Daily Archives

July 1, 2018

ମୁଖ୍ୟମନ୍ତ୍ରୀ ହେବ ତ ଏମିତି: ସହିଦ ପୁଲିସଙ୍କ କୋକେଇ କାନ୍ଧେଇଲେ ଶିବରାଜ ସିଂହ ଚୌହାନ

ଭୋପାଳ: ମଧ୍ୟପ୍ରଦେଶରେ ବିଗତ ଦିନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ଡ୍ୟୁଟି ସମୟରେ ଆହତ ହୋଇ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ସାମିଲ ହେବାକୁ ପହଞ୍ଚି ଥିଲେ। ସହିଦଙ୍କ ସମ୍ମାନ ଦେବା ନେଇ ସମସ୍ତେ ଆଲୋଚନା କରନ୍ତି…
ଅଧିକ ଖବର ଦେଖନ୍ତୁ...

ଏହି କଏଦୀ ଚିଠିରେ କିଡନି ବିକିବାର ଅନୁମତି କାହିଁକି ମୋଦିଙ୍କୁ ମାଗିଲା ଜାଣନ୍ତୁ

ନୂଆଦିଲ୍ଲୀ: ଜଣେ କଏଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିଜର ମନ କଥା କହିଛି। ଲୁକସର ଜେଲରେ ବନ୍ଦୀ ଥିବା ଜଣେ କଏଦୀ ନିଜର କିଡନି ବିକିବା ପାଇଁ ଚିଠି ଜରିଆରେ ଅନୁମତି ମାଗିଛି। ଏହି କଏଦୀଙ୍କ କହିବାନୁସାରେ, ତାକୁ ବ୍ରେନ୍‌…
ଅଧିକ ଖବର ଦେଖନ୍ତୁ...

ପିଲା ଚୋର ସନ୍ଦେହରେ ୫ଜଣଙ୍କୁ ପିଟିପିଟି ହତ୍ୟା

ଧୂଳିଆ(ମହରାଷ୍ଟ୍ର): ପିଲାଚୋର ସନ୍ଦେହରେ ରବିବାର ମହାରାଷ୍ଟ୍ରରେ ୫ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଧୂଳିଆ ଜିଲ୍ଲାରେ ପିଲାଚୋର ଗୋଷ୍ଠୀର ଲୋକ ମନେକରି କିଛି ଲୋକ ୫ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଲୋକଙ୍କ ଦ୍ୱାରା ମରଣାନ୍ତକ ମାଡ଼ ଖାଇବା ଦ୍ୱାରା ୫ଜଣ ଲୋକଙ୍କ ଜୀବନ ଚାଲି ଯାଇଛି।…
ଅଧିକ ଖବର ଦେଖନ୍ତୁ...

ତୀକ୍ଷ୍ଣ ସ୍ମୃତିଶକ୍ତି ପାଇଁ ଚର୍ଚ୍ଚିତ ଦୁଇ ଭଉଣୀ ହନି ଓ ହସିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ; ଉଭୟଙ୍କୁ ଦେଲେ ୫୧…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ନିଜର ତୀକ୍ଷ୍ଣ ତଥା ଶାଣିତ ସ୍ମୃତିଶକ୍ତି ପାଇଁ ଏବେ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇ ପଡ଼ିଥିବା ଉତ୍ତରପ୍ରଦେଶର ଦୁଇ ଭଉଣୀ ହନି ସିଂହ ଓ ହସି ସିଂହଙ୍କୁ ଆଜି ସେମାନଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ଠାବ ହେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଢ଼େଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ରବିବାର କୋଲକାତାରୁ ନିଖୋଜ ହେବାର କେଇ ଘଣ୍ଟା ପରେ ସନ୍ଧ୍ୟାରେ ଠାବ ହୋଇଛନ୍ତି। ପୂର୍ବତନ ବିଧାୟକଙ୍କ ପତ୍ତା ମିଳିଥିବା ନେଇ ତାଙ୍କ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ସମ୍ବିତ କହିଛନ୍ତି ବାପା ଆଜି କୋଲକାତାରୁ ଫେରିବେ। ବର୍ତ୍ତମାନ ସେ ହୋଟେଲ…
ଅଧିକ ଖବର ଦେଖନ୍ତୁ...

ରୁଷିଆଠାରୁ ଭାରତ କିଣିବ ଏସ-୪୦୦ ଏୟାର ଡିଫେନ୍‌ସ ମିସାଇଲ

ନୂଆଦିଲ୍ଲୀ: ଭାରତ ରୁଷିଆଠାରୁ ଏସ-୪୦୦ ଏୟାର ଡିଫେନ୍‌ସ ମିସାଇଲ କିଣିବା ଲାଗି ଭାରତ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ମିସାଇଲ୍‌ କିଣିବା ଲାଗି ପ୍ରତିରକ୍ଷା ବିଭାଗ ପକ୍ଷରୁ ୩୯ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା…
ଅଧିକ ଖବର ଦେଖନ୍ତୁ...

ବିରୁଷ୍କାଙ୍କ ମାର୍ଗରେ ରଣଦୀପ; ଇଟାଲୀରେ ପରସ୍ପରଙ୍କ ହାତ ଧରିବେ ଏହି ଚର୍ଚ୍ଚିତ ଯୋଡ଼ି!

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏହି ଦୁଇ ଚର୍ଚ୍ଚିତ ଯୋଡ଼ିଙ୍କର ବିବାହ ତାରିଖ ପାଖେଇ ଆସିଲାଣି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଦୁଇ ଲର୍ଭବାର୍ଡ ତାଙ୍କର ପ୍ରିୟଜନଙ୍କୁ ନିଜର ବିବାହ ତାରିଖକୁ ସେଭ୍‌ କରିଦେବା ପାଇଁ ମେସେଜ୍‌ କରିବା…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଏହି ତିନିଟି ନମ୍ବର ଡାଏଲ୍‌ କରି ପାଇ ପାରିବେ ସମସ୍ତ ସୁବିଧା !

ଖୁବ୍‌ ଶୀଘ୍ର ସାରା ଦେଶରେ ଉପଲବ୍ଧ ହେବ ୧୧୨ ନମ୍ବର । ଯାହା ଏକ ଜୁରୁରୀକାଳୀନ ନମ୍ବର ଅଟେ । ଏହି ନମ୍ବରରେ କଲ କରି କୌଣସି ବି ବ୍ୟକ୍ତି ନିଜ ଅଭିଯୋଗ ଜଣାଇପାରିବେ ଏବଂ ଏଠାରୁ ହିଁ ସମ୍ବନ୍ଧିତ ବିଭାଗଗୁଡିକୁ ଅଭିଯୋଗ ପଠାଯାଇ ଅଭିଯୋଗକାରୀଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ଏନେଇ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ନବୀନ ନନ୍ଦ କୋଲକାତାରୁ ନିଖୋଜ!

ଢ଼େଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ରବିବାର କୋଲକାତାରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ନିଜର ବ୍ୟକ୍ତିଗତ କାମରେ ବିଧାୟକ ଶ୍ରୀ ନନ୍ଦ ଗତ ଜୁନ ୨୯ରେ କୋଲକାତା ଯାଇଥିଲେ। ବାପାଙ୍କ ନିଖୋଜ ସଂପର୍କରେ ପୁଅ ସମ୍ବିତ ନନ୍ଦ ସୂଚନା ଦେଇଛନ୍ତି। ସମ୍ବିତ…
ଅଧିକ ଖବର ଦେଖନ୍ତୁ...

ବୁରାରି ମୁତ୍ୟୁ ଘଟଣା: ଘଟଣାସ୍ଥଳକୁ ଗଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ; ଖୁବ୍‌ ଶୀଘ୍ର ଘଟଣାପଛର ଅସଲ କାରଣ ପଦାକୁ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଆଜି ଅପରାହ୍ଣରେ ବୁରାରି ଗସ୍ତ କରି ଗଣ ଆତ୍ମହତ୍ୟା ଘଟିଥିବା ଘରକୁ ଯିବା ସହ ସେଠାରେ ତଦନ୍ତ ଚଳାଇ ଥିବା ବରିଷ୍ଠ ପୁଲିସ୍‌ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ତଦନ୍ତ କାଳରେ ଯେପରି କୌଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନରହେ…
ଅଧିକ ଖବର ଦେଖନ୍ତୁ...