Daily Archives

July 2, 2018

ଜାପାନୀ ଚିକିତ୍ସା :  ସକାଳୁ ଏହି ଶୈଳୀରେ ୪ ଗ୍ଲାସ ପାଣି ପିଅନ୍ତୁ, ମିଳିବ ଅନେକ ଉପକାର

ପାଣି ସମସ୍ତଙ୍କ ପାଇଁ ଆବଶ୍ୟକ। ଆମ ଶରୀରର ୭୦ ଭାଗ ପାଣି । ଖାଲି ପେଟରେ ପାଣି ପିଇଲେ  କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣିବା। ସକାଳୁ ଖାଲି ପେଟରେ ପାଣି ପିଇବା ହେଉଛି ଜାପାନୀ ପଦ୍ଧତିର ଏକ ଚିକିତ୍ସା। ଶେଯରୁ ଉଠିବା ମାତ୍ରେ ସଙ୍ଗେ ସଙ୍ଗେ ଏକ ଗ୍ଲାସରୁ ଚାରି ଗ୍ଲାସ ଯେତେ ସମ୍ଭବ ପାଣି…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ତାରକା ବିନୋଦ୍‌ କାମ୍ବଲୀଙ୍କ ପତ୍ନୀଙ୍କୁ ସ୍ପର୍ଶ କରିନାହାନ୍ତି ବଲିଉଡ ଗାୟକ ଅଙ୍କିତଙ୍କ ବାପା; ପ୍ରମାଣ…

ମୁମ୍ବାଇ: ପୂର୍ବତନ କ୍ରିକେଟ୍‌ ତାରକା ବିନୋଦ୍‌ କାମ୍ବଲୀଙ୍କ ପତ୍ନୀ ଏଣ୍ଡ୍ରିଆଙ୍କୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ଵାରୀଙ୍କ ବାପା ଅଶାଳୀନ ଭାବେ ଛୁଇଁ ଥିଲେ ବୋଲି ଉଭୟ କାମ୍ବଲୀ ଏବଂ ପତ୍ନୀ ଏଣ୍ଡ୍ରି୍ରଆ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ହେବା ପରେ ପୁଲିସ୍‌ ସଂପୃକ୍ତ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଏଣିକି ମହଙ୍ଗା ହେବ ଏଟିଏମ୍‌ ବ୍ୟବହାର; ଜାଣନ୍ତୁ କାହିଁକି

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକ ଏଟିଏମ୍‌ ବ୍ୟବହାର କରୁଛନ୍ତି। ଏଟିଏମ୍‌ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କାରଣ ଖୁବ୍‌ ଶୀଘ୍ର ଆପଣଙ୍କ ଉପରେ ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ର ବୋଝ ବଢ଼ିପାରେ। ନିକଟରେ ଆରବିଆଇର ନିର୍ଦ୍ଦେଶକ୍ରମେ ଏଟିଏମ୍‌…
ଅଧିକ ଖବର ଦେଖନ୍ତୁ...

ଲସ୍କର-ଇ-ତୋଏବାର ଟର୍ଗେଟରେ ଅମରନାଥ ଯାତ୍ରୀ; ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ପଠାଇଲା ଏନ୍‌ଏସ୍‌ଜି…

ନୂଆଦିଲ୍ଲୀ: ଗତ ଜୁନ୍‌ ୨୬ ତାରିଖରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଅମରନାଥ ଯାତ୍ରୀମାନଙ୍କ ଉପରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଆତଙ୍କୀ ହାମ୍‌ଲା କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ସେଲ୍‌ଫି ସଉକ: ଜଜଙ୍କ ଚେୟାରରେ ବସି ଫଟୋ ନେଉଥିବା ଟ୍ରେନି ପୁଲିସ୍‌ କନ୍‌ଷ୍ଟେବଲ୍‌ ଗିରଫ

ଭୋପାଳ: ଜଜ୍‌ଙ୍କ ଚେୟାରରେ ବସି ସେଲ୍‌ଫି ନେବା ମହଙ୍ଗା ପଡ଼ିଲା। ଏପରି ଦୁସାହସ କରି ମଧ୍ୟପ୍ରଦେଶର ଜଣେ ପୁଲିସ୍‌ ଟ୍ରେନି ଏବେ ପୁଲିସ୍‌ ହାଜତ ଭିତରେ। ଶନିବାର ସକାଳେ ଉମାରିଆର ମୁଖ୍ୟ ନ୍ୟାୟିକ ମାଜେିଷ୍ଟ୍ରଟ୍‌ର କେପି ସିଂହ କୋର୍ଟ ରୁମ୍‌ରେ ନଥିଲେ। ସେହି ସମୟରେ ରାମ ଅବତାର୍‌ ରାଓ୍ଵତ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରୁ ଲୋପ ପାଇଯିବେ ହିନ୍ଦୁ ଓ ଶିଖ !

