Daily Archives

July 2, 2018

‘ମୁଁ ତୋ ଝିଅକୁ ଦୁଷ୍କର୍ମ କରିବାକୁ ଚାହେଁ, ତାକୁ ମୋ ପାଖକୁ ପଠା’! ଏପରି ଅଶାଳୀନ ଟୁଇଟ୍‌ରେ ଏମିତି ପ୍ରତିକ୍ରିୟା…

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେବାର କିଛି ଦିନ ଅନ୍ତରରେ ଏବେ ଟ୍ରୋଲ୍‌ ହେଇଛନ୍ତି ଆଉ ଜଣେ ରାଜନେତ୍ରୀ। କଂଗ୍ରେସର ମୁଖପାତ୍ରୀ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ତାଙ୍କ ଝିଅ ସଂପର୍କରେ ଜଣେ ଟୁଇଟର୍‌ ବ୍ୟବହାରକାରୀ ଅଶାଳୀନ ମନ୍ତବ୍ୟ ଦେବା…
ଅଧିକ ଖବର ଦେଖନ୍ତୁ...

ଆଗାମୀ ମୌସୁମୀ ଅଧିବେଶନରେ ଲୋକସଭାର ସଦସ୍ୟମାନେ ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଅଧିବେଶନର ଲୋକସଭାର ସଦସ୍ୟମାନେ ଦିନକୁ ସର୍ବାଧିକ ୫ଟି ପ୍ରଶ୍ନ ପଚାରି ପାରିବେ ବୋଲି ଲୋକସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ଏଥିପୂର୍ବରୁ ସଦସ୍ୟମାନେ ଦୈନିକ ୧୦ଟି ପ୍ରଶ୍ନ ପଚାରି ପାରୁଥିଲେ। ଲୋକସଭାର ‘କୋସ୍‌ଚିନ୍‌ ସେଲ୍‌’ ବା ପ୍ରଶ୍ନ କକ୍ଷ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ନାଗ ସାପ ପିଆଜ ଖାଉଛି କି ? ଅନୁଗୁଳରେ ଜିଅନ୍ତା ନାଗ ପେଟରୁ ବାହାରିଲା ପିଆଜ !

ଅନୁଗୋଳ: ସାଧାରଣ ଭାବେ ଆମକୁ ଜଣା ଯେ ସାପମାନେ ବେଙ୍ଗ, ମୂଷା ଓ ସେଇଭଳି ଛୋଟଛୋଟ କୀଟପତଙ୍ଗ ଖାଇ ଥାଆନ୍ତି। ପୁଣି ନାଗ ସାପ କ୍ଷୀର ପ୍ରିୟ ବୋଲି ଆମେ ଜାଣିଛେ। ତେବେ ନାଗ ସାପ ପିଆଜ ଖାଉଥିବା ଭଳି ଏକ ବିସ୍ମୟଜନକ ଘଟଣା ସାମ୍ନାକୁ ଆସିଛି । ତାହା ପୁଣି ଓଡ଼ିଶାରେ ଘଟିଛି। ଅନୁଗୋଳ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଏକ ବର୍ଷ ଆମାଜନ୍‌ ପ୍ରାଇମ୍‌ ମେମ୍ବରସିପ୍‌ ପ୍ରଦାନ କରିବ ଭୋଡ଼ାଫୋନ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସପିଂ ସଂସ୍ଥା ଆମାଜନ୍‌ ପକ୍ଷରୁ ଭୋଡାଫୋନ୍‌ ସହିତ ସହବନ୍ଧନ କରାଯାଇଛି । ଏଣିକି ଭୋଡ଼ାଫୋନ୍‌ ଗ୍ରାହକ ଏକବର୍ଷ ପର୍ଯ୍ୟନ୍ତ ଆମାଜନ ପ୍ରାଇମ୍‌ ସଦସ୍ୟତା ଅତୁଳନୀୟ ଶପିଂ ଏବଂ ମନୋରଂଜନ ସୁବିଧା ସହିତ ଉପଲବ୍ଧ କରିପାରିବେ । ଆମାଜନ ପ୍ରାଇମ୍‌ ଅସୀମିତ…
ଅଧିକ ଖବର ଦେଖନ୍ତୁ...

ଗଣ ଆତ୍ମହତ୍ୟା ନୂଆ ନୁହେଁ; ଏକକାଳୀନ ୯୧୩ ଜଣ ଆତ୍ମହତ୍ୟା କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି!

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଏକ ସଙ୍ଗରେ ଗୋଟିଏ ପରିବାରର ସମସ୍ତ ୧୧ ଜଣ ଗଣ ଆତ୍ମହତ୍ୟା କରିବା ଘଟଣାକୁ ନେଇ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। କିନ୍ତୁ ଆମେ ଯଦି ଇତିହାସ ଉପରେ ନଜର ପକାଇବା ତେବେ ଜଣାପଡ଼ିବ ଏହା କୌଣସି ନୂଆ ଘଟଣା ନୁହେଁ; ଏହା ପୂର୍ବରୁ ମଧ୍ୟ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...

ଫାଙ୍କା ଗୁଳିଚାଳନା କରି ଟୋଲ ପ୍ଲାଜା କର୍ମଚାରୀଙ୍କଠାରୁ ଦୁର୍ବୃତ୍ତ ଲୁଟି ନେଲେ ୨୫ଲକ୍ଷ ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଖଲିକୋଟ ଥାନା ହରିଡ଼ାମୂଳ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଆଜି ଅପରାହ୍ନରେ ଆସି ଫାଙ୍କା ଗୁଳିଚାଳନା କରି ଟୋଲ ପ୍ଲାଜା କର୍ମଚାରୀଙ୍କଠାରୁ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ତେବେ ଏହି ଲୁଟ ଥାନାରୁ ମାତ୍ର ଦୁଇ…
ଅଧିକ ଖବର ଦେଖନ୍ତୁ...

ଗଛରେ ଧକ୍କା ଖାଇଲା ବାଇକ୍‌, ଦୁଇ ମୃତ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ୍‌ ତଅଲା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଗଛରେ ଏକ ବାଇକ୍‌ ପିଟି ହୋଇ ଯିବାରୁ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ସମେତ ଜଣଙ୍କର ମୃତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବିଛୁବାହାଳିର…
ଅଧିକ ଖବର ଦେଖନ୍ତୁ...

ଗଣମୃତ୍ୟ ମାମଲା: ଆତ୍ମହତ୍ୟା ପୂର୍ବରୁ ଚକ୍ଷୁ ଦାନ କରି ଯାଇଛନ୍ତି ପରିବାର ଲୋକ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ବରାଡ଼ିର ଏକ ଘରୁ ସନ୍ଦେହଜନକ ଭାବେ ୧୧ ଜଣକ ମୃତଦେହ ମିଳିବା ପରେ ସେହି ଘଟଣାର ତଦନ୍ତ ଜାରି ରହିଛି। ଘଟଣା ସଂପର୍କିତ ଅନେକ ଚାଞ୍ଚଲ୍ୟକର ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି। ଏବେ ଜାଣିବାକୁ ମିଳିଛି ଯେ ମୃତକମାନେ ତାଙ୍କର ଚକ୍ଷୁ ଦାନ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଡମ୍ପର ଧକ୍କାରେ କୁତ୍ରା ବ୍ଲକ୍‌ ଧଙ୍ଗିରିଧୁପା ଗ୍ରାମର ଜଣେ ମହିଳାଙ୍କ ସୋମବାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସରସ୍ୱତୀ ଧନୁଆର ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି। ଗୁରୁତର ଆହତଙ୍କ ନାମ ପ୍ରମିଳା…
ଅଧିକ ଖବର ଦେଖନ୍ତୁ...

ଦେଢ଼ ବର୍ଷର ଶିଶୁ ଖେଳୁ ଖେଳୁ ଗିଳି ଦେଲା ପ୍ରେସର କୁକର ହୁଇସିଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡୟା ଜିଲ୍ଲାରେ ଦେଢ଼ ବର୍ଷର ଶିଶୁ ଖେଳୁ ଖେଳୁ ପ୍ରେସର କୁକର ହୁଇସିଲକୁ  ଗିଳି ପକାଇବା ହେତୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶିଶୁଟି ଘରେ ତାର ଜେଜେବାପା ଓ ଜେଜେ ମାଆଙ୍କ ସହିତ ରହେ। କାରଣ ତାର ବାପା ଓ ମାଆ ଦୁହେଁ କାମ କରିବାକୁ ବାହାରକୁ ଯାଆନ୍ତି।…
ଅଧିକ ଖବର ଦେଖନ୍ତୁ...