୟରେ ସେ ନିଜ ସୋସିଆଲ ମିହିଆ ଆକାଉଣ୍ଟ ମାଧ୍ୟମରେ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ମିଠା ଖାଇବାରୁ ନୁହେଁ, ଏହି ୪ଟି କାରଣରୁ ହୋଇଥାଏ ଡାଇବେଟିସ୍‌

ଅଧିକ ମିଠା ଖାଅ ନାହିଁ ନ ହେଲେ ଡାଇବେଟିସ୍‌ (ମଧୁମେହ ରୋଗ) ହୋଇଯିବ । ଅନେକ ସମୟରେ ଆପଣମାନେ ଲୋକମାନଙ୍କୁ ଏହି କଥା କହୁଥିବାର ଶୁଣୁଥିବେ । କ’ଣ ସତରେ ଅଧିକ ମିଠା ଖାଇଲେ ମଧୁମେହ ରୋଗ ହୋଇଥାଏ? ମଧୁମେହ ରୋଗୀଙ୍କୁ ଡ଼ାକ୍ତରମାନେ ମିଠା ଖାଇବା ପାଇଁ ମନା କରିଥାନ୍ତି । କିନ୍ତୁ ଯେଉଁମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟେଲିଭିଜନର ଏହି କଳାକାର ଏବେ ପାଲଟିଛନ୍ତି କୃଷକ, ଅଭିନୟ ଛାଡ଼ି ଚାଷ କରିବା ପଛରେ ରହିଛି ଏହି କାରଣ

ମୁମ୍ବାଇ : ଷ୍ଟାର୍‌ ପ୍ଲସରେ ପ୍ରସାରିତ ହୋଇଥିବା ଧାରାବାହିକ ‘ଦିୟା ଔର ବାତି ହମ୍‌’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ସେଥିରେ ଥିବା ତାଙ୍କ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଥିଲା। ଏଠି ଆମେ ଯେଉଁ କଳାକାରଙ୍କ ବିଷୟରେ ଆମେ କହୁଛୁ ସେ ହେଉଛନ୍ତି ‘ଦିୟା ଔର ବାତି…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣାରେ ଶୋଇ ପଡ଼ିଲେ ଯାତ୍ରୀ,ସିସିଟିଭିରେ କଏଦ୍‌ ହେଲା ତା’ ପରର ଘଟଣା….

ନୂଆଦିଲ୍ଲୀ : ମୁମ୍ବାଇର କୁର୍ଲା ଷ୍ଟେସନରେ ପାରିବାରିକ କଳହ ପାଇଁ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରୁଥିବା ଦେଖା ଯାଇଛି । ଷ୍ଟେସନରେ ଅନେକ ଲୋକ ଥିବା ବେଳେ ହଠାତ୍‌ ଯୁବକ ଜଣଙ୍କ  ଆତ୍ମହତ୍ୟା କରିବା ପାଇଁ ରେ ଧାରଣାରେ ଯାଇ ଶୋଇ ପଡ଼ିଥିଲେ । ହଠାତ୍‌ ଯୁବକଙ୍କ ଏପରି କାମ ଦେଖି…
ଅଧିକ ଖବର ଦେଖନ୍ତୁ...

କାନାଡା: ଭାରତୀୟ ଦମ୍ପତ୍ତିଙ୍କୁ ଗୌରିକ ବର୍ଣ୍ଣ ବ୍ୟକ୍ତିଙ୍କ ଧମକ, ସ୍ୱଦେଶ ଫେରିଯାଅ ନଚେତ ଛୁଆକୁ ମାରିଦେବି

ଟରଣ୍ଟୋ: କାନାଡାରେ ବର୍ଣ୍ଣ ବୈଶମ୍ୟବାଦୀ ବିଚାର ରଖୁଥିବା ଜଣେ ଗୌରିକ ବ୍ୟକ୍ତି ଭାରତୀୟ ଦମ୍ପତ୍ତିକୁ ହଇରାଣ କରିଛି। ଏହି ବ୍ୟକ୍ତି ଜଣକ ଦମ୍ପତ୍ତିକୁ ଭାରତ ଫେରିଯିବା ପାଇଁ ଧମକ ଦେବାକୁ ଯାଇ ସେମାନଙ୍କର ସନ୍ତାନଙ୍କୁ ହତ୍ୟା ଧମକ ଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