କାବୁଲ : ଆମ ଦେଶରେ ସଂଖ୍ୟାଲଘୁମାନେ ସବୁପ୍ରକାରର ଅଧିକାର ସହ ନିର୍ଭୟରେ ବସବାସ କରୁଥିବାବେଳେ ପଡୋଶୀ ଇସ୍ଲାମିକ ଦେଶଗୁଡ଼ିକରେ ସଂଖ୍ୟାଲଘୁ ହିନ୍ଦୁ ଓ ଶିଖମାନଙ୍କ ସଂଖ୍ୟା କମି କମି ଚାଲିଛି । ପାକିସ୍ତାନ ଓ ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ଅବସ୍ଥା ତ ସମସ୍ତଙ୍କୁ ଜଣା । ଏବେ ଆଫଗାନିସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଖାଇବା ବାଢ଼ି ରଖିଥା ଆମେ ଗାଧୋଇ ଆସୁ ବୋଲି ମାଆକୁ କହି ଯାଇଥିଲେ, ହେଲେ ଆଉ ଫେରିଲେ ନାହିଁ ଦୁଇ ଭଉଣୀ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁମୁଡ଼ାଗୁଡ଼ା ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି। ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ଦୁଇ ଭଉଣୀ ଚମ୍ପା ଓ ନୀଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ  ଚମ୍ପା ସାନ୍ତାଙ୍କ  ବୟସ  ଆଠବର୍ଷ ହୋଇଥିବା ବେଳେ ନୀଳା ସାନ୍ତାଙ୍କ ବୟସ ୧୦…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ମିଳିବ ରିଅଲ ମି-୧ର ସୋଲାର ରେଡ୍‌ ମଡେଲ

ନୂଆଦିଲ୍ଲୀ : ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଓପୋର ଅନଲାଇନ ବ୍ରାଣ୍ଡ ରିଅଲ ମି-୧ର ଏକ ନୂଆ ମଡେଲ ଆସନ୍ତା କାଲିଠାରୁ ଉପଲବ୍ଧ ହେବ । ଏହା ହେଉଛି ରିଅଲ ମି-୧ ସୋଲାର ରେଡ ଏଡିସନ । ଏହା ୪ ଜିବି ର‍୍ୟାମ ଓ ୬୪ ଜିବି ରମ ସହ ଆସୁଛି । ପୂର୍ବରୁ ୪ ଜିବି ର‍୍ୟାମ ଓ ୬୪ ଜିବି ରମ ବିଶିଷ୍ଟ ରିଅଲ…
ଅଧିକ ଖବର ଦେଖନ୍ତୁ...

ପୁଲିସ ସହ ଗୁଳି ବିନିମୟରେ ମାଓବାଦୀ ନିହତ

ବିଜାପୁର: ଛତିଶଗଡ଼ର  ବିଜାପୁରସ୍ଥିତ ଗଙ୍ଗାଲୁର ଥାନା ଅଞ୍ଚଳସ୍ଥ ଏଠୁପାଲ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ସୋମବାର ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି ।  ଛତିଶଗଡ଼ର ଡିଅାରଜି ଯବାନ କମ୍ବିଂ ଚଳାଇଥିବା ବେଳେ ଗୁଳିବିନିମୟରେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ଆଇଏମ୍‌ଡି

ନୂଆଦିଲ୍ଲୀ: ପୂର୍ବ ଆକଳନର ୧୭ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରେ ସକ୍ରିୟ ହୋଇପଡ଼ିଛି। ମୌସୁମୀର ପ୍ରଭାବରେ ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟରେ ପ୍ରବଳ ସହ ଗୋଟିଏ ଦୁଇଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...