Daily Archives

July 4, 2018

ଖବର କାଗଜ ପଢ଼ି ବସ୍‌ ଚଳାଇଲେ ଚାଳକ, ବସିଥିବା ଲୋକଙ୍କର ଉଡ଼ିଲା ହୋସ,ଭାଇରାଲ ହେଲା ଭିଡ଼ିଓ

ଚେନ୍ନାଇ : ଆଗରୁ ଅନେକ ଥର ବସ୍‌ ଚାଳକଙ୍କ ବେପରୁଆ ଢ଼ଙ୍ଗରେ ବସ୍‌ ଚଳାଇବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କେତେବେଳେ ଚାଳକ ହେଲେ୍‌ମେଟ୍‌ ପିନ୍ଧି ବସ୍‌ ଚଳାଉଥିବାର ଭିଡ଼ିଓ ଭାଇରାଲ ହୋଇଛି ତ କେତେବେଳେ ନାଚି ନାଚି ବସ୍‌ ଚଳାଉଥିବାର ଭିଡ଼ିଓ ଭାଇରାଲ ହୋଇଛି । ଏହା କୌଣସି ନୂଆ କଥା…
ଅଧିକ ଖବର ଦେଖନ୍ତୁ...

ଘୁଙ୍ଗୁଡ଼ି  ସମସ୍ୟାକୁ ନେଇ ଚିନ୍ତିତ କି? ଏହି  ସହଜ ଉପାୟ ଆପଣାନ୍ତୁ

କିଛି ଲୋକ ନିଘୋଡ଼ ନିଦରେ ଶୋଇବା ପରେ ଘୁଙ୍ଗୁଡ଼ି ମାରିବାକୁ ଲାଗିଥାନ୍ତି । ଏହା ସେମାନେ ଜାଣି ଜାଣି କରୁ ନଥିବା ବେଳେ କିଛି ଖରାପ ଅଭ୍ୟାସ ପାଇଁ ସେମାନଙ୍କ ପାଖରେ ଏସବୁ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଯେ କୌଣସି ବୟସର ଲୋକମାନଙ୍କ ପାଖରେ ଏହି ସବୁ…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍‌ଅପ୍‌ କରି ଦେବାରୁ ପ୍ରେମିକାକୁ ଛୁରି ଭୁସିଲା ପ୍ରେମିକ

ମଥୁରା : ଯୋଗୀ ସରକାର ଆସିବା ପରେ ମହିଳାମାନଙ୍କୁ ପ୍ରଥମେ ସୁରକ୍ଷା ଦିଆଯିବ ବୋଲି ନିଷ୍ପତ୍ତିି ନେଇଥିଲେ । ଏହା ସହ ଏ ନେଇ ସେ କିଛି ପଦକ୍ଷପ ମଧ୍ୟ ନେଇଥିଲେ । କିନ୍ତୁ ତାହା ମାତ୍ର କିଛି ଦିନ ପାଇଁ ଥିଲା । କାରଣ ଉତ୍ତରପ୍ରଦେଶରେ ଯେଉଁଭଳି ଭାବରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ିବାରେ…
ଅଧିକ ଖବର ଦେଖନ୍ତୁ...

ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଅନୀଲ କପୁର ଯାହା କଲେ ତାହା ସବୁ କଳାକାର କରନ୍ତୁ ବୋଲି ଆପଣ ଚାହିଁବେ

ମୁମ୍ବାଇ : ବଲିଉଡ୍‌ରେ କେହି ଜଣେ ପ୍ରସିଦ୍ଧି ପାଇବା ପରେ ଧିରେ ଧିରେ ଅନେକ ଲୋକ ତାଙ୍କ ପାଇଁ କାମ କରିବା ଆରମ୍ଭ କରିଥାନ୍ତି । ଲୋକପ୍ରିୟ କଳାକାର ହେବା ପରେ ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ପାଖରେ ତାଙ୍କର ବ୍ୟକ୍ତଗତ ମ୍ୟାନେଜର, ସ୍ପଟ୍‌ ମ୍ୟାନ୍‌,ମେକ୍‌ଅପ୍‌ ପର୍ସନ,ବଡ଼ିଗାର୍ଡ଼ ଏମିତି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲା ଫେରାଇ ଆଣିବା ପାଇଁ ପ୍ରେମିକକୁ ୭ଲକ୍ଷ ଟଙ୍କା ମାଗିବାରୁ ପ୍ରେମିକା ବିରୋଧରେ ମାମଲା ରୁଜୁ କଲା ପୁଲିସ

ନୂଆଦିଲ୍ଲୀ : ପ୍ରେମିକ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପ୍ରେମିକା ବିରୋଧରେଏତଲା ରୁଜୁ କରିଛି ଗୁରୁଗ୍ରାମ ପୁଲିସ । ପ୍ରେମିକା ଜେଲ୍‌ଦଣ୍ଡ ଭୋଗୁଥିବା ପ୍ରେମିକକୁ ଦେଖା କରିବାକୁ ଯାଇଥିବା ବେଳେ ମାମଲାକୁ ଫେରାଇ ନେବା ବଦଳରେ ୭ଲକ୍ଷ ଟଙ୍କା ମାଗିଥିଲେ । ଯଦି ତାଙ୍କୁ ୭ଲକ୍ଷ ଟଙ୍କା ନ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: କୁରାଢ଼ି ଚୋଟରେ ଶାଶୁ ଗୁରୁତର, ଜ୍ୱାଇଁ ଅଟକ

କନ୍ଧମାଳ: ପୁଅ ବାହାଘର ନିମନ୍ତ୍ରଣ ଦେବାକୁ ଝିଅ ଘରକୁ ଆସିଥିବା ଶାଶୁଙ୍କୁ ଜ୍ୱାଇଁ ହାଣିଛି। ଏହି ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଚନା ଚାଲିଛି। ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଫୁଲବାଣୀସାହିରେ କୁରାଢ଼ି ଚୋଟର ଶିକାର ହୋଇଥିବା ଶାଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ମଲ୍ଲିକା ଶେରାଓ୍ଵତଙ୍କ ଚାଞ୍ଚଲ୍ୟକର ବୟାନ : ହିରୋମାନଙ୍କ ଶଯ୍ୟାସଂଗିନୀ ହେବାକୁ ମନା କରିବାରୁ ମୋତେ କାମ ମିଳିଲାନି

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ମଲ୍ଲିକା ଶେରାଓ୍ଵତ୍‌ କିଛି ଦିନ ହେବା ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରରେ ରଖିଛନ୍ତି । ଚର୍ଚ୍ଚାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡ଼ିଆରେ ସେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି । ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ମଲ୍ଲିକା ସବୁବେଳେ ନିଜର କିଛି ଫଟୋ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ନୂଆ ବସଷ୍ଟାଣ୍ଡ ନିକଟରେ ଯୁବକଙ୍କୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୁଧବାର ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଅଂଚଳର ପ୍ରଭାବଶାଳୀ ବ୍ୟକ୍ତି ବବୁଲୁ ପଟ୍ଟନାୟକଙ୍କୁ ଗୁଳିମାଡ଼ ହୋଇଛି। ୨ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ରାତି…
ଅଧିକ ଖବର ଦେଖନ୍ତୁ...

ହାତରୁ ମେହେନ୍ଦି ନ ଲିଭୁଣୁ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କଲା ନବ ବିବାହିତା

ଛାପ୍ରା : ବିହାରର ଛାପ୍ରାରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହର ୫ମ ଦିନରେ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ନିର୍ମମ ଭାବେ ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ଶବ ତାଙ୍କ ଶୋଇବା ଘରୁ ରକ୍ତାକ୍ତ ଅବସ୍ଥାରେ ମିଳିଥିବା ବେଳେ ୫ ଦିନର…
ଅଧିକ ଖବର ଦେଖନ୍ତୁ...

‘ସାଇ’ର ନାମ ବର୍ତ୍ତମାନ ‘ସ୍ପୋର୍ଟସ ଇଣ୍ଡିଆ’ ହେବ: ରାଜ୍ୟବର୍ଦ୍ଧନ ରାଠୋର

ନୂଆଦିଲ୍ଲୀ: ସ୍ପୋର୍ଟସ ଅଥରଟି ଅଫ୍‌ ଇଣ୍ଡିଆ(ସାଇ)ର ନାମ ପରିବର୍ତ୍ତନ ହେବ। ନୂଅାଁ ନାମ ‘ସ୍ପୋର୍ଟସ ଇଣ୍ଡିଆ’ ହେବ ବୋଲି ବୁଧବାର ସ୍ପୋର୍ଟସ ବଡି ବୈଠକ ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି। ସେ କହିଛନ୍ତି ‘ସାଇ’ର ନାମ ପରିବର୍ତ୍ତନ ହୋଇଛି। ‘ଅଥରଟି’…
ଅଧିକ ଖବର ଦେଖନ୍ତୁ...