Daily Archives

July 4, 2018

ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆଙ୍କୁ ଧମକ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ ମାଗିଲେ ତାଙ୍କ ସ୍ୱାମୀ

ମୁମ୍ବାଇ : ଏକ ସମୟରେ ସମସ୍ତଙ୍କ ପସନ୍ଦର ଅଭିନେତ୍ରୀ ଥିଲେ ଆୟେଶା ଟାକିଆ । ଅନେକ ଯୁବକ ତାଙ୍କ ଲୁକ୍‌କୁ ନେଇ ପାଗଳ ହୋଇଥିଲେ ମଧ୍ୟ ଏବେ ସେ ନିଜକୁ ଫିଲ୍ମ ଦୁନିଆରୁ ଦୂରେଇ ରଖିଛନ୍ତି । କିଛି ବର୍ଷ ହେଲା ସେ କୌଣସି ଫିଲ୍ମରେ ନଜର ଆସି ନ ଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆୟେଶା…
ଅଧିକ ଖବର ଦେଖନ୍ତୁ...

ଯଦି ତୁମେ ମୋ ଝିଅକୁ ସତରେ ଭଲ ପାଉଛ ତେବେ ନିଜକୁ ଗୁଳି କରି ଦେଖାଅ! ପ୍ରେମିକାର ବାପାଙ୍କଠାରୁ ଏହା ଶୁଣି ନିଜକୁ ଗୁଳି…

ଭୋପାଲ : ଭାରତୀୟ ଜନତା ପାର୍ଟିି ଯୁବ ମୋର୍ଚ୍ଚାର ଜଣେ ନେତା ପ୍ରେମ ପାଇଁ ନିଜକୁ ଗୁଳି କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଧ୍ୟପ୍ରଦେଶର ଭୋପାଲରେ ଏହି ଘଟଣା ଘଟିଥିବା ବେଳେ ପ୍ରେମିକା ଘରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି । ଯଦି ତୁମେ ମୋ ଝିଅକୁ ସତରେ…
ଅଧିକ ଖବର ଦେଖନ୍ତୁ...

ଏମିରେଟ୍ସ ବିମାନରେ ବନ୍ଦ ହେବ ନାହିଁ ‘ହିନ୍ଦୁ ମିଲ୍‌’

ନୂଆଦିଲ୍ଲୀ : ବିଦେଶୀ ଏୟାରଲାଇନ୍ସ ଏମିରେଟ୍ସ ନିଜ ବିମାନରେ ହିନ୍ଦୁ ମିଲ୍‌ ଯୋଗାଣ ବନ୍ଦ କରିବାକୁ ଯେଉଁ ଘୋଷଣା କରିଥିଲା ତାହାକୁ ରଦ୍ଦ କରିଛି । କମ୍ପାନିର ଏହି ନିଷ୍ପତ୍ତିକୁ ନେଇ ଲୋକମାନଙ୍କ ପ୍ରବଳ ପ୍ରତିକ୍ରିୟା ଦୃଷ୍ଟିରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି । କମ୍ପାନି ପକ୍ଷରୁ ଆଜି…
ଅଧିକ ଖବର ଦେଖନ୍ତୁ...

ଭୂସ୍ଖଳନରେ ୪ ତୀର୍ଥଯାତ୍ରୀଙ୍କ ଜୀବନ ଯିବା ପରେ ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ମଙ୍ଗଳବାର ରାତିରେ ଦକ୍ଷିଣ କଶ୍ମୀରରେ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା ଅବସ୍ଥା ଶେଚନୀୟ ହେବାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅମରନାଥ ଯିବା ପାଇଁ ରହିଥିବା ଉଭୟ ବାଲ୍‌ତାଲ ମାର୍ଗ ଓ ପହଲଗମ୍‌ ମାର୍ଗରେ ଯାତାୟତ ସ୍ଥଗିତ କରି ଦିଆଯାଇଛି। ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଘଟିବାରୁ ୪…
ଅଧିକ ଖବର ଦେଖନ୍ତୁ...

ଭୋଡାଫୋନ୍‌ ଘୋଷଣା କଲା ସ୍ମାର୍ଟ ପୋଷ୍ଟପେଡ୍‌ ପ୍ଲାନ୍‌, ଏହାର ଫାଇଦା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଭୋଡାଫୋନ୍‌ ଇଣ୍ଡିଆ ପକ୍ଷରୁ କମ୍‌ ବିଲ୍‌ ଗ୍ୟାରେଣ୍ଟି, ମାଗଣା ମୋବାଇଲ୍‌ ବୀମା, ଅସୀମିତ ଅନ୍ତର୍ଜାତିକ ରୋମିଂ ସୁବିଧା ଓ ଅତୁଳନୀୟ ମନୋରଂଜନ ବିଷୟବସ୍ତୁ ସହିତ ସବୁଠୁ ସ୍ମାର୍ଟ ପୋଷ୍ଟପେଡ୍‌ ପ୍ଲାନ୍‌ ଘୋଷଣା କରାଯାଇଛି । ନୂଆ ଭୋଡାଫୋନ୍‌ ରେଡ୍‌ ବିଷୟରେ ଅଭନୀଶ ଖୋସ୍‌ଲା,…
ଅଧିକ ଖବର ଦେଖନ୍ତୁ...

ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ବିକ୍ରି କରିବା ପାଇଁ ଆର୍ମି କ୍ୟାଣ୍ଟିନ୍‌ର ଅଧିକାରୀଙ୍କୁ ଦିଆ ଯାଇଥିଲା ୧୦କୋଟି ଟଙ୍କାର…

ନୂଆଦିଲ୍ଲୀ : ନିର୍ଦ୍ଦିଷ୍ଟ ବ୍ରାଣ୍ଡର ମଦ ଆର୍ମି କ୍ୟାଣ୍ଟିନ୍‌ରେ ବିକ୍ରି କରିବା ପାଇଁ କ୍ୟାଣ୍ଟିନରେ କାମ କରୁଥିବା ଅଧିକାରୀଙ୍କୁ ୧୦କୋଟି ଟଙ୍କା ଲାଞ୍ଚ ଦିଆ ଯାଇଥିବା ସୂଚନା ମିଳିଛି । ଆର୍ମି କ୍ୟାଣ୍ଟିନ୍‌କୁ ଏହି ଲାଞ୍ଚ ବିମ୍‌ ଗ୍ଲୋବାଲ ସ୍ପିରିଟ୍‌ ଆଣ୍ଡ ଓ୍ଵାଇନ୍‌ ବା ବିମ୍‌ ଇଣ୍ଡିଆ…
ଅଧିକ ଖବର ଦେଖନ୍ତୁ...

ମିଛ ଖବରକୁ ଅଟକାଇବା ଏକ ରକେଟ ସାଇନ୍ସ ନୁହେଁ, ହ୍ଵାଟ୍ସଆପକୁ ସରକାରଙ୍କ ଜବାବ

ନୂଆଦିଲ୍ଲୀ : ସରକାର ଆଜି ପୁଣି ଥରେ ହ୍ଵାଟ୍ସଆପକୁ ଚେତାବନୀ ଶୁଣାଇଛନ୍ତି । କେଉଁ ସ୍ଥାନରେ ଗୁଜବ ସୃଷ୍ଟିକାରୀ ମିଥ୍ୟା ମେସେଜ ପଠାଯାଉଛି ତାକୁ ଠାବ କରି ନିୟନ୍ତ୍ରଣ କରିବା ଏକ ରକେଟ ସାଇନ୍ସ ନୁହେଁ ଯେ ତାହାକୁ କରିହେବ ନାହିଁ । ଏକଥା କହିଛନ୍ତି କେନ୍ଦ୍ର ଟେଲିକମ ଓ ଆଇଟି ମନ୍ତ୍ରୀ ରବି…
ଅଧିକ ଖବର ଦେଖନ୍ତୁ...

କେଉଁ ସୁଇମିଂ ପୁଲ୍‌ ନୁହେଁ, ରାସ୍ତା ଉପର ପାଣିରେ ଭାସି ଭାସି ରିପୋର୍ଟିଂ କଲେ ପାକିସ୍ଥାନ ରିପୋର୍ଟର, ଭିଡିଓ ହେଲ…

ଇସ୍‌ଲାମବାଦ୍‌: ପ୍ରବଳବର୍ଷା ହେତୁ ବିଭିନ୍ନ ସ୍ଥାନରେ ପାଣି। ନିକଟରେ ଆପଣ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ତ ଦେଖିଥିବେ ନିଶ୍ଚୟ। ଇସ୍‌କନ୍‌ ମନ୍ଦିର ସାମ୍ନା, ଆଚାର୍ଯ୍ୟ ବିହାର ଓ ଜୟଦେବ ବିହାର ଆଦି କେତେକ ସ୍ଥାନରେ ପାଣି ମଧ୍ୟରେ ଗାଡ଼ି ଭାସୁଥିବାର ଦୃଶ୍ୟ ସବୁ ଦେଖିବାକୁ ମିଳିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲ ଆସିବାକୁ ନିର୍ଦ୍ଦେଶନାମା ଜାରି କରି ସ୍କୁଲ…

ପୁଣେ (ମହାରାଷ୍ଟ୍ର): ପୁଣେର ଏକ ଖ୍ୟାତିସଂପନ୍ନ ବିଦ୍ୟାଳୟ ତାହାର ଛାତ୍ରୀମାନଙ୍କ ଉପରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜଣାପଡ଼ିଛି ପୁଣେର ମିରସ୍‌ ଏମ୍‌ଆଇଟି ସ୍କୁଲ କର୍ତ୍ତୃପକ୍ଷ…
ଅଧିକ ଖବର ଦେଖନ୍ତୁ...

ଭାରତରେ କଂଗ୍ରେସ ଶାସନ କାଳରେ ବୁଲେଟ ଟ୍ରେନ୍‌ ଚଳାଚଳ ସମ୍ଭବ: ରାହୁଲ

ଆମେଠି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି, ଭାରତରେ କଂଗ୍ରେସ ଶାସନ କାଳରେ କେବଳ ବୁଟେଲ ଟ୍ରେନ ଚଳାଚଳ କରିବା ସମ୍ଭବ ହେବ। ନିଜର ଲୋକସଭା ମଣ୍ଡଳୀ ‘ଆମେଠି’ ଗସ୍ତରେ ରାହୁଲ ଏହା କହିଛନ୍ତି। ସେ କହିଛନ୍ତି, ଗୁଜୁରାଟର ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚଳାଚଳ କରିବାକୁ ଥିବା…
ଅଧିକ ଖବର ଦେଖନ୍ତୁ...