Daily Archives

July 1, 2018

ଦଳିତ ପୁଅକୁ ବିବାହ କଲେ ମୁସ୍‌ଲମାନ ଝିଅ; ପଞ୍ଚାୟତ ଫଇସଲା ପରେ ଭୂଇଁରେ ଛେପ ପକାଇ ଚାଟିଲେ ପୁଅର ବାପ

ବୁଲନ୍ଦସର: ଉତ୍ତରପ୍ରଦେଶର ବୁଲନ୍ଦସରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଳାର ଜଣେ ଦଳିତ ବ୍ୟକ୍ତିଙ୍କ ପୁଅ ଜଣେ ମୁସ୍‌ଲମାନ ଝିଅକୁ ବିବାହ କରିବାରୁ ସ୍ଥାନୀୟ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଭୂଇଁରେ ଛେପ ପକାଇ ନାକ ଘୋଷରାଇଥିବା ଅଭିଯୋଗ ହୋଇଛି। ଏହି ଦଣ୍ଡ ପଞ୍ଚାୟତ ପକ୍ଷରୁ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ-ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ-ଏନ୍‌ସିଆର୍‌ରେ ରବିବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଝଟକା ଲାଗିବା ପରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘର, ଅଫସି ଓ ଦୋକାନ ଭିତରୁ ଲୋକମାନେ ଦୌଡ଼ା ଦୌଡ଼ି ହୋଇ ବାହାରକୁ ବାହାରି ଆସିଥିଲେ। ଦ୍ୱିପହର ସମୟ ଓ ରବିବାର…
ଅଧିକ ଖବର ଦେଖନ୍ତୁ...

ବର୍ଷା ସମୟରେ ବିସ୍ଫୋରଣ ହୋଇପାରେ ଫୋନ୍‌, କରନ୍ତୁ ନାହିଁ ଏଭଳି କାମ

ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟକ୍ତି ବର୍ଷା ହେଉ ଥିବା ସମୟରେ ମୋବାଇଲରେ କଲ ରିସିଭ୍‌ କରିବା ହେତୁ ବିସ୍ଫୋରଣ ଘଟିବା ଫଳରେ ମୃତ୍ୟୁ ହୋଇଯାଇଥିଲା। ମୌସୁମୀ ଛୁଇଁବା ସହିତ ବର୍ଷା ପାଣିରୁ ନିଜକୁ ଓ ମୋବାଇଲକୁୁ ସୁରକ୍ଷିତ ରଖିବା ମଧ୍ୟ ସେତିକି ଆବଶ୍ୟକତା ଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟିକୁ ପୂରିଲା ବର୍ଷେ; କ’ଣ ମିଳିଛି ଲାଭ, କ’ଣ ହୋଇଛି କ୍ଷତି…

ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ଦେଶର ସବୁଠୁ ବଡ଼ ସଂସ୍କାର କୁହାଯାଉଥିବା ସାମଗ୍ରୀ ଓ ସେବା କର (ଜିଏସଟି)କୁ ଆଜି (ରବିବାର) ଏକ ବର୍ଷ ପୂରଣ ହୋଇଛି। କେନ୍ଦ୍ର ସରକାର ଜୁଲାଇ ୧ ତାରିଖକୁ ଜିଏସଟି ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା, ଚାଳକ ସମେତ ୫ଯାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ନିକଟସ୍ଥ ବଡକେରା ଛକ ନିକଟରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଡକେରାରୁ ଆସୁଥିବା ଟ୍ରକ୍‌ ଓ ସାକୁସିଙ୍ଘାରୁ ଆସୁଥିବା ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଅଟୋ ଚାଳକ ସମେତ ଏଥିରେ ବସିଥିବା ଗୋଟିଏ ପରିବାରର ୫ଜଣ ଗୁୁରୁତର ଆହତ ହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ସିନ୍ଦୂର ହନୁମାନଙ୍କର ପ୍ରିୟ; ଏହା ପଛରେ ଅଛି ଏକ ସୁନ୍ଦର କାହାଣୀ

