Daily Archives

July 1, 2018

ଦିଲ୍ଲୀରେ ଆନ୍ଦୋଳନରତ ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଉଠାଇ ନେଲା ପୁଲିସ

ନୂଆଦିଲ୍ଲୀ: ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କାମ ଶେଷ କରିବା ଓ ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ଦାବି ନେଇ ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିବା ଓଡ଼ିଆ ପୁଅ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଦିଲ୍ଲୀ ପୁଲିସ ଉଠାଇ ନେଇଛି। ମିଳିଥିବା ସୂଚନା ଅନୁସାରେ ବିନା…
ଅଧିକ ଖବର ଦେଖନ୍ତୁ...

ଦେଖ ଶାହାରୁଖ୍‌ ଆସିଗଲେ, ଶାହାରୁଖ୍‌ ଆସିଗଲେ… ଅମ୍ବାନୀଙ୍କ ପାର୍ଟିକୁ ଯାଇଥିବା ବେଳେ ଆର୍ୟନଙ୍କୁ ଦେଖି ଏଭଳି…

ମୁମ୍ବାଇ: ଏଇ କିଛି ଦିନ ତଳେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କର ଶ୍ଲୋକା ମେହ୍‌ତାଙ୍କ ସହ ନିର୍ବନ୍ଧ ସଂପନ୍ନ ହୋଇଥିଲା । ନିର୍ବନ୍ଧ ପାଇଁ ଏକ ବଡ଼ ପାର୍ଟି ରଖା ଯାଇଥିଲା । ଯେଉଁଥିରେ ବଡ଼ ବଡ଼ ବ୍ୟବସାୟୀ ସାମିଲ ହେବା ସହ ବଡ଼ ବଡ଼…
ଅଧିକ ଖବର ଦେଖନ୍ତୁ...

ଭୁଲବଶତଃ ଏହି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଗଲା ୨୦ଲକ୍ଷ ଟଙ୍କା, ବ୍ୟାଙ୍କ ମାଗିବାରୁ ଜମାକାରୀ କହିଲେ ଏପରି…

ସୁରତ: ଗୁଜୁରାଟ ସୁରତରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ଭୁଲବଶତଃ ୨୦ଲକ୍ଷ ଟଙ୍କା ଜମା ହୋଇ ଯାଇଅଥିଲା। ବ୍ୟାଙ୍କକୁ ଯେତେବେଳେ ନିଜର ତ୍ରୁଟି ସମ୍ପର୍କରେ ଜଣିବାକୁ ପଇଲା ସେତେବେଳେକୁ ବହୁ ବିଳମ୍ବ ହୋଇ ସାରିଥିଲା। ଯେଉଁ ବ୍ୟକ୍ତିଙ୍କ ଜମାଖାତାକୁ ଏହି ଟଙ୍କା ଆସିଥିଲା ସେ ତାକୁ ଖର୍ଚ୍ଚ କରି…
ଅଧିକ ଖବର ଦେଖନ୍ତୁ...

ବାବା ବର୍ଫାନି ଓ ଅମରନାଥ ଯାତ୍ରା ସହିତ ଜଡ଼ିତ କିଛି ରହସ୍ୟ ବିଷୟରେ ଜାଣନ୍ତୁ

ଚଳିତ ବର୍ଷ ଜୁନ ୨୮ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା ଅଗଷ୍ଟ ୨୬ପର୍ଯ୍ୟନ୍ତ ଜାରି ରହିବ। ଅମରନାଥ ଗୁମ୍ଫା କାଶ୍ମୀରର ବରଫ ପାହାଡ଼ ମଝିରେ ରହିଛି । ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅମରନାଥ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା…
ଅଧିକ ଖବର ଦେଖନ୍ତୁ...

ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲାଗୁ କରାଯାଇପାରିବ ନାହିଁ: ମୋଦି

ନୂଆଦିଲ୍ଲୀ: ମର୍ସିଡିଜ ଓ କ୍ଷୀର ଉପରେ ଏକ ପ୍ରକାର ଟିକସ ଲାଗୁ କରାଯାଇପାରିବ ନାହିଁ। ଜିଏସ୍‌ଟି ଲାଗୁ ହେବାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏକ ପତ୍ରିକାକୁ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଜିଏସ୍‌ଟି ଉପରେ ଏକ ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବରାରି ଗଣ ମୃତ୍ୟୁ ମାମଲା; ପୁଲିସ୍‌ର ପ୍ରାଥମିକ ଅନୁସନ୍ଧାନ ସମାପ୍ତ, ମିଳିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ବୁରାରି ଅଞ୍ଚଳରେ ରବିବାର ପ୍ରତ୍ୟୁଷରେ ଗୋଟାଏ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣାର ଇତିମଧ୍ୟରେ ପ୍ରାଥମିକ ତଦନ୍ତ ସମାପ୍ତ ହୋଇଛି। ପ୍ରାଥମିକ ତଦନ୍ତରୁ ଦିଲ୍ଳୀ ପୁଲିସ୍‌କୁ ପ୍ରାପ୍ତ ହୋଇଥିବା ସୂଚନା ମୁତାବକ ଏହା ଏକ ସୁପରିକଳ୍ପିତ ଆତ୍ମହତ୍ୟା,…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କଠାରୁ ମାଡ଼ ଖାଉଥିବା ବେଳେ ଅକ୍ଷୟ କୁମାରଙ୍କ ପରି ଏହି ଅଭିନେତା କ୍ୟାମେରାରେ କଏଦ

ବଲିଉଡରେ ଏମିତି କିଛି ଅଭିନେତା ଅଛନ୍ତି ,ଯେଉଁମାନେ କି କ୍ୟାମେରା ସାମ୍ନାରେ ତଥା ସର୍ବସମ୍ମୁଖରେ ନିଜ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଇଛନ୍ତି। ଏହି ଖବର ଶୁଣିବା ପରେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, ହେଲେ ଏହା ହିଁ ସତ ଅଟେ। ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ନାମରେ ବହୁ ମହିଳା ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

ସାଣ୍ଟିଆଗୋ: ଏକ ପତ୍ରିକାର ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଚିଲ୍ଲିର ଚଳଚ୍ଚିତ୍ର ନିର୍ଦ୍ଦେଶକ ନିକୋଲସ ଲୋପେଜଙ୍କ ବିରୋଧରେ ୮ ଜଣ ଅଭିନେତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଯାହାଙ୍କର ମଜାଦାରିଆ ଚଳଚ୍ଚିତ୍ର ତାଙ୍କୁ ଚିଲ୍ଲିରେ ଲୋକପ୍ରିୟତା ସାଉଁଟିବାରେ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ ପ୍ରବାସୀ ଭାରତୀୟ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କଲେ ବିମାନରେ ଝାଡ଼ୁଦାର କାମ କରୁଥିବା ଯୁବକ, ନଗ୍ନ…

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ଗତ ୬ମାସ ହେବ ରହି ଆସୁଥିବା ଜନୈକା ପ୍ରବାସୀ ଭାରତୀୟ ମହିଳାଙ୍କୁ ବିମାନରେ ଝାଡ଼ୁଦାର କାମ କରୁଥିବା ଜନୈକ ବ୍ୟକ୍ତି ବ୍ଲାକ୍‌ମେଲ କରୁଥିବାର ଅଭିଯୋଗ ହୋଇଛି । ସଂପୃକ୍ତା ମହିଳାଙ୍କ ନଗ୍ନ ଫଟୋ ଏବଂ ଭିଡ଼ିଓ ପ୍ରସ୍ତୁତ କରି ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ୫କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ-ଶିଖଙ୍କୁ ଟାଗେର୍ଟ କରି ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୧୦ ମୃତ

କାବୁଲ: ଆଫଗାନିସ୍ତାନର ଜଲାଲବାଦରେ ରବିବାର ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଶିଖ ଓ ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ବେମା ବିସ୍ଫୋରଣ କରାଯାଇଛି। ନଙ୍ଗରହର ରାଜ୍ୟର ପୁଲିସ ମୁଖ୍ୟ ଜେନେରାଲ ଗୁଲାମ ସନାୟୀ…
ଅଧିକ ଖବର ଦେଖନ୍ତୁ...