ଆମିର ଖାନ୍‌ଙ୍କୁ ଅପହରଣ କରିବାକୁ ଚାହୁଁଛନ୍ତି ଏହି ବଲିଉଡ୍‌ ଅଭିନେତା, ଜାଣନ୍ତୁ ଏହା ପଛର କାରଣ

ମୁମ୍ବାଇ : ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ଜଣାଶୁଣା ଅଭିନେତା ଆମିର ଖାନ୍‌ । ତାଙ୍କ ଫିଲ୍ମର କାହାଣୀ ସବୁବେଳେ ନିଆରା ଥିବା ବେଳେ କିଛି ଅଲଗା କରିବାକୁ ସେ ଚେଷ୍ଟା କରିଥାନ୍ତି । କୌତୁହଳର ବିଷୟ ହେଲା, ଏବେ ଜଣେ ଅଭିନେତା ତାଙ୍କୁ ଅପହରଣ କରିବାକୁ ଚାହାନ୍ତି ବୋଲି କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିିଆରେ ଭାଇରାଲ୍‌ ହେଉଛି କିକି ଚ୍ୟାଲଞ୍ଜ! ଚଳନ୍ତା ଗାଡ଼ିରୁ ବାହାରି ନାଚୁଛନ୍ତି ଲୋକେ; ପୁଲିସ୍‌ ଜାରି କଲା…

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡ଼ିଆରେ କିକି ଡ଼୍ୟାନ୍ସର କ୍ରେଜ୍‌ ଦେଖିବାକୁ ମିଳୁଛି । କାନାଡ଼ିଆନ୍‌ ରାପର ଡ୍ରେକ୍‌ଙ୍କ ମ୍ୟୁଜିକ୍‌ ଭିଡ଼ିଓ ‘କିକି ଡ଼ୁ ୟୁ ଲଭ୍‌ ମି’ ଗୀତ  ରିଲିଜ୍‌ ହେବା ପରେ ଲୋକମାନେ ଏହି ଚ୍ୟାଲେଞ୍ଚ ପରସ୍ପରକୁ ଦେଉଥିବା ଦେଖାଯାଇଛି । ଯାହାକୁ ସୋସିଆଲ ମିଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନେ ରୁହନ୍ତୁ ସତର୍କ, ନଚେତ୍‌ ହୋଇ ପାରନ୍ତି ବିଭିନ୍ନ ରୋଗର ଶିକାର

ବର୍ଷାଦିନ ଆସିଲେ ବର୍ଷା ପାଣି ପଡ଼ି ଚାରିଆଡ଼ ସବୁଜ ହେବା ସହ ଚାଷ କାମ ଭଲ ଭାବରେ ହୋଇ ପାରିଥାଏ । କିନ୍ତୁ ଅତ୍ୟାଧିକ ବର୍ଷା ହେବା ପରେ କିଛି ଖାଲୁଆ ଜାଗାରେ ପାଣି ଜମି ରହୁଥିବାରୁ ସେଥିରୁ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ । ଖାସ୍‌ କରି ଛୋଟ ପିଲା ଏବଂ ବୟସ୍କ ଲୋକମାନେ ବର୍ଷାଦିନେ…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ସଂସ୍କାର ପୂର୍ବରୁ ଫେରି ଆସିଲା ଜୀବନ, ପରୀକ୍ଷା କରି ଜୀବିତ ବୋଲି କହିଲେ ସ୍ଥାନୀୟ ଡ଼ାକ୍ତର, କିନ୍ତୁ…

ଗୟା : ବିହାରର ଗୟାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ବୃଦ୍ଧଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିବା ପରେ ତାଙ୍କ ସଂପର୍କିୟମାନେ ତାଙ୍କର ଅନ୍ତିମ ସଂସ୍କାରର ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଠିକ୍‌ ସେତିକି ବେଳେ କିଛି ଏପରି ଘଟଣା ଘଟିଲା ଯାହା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...