ପବନସୂତ ହନୁମାନଙ୍କ ପରିଚୟ ଦେବାର କୌଣସି ଆବଶ୍ୟକତା ନାହିଁ। ଯଦି ଆପଣ ରାମଙ୍କୁ ଜାଣିଛନ୍ତି ତେବେ ହନୁମାନଙ୍କୁ ନିଶ୍ଚୟ ଜାଣିଥିବେ। ରାମ ଭକ୍ତ ଭାବେ ତାଙ୍କୁ ପୂରା ତ୍ରିଭୁବନ ଜାଣେ। ଯେଉଁଥରେ ପ୍ରଭୁ ଶ୍ରୀରାଙ୍କର ମଙ୍ଗଳ ଥାଏ ସେ କାମ କରିବାରେ ହନୁମାନ କେବେ ବି ପଛାନ୍ତି ନାହିଁ। ଦିନକର…
ଅଧିକ ଖବର ଦେଖନ୍ତୁ...

କେବଳ ମୁଖ ନୁହେଁ ସୌନ୍ଦର୍ଯ୍ୟର ପରିଭାଷା ଶରୀରର ସମସ୍ତ ଅଙ୍ଗ; ଏମିତି ନିଅନ୍ତୁ ପାଦ ଓ ପାପୁଲିର ଯତ୍ନ!

ସୌନ୍ଦର୍ଯ୍ୟର ଅର୍ଥ କେବଳ ମୁଖର ସୁନ୍ଦରତା ନୁହେଁ ବୋଲି ଆପଣ ବୁଝିଥିବେ ନିଶ୍ଚୟ। ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ପାଦରୁ ନେଇ ମୁଣ୍ଡ କେଶ ପର୍ଯ୍ୟନ୍ତ ଥାଏ। ସମୟ ଅଭାବରୁ ହେଉ କିମ୍ବା ଖାମ୍‌ଖିଆଲିଆମି ହେତୁ ହେଉ ଅନେକ ଲୋକେ ପାଦ ପାପୁଲି ପ୍ରତି ଏତେଟା ଧ୍ୟାନ ଦେଇନଥାନ୍ତି। ମାତ୍ର ମନେ ରଖନ୍ତୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଏକ ସପ୍ତାହ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ସହ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଛଅ ମାସରେ କେଉଁ ଓଡ଼ିଆ ସିନେମା ହିଟ୍‌ ହେଲା ?

ଭୁବନେଶ୍ୱର:୨୦୧୮ର ପ୍ରଥମ ଛଅ ମାସରେ ପନ୍ଦରଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିବା ଜଣାଯାଇଛି । ଏଥିମଧ୍ୟରୁ କେବଳ ଦୁଇଟି ସିନେମା ହିଟ୍‌ ହୋଇଥିବା କୁହାଯାଉଛି। ଏ ଦୁଇ ସିନେମା ହେଲା ‘ଓଲେ ଓଲେ ଦିଲ୍‌ବୋଲେ’ ଏବଂ ‘ଦିଓ୍ଵାନା ହେଲି ତୋ’ ପାଇଁ’। ଏପ୍ରିଲ୍‌ ୧୩ ତାରିଖରେ ଏହି ଦୁଇଟି ଓଡ଼ିଆ…
ଅଧିକ ଖବର ଦେଖନ୍ତୁ...

ପୁରୀ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବେ ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ

ପୁରୀ: ଜୁଲାଇ ୩ ତାରିଖରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସେବାୟତ ସମ୍ମିଳନୀ ବର୍ଜନ କରିବ ବୋଲି ଘୋଷଣା କରିଛି। ପ୍ରକାଶ ଥାଉକି, ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରା ସମନ୍ଵୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହା ହେଉଛି ରଥଯାତ୍ରା ସମନ୍ଵୟ ବୈଠକର ଶେଷ…
ଅଧିକ ଖବର ଦେଖନ୍ତୁ...