Daily Archives

July 3, 2018

କୋରାପୁଟ: ଗୁଳି ଚାଳନାରେ ଜଣେ ମୃତ, ଜଣେ ଗୁରୁତର

କୋଟପାଡ଼: ଦୁର୍ବୃତ୍ତଙ୍କ ଗୁଳିରେ ମଙ୍ଗଳବାର ରାତି ୮ଟାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମିିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର କୋଟପାଡ ଥାନା ଅନ୍ତର୍ଗତ ପିରିନ୍ଦି ଛକ ନିକଟରେ ଏହି ଗୁଳି ଚାଳନା ହୋଇଛି। ଘଟଣାସ୍ଥଳରେ କୋଟପାଡ ୧୦ ନମ୍ବର…
ଅଧିକ ଖବର ଦେଖନ୍ତୁ...

୧୪ ବର୍ଷରେ ଓଜନ ଥିଲା ୨୩୭ କିଲୋ, ସର୍ଜରୀ କରି ୧୭୭କିଲୋ ଓଜନ କରାଇଲେ ଡ଼ାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାର ଡ଼ାକ୍ତରମାନେ ଏକ ସଫଳ ଅସ୍ତ୍ରୋପଚାର କରିଥିବା ଜଣା ପଡ଼ିଛି । ୧୪ବର୍ଷ ବୟସ୍କ ଜନୈକ ନାବାଳକର ଓଜନ ୨୩୭ କିଲୋଥିବା ବେଳେ ତାଙ୍କର ଅସ୍ତ୍ରୋପଚାର କରାଯାଇ ୧୭୭କିଲୋ ଓଜନ କରାଯାଇଛି । ନାବାଳକକୁ ଦୁନିଆର ସବୁଠାରୁ ମୋଟା ଏବଂ ଭାରି ବୋଲି କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ କିମ୍‌ ଶର୍ମା: ୭୦ହଜାର ଟଙ୍କାର ପୋଷାକ ପାଇଁ ଘରର ଚାକରାଣୀକୁ ମାଡ଼ ମାରିଥିବା ଅଭିଯୋଗ

ମୁମ୍ବାଇ: ଗୋଟେ ସମୟରେ ଦର୍ଶକଙ୍କ ମନରେ ରାଜ କରୁଥିଲେ ଅଭିନେତ୍ରୀ କିମ୍‌ ଶର୍ମା । କିନ୍ତୁ ନବାଗତାମାନଙ୍କ ଏଣ୍ଟ୍ରି ପରେ ତାଙ୍କର କ୍ରେଜ୍‌ ଧିରେ ଧିରେ ଦର୍ଶକମାନଙ୍କ ମନରୁ କମିବାକୁ ଲାଗିବା ସହ ସେ ବଲିଉଡ଼୍‍ରୁ ଦୂରେଇ ଯାଇଥିଲେ । ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୭୦ହଜାର…
ଅଧିକ ଖବର ଦେଖନ୍ତୁ...

ସାମ୍‌ସଙ୍ଗ ଫୋନ ବ୍ୟବହାରକାରୀ ହୋଇଯାନ୍ତୁ ସାବଧାନ, ଆସୁଥିବା ଭାଇରସ ଆପଣଙ୍କ ଫଟୋ ଆଉ କାହାକୁ ପଠାଇପାରେ!

ନୂଆଦିଲ୍ଲୀ: ଯଦି ଆପଣ ସାମ୍‌ସଙ୍ଗ କମ୍ପାନିର ଫୋନ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏ ଖବର ବିଷୟରେ ଜାଣିବା ନିହାତି ଆବଶ୍ୟକ । ସାମ୍‌ସଙ୍ଗ ଫୋନକୁ ଏକ ଭାଇରସ ଆକ୍ରମଣ କରିଛି । ଯାହା ଆପଣଙ୍କ ଅଜାଣତରେ ଆପଣଙ୍କ ଫଟୋକୁ ଅନ୍ୟକୁ ପଠାଉଛି । କିଛି ବ୍ୟବହାରକାରୀ ଏବେ ଏ ନେଇ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ ଚେସରେ ଓଡ଼ିଆ ଖେଳାଳି ଦେବାଶିଷ ଓ ମନୀଷଙ୍କୁ କାଂସ୍ୟ ପଦକ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ ଚେସରେ ଓଡ଼ିଆ ଖେଳାଳିଙ୍କୁ ସଫଳତା ମିଳିଛି। ସିନିୟର ବିଭାଗରେ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସଙ୍କୁ କାଂସ୍ୟ ପଦକ ମିଳିଥିବା ବେଳେ ୧୨ ବର୍ଷରୁ କମ୍‌ ବିଭାଗରେ ମନୀଷ କୁମାର କାଂସ୍ୟ ପଦକ ଜିତିଛନ୍ତି।
ଅଧିକ ଖବର ଦେଖନ୍ତୁ...

ଏକ ମାରାତ୍ମକ ଷଡ଼ଯନ୍ତ୍ର ଉପରେ କାମ କରୁଛନ୍ତି ମାଓବାଦୀ, ଚିନ୍ତାରେ ସରକାର, ସୁରକ୍ଷାବାହିନୀ

ନୂଆଦିଲ୍ଲୀ : ଆମ ଦେଶରେ ଏବେ ମାଓବାଦୀମାନେ ବେଶ ଚାପରେ ଅଛନ୍ତି । ସୁରକ୍ଷା ବାହିନୀମାନଙ୍କ ବାରମ୍ବାର ଅପରେସନ ଯୋଗୁଁ ଅନେକ ମାଓ ନେତା ନିହତ ହେଲେଣି ବା ଗୁରୁତର ଆହତ ଅଛନ୍ତି । ଏଣୁ ସଂଗଠନ ଟିକିଏ ଦୁର୍ବଳ ହୋଇଯାଇଛି । ଏଣୁ ମାଓ ସଂଗଠନ ଏବେ ଏକ ନୂଆ ରଣକୌଶଳ ଉପରେ କାର୍ଯ୍ୟ କରୁଛି । ତାହା…
ଅଧିକ ଖବର ଦେଖନ୍ତୁ...

ଏଲଆଇସିକୁ ଆଇଡିବିଆଇ ବ୍ୟାଙ୍କର ଅଂଶଧନବିକ୍ରିକୁ  ଅଫିସର ସଂଘର ବିରୋଧ

ନୂଆଦିଲ୍ଲୀ : ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସି କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଖରିଦ କରିବାକୁ  ଯୋଜନା ଚାଲିଛି । କିନ୍ତୁ ଏହାକୁ ବ୍ୟାଙ୍କର କର୍ମଚାରୀ ଓ ଅଫିସର ସଂଘ ତୀବ୍ର ବିରୋଧ କରିଛି ।  ଅଲ ଇଣ୍ଡିଆ ଆଇଡିବିଆଇ ଅଫିସର୍ସ ସଂଘ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଅଲମ୍ପିକ ସଂଘର ଘୋଷଣା: ୧୮ତମ ଏସିଆନ୍‌ ଗେମସ୍‌ରେ ଭାଗ ନେବେ ୫୨୪ ପ୍ରତିଯୋଗୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଆୟୋଜନ ହେବାକୁ ଥିବା ୧୮ତମ ଏସିଆନ୍‌ ଗେମସ୍‌ ପାଇଁ ଭାରତୀୟ ଅଲମ୍ପିକ ସଂଘ ମଙ୍ଗଳବାର ଭାରତୀୟ ପ୍ରତିଯୋଗୀଙ୍କ ନାମ ଘୋଷଣା କରିଛି। ଚଳିତ ବର୍ଷ ଜାକର୍ତ୍ତା ପାଲେମବାଙ୍ଗରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏସୀୟ କ୍ରୀଡାରେ ଭାରତରୁ ୫୨୪ ଜଣ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ଜେଲ୍‌ଗୁଡ଼ିକରେ ଇନ୍‌ଷ୍ଟଲ୍‌ କରାଯିବ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌

ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟ ମହିଳା କମିସନ୍‌ ଏକ ନୂତନ ପଦକ୍ଷେପ ନେଇଛି। ଏଣିକି ମହାରାଷ୍ଟ୍ରର ଜେଲ୍‌ମାନଙ୍କରେ ମହିଳାମାନଙ୍କ ସୁବିଧା ପାଇଁ ସାନିଟାରି ପ୍ୟାଡ୍‌ ଭେଣ୍ଡିଂ ମେସିନ୍‌ ଇନ୍‌ଷ୍ଟଲ୍‌ କରାଯିବ। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରର ନଅଟି ଜେଲ୍‌ରେ ଏହି ଭେଣ୍ଡିଂ ମେସିନ୍‌…
ଅଧିକ ଖବର ଦେଖନ୍ତୁ...

ଗୁଜବ ପ୍ରସାରଣକୁ ଅଟକାଅ, ନଚେତ କଠୋର ପଦକ୍ଷେପ ନେବୁ, ହ୍ଵାଟ୍ସଆପକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ ସୋସିଆଲ ମିଡିଆର ଅପବ୍ୟବହାର ବଢିଚାଲିଛି । ହ୍ଵାଟ୍ସଆପ, ଫେସବୁକ, ଟ୍ଵିଟର ଆଦି ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ପ୍ରକାରର ଗୁଜବ ଓ ମିଥ୍ୟା ଖବର ପ୍ରଚାର ହେଉଛି । ଏହାକୁ ଭିତ୍ତିକରି ଅନେକ ହିଂସାକାଣ୍ଡ, ଗଣ୍ଡଗୋଳ ଆଦି ବ୍ୟାପୁଛି । ନିକଟରେ ହ୍ଵାଟ୍ସଆପରେ ବ୍ୟାପୀଥିବା…
ଅଧିକ ଖବର ଦେଖନ୍ତୁ...