Daily Archives

July 1, 2018

ବିରାଟ କୋହଲିଙ୍କୁ ପଛରେ ପକାଇ ଟି-୨୦ରେ ୨୦୦୦ ରନ୍‌ ପୁରା କଲେ ସୋଏବ୍‌ ମଲ୍ଲିକ

ହରାରେ: ପାକିସ୍ତାନର ଅଭିଜ୍ଞ କ୍ରିକେଟର ସୋଏବ ମଲ୍ଲିକ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରେକର୍ଡ ସୃଷ୍ଟି କରିଛନ୍ତି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ସେ ୨୦୦୦ ରନ୍‌ ପୂରା କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ। ୩୬…
ଅଧିକ ଖବର ଦେଖନ୍ତୁ...

ସବୁଦିନ ପାଇଁ ସୁସ୍ଥ ରହିବାକୁ ଚାହୁଁଛନ୍ତି କି? ତେବେ, ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ…

ବିଭିନ୍ନ ପ୍ରକାରର ରୋଗରୁ ଲଢ଼ିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରେଗରେ ଶୀଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ ହୋଇଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

୪ପ୍ରକାର ରଙ୍ଗ ହୋଇଥାଏ ଟ୍ରେନର କୋଚ୍‌, ଆସନ୍ତୁ ଜାଣିବା କେଉଁ ରଙ୍ଗର କୋଚ୍‌ କ’ଣ ସୂଚାଏ?

ଭାରତୀୟ ରେଳ ଆଜି ଏସିଆ ମହାଦେଶର ସବୁଠାରୁ ବଡ଼ ରେଳ ନେଟ୍‌ଓ୍ଵାର୍କ ବୋଲି ଜଣା ଯାଉଛି । ସମୟ ସହିତ ଭାରତୀୟ ରେଳରେ ଅନେକ ପ୍ରକାରର ପରିବର୍ତ୍ତନ ଅଣାଯାଉଥିବା ବେଳେ ଯାତ୍ରୀଙ୍କ ସୁବିଧାକୁ ଆଖି ଆଗରେ ରଖି ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଉଛି । ତେବେ ଟ୍ରେନ୍‌ ଯାତ୍ରା କରୁଥିବା ବେଳେ ବା…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ରେ ବିତାଇଥିବା ୨୬ବର୍ଷର ସ୍ମୃତିକୁ ମନେ ପକାଇ କାନ୍ଦି ପକାଇଲେ ଶାହାରୁଖ୍‌ ଖାନ୍‌, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ : ୧୯୯୨ରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ କେବେ ହିରୋ ଏବଂ କେବେ ଭିଲେନ୍‌ ହୋଇ ନିଜର ପ୍ରଶଂସକଙ୍କ ମନୋରଞ୍ଜନ କରି ଆସିଛନ୍ତି । ରୋମାଣ୍ଟିକ୍‌ ହିରୋ ହିସାବରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇ ପାରିଥିବା ବେଳେ ଏବେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ନଥିଲେ ଝିଅ ବିବାହ ଦେବୁ ନାହିଁ, ହରିୟାଣାର ଏକ ଗାଁର ଲୋକମାନେ ଆରମ୍ଭ କରିଛନ୍ତି ଏଭଳି ଭିନ୍ନ ଧରଣର ଏକ ଅଭିଯାନ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ସ୍ୱଚ୍ଛ ରଖିବା ପାଇଁ ‘ସ୍ୱଚ୍ଛ ଭାରତ ଅଭିଯାନ’ ଆରମ୍ଭ କରିଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । କିଛି ଲୋକ ଏହି ଅଭିଯାନରେ ମୋଦିଙ୍କୁ ସାହାଯ୍ୟ କରି ପରିବେଶକୁ ସ୍ୱଚ୍ଛ ରଖୁଥିବା ବେଳେ ଆଜି ବି ଏମିତି…
ଅଧିକ ଖବର ଦେଖନ୍ତୁ...

ଅଧିକ ଖାଇବା ଦ୍ୱାରା ନୁହେଁ; ବରଂ ଏହି ଭିଟାମିନ କମ ହେଲେ ବଢ଼ିଥାଏ ଓଜନ

ଓଜନ ବଢ଼ିବା ସମସ୍ୟା ଆସିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ…
ଅଧିକ ଖବର ଦେଖନ୍ତୁ...

ଦେଢ଼ ମାସ ପର୍ଯ୍ୟନ୍ତ ନାବାଳକ ସହ ଯୌନ ଶୋଷଣ କରୁଥିଲେ ମା-ଝିଅ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ମା’-ଝିଅ ମିଶି ଦୀର୍ଘ ଦେଢ଼ମାସ ପର୍ଯ୍ୟନ୍ତ ଜନୈକ ନାବାଳକକୁ ଯୌନ ଶୋଷଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ପୀଡ଼ିତଙ୍କ ବାପା ପୁଲିସରେ ଅଭଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ହକି: ଭାରତକୁ ହରାଇ ଚାମ୍ପିଅନ୍ସ ଟ୍ରଫିକୁ ଅଷ୍ଟ୍ରେଲିଆ ୧୫ ଥର କଲା କବଜା

ବେଦ୍ରା: ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲାରେ ୧୪ ଥର ଚାମ୍ପିଅନ ଅଷ୍ଟ୍ରେଲିଆ ରବିବାର ଭାରତୀୟ ପୁରୁଷ ହକି ଟିମ୍‌କୁ ୩-୧ରେ ପରାସ୍ତ କରି ପୁଣି ଥରେ ଚମ୍ପିଅନ ହୋଇଛି। ଏଥି ସହିତ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ଟ୍ରଫିକୁ ୧୫ ଥର ପାଇଁ ଅକ୍ତିଆର କରିଛି। ଅଷ୍ଟ୍ରେଲିଆ ଭାରତକୁ ସୁଟ୍‌ଆଉଟ୍‌ରେ…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ କରଣ ଜୋହର: ସୁଟିଂ ଶେଷ ନ ହେଉଣୁ ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨ର ଦୁଇ ନାୟିକାଙ୍କ ମଧ୍ୟରେ ଝଗଡ଼ା

ମୁମ୍ବାଇ: ୨୦୧୨ରେ ରିଲିଜ୍‌ ହୋଇଥିଲା କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟୁଡ଼େଣ୍ଟ ଅଫ୍‌ ଦ ଇୟର । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆଲିଆ ଭଟ୍ଟ, ସିଦ୍ଧାର୍ଥ ମାଲହୋତ୍ରା ଏବଂ ବରୁଣ ଧଓ୍ଵନ । ଫିଲ୍ମରେ ୩ଜଣଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିବା ବେଳେ ଏହି ଗୋଟେ ଫିଲ୍ମ ପରେ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟ୍‌ସଆପ୍‌ ମେସେଜ୍‌ ଦେଖି ଉଡ଼ିଲା ଯୁବକଙ୍କ ହୋସ,ଆଇଏସଆଇଏସ୍‌ ଏଜେଣ୍ଟ ହେବା ସହ ଗୁଇନ୍ଦା ବିଭାଗ ବିଷୟରେ ସୂଚନା…

ଏହ୍ଲାବାଦ୍‌ : ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏହ୍ଲାବାଦ୍‌ର ଜଣେ ଯୁବକଙ୍କୁ ନିଜର ଏଜେଣ୍ଟ କରିବା ପାଇଁ ଅଫର ଦେଇଥିବା ଜଣା ପଡ଼ିଛି । ଯଦି ଯୁବକଙ୍କ ଜଣଙ୍କ ତାଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ସଂପର୍କରେ ସବୁ ସୂଚନା ଦିଅନ୍ତି ତେବେ ତାଙ୍କୁ ପ୍ରତି ମାସରେ ୫ହଜାର ଡ଼ଲାର ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...