Daily Archives

July 3, 2018

କୁମ୍ଭମେଳା ପାଇଁ ମସଜିଦ୍‌ ପାଚେରୀ ଭାଙ୍ଗିଲେ ମୁସଲିମ ସଂପ୍ରଦାୟର ଲୋକେ

ଆହ୍ଲାବାଦ: ଉତ୍ତରପ୍ରଦେଶରେ ମୁସଲମାନ ସଂପ୍ରଦାୟର କିଛି ଲୋକେ ଭାଇଚାରାର ଉଦାହରଣ ପାଲଟିଛନ୍ତି। ବର୍ଷ ୨୦୧୯ରେ ଆହ୍ଲାବାଦରେ ହେବାକୁ ଥିବା କୁମ୍ଭମେଳା ପାଇଁ ଅନେକ ଗୁଡ଼ିଏ ମସଜିଦର ପାଚୋରୀକୁ ଭାଙ୍ଗି ଦେଇଛନ୍ତି। କୁମ୍ଭମେଳା ସମୟରେ ଆହ୍ଲାବାଦରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ଦର୍ଶକଙ୍କ ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଜୁନରେ ହୋଣ୍ଡା ଗାଡ଼ି ବିକ୍ରି ୨୮% ବୃଦ୍ଧି

ଗୁୁରୁଗ୍ରାମ : ଜୁନ ମାସରେ ହୋଣ୍ଡା ମୋଟସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ଼ର ଗାଡ଼ି ବିକ୍ରି ସଂଖ୍ୟା ଜୁନରେ ବୃଦ୍ଧି ଘଟିଛି । ଏହାର ଘରୋଇ ଗାଡ଼ି ବିକ୍ରି ଓ ରପ୍ତାନୀ ସଂଖ୍ୟାରେ ୨୮% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ୫୭୧୦୨୦ ହୋଇଛି ଯାହା ଗତବର୍ଷ ଏହି ସମୟରେ ୪୪୪୫୨୮  ଥିଲା । ଏହି ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଭୋକ ହେଉ ନାହିଁ କି ? ଏହି ୪ଟି ଜିନିଷ ଖାଆନ୍ତୁ

ସଂପ୍ରତି ଲୋକମାନଙ୍କ ମଧ୍ୟରେ ଖାଦ୍ୟ ଖାଇବାର ସମୟରେ ଠିକ୍‌ ରହୁ ନଥିବା କାରଣରୁ ମଣିଷ ଶରୀରରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନ କ୍ରିୟାରେ ଅସୁବିଧା, ଛାତି ପୋଡ଼ିବା, ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ୫/୧୧୨ରେ ଇଂଲଣ୍ଡର ବ୍ୟାଟିଂ ଜାରି

ଇଂଲଣ୍ଡ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ମଂଚେଷ୍ଟରର ଓଲଡ୍‌ ଟେଫର୍ଡ ଷ୍ଟାଡିୟମରେ ଖେଳ ଜାରି ରହିଛି। ଟସ୍‌ ଜିଣି ଭାରତ ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ବ୍ୟାଟିଂ କରିଛି। ଆରମ୍ଭରୁ ଇଂଲଣ୍ଡ ବିସ୍ଫୋରକ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଥାଳି ଗ୍ୟାଙ୍ଗ୍‌: ଦୁଷ୍କର୍ମକାରୀଙ୍କ ଘର ଆଗରେ ଥାଳି ପିଟିବ ଏହି ଗ୍ୟାଙ୍ଗ, ଏଭଳି ଭାବରେ ନେବ ଦୁଷ୍କର୍ମର…

ମିରଟ: ଗୁଲାବି ଗ୍ୟାଙ୍ଗ ବିଷୟରେ ତ ଆପଣମାନେ ଜାଣିଥିବେ ଏବଂ ଏହା ମଧ୍ୟ ଜାଣିଥିବେ ଏହି ଗ୍ୟାଙ୍ଗର କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଏକ ବଲିଉଡ୍‌ ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି । ଠିକ୍‌ ସେହିଭଳି ଅନ୍ୟ ଏକ ଗ୍ୟାଙ୍ଗ ମିରଟର ଛାତ୍ରୀମାନେ ସୃଷ୍ଟି କରିଛନ୍ତି । ଯାହାର ନାମ ରଖା ଯାଇଛି ଥାଳି…
ଅଧିକ ଖବର ଦେଖନ୍ତୁ...

ଜାହ୍ନବୀଙ୍କ ଖୁଲାସା: ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମରୁ ପ୍ରାଇଭେଟ ଫଟୋ ହଟାଇଥିଲି

ମୁମ୍ବାଇ: ଫିଲ୍ମ ଧଡ଼କ ପାଇଁ ଏବେ ଚର୍ଚ୍ଚାରେ ଜାହ୍ନବୀ କପୁର । ଫିଲ୍ମର କିଛି ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଏକ ଟିନ୍‌ ଏଜ୍‌ର ଲଭ୍‌ଷ୍ଟୋରିକୁ ଦେଖିବା ପାଇଁ ଦର୍ଶମାନେ ଅନାଇ ବସିଛନ୍ତି । ଫିଲ୍ମଟି ୨୦୧୬ରେ ରିଲିଜ୍‌…
ଅଧିକ ଖବର ଦେଖନ୍ତୁ...

ବେକରୁ ରୁଦ୍ରାକ୍ଷ ମାଳ ନ କାଢ଼ିବାରୁ ଛାଡ଼ପତ୍ର ଦେବା ପାଇଁ କହିଲା ସ୍ୱାମୀ, ସବୁ ଛାଡ଼ି ଭାରତୀୟ ସଂସ୍କୃତିକୁ ଜାଣିବା…

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ପାମେଲା ଇବ୍‌ ସୋଲୋମନ ଭାରତୀୟ ସଂସ୍କୃତି ପ୍ରତି ଥିବା ତାଙ୍କର ଭଲ ପାଇବା ପାଇଁ ସବୁ କିଛି ପରିତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାଇଥିବା ଜଣାପଡ଼ିଛି । ଭାରତୀୟ ସଂସ୍କୃତି ପ୍ରତି ଅକର୍ଷିତ ହୋଇ ପାମେଲା ଏକ ରୁଦ୍ରାକ୍ଷ ମାଳ ପିନ୍ଧିଥିଲେ। ଯାହା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ୫ ବଲିଉଡ୍‌ କଳାକାର ଏଭଳି ଭାବରେ ଖର୍ଚ୍ଚ କରିଥିଲେ ସେମାନଙ୍କ ପ୍ରଥମ ଆୟ

ସବୁ ମଣିଷ ନିଜର ପ୍ରଥମ ଆୟକୁ ନେଇ ବହୁତ ଖୁସି ହୋଇଥାଏ । ସେ ଅଧିକ ହେଉ ବା କମ ସମସ୍ତଙ୍କ ମନରେ ନିଜ ପ୍ରଥମ ଆୟକୁ କିପରି ଖର୍ଚ୍ଚ କରିବେ ସେ ନେଇ ସେମାନେ ଆଗରୁ ଯୋଜନା ବନାଇଥାନ୍ତି । ଏମିତିରେ ଯଦି ଆମେ କିଛି ବଲିଉଡ୍‌ କଳାକାରଙ୍କ ବିଷୟରେ କଥା ହେବା ସେମାନେ ନିଜର ପ୍ରଥମ ଆୟକୁ ଏଭଳି ଭାବରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ: ବିୟୁଟି କଣ୍ଟେଷ୍ଟରେ ଭାଗ ନେଇଥିବା ସମୟର ଭିଡ଼ିଓ ହେଲା ଭାଇରାଲ, ଦେଖନ୍ତୁ କେମିତି…

ମୁମ୍ବାଇ : ଇଣ୍ଟରନେଟ୍‌ ସେନ୍‌ସେସନ୍‌, ଭାଲେଣ୍ଟାଇନ୍‌ ଗର୍ଲ ବା ନ୍ୟାସ୍‌ନାଲ କ୍ରସ କିଛି ବି କହିପାରିବେ । କିଛି ସେକେଣ୍ଡର ଭିଡ଼ିଓକୁ ନେଇ ରାତାରାତି ଷ୍ଟାର ପାଲଟି ଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଏହି ୩ଟି ନାଁ ଦେଇଥିଲେ ଦେଶବାସୀ । ଫିଲ୍ମ ରିଲିଜ୍‌ ପୂର୍ବରୁ ହିଁ ସେ ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଘରକୁ ଆସି ଭଉଣୀକୁ ଗଣଦୁଷ୍କର୍ମ କଲେ ବଡ଼ ଭାଇର ୩ଜଣ ସାଙ୍ଗ

ଜବଲପୁର(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଘରକୁ ଆସି ବଡ଼ ଭାଇର ୩ଜଣ ସାଙ୍ଗ ଭଉଣୀକୁ ଗଣଦୁଷ୍କର୍ମ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ଜୁନ୍‌ ୨୮ରେ ଘଟିଥିବା ବେଳେ ଗତକାଲି ପୁଲିସ ଥାନାରେ ଏହାର ଅଭିଯୋଗ